ETV Bharat / snippets

ତାଜ ଏକ୍ସପ୍ରେସରେ ଲାଗିଲା ନିଆଁ, ସମସ୍ତ ଯାତ୍ରୀ ସୁରକ୍ଷିତ

author img

By ETV Bharat Odisha Team

Published : Jun 3, 2024, 6:19 PM IST

Fire In Taj Express
Fire In Taj Express (ETV Bharat)

Fire In Taj Express: ନୂଆଦିଲ୍ଲୀ: ତାଜ୍‌ ଏକ୍ସପ୍ରେସରେ ଲାଗିଲା ଭୟଙ୍କର ନିଆଁ । ଆଜି ଅପରାହ୍ନ ୪.୨୪ ସମୟରେ ତୁଗଲକାବାଦ-ଓଖଲା ମଧ୍ୟରେ ଘଟିଛି ଅଗ୍ନିକାଣ୍ଡ । ଟ୍ରେନ ନମ୍ବର ୧୨୨୮୦ ତାଜ୍‌ ଏକ୍ସପ୍ରେସର ୨ଟି କୋଚରେ ଲାଗିଛି ନିଆଁ । ନିଆଁକୁ ଆୟତ୍ତ କରିବା ପାଇଁ ଦମକଳ ବାହିନୀ ଉଦ୍ୟମ ଜାରି ରଖିଛନ୍ତି । ଟ୍ରେନ ମଧ୍ୟରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ନେଇ ନର୍ଦନ ରେଲୱେର ସିପିଆରଓ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.