ETV Bharat / state

ସମ୍ବଲପୁର ସରଲା ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ରେଳଧାରଣା ବାହାରେ ଗୋଟିଏ ବଗି - Goods Train Derail - GOODS TRAIN DERAIL

Goods Train Derail In Sambhalpur: ହାଓ୍ବଡା-ମୁମ୍ବାଇ ଏକ୍ସପ୍ରେସ ଝାଡଖଣ୍ଡରେ ଲାଇନଚ୍ୟୁତ ହେବାର କିଛି ଘଣ୍ଟା ନପୁରୁଣୁ ପୁଣି ଘଟିଲା ଆଉ ଏକ ଦୁର୍ଘଟଣା । ସମ୍ବଲପୁରରେ ମାଳବାହି ଟ୍ରେନ ଲାଇନ ଚ୍ୟୁତ ହୋଇଛି । କେହି ମୃତାଦତ ହୋଉନଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ,

ସମ୍ବଲପୁର ସାରଳା ଷ୍ଟେସନର ୟାର୍ଡରେ ଅଘଟଣ; ମାଲବାହୀ ଟ୍ରେନ ଲାଇନଚ୍ୟୁତ, ରେଳଧାରଣା ବାହାରେ ଗୋଟିଏ ବଗି
ସମ୍ବଲପୁର ସାରଳା ଷ୍ଟେସନର ୟାର୍ଡରେ ଅଘଟଣ; ମାଲବାହୀ ଟ୍ରେନ ଲାଇନଚ୍ୟୁତ, ରେଳଧାରଣା ବାହାରେ ଗୋଟିଏ ବଗି (ETV Bharat Odisha)
author img

By ETV Bharat Odisha Team

Published : Jul 30, 2024, 4:59 PM IST

ସମ୍ବଲପୁର: ଗୋଟିଏ ଦିନରେ ଦୁଇ-ଦୁଇଟି ଟ୍ରେନ ଦୁର୍ଘଟଣାଗ୍ରସ୍ତ । ସମ୍ବଲପୁର ସରଲା ନିକଟରେ ଟ୍ରାକରୁ ଖସିଲା ଟ୍ରେନ । ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ସମ୍ବଲପୁରର ସିଟି ଷ୍ଟେସନ ନିକଟ ସାରଳା ଷ୍ଟେସନ ନିକଟରେ ସମ୍ବଲପୁରରୁ ଝାରସୁଗୁଡା ପଟକୁ ଯାଉଥିବା ଏକ ମାଳବାହୀ ଟ୍ରେନର ଗୋଟିଏ ବଗି ଲାଇନ ଚ୍ୟୁତ ହୋଇଛି । ତେବେ ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି । ଘଟଣାର ଖବର ପାଇ ଘଟଣାସ୍ଥଳରେ ସମ୍ବଲପୁର ADRM ସହ ଟେକ୍ନିକାଲ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଏହା ଟ୍ରେନ ଚଳାଚଳ କରୁଥିବା ବେଳେ ଲାଇନଚ୍ୟୁତ ହୋଇନଥିବା ସହ ଘଟଣାର ତଦନ୍ତ ଜାରିଥିବା କହିଛନ୍ତି ADRM ଆନନ୍ଦ ସିଂ ।

ସମ୍ବଲପୁର ସାରଳା ଷ୍ଟେସନର ୟାର୍ଡରେ ଅଘଟଣ; ମାଲବାହୀ ଟ୍ରେନ ଲାଇନଚ୍ୟୁତ, ରେଳଧାରଣା ବାହାରେ ଗୋଟିଏ ବଗି (ETV Bharat Odisha)

ସମ୍ବଲପୁର: ଗୋଟିଏ ଦିନରେ ଦୁଇ-ଦୁଇଟି ଟ୍ରେନ ଦୁର୍ଘଟଣାଗ୍ରସ୍ତ । ସମ୍ବଲପୁର ସରଲା ନିକଟରେ ଟ୍ରାକରୁ ଖସିଲା ଟ୍ରେନ । ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ସମ୍ବଲପୁରର ସିଟି ଷ୍ଟେସନ ନିକଟ ସାରଳା ଷ୍ଟେସନ ନିକଟରେ ସମ୍ବଲପୁରରୁ ଝାରସୁଗୁଡା ପଟକୁ ଯାଉଥିବା ଏକ ମାଳବାହୀ ଟ୍ରେନର ଗୋଟିଏ ବଗି ଲାଇନ ଚ୍ୟୁତ ହୋଇଛି । ତେବେ ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି । ଘଟଣାର ଖବର ପାଇ ଘଟଣାସ୍ଥଳରେ ସମ୍ବଲପୁର ADRM ସହ ଟେକ୍ନିକାଲ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଏହା ଟ୍ରେନ ଚଳାଚଳ କରୁଥିବା ବେଳେ ଲାଇନଚ୍ୟୁତ ହୋଇନଥିବା ସହ ଘଟଣାର ତଦନ୍ତ ଜାରିଥିବା କହିଛନ୍ତି ADRM ଆନନ୍ଦ ସିଂ ।

ସମ୍ବଲପୁର ସାରଳା ଷ୍ଟେସନର ୟାର୍ଡରେ ଅଘଟଣ; ମାଲବାହୀ ଟ୍ରେନ ଲାଇନଚ୍ୟୁତ, ରେଳଧାରଣା ବାହାରେ ଗୋଟିଏ ବଗି (ETV Bharat Odisha)

ଏହା ମଧ୍ୟ ପଢନ୍ତୁ: ପୁଣି ବଡ଼ ରେଳ ଦୁର୍ଘଟଣା; ଝାଡ଼ଖଣ୍ଡ ଚକ୍ରଧରପୁରରେ ହାଓ୍ବଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ, 2 ମୃତ, ଓଡ଼ିଶା ରୁଟରେ 3 ଟ୍ରେନ ବାତିଲ


ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.