ETV Bharat / state

ଥାନା ଭିତରେ ଫାଟିଲା ଗ୍ୟାସ ଟାଙ୍କି; ଜଣେ ଗୁରୁତର, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି - CYLINDER BLAST IN POLICE STATION

Gas Cylinder Blast In Airfield Police Station: ରାଜଧାନୀର ଏୟାରଫିଲ୍ଡ ଥାନାରେ ଫାଟିଲା ଗ୍ୟାସ ଟାଙ୍କି । ଜଣେ ଗୁରୁତର ହୋଇଥିବା ବେଳେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

ଥାନା ଭିତରେ ଫାଟିଲା ଗ୍ୟାସ ଟାଙ୍କି, ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
ଥାନା ଭିତରେ ଫାଟିଲା ଗ୍ୟାସ ଟାଙ୍କି, ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି (ETV Bharat Odisha)
author img

By ETV Bharat Odisha Team

Published : Aug 14, 2024, 2:04 PM IST

Updated : Aug 14, 2024, 2:30 PM IST

ଭୁବନେଶ୍ୱର: ରାଜଧାନୀର ଏୟାରଫିଲ୍ଡ ଥାନାରେ ଅଘଟଣ । ଥାନା ଭିତରେ ଫାଟିଲା ଗ୍ୟାସ ଟାଙ୍କି । ଘଟଣାରେ ଜଣେ ଗୁରୁତର ହୋଇଛନ୍ତି । ଅଳ୍ପକେ ଭର୍ତ୍ତି ଯାଇଛନ୍ତି ସ୍ଥାନୀୟ ଲୋକେ । ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଏସିପି କେ.ସି ପଲେଇ କହିଛନ୍ତି ଜଣେ ଆହତ ହୋଇଛନ୍ତି ଏବଂ ଆହତଙ୍କୁ ଆଇଆଇସି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ପୋଲିସ ଘଟଣାସ୍ଥଳରେ ଅନୁଧ୍ୟାନ କରୁଛି । ଥାନାରେ ରୋଷେଇ ବେଳେ ଏହି ଘଟଣା ଘଟିଥିବା ଜଣାପଡିଛି ।

ଥାନା ଭିତରେ ଫାଟିଲା ଗ୍ୟାସ ଟାଙ୍କି; ଜଣେ ଗୁରୁତର, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି (ETV Bharat Odisha)

ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ ଲୋକେ

ସେପଟେ ଥାନା ପାଖରେ ଏକ ହାଟ ରହିଥିବା ବେଳେ ଗ୍ୟାସ ଟ୍ୟାଙ୍କି ଫାଟିଯିବା ଫଳରେ ଭୟଭୀତ ହୋଇଥିଲେ ଲୋକେ । ଥାନାର ଗ୍ୟାସ ଟାଙ୍କି ଫାଟି କି ଆସିକିରି ଯେଉଁ ପରିବା ବିକୁଛନ୍ତି ତାଙ୍କ ଉପରେ ପଡିଥିବା କହିଛନ୍ତି ପ୍ରତ୍ୟେକ୍ଷଦର୍ଶୀ । ଥାନାରେ‌ ରୋଷେଇ କରୁଥିବା ବେଳେ ନିଆଁ ଲାଗିଯିବାରୁ ଟାଙ୍କିକୁ ଥାନା ଛାତ ଉପରକୁ ନେଇଯାଇଥିଲେ କର୍ମଚାରୀ । ପାଖରେ ନିଆଁ ଲିଭା ଯନ୍ତ୍ର ନଥିବାରୁ ପାଣି ଢ଼ାଳି କି ଲିଭାଇବାକୁ ଚେଷ୍ଟା କରିଥିଲେ । ହେଲେ ନିଆଁ ଲିଭିନଥିଲା ଏବଂ ପରେ ଫାଟିକି ପଡ଼ିଥିଲା । ଟାଙ୍କିର ପଡ଼ିଥିବା ଅବଶାଂଷ ହାଟରେ ପଡିଥିବା ଦେଖିବାକୁ ମିଳିଛି । ଘଟଣାରେ ଜଣେ ଗୁରୁତର ଆହତ‌ ହୋଇଥିବା ବେଳେ ସେଠାରେ ଥିବା ଅନ୍ୟ ପରିବା ଦୋକାନୀ ଓ ଗ୍ରାହକ ନିଜ ଜୀବନ ବଞ୍ଚାଇ ଦୌଡିଥିଲେ ।

ଥାନା ଭିତରେ ଫାଟିଲା ଗ୍ୟାସ ଟାଙ୍କି; ଜଣେ ଗୁରୁତର, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ପ୍ରତ୍ୟକ୍ଷଦର୍ଶୀଙ୍କ ପ୍ରତିକ୍ରିୟା:

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ''ବୋମା ଫୁଟିବା ଭଳି ଶବ୍ଦ ହେଲା । ୧୦ଚକିଆ ଟ୍ରକ ଟାୟାର ଫାଟିଲା ଭାବିଲୁ ଦେଖିଲା ବେଳକୁ ଥାନା ଉପରେ ଫାଟିବା ଜାଣିଲୁ । ଟ୍ୟାଙ୍କି ପାଟି ଯେଉଁଭଳି ତାହା ଖଣ୍ଡ ଖଣ୍ଡ ହୋଇ ଛିଟିକିଲା । ଅନେକ ଜୀବନ ଯାଇଥାନ୍ତା । ସମସ୍ତେ ଡରିଯାଇଥିଲେ । ଏପରିକି ଗ୍ୟାସ ପଡ଼ିବା ପରେ ହାଟରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଗଲା ।

ଏହା ମଧ୍ୟ ପଢନ୍ତୁ: ଅଗ୍ନିକାଣ୍ଡରେ ପୋଡିଗଲା ୨୦ରୁ ଊର୍ଦ୍ଧ୍ବ ଘର, ସର୍ବସ୍ବାନ୍ତ ହୋଇଗଲେ ପରିବାର ଲୋକ

ପୂର୍ବରୁ କ୍ୟାପିଟାଲ ଥାନାରେ ହୋଇଥିଲା ଏପରି ଘଟଣା

ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଥିଲା କ୍ୟାପିଟାଲ ଥାନାରେ । ମେ ୬, ୨୦୧୮ମସିହାରେ ଏକ ଅଗ୍ନିକାଣ୍ଡ ହୋଇଥିଲା । ପୋଲିସ ଥାନା ଭିତରେ ଥିବା ବାରାକରେ ସତ୍ୟ ପ୍ରକାଶ ନାମକ ଜଣେ ପୋଲିସ କର୍ମଚାରୀ ମଧ୍ୟ ଆହାତ ହୋଇଥିଲେ । ଏନେଇ‌ ଥାନରେ‌ ନିଆଁ ଲାଗି ଜଳି ପୋଡ଼ିଯାଇଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Aug 14, 2024, 2:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.