ETV Bharat / state

ଥାନା ଭିତରେ ଫାଟିଲା ଗ୍ୟାସ ଟାଙ୍କି; ଜଣେ ଗୁରୁତର, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି - CYLINDER BLAST IN POLICE STATION

author img

By ETV Bharat Odisha Team

Published : Aug 14, 2024, 2:04 PM IST

Updated : Aug 14, 2024, 2:30 PM IST

Gas Cylinder Blast In Airfield Police Station: ରାଜଧାନୀର ଏୟାରଫିଲ୍ଡ ଥାନାରେ ଫାଟିଲା ଗ୍ୟାସ ଟାଙ୍କି । ଜଣେ ଗୁରୁତର ହୋଇଥିବା ବେଳେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

ଥାନା ଭିତରେ ଫାଟିଲା ଗ୍ୟାସ ଟାଙ୍କି, ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
ଥାନା ଭିତରେ ଫାଟିଲା ଗ୍ୟାସ ଟାଙ୍କି, ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି (ETV Bharat Odisha)

ଭୁବନେଶ୍ୱର: ରାଜଧାନୀର ଏୟାରଫିଲ୍ଡ ଥାନାରେ ଅଘଟଣ । ଥାନା ଭିତରେ ଫାଟିଲା ଗ୍ୟାସ ଟାଙ୍କି । ଘଟଣାରେ ଜଣେ ଗୁରୁତର ହୋଇଛନ୍ତି । ଅଳ୍ପକେ ଭର୍ତ୍ତି ଯାଇଛନ୍ତି ସ୍ଥାନୀୟ ଲୋକେ । ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଏସିପି କେ.ସି ପଲେଇ କହିଛନ୍ତି ଜଣେ ଆହତ ହୋଇଛନ୍ତି ଏବଂ ଆହତଙ୍କୁ ଆଇଆଇସି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ପୋଲିସ ଘଟଣାସ୍ଥଳରେ ଅନୁଧ୍ୟାନ କରୁଛି । ଥାନାରେ ରୋଷେଇ ବେଳେ ଏହି ଘଟଣା ଘଟିଥିବା ଜଣାପଡିଛି ।

ଥାନା ଭିତରେ ଫାଟିଲା ଗ୍ୟାସ ଟାଙ୍କି; ଜଣେ ଗୁରୁତର, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି (ETV Bharat Odisha)

ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ ଲୋକେ

ସେପଟେ ଥାନା ପାଖରେ ଏକ ହାଟ ରହିଥିବା ବେଳେ ଗ୍ୟାସ ଟ୍ୟାଙ୍କି ଫାଟିଯିବା ଫଳରେ ଭୟଭୀତ ହୋଇଥିଲେ ଲୋକେ । ଥାନାର ଗ୍ୟାସ ଟାଙ୍କି ଫାଟି କି ଆସିକିରି ଯେଉଁ ପରିବା ବିକୁଛନ୍ତି ତାଙ୍କ ଉପରେ ପଡିଥିବା କହିଛନ୍ତି ପ୍ରତ୍ୟେକ୍ଷଦର୍ଶୀ । ଥାନାରେ‌ ରୋଷେଇ କରୁଥିବା ବେଳେ ନିଆଁ ଲାଗିଯିବାରୁ ଟାଙ୍କିକୁ ଥାନା ଛାତ ଉପରକୁ ନେଇଯାଇଥିଲେ କର୍ମଚାରୀ । ପାଖରେ ନିଆଁ ଲିଭା ଯନ୍ତ୍ର ନଥିବାରୁ ପାଣି ଢ଼ାଳି କି ଲିଭାଇବାକୁ ଚେଷ୍ଟା କରିଥିଲେ । ହେଲେ ନିଆଁ ଲିଭିନଥିଲା ଏବଂ ପରେ ଫାଟିକି ପଡ଼ିଥିଲା । ଟାଙ୍କିର ପଡ଼ିଥିବା ଅବଶାଂଷ ହାଟରେ ପଡିଥିବା ଦେଖିବାକୁ ମିଳିଛି । ଘଟଣାରେ ଜଣେ ଗୁରୁତର ଆହତ‌ ହୋଇଥିବା ବେଳେ ସେଠାରେ ଥିବା ଅନ୍ୟ ପରିବା ଦୋକାନୀ ଓ ଗ୍ରାହକ ନିଜ ଜୀବନ ବଞ୍ଚାଇ ଦୌଡିଥିଲେ ।

ଥାନା ଭିତରେ ଫାଟିଲା ଗ୍ୟାସ ଟାଙ୍କି; ଜଣେ ଗୁରୁତର, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ପ୍ରତ୍ୟକ୍ଷଦର୍ଶୀଙ୍କ ପ୍ରତିକ୍ରିୟା:

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ''ବୋମା ଫୁଟିବା ଭଳି ଶବ୍ଦ ହେଲା । ୧୦ଚକିଆ ଟ୍ରକ ଟାୟାର ଫାଟିଲା ଭାବିଲୁ ଦେଖିଲା ବେଳକୁ ଥାନା ଉପରେ ଫାଟିବା ଜାଣିଲୁ । ଟ୍ୟାଙ୍କି ପାଟି ଯେଉଁଭଳି ତାହା ଖଣ୍ଡ ଖଣ୍ଡ ହୋଇ ଛିଟିକିଲା । ଅନେକ ଜୀବନ ଯାଇଥାନ୍ତା । ସମସ୍ତେ ଡରିଯାଇଥିଲେ । ଏପରିକି ଗ୍ୟାସ ପଡ଼ିବା ପରେ ହାଟରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଗଲା ।

ଏହା ମଧ୍ୟ ପଢନ୍ତୁ: ଅଗ୍ନିକାଣ୍ଡରେ ପୋଡିଗଲା ୨୦ରୁ ଊର୍ଦ୍ଧ୍ବ ଘର, ସର୍ବସ୍ବାନ୍ତ ହୋଇଗଲେ ପରିବାର ଲୋକ

ପୂର୍ବରୁ କ୍ୟାପିଟାଲ ଥାନାରେ ହୋଇଥିଲା ଏପରି ଘଟଣା

ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଥିଲା କ୍ୟାପିଟାଲ ଥାନାରେ । ମେ ୬, ୨୦୧୮ମସିହାରେ ଏକ ଅଗ୍ନିକାଣ୍ଡ ହୋଇଥିଲା । ପୋଲିସ ଥାନା ଭିତରେ ଥିବା ବାରାକରେ ସତ୍ୟ ପ୍ରକାଶ ନାମକ ଜଣେ ପୋଲିସ କର୍ମଚାରୀ ମଧ୍ୟ ଆହାତ ହୋଇଥିଲେ । ଏନେଇ‌ ଥାନରେ‌ ନିଆଁ ଲାଗି ଜଳି ପୋଡ଼ିଯାଇଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Aug 14, 2024, 2:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.