ETV Bharat / snippets

ନୂଆପଡାରେ ସଡକ ଦୁର୍ଘଟଣା; ବାପ ଓ ପୁଅ ମୃତ, ଝିଅ ଗୁରୁତର

author img

By ETV Bharat Odisha Team

Published : Jul 1, 2024, 3:49 PM IST

ନୂଆପଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ବାପ ଓ ପୁଅ ମୃତ, ଝିଅ ଗୁରୁତର
ନୂଆପଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ବାପ ଓ ପୁଅ ମୃତ, ଝିଅ ଗୁରୁତର (ETV Bharat Odisha)

ନୂଆପଡା: ଜିଲ୍ଲା ଖଡ଼ିଆଳ ମୁଖ୍ୟ ରାସ୍ତା କାପସି ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ବାପ ପୁଅ ମୃତ ଓ ଝିଅ ଗୁରୁତର । ମୃତକ ହେଲେ ଚଚରାଭଟା ଗାଁର ବାପା ଆତ୍ମାରାମ ତାଣ୍ଡି, ପୁଅ ଲିଙ୍ଗରାଜ ତାଣ୍ଡି ଓ ଝିଅ ବେଳମତି। ଖବର ମୁତାବକ ବାପା ପୁଅ, ଝିଅ ସହ ମୋଟରସାଇକଲ ଯୋଗେ କୌଣସି କାମରେ ବରଗାଁକୁ ଯାଇ ଫେରୁଥିବା ବେଳେ କାର ସହ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ବାପା ଓ ପୁଅ ମୃତ୍ୟୁ ହୋଇଥିବା ବେଳେ ଝିଅକୁ ଗୁରୁତର ହୋଇ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଖବର ପାଇ ସିନାପାଲି ପୋଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ: ନିଶା ଖାଇ ଗାଡି ଚଳାଉଥିଲେ, ସିରିଜ ଦୁର୍ଘଟଣା କଲେ ପୋଲିସ ବାବୁ

ନୂଆପଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.