ETV Bharat / state

କାଳୀପୂଜା-ଉର୍ତ୍ସ ମହୋତ୍ସବ: କେନ୍ଦୁଆପଦାରେ ରହିବ ଏହି ୪ଟି ଟ୍ରେନ... - EAST COAST RAILWAY

କାଳୀ ପୂଜା ଏବଂ ଉର୍ତ୍ସ ମହୋତ୍ସବକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳ ପଥର ସ୍ବତନ୍ତ୍ର ବ୍ୟବସ୍ଥା । ଭଦ୍ରକ କେନ୍ଦୁଆପଦା ଷ୍ଟେସନରେ ସାମୟିକ ରହିବ ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ ।

EAST COAST RAILWAY
EAST COAST RAILWAY (ETV Bharat Odisha)
author img

By ETV Bharat Odisha Team

Published : Oct 30, 2024, 11:05 PM IST

ଭୁବନେଶ୍ବର: ଯାତ୍ରୀମାନଙ୍କ ସୁବିଧା ତଥା ଚାହିଦାକୁ ଦୃଷ୍ଟିରେ ରଖି କାଳୀ ପୂଜା ଏବଂ ଉର୍ତ୍ସ ମହୋତ୍ସବକୁ ଦୃଷ୍ଟିରେ ରଖି ଭଦ୍ରକ ନିକଟ କେନ୍ଦୁଆପଦା ଷ୍ଟେସନରେ ସାମୟିକ ଭାବେ ଚାରିଟି ଟ୍ରେନ ରହଣି ନିଷ୍ପତି ହୋଇଛି । ସେହିପରି ସାତଟି ଟ୍ରେନର ରହଣି ସମୟ ବୃଦ୍ଧି କରିବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି । ପୂଜା ଭିଡ଼ ସମୟରେ ଯାତ୍ରୀଭିଡ଼କୁ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱର ଓ ବିଶାଖାପାଟଣା ମଧ୍ୟରେ ଅଣସଂରକ୍ଷିତ ଜନସାଧାରଣ ବିଶେଷ ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି ।

  • ସାମୟିକ ରହଣି ବ୍ୟବସ୍ଥା :
  • 12892/12891 ଭୁବନେଶ୍ୱର-ବାଙ୍ଗିରିପୋସି-ଭୁବନେଶ୍ୱର ଏକ୍ସପ୍ରେସ
  • 12704/12703 ସିକନ୍ଦରାବାଦ-ହାଓଡ଼ା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସ
  • 12822/12821 ପୁରୀ-ହାଓଡ଼ା-ପୁରୀ ଧଉଳି ଏକ୍ସପ୍ରେସ
  • 18046/18045 ହାଇଦ୍ରାବାଦ-ହାଓଡ଼ା-ହାଇଦ୍ରାବାଦ ଇଷ୍ଟକୋଷ୍ଟ ଏକ୍ସପ୍ରେସ
  • ଏହି ସବୁ ଟ୍ରେନ ନଭେମ୍ବର 8 ଓ 9 ତାରିଖ ଦିନ କେନ୍ଦୁଆପଦା ଷ୍ଟେସସନ ଠାରେ ସାମୟିକ ରହଣି ବ୍ୟବସ୍ଥା କରାଯାଇଛି ।
EAST COAST RAILWAY
EAST COAST RAILWAY (ETV Bharat Odisha)
  • କେନ୍ଦୁଆପଦା ଠାରେ ରହଣି ସମୟ ବୃଦ୍ଧି ବ୍ୟବସ୍ଥା:-
  • 18022/18021 ଖୋର୍ଦ୍ଧା ରୋଡ଼-ଖଡଗପୁର-ଖୋର୍ଦ୍ଧା ରୋଡ଼ ଏକ୍ସପ୍ରେସ
  • 18038/18037 ଯାଜପୁର କେନ୍ଦୁଝର ରୋଡ-ଖଡଗପୁର- ଯାଜପୁର କେନ୍ଦୁଝର ରୋଡ ଏକ୍ସପ୍ରେସ
  • 08556/08555 ନୟାଗଡ଼ ଟାଉନ୍-ଭଦ୍ରକ୍-ନୟାଗଡ଼ ଟାଉନ୍ ମେମୁ ବିଶେଷ ଟ୍ରେନ
  • 08412/08411 ଭୁବନେଶ୍ୱର-ବାଲେଶ୍ୱର-ଭୁବନେଶ୍ୱର ମେମୁ ବିଶେଷ ଟ୍ରେନ
  • 08416/08415 ପୁରୀ-ଜଳେଶ୍ୱର-ପୁରୀ ମେମୁ ବିଶେଷ ଟ୍ରେନ
  • 08454/08453 କଟକ-ଭଦ୍ରକ-କଟକ ମେମୁ ବିଶେଷ ଟ୍ରେନ
  • 08438/08437 କଟକ-ଭଦ୍ରକ-କଟକ ମେମୁ ବିଶେଷ ଟ୍ରେନ
  • ଏହି ସବୁ ଟ୍ରେନ ନଭେମ୍ବର 8 ଓ 9 ତାରିଖ ଦିନ କେନ୍ଦୁଆପଦା ଷ୍ଟେସନ ଠାରେ ସାମୟିକ ଭାବରେ 02 ମିନିଟ୍ ପରିବର୍ତ୍ତେ 05 ମିନିଟ୍ ରହଣି ପାଇଁ ନିଷ୍ପତ୍ତି ନିଆଯାଇଛି ।

    ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଏବଂ ବିଶାଖାପାଟନମ୍ ମଧ୍ୟରେ ଥିବା ବିଭିନ୍ନ ଅଞ୍ଚଳର ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ୩୦ ଅକ୍ଟୋବରରୁ ୧୫ ନଭେମ୍ବର 2024 ପର୍ଯ୍ୟନ୍ତ ଭୁବନେଶ୍ୱର ଏବଂ ବିଶାଖାପାଟନମ୍ ମଧ୍ୟରେ ଅଣସଂରକ୍ଷିତ ଜନସାଧାରଣ ବିଶେଷ ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛି ।
  • 08536 ବିଶାଖାପାଟନମ୍-ଭୁବନେଶ୍ୱର ଜନସାଧାରଣ ବିଶେଷ ଟ୍ରେନ ବିଶାଖାପାଟନମ୍ ଠାରୁ ମଧ୍ୟାହ୍ନ 12 ଘଟିକାରେ ଛାଡି ବିଜୟନଗରମ ଏବଂ ବ୍ରହ୍ମପୁର ଦେଇ ସନ୍ଧ୍ୟା 7ଘ.45 ମି.ରେ ଭୁବନେଶ୍ୱରରେ ପହଞ୍ଚିବ। ଫେରିବା ମାର୍ଗରେ 08535 ଭୁବନେଶ୍ୱର-ବିଶାଖାପାଟନମ୍ ଜନସାଧାରଣ ବିଶେଷ ଟ୍ରେନ ଭୁବନେଶ୍ୱର ଠାରୁ ରାତ୍ରି 10ଘ.30ମି.ରେ ଛାଡି ସକାଳ 08ଘ.45ମି.ରେ ବିଶାଖାପାଟନମ୍ ଠାରେ ପହଞ୍ଚିବ ।
  • ଭୁବନେଶ୍ୱର ଏବଂ ବିଶାଖାପାଟନମ୍ ମଧ୍ୟରେ ଏହି ଜନସାଧାରଣ ବିଶେଷ ଟ୍ରେନ ଖୋର୍ଦ୍ଧା ରୋଡ୍, ବାଲୁଗାଁ, ଛତ୍ରପୁର, ବ୍ରହ୍ମପୁର, ଇଛାପୁରମ୍, ସୋମପେଟା, ପଲାସା, ନୌପଡ଼ା, ଶ୍ରୀକାକୁଲମ୍ ରୋଡ୍, ପୋନ୍ଦୁରୁ, ଚିପୁରୁପାଲ୍ଲୀ, ବିଜୟନଗରମ୍, କୋଟାଭାଲାସା ଏବଂ ଶିହ୍ମାଚଳମ ଷ୍ଟେସନ ମାନଙ୍କ ଠାରେ ରହଣି କରିବ ।

ଏହା ମଧ୍ୟ ପଢନ୍ତୁ...ବଦଳିଛି ଟ୍ରେନ ଟିକେଟ ବୁକିଂ ନିୟମ; ଅନଲାଇନରେ କେମିତି ଟିକେଟ କରିବେ ଜାଣିନିଅନ୍ତୁ

ଏହା ମଧ୍ୟ ପଢନ୍ତୁ...ବଦଳିଲା ଟ୍ରେନ ଟିକେଟ ବୁକିଂ ନିୟମ, ୧୨୦ରୁ ୬୦ ଦିନକୁ କମିଲା ଆଡଭାନ୍ସ ରିଜର୍ଭେସନ

  • ଭୁବନେଶ୍ୱର ଏବଂ ବିଶାଖାପାଟନମ୍ ମଧ୍ୟରେ ଏହି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଏଲଏଚବି ରେକ୍ ସହିତ ଚଳାଚଳ କରିବ । ଏହି ଟ୍ରେନ୍ ଭୁବନେଶ୍ୱର ଏବଂ ବିଶାଖାପାଟନମ୍ ମଧ୍ୟରେ ଥିବା ଅଞ୍ଚଳ ମାନଙ୍କରୁ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ସୁବିଧା ପ୍ରଦାନ କରିବ । ଯାହାଦ୍ୱାରା ପୂଜା ଭିଡ଼ ସମୟରେ ନିୟମିତ ଟ୍ରେନ ଗୁଡ଼ିକରେ ଉପୁଜୁଥିବା ଯାତ୍ରୀଙ୍କ ଭିଡ଼ ଏଡ଼ାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.