ETV Bharat / snippets

ସୋସିଆଲ ମିଡିଆରେ ଆକ୍ଟିଭ ରହିବାକୁ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ନିର୍ଦ୍ଦେଶ

author img

By ETV Bharat Odisha Team

Published : Jun 19, 2024, 12:30 PM IST

health department letter
health department letter (ETV Bharat Odisha)

ଭୁବନେଶ୍ୱର: ଏଣିକି ସୋସିଆଲ ମିଡିଆରେ ଆକ୍ଟିଭ ରହିବେ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ । 'X' ରେ ଆକାଉଣ୍ଟ ଖୋଲିବାକୁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ସମୀକ୍ଷା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଏଭଳି ନିର୍ଦ୍ଦେଶ ଦେଇଥିବା କୁହାଯାଇଛି ।

ସମସ୍ତ DHHs, SDHs, CHCS ଏବଂ PHC ଗୁଡିକରେ ଚାର୍ଜରେ ଥିବା ମେଡିକାଲ୍ ଅଫିସରମାନେ 'X' ପରିଚାଳନା କରିବେ । ଏକ୍ସରେ ଆକାଉଣ୍ଟ ଖୋଲିବା ପରେ ଲୋକମାନଙ୍କର ଆବଶ୍ୟକତା ଅନୁଯାୟୀ ପ୍ରତିକ୍ରିୟାଶୀଳ ହେବାକୁ ମଧ୍ୟ କୁହାଯାଇଛି । ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିବା ନେଇ 3 ଦିନ ମଧ୍ୟରେ ଓଡିଶାର DHSକୁ ଦାଖଲ କରିବାକୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.