ETV Bharat / snippets

ରାଜ୍ୟ ଫୁଟବଲ ସଂଘ ସଭାପତି ପଦରୁ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା

author img

By ETV Bharat Odisha Team

Published : Jul 9, 2024, 8:57 PM IST

Debasish Samantray Resigned
Debasish Samantray Resigned (ETV Bharat Odisha)

Debasish Samantray Resigned: କଟକ: ଫାଓ ସଭାପତି ପଦରୁ ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ବ୍ୟକ୍ତିଗତ କାରଣ ଦର୍ଶାଇ ସମ୍ପାଦକ ଆଶୀର୍ବାଦ ବେହେରାକୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ଦେବାଶିଷ । ରାଧାରମଣ କ୍ଳବରୁ ପ୍ରତିନିଧିତ୍ୱ କରି ଫାଓରେ ନିର୍ଦ୍ଵନ୍ଦ୍ବରେ ଗତ ନିର୍ବାଚନରେ ସଭାପତି ପଦବୀରେ ରହିଥିଲେ ଦେବାଶିଷ । ତେବେ ରାଜ୍ୟ ଫାଓ ସଂଘରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ଆସନ୍ତା 21 ତାରିଖ ଏକ ସାଧାରଣ ପରିଷଦ ବୈଠକ ଜରିଆରେ ନିର୍ବାଚନ ଅନୁଷ୍ଠିତ ହେବ । 241 ଜଣ ଭୋଟରଙ୍କୁ ନେଇ ହେବ ନିର୍ବାଚନ । ତେବେ ବର୍ତ୍ତମାନ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଥିବା ବେଳେ ଆଗାମୀ ସଭାପତି ରେସରେ ଆଗରେ ରହିଛନ୍ତି ବରିଷ୍ଠ ବିଜେପି ନେତା ସମୀର ଦେ, ଯିଏକି ରାଇଜିଙ୍ଗ ଷ୍ଟୁଡେଣ୍ଟ କ୍ଳବରୁ ପରିନିଧିତ୍ୱ କରୁଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.