ETV Bharat / state

'ଦାନା' ଲ୍ୟାଣ୍ଡଫଲ ପରେ ଗଡ଼ିଲା ଟ୍ରେନ, ରେଳ ଯାତ୍ରୀଙ୍କୁ ଖୁସି କରାଇଲା ପୂର୍ବତଟ ରେଳବାଇ

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ଦୁଇ ଦିନ ପରେ ସ୍ବାଭାବିକ ହେଲା ପୂର୍ବତଟ ରେଳବାଇ ଇଷ୍ଟକୋଷ୍ଟ ରେଲୱେର ଟ୍ରେନ ଚଳାଚଳ ।

Etv Bharat
Etv Bharat (Etv Bharat)
author img

By ETV Bharat Odisha Team

Published : 2 hours ago

ଭୁବନେଶ୍ବର: ସ୍ବାଭାବିକ ହେଲା ରେଳ ଚଳାଚଳ । ବାତିଲ୍ ଟ୍ରେନ ଛଡ଼ା ଅନ୍ୟ ସମସ୍ତ ଟ୍ରେନ ସମୟ ଅନୁସାରେ ଚଳାଚଳ ଆରମ୍ଭ କରିଛି । ଏନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ରେଳ ଚଳାଚଳ ପ୍ରଭାବିତ ହୋଇଥିଲା । ତେବେ ଆଜି ଦିନ 12ଟା ପରଠାରୁ ରେଳ ଚଳାଚଳ ସ୍ବାଭାବିକ ହୋଇଛି । ବିଶାଖାପାଟଣା ସାଇଡରୁ ଡାଉନ ଟ୍ରେନ ଭୁବନେଶ୍ବର, ହାଓ୍ୱଡ଼ା ଚାଲିବା ଆରମ୍ଭ କରିଥିବା ବେଳେ ଅନ୍ୟପଟେ ଖଡଗପୁର ସାଇଡରୁ ବିଶାଖାପାଟଣା ଅପଟ୍ରେନ୍ ଦିନ ୨ଟାରେ ଭଦ୍ରକ ପହଞ୍ଚିବ । ହାୱଡା-ବେଙ୍ଗାଲୁରୁ ଦୂରନ୍ତ ଏକ୍ସପ୍ରେସ୍ ୧୨ଟା ୪୫ରେ ଛାଡ଼ିଛି । ସେହିପରି ଦିନ ୧୨ଟା ପରେ ଭୁବନେଶ୍ବର ଓ ପୁରୀରୁ ଗଡ଼ିଛି ଟ୍ରେନ । ଏନେଇ ସୂଚନା ଦେଇଛି ପୂର୍ବତଟ ରେଳପଥ ବା ଇଷ୍ଟକୋଷ୍ଟ ରେଲୱେ ।

ଅପ୍ ଲାଇନ୍ ୨୫ ତାରିଖରେ ଟ୍ରେନ ବାତିଲ:

Train
Train (ETV Bharat Odisha)

୨୨୮୯୫ ହାୱଡା-ପୁରୀ
୦୮୪୨୭ ଅନୁଗୋଳ-ପୁରୀ
୦୮୪୧୩ ତାଳଚେର-ପୁରୀ
୦୮୪୫୫ କେନ୍ଦୁଝର ଗଡ-ଖୋର୍ଦ୍ଧା ରୋଡ
୨୨୮୭୩ ଦିଘା-ବିଶାଖାପାଟନମ
୨୨୮୧୯ ଭୁବନେଶ୍ୱର-ବିଶାଖାପାଟନମ୍
୦୮୫୩୧ ବ୍ରାହ୍ମପୁର-ବିଶାଖାପାଟନମ୍
୦୮୪୨୪ ଦଶପଲ୍ଲା -ପୁରୀ
୧୮୪୧୨ ସୋନପୁର-ପୁରୀ
୧୨୮୯୫ ଶାଲିମାର-ପୁରୀ
୧୨୨୭୭ ହାୱଡ଼ା-ପୁରୀ
୧୨୮୨୧ ଶାଲିମାର -ପୁରୀ
୧୨୦୭୩ ହାୱଡ଼ା-ଭୁବନେଶ୍ୱର
୨୦୮୩୨ ଶାଲିମାର-ସମ୍ବଲପୁର
୦୮୫୨୧ ଗୁଣୁପୁର-ବିଶାଖାପାଟନମ୍
୧୮୫୨୫ ବ୍ରହ୍ମପୁର-ବିଶାଖାପାଟନମ୍

୨୬ ତାରିଖରେ ଟ୍ରେନ ବାତିଲ:-

୧୮୪୨୦ ଜୟନଗର-ପୁରୀ
୦୮୪୭୬ ନିଜାମୁଦ୍ଦିନ-ପୁରୀ

୨୯ ତାରିଖରେ ଟ୍ରେନ ବାତିଲ:-

୨୦୮୨୪ ଅଜମେର-ପୁରୀ

ଡାଉନ ଲାଇନ୍ ୨୫ ତାରିଖରେ ଟ୍ରେନ ବାତିଲ:

୨୦୮୦୭ ବିଶାଖାପାଟନମ-ଅମୃତସର
୦୮୪୧୨ ଗୁଣୁପୁର- କଟକ
୧୨୦୭୪ ଭୁବନେଶ୍ୱର-ହାୱଡା
୧୨୮୯୩ ଭୁବନେଶ୍ୱର -ସୋନପୁର
୨୨୮୧୩ ଭୁବନେଶ୍ୱର- ନୂଆଦିଲ୍ଲୀ
୧୮୧୨୬ ପୁରୀ-ରାଉରକେଲା
୦୮୪୭୫ ପୁରୀ-ନିଜାମୁଦ୍ଦିନ
୨୦୮୩୬ ପୁରୀ-ରାଉରକେଲା
୧୨୨୭୮ ପୁରୀ- ହାୱଡା
୧୮୪୧୬ /୧୮୪୧୪ ପୁରୀ-ବଡବିଲ୍-ପାରାଦ୍ବୀପ
୦୮୪୩୨ ପୁରୀ -କଟକ
୧୨୮୨୨ ପୁରୀ -ଶାଲିମାର
୧୨୮୭୫ ପୁରୀ- ଆନନ୍ଦ ବିହାର
୦୮୪୧୦ ପୁରୀ- ଖୋର୍ଦ୍ଧା ରୋଡ
୧୮୪୧୭ ପୁରୀ -ଗୁଣୁପୁର
୦୮୪୫୪ କଟକ- ଭଦ୍ରକ
୦୮୪୩୮ କଟକ- ଭଦ୍ରକ
୧୮୦୩୮ ଯାଜପୁର କେନ୍ଦୁଝର ରୋଡ- ଖଡଗପୁର
୦୮୪୬୨ ପାରାଦ୍ବୀପ -କଟକ
୦୮୪୦୬ ପାରାଦ୍ବୀପ -କେନ୍ଦୁଝର ରୋଡ
୦୮୪୦୮ ପାରାଦ୍ବୀପ-କଟକ
୧୮୦୪୪ ଭଦ୍ରକ-ହାୱଡା
୦୮୦୩୨ ଭଦ୍ରକ-ବାଲେଶ୍ୱର
୧୮୪୨୪ ଦଶପଲ୍ଲା-ଭୁବନେଶ୍ୱର
୧୮୪୧୮ ଗୁଣୁପୁର-ପୁରୀ
୦୮୫୨୨ ବିଶାଖାପାଟନମ-ଗୁଣୁପୁର

ସ୍ବାଭାବିକ ହେଲା ଟ୍ରେନ ସେବା
ସ୍ବାଭାବିକ ହେଲା ଟ୍ରେନ ସେବା (ETV Bharat Odisha)

୨୬ ତାରିଖରେ ଟ୍ରେନ ବାତିଲ:

୧୨୮୪୪ ଅହମଦାବାଦ -ପୁରୀ ଟ୍ରେନ ବାତିଲ ରହିଛି

ବିମାନ ସେବା ସ୍ବାଭାବିକ:

ସେହିପରି ବିମାନ ଚଳାଚଳ ମଧ୍ୟ ସ୍ବାଭାବିକ ହୋଇଛି । ସକାଳ 8ଟାରୁ ଭୁବନେଶ୍ବରରେ ବିମାନ ସେବା ସ୍ବାଭାବିକ ହୋଇଥିଲ । ସକାଳ 9ଟାରେ ଦିଲ୍ଲୀରୁ ବିମାନ ଆସି ଭୁବନେଶ୍ବର ପହଞ୍ଚିଥିଲା ।

ଏହା ମଧ୍ୟ ପଢନ୍ତୁ:

ସରିଲା ବାତ୍ୟା 'ଦାନା' ଲ୍ୟାଣ୍ଡଫଲ ପ୍ରକ୍ରିୟା, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜରେ ବର୍ଷା ଆଲର୍ଟ

'ବାତ୍ୟାରେ ଜିରୋ କାଜୁଆଲଟି ମିଶନ ସଫଳ', ଦାନା ଲ୍ୟାଣ୍ଡଫଲ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମୀକ୍ଷା

ବାତ୍ୟା ଆଶ୍ରୟସ୍ଥଳୀରେ ପଶିଲା ସମୁଦ୍ର ପାଣି, ଜଳବନ୍ଦୀରେ ୫୭୧ ପରିବାର

ବାତ୍ୟା ବେଳେ ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ, ମାଆ ଗୃହରେ ଜନ୍ମ ନେଲେ ୧୬୦୦ ଶିଶୁ

ଶୁକ୍ରବାର ବିଳମ୍ବିତ ରାତିରେ କେନ୍ଦ୍ରାପଡାର ହାବେଳିଖଟିରେ ଲ୍ୟାଣ୍ଡଫଲ କରିଥିଲା ବାତ୍ୟା ଦାନା । ସ୍ଥଳଭାଗ ଆଡକୁ ମାଡି ଆସିବା ସହ କ୍ରମଶଃ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି । ଏହାର ପ୍ରଭାବରେ କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ଯାଜପୁର ଆଦି ଜିଲ୍ଲାରେ ବର୍ଷା ହୋଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ଅନେକ ଟ୍ରେନ ବାତିଲ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.