ETV Bharat / state

ଗେରୁଆ ହେବ ସରକାରୀ କୋଠା; ବାହାର କାନ୍ଥର ରଙ୍ଗ କମଳା ଏବଂ ବର୍ଡର ହେବ ଲାଲ୍‌

ବଦଳିବ ସରକାରୀ କୋଠାର ରଙ୍ଗ । ବାହାର କାନ୍ଥର ରଙ୍ଗ କମଳା ଏବଂ ବର୍ଡର ଲାଲ୍‌ ରହିବ । ସବୁ ସରକାରୀ କୋଠାର ରଙ୍ଗ ସମାନ ରହିବ ।

author img

By ETV Bharat Odisha Team

Published : 2 hours ago

Updated : 56 minutes ago

GOVT BUILDINGS ORANGE COLOUR
GOVT BUILDINGS ORANGE COLOUR (ETV Bharat Odisha)

ଭୁବନେଶ୍ବର: ଗେରୁଆ ହେବ ସରକାରୀ କୋଠା । ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ବିଜ୍ଞପ୍ତି ଜାରି କଲା ପୂର୍ତ୍ତବିଭାଗ । ବଦଳିବ ସରକାରୀ କୋଠାର ରଙ୍ଗ । ବାହାର କାନ୍ଥର ରଙ୍ଗ କମଳା ଏବଂ ବର୍ଡର ଲାଲ୍‌ ରହିବ । ସବୁ ସରକାରୀ କୋଠାର ରଙ୍ଗ ସମାନ ରହିବ । ସବୁ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଚିଠି ଲେଖିଲା ପୂର୍ତ୍ତ ବିଭାଗ ।

ବଦଳିବ ସରକାରୀ କୋଠାର ରଙ୍ଗ
ସମସ୍ତ ସରକାରୀ ବିଲ୍ଡିଂରେ ୟୁନିଫର୍ମ କଲର କୋଡ଼ ଲାଗୁ ହେବ। ସମସ୍ତ ସରକାରୀ କୋଠାର ରଙ୍ଗ କମଳା ଓ ନାଲି ରଙ୍ଗ ହେବ।ବିଲ୍ଡିଂ କାର୍ଯ୍ୟକ୍ଷମ ଥିଲେ ମରାମତି କିମ୍ବା ନବୀକରଣ ବେଳେ ରଙ୍ଗ ପରିବର୍ତ୍ତନ ହେବ । କୋଠାର ବାହାର ପଟ କମଳା ରଙ୍ଗ ଏବଂ ନାଲି ବର୍ଡ଼ର ବିଶିଷ୍ଟ ରହିବ । ଏନେଇ ସମସ୍ତ ମୁଖ୍ୟ ଯନ୍ତ୍ରୀ ଓବିସିସିକୁ ପୂର୍ତ୍ତ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି।

ଗେରୁଆ ହେବ ସରକାରୀ କୋଠା
ଗେରୁଆ ହେବ ସରକାରୀ କୋଠା (ETV Bharat Odisha)

ପୁଣି ବଦଳିବ ରଙ୍ଗ । ଆଉ ଶାଗୁଆ ନୁହେଁ ଏଣିକି ସମସ୍ତ ସରକାରୀ କୋଠା ହେବ କମଳା ରଙ୍ଗ । ଏନେଇ ଆଜି ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସମସ୍ତ ସରକାରୀ ବିଲ୍ଡିଂରେ ୟୁନିଫର୍ମ କଲର କୋଡ଼ ରହିବ । ସୂଚନା ଥାଉ କି ପୂର୍ବରୁ ବିଜେଡ଼ି ସରକାର ସମୟରେ ସରକାରୀ କୋଠା ଗୁଡିକ ଶାଗୁଆ ରଙ୍ଗ ଥିଲା । ତେବେ ସରକାର ପରିବର୍ତ୍ତନ ହେବା ପରେ ବିଜେପି ସରକାର ରାଜ୍ୟର ସମସ୍ତ ସରକାରୀ ବିଲ୍ଡିଂର ରଙ୍ଗ ପରିବର୍ତ୍ତନ ହେବ ।

ଗେରିଆ ହେବ ସରକାରୀ କୋଠା-

  • ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି
  • ଗେରୁଆ ହେବ ସମସ୍ତ ସରକାରୀ କୋଠା
  • ବିଜ୍ଞପ୍ତି ଜାରି କଲା ପୂର୍ତ୍ତବିଭାଗ
  • ବଦଳିବ ସରକାରୀ କୋଠାର ରଙ୍ଗ
  • ବାହାର କାନ୍ଥର ରଙ୍ଗ କମଳା ଏବଂ ବର୍ଡର ଲାଲ୍‌ ରହିବ
  • ସବୁ ସରକାରୀ କୋଠାର ରଙ୍ଗ ସମାନ ରହିବ
  • ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ଏନେଇ ଚିଠି
  • ସବୁ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଚିଠି ଲେଖିଲା ପୂର୍ତ୍ତ ବିଭାଗ

ଏହା ବି ପଢନ୍ତୁ- 16009 ଜଣ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେଡି କହିଲା ନବୀନ ସରକାରରେ ପ୍ରକ୍ରିୟା - junior teachers Appointment

ଏହା ବି ପଢନ୍ତୁ- ‘ଓଡ଼ିଶା ହେବ ଶିଳ୍ପ ହବ’ 34 ରାଷ୍ଟ୍ରଦୂତ ଏବଂ ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆଲୋଚନା - Delhi Ambassadors Meet

ଏହା ବି ପଢନ୍ତୁ- ‘ଓଡ଼ିଶାରେ 5 ବର୍ଷରେ 5 ଲକ୍ଷ କୋଟି ନିବେଶ’ ଶିଳ୍ପାୟନକୁ ନେଇ ଏମିତି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - CM Mohan Delhi Visit

ଏହା ବି ପଢନ୍ତୁ- ବାପାଙ୍କଠୁ ଅଲଗା ହେଲେ ବି ମିଳିବ ଆବାସ, ଘର ଦେବେ ମୋହନ ମାଝୀ ସରକାର - PM Awas Yojana

ଡିଜିନ ପତ୍ରିକାରେ ସ୍ଥାନ ପାଇଲା କୃଷି ଭବନ; ସମ୍ବଲପୁରୀ ହସ୍ତତନ୍ତ କଳାର ଗାଥା ବହନ କରୁଛି କୋଠା

ଅନ୍ତର୍ଜୀତିୟ ସ୍ତରରେ ଓଡିଶାକୁ ଆଉ ଏକ ସଫଳତା । ସମ୍ବଲପୁରୀ ହସ୍ତତନ୍ତକୁ ଆଉ ଏକ ସମ୍ମାନ । ଯାହା ଏବେ ସମ୍ବଲପୁରୀ ହସ୍ତତନ୍ତ କଳାକୁ ନୂଆ ଆଶା ଦିଶା ଦେବା ନିଶ୍ଚିତ । ବିଶ୍ବସ୍ତରରେ ପରିଚିତ ‘ଡିଜିନ’ ପତ୍ରିକାରେ ସ୍ଥାନ ପାଇଲା ଓଡିଶାର କୃଷି ଭବନ । ଏଭଳି କୃତିତ୍ୱ ହାସଲ କରିବାରେ କୃଷି ଭବନ ହେଉଛି ଦେଶର ପ୍ରଥମ ସରକାରୀ ବିଲ୍ଡିଂ । ଯାହା ଏବେ ରାଜ୍ୟ ପାଇଁ ଗର୍ବର ବିଷୟ । ଦେଶରେ ଥିବା ସମସ୍ତ ସରକାରୀ କୋଠା ମଧ୍ୟରୁ ରାଜ୍ୟ କୃଷି ଭବନ ଅନ୍ଯତମ । କାରଣ ଏଠାର କୌଣସି ହସ୍ତକଳାକୁ ନିଖୂଣ ଭାବେ ସ୍ଥାପିତ କରାଯାଇଛି ।

Last Updated : 56 minutes ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.