ETV Bharat / snippets

ବର୍ଷା ଅନୁଭବ ବିବାଦ ପ୍ରସଙ୍ଗ; ଅନୁଭବଙ୍କ ବିରୋଧରେ ହେବ ଚାର୍ଜଫ୍ରେମ

author img

By ETV Bharat Odisha Team

Published : Jun 20, 2024, 4:39 PM IST

Charge Frame against Anubhab mohanty
Charge Frame against Anubhab mohanty (ETV Bharat Odisha)

Charge Frame against Anubhab mohanty: କଟକ: ବହୁ ଚର୍ଚ୍ଚିତ ଅନୁଭବ- ବର୍ଷା ବିବାଦରେ ଆସିଛି ନୂଆ ଏକ ମୋଡ । କଟକ ଜେଏମ୍‌ଏଫ୍‌ସି କୋର୍ଟରେ ଅନୁଭବ ହାଜର ପରେ ଅନୁଭବଙ୍କ ନାଁରେ ହୋଇଛି ଚାର୍ଜଫ୍ରେମ୍‌ । ଅନୁଭବ ଓ ତାଙ୍କର ଦୁଇ ସହଯୋଗୀଙ୍କ ନାଁରେ ହୋଇଛି ଚାର୍ଜଫ୍ରେମ୍‌ । ବର୍ଷାଙ୍କୁ ନିର୍ଯାତନା ନେଇ ପୁରୀଘାଟ ଥାନାରେ ରୁଜୁ ହୋଇଥିଲା ମାମଲା । ବାରମ୍ବାର ସମନ ସତ୍ତ୍ବେ ଅନୁଭବ ହାଜର ହୋଇନଥିବାରୁ ଏନବିଡବ୍ଲୁ ଜାରି ହୋଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.