ETV Bharat / snippets

ରେକର୍ଡ ଅପେକ୍ଷାରେ କୋହଲି, IPL ଇତିହାସରେ ପୂରଣ କରିବେ 8000 ରନ - IPL 2024

author img

By ETV Bharat Odisha Team

Published : May 21, 2024, 2:14 PM IST

Virat Kohli
Virat Kohli (@RCBTweets)

ହାଇଦ୍ରାବାଦ: ଆଇପିଏଲର 17ତମ ସଂସ୍କରଣରେ ବିରାଟ କୋହଲି ଫର୍ମରେ ରହିଛନ୍ତି । ଚଳିତ ଆଇପିଏଲରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ରନ ହାସଲକାରୀ ହୋଇପାରିଛନ୍ତି । 14 ଟି ମ୍ୟାଚରୁ ସେ 708 ରନ ସଂଗ୍ରହ କରି ଅରେଞ୍ଜ କ୍ୟାପ ହାତେଇଛନ୍ତି । ଆଇପିଏଲରେ ଆଉ ଏକ ରେକର୍ଡ କରିବା ଲକ୍ଷ୍ୟରେ ରହିଛନ୍ତି ବିରାଟ । ଆଇପିଏଲ ଇତିହାସରେ ପ୍ରଥମ ଖେଳାଳି ଭାବେ ସେ 8ହାଜର ରନ ପୂରଣ କରିବାକୁ ଯାଉଛନ୍ତି । ଆସନ୍ତାକାଲି ଏଲିମିନେଟର ମ୍ୟାଚ ବେଙ୍ଗାଲୁରୁ ଓ ରାଜସ୍ଥାନ ମଧ୍ୟରେ ଖେଳାଯିବ । ଏହି ମ୍ୟାଚରେ କୋହଲି ଯଦି 29 ରନ କରନ୍ତି ତେବେ ଆଇପିଏଲ୍ ଇତିହାସରେ 8000 ରନ୍ କରିବାରେ ପ୍ରଥମ କ୍ରିକେଟର ହେବେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବର୍ତ୍ତମାନ ପର୍ଯ୍ୟନ୍ତ ଏଭଳି କୀର୍ତ୍ତିମାନ କରିପାରି ନାହାଁନ୍ତି।

ଏହା ମଧ୍ୟ ପଢନ୍ତୁ- ବିଜୟୀ ପରେ କାନ୍ଦିଲେ 'ବିରୁଷ୍କା', ସୋସିଆଲ ମିଡିଆରେ ଭିଡିଓ ଭାଇରାଲ - IPL 2024

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.