ହାଇଦ୍ରାବାଦ: ଆରମ୍ଭ ହୋଇଯାଇଛି ଫେଷ୍ଟିଭ ସେଲ୍ । ଏହି ଅଫରରେ ଅନେକ ମୋବାଇଲ କିଣିବାକୁ ଆଗ୍ରହ ରଖିଥାନ୍ତି । ଯଦି ଆପଣ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି ଓ ଆପଣଙ୍କ ବଜେଟ 15ହଜାର ଟଙ୍କା ଭିତରେ ରହିଛି, ତେବେ ଆମେ ଆପଣଙ୍କୁ କିଛି ସ୍ମାର୍ଟଫୋନ ସମ୍ପର୍କରେ କହିବୁ । ଯାହାକି 15ହଜାର ଭିତରେ ଆପଣଙ୍କ ଲାଗି ଭଲ ଅପସନ ହୋଇପାରେ ।
10ହଜାର ଟଙ୍କା ଭିତରେ ଭଲ ସ୍ମାର୍ଟଫୋନ:-
Samsung A14 5G:
- ଯଦି ଆପଣ ସାମସଙ୍ଗ ବ୍ରାଣ୍ଡର 5G ସ୍ମାର୍ଟଫୋନ ତାହା ପୁଣି 10ହଜାର ଟଙ୍କା ଭିତରେ ଚାହୁଁଛନ୍ତି, ତେବେ ଏହା ଆପଣଙ୍କ ଲାଗି ଭଲ ଅପସନ ହୋଇପାରେ ।
- ଡିସପ୍ଲେ: 6.6 ଇଞ୍ଚ Full HD+
- କ୍ୟାମେରା: 50MP
- ବ୍ୟାଟେରୀ: 5000 mAh
- ଦାମ: Rs.9,999
- ଏହାର ଚାର୍ଜରକୁ ଆପଣଙ୍କୁ ଅଲଗା କିଣିବାକୁ ପଡ଼ିବ ।
Motorola G34 5G:
- ମୋଟୋରୋଲା ଜି34 5ଜି ଫୋନ 10ହଜାର ଟଙ୍କା ଭିତରେ ଅନ୍ୟ ଏକ ଅପସନ ହୋଇପାରେ ।
- ଡିସପ୍ଲେ: 6.5 ଇଞ୍ଚ HD+
- ବ୍ୟାଟେରୀ: 5000 mAh
- ପ୍ରୋସେସର: ସ୍ନାପଡ୍ରାଗନ 695
- ଦାମ: Rs.9,999
IQOO Z9 Lite:
- ଯେଉଁମାନେ କମ ଦାମରେ ଭଲ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି ତେବେ IQOO Z9 ଲାଇଟ୍ ହ୍ୟାଣ୍ଡସେଟଟି କିଣିପାରିବେ ।
- ପ୍ରୋସେସର: ମେଡିଆଟେକ୍ ଡାଇମେନସିଟି 6300
- କ୍ୟାମେରା: 50MP
- ବ୍ୟାଟେରୀ: 5000 mAh
- ଦାମ: Rs.9,499
Redmi 13C 5G:
- ପ୍ରୋସେସର: ମିଡିଆଟେକ ଡାଇମେନସିଟି 6100+
- କ୍ୟାମେରା: 50 MP AI ଡୁଆଲ
- ବ୍ୟାଟେରୀ: 5000 mAh
- ଦାମ: Rs 8,999 (ସ୍ପେଶାଲ ଅଫର)
15ହଜାର ଟଙ୍କା ଭିତରେ ବେଷ୍ଟ ସ୍ମାର୍ଟଫୋନ:
Samsung M35 5G:
- ବ୍ୟାଟେରୀ: 6000 mAh
- ପ୍ରୋସେସର: Exynos 1380
- କ୍ୟାମେରା: 50MP
- ଦାମ: Rs.13,749
- ଏହାର ଚାର୍ଜରକୁ ଅଲଗା ଭାବେ କିଣିବାକୁ ପଡ଼ିବ ।
Motorola G64 5G:
- ଡିସପ୍ଲେ: 6.5 ଇଞ୍ଚ Full HD+ LCD
- ବ୍ୟାଟେରୀ: 6000 mAh
- କ୍ୟାମେରା: 50MP
- ଦାମ: Rs.13,999
Oppo K12X:
- ଓପୋର ଏହି ମୋବାଇଲଟି OnePlus Nord CE4 ସହିତ ପ୍ରାୟତଃ ସମାନ ।
- ଏହି ଫୋନର ସ୍ପେଶାଲିଟି ହେଉଛି ଡ୍ୟାମେଜ ପ୍ରୁଫ ବଡି । ଯାହାକି ସହଜରେ ଭାଙ୍ଗିବ ନାହିଁ ।
- ଡିସପ୍ଲେ: 6.67 inch HD
- କ୍ୟାମେରା: 32MP
- ବ୍ୟାଟେରୀ: 5100 mAh
- ଦାମ: Rs.10,999
Lava blaze curve:
- ଯେଉଁମାନେ କର୍ଭ ଫୋନ ଚାହୁଁଛନ୍ତି, ସେମାନେ ଲାଭାର ଏହି ହ୍ୟାଣ୍ଡସେଟଟି କିଣିପାରନ୍ତି ।
- ଡିସପ୍ଲେ: 6.67 ଇଞ୍ଚ କର୍ଭଡ AMOLED
- ମେନ କ୍ୟାମେରା: 64 MP
- ଫ୍ରଣ୍ଟ କ୍ୟାମେରା: 32MP
- ଦାମ: Rs.14,499