ETV Bharat / sports

ଅଷ୍ଟ୍ରେଲିଆ ସିରଜ ପୂର୍ବରୁ ବଡ ଟାସ୍କ ! ଘରୋଇ କ୍ରିକେଟ ଖେଳିବେ ସୁପରଷ୍ଟାର ବ୍ୟାଟର କୋହଲି-ରୋହିତ, ୟର୍କର କିଙ୍ଗ୍ ବୁମରା ! ଜାଣନ୍ତୁ କେବେ ଶେଷ ମ୍ୟାଚ ଖେଳିଥିଲେ - Rohit Virat Bumrah Domestic Game

author img

By ETV Bharat Sports Team

Published : Aug 15, 2024, 7:03 PM IST

Updated : Aug 15, 2024, 7:56 PM IST

BCCI selection committee revealed the squads for the upcoming Duleep Trophy; ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ ବୁମରା ଖେଳିବେ ଘରୋଇ ଟୁର୍ଣ୍ଣାମେଣ୍ଟ ! ଦିଲ୍ଲୀପ ଟ୍ରଫି ଟୁର୍ଣ୍ଣାମେଣ୍ଟ ପାଇଁ ଦଳ ଘୋଷଣା ହୋଇସାରିଛି ଏବଂ ଜାଣନ୍ତୁ ଏହି 3 ଷ୍ଟାର କ୍ରିକେଟର କେବେ ଭାରତ ପାଇଁ ଖେଳିଥିଲେ ଶେଷ ଘରୋଇ ମ୍ୟାଚ । ଅଧିକ ପଢନ୍ତୁ

Collage of Rohit Sharma, Virat Kohli and Jasprit Bumrah photos
Collage of Rohit Sharma, Virat Kohli and Jasprit Bumrah photos ((IANS))

ହାଇଦ୍ରାବାଦ: ଘରୋଇ କ୍ରିକେଟ ଖେଳିବେ ସୁପରଷ୍ଟାର କ୍ରିକେଟର ! ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ ବୁମରା ଖେଳିବେ ଘରୋଇ ଟୁର୍ଣ୍ଣାମେଣ୍ଟ ! ଭାରତୀୟ ସିନିଅର କ୍ରିକେଟ ଚୟନ କମିଟି ମୁଖ୍ୟ ଅଜିତ ଅଗରକର 2024-25 ସିଜିନ ଦିଲ୍ଲୀପ ଟ୍ରଫିରେ ଷ୍ଟାର କ୍ରିକେଟର ସାମିଲ ହେବେ ବୋଲି କହିସାରଛନ୍ତି । ଏହି ଅବସରରେ ଅଜିତ ଅଗରକର ମଧ୍ୟ 2024-25 ସିଜିନ ଦିଲ୍ଲୀପ ଟ୍ରଫିର ସମସ୍ତ 4ଟି ଦଳ ଘୋଷଣା କରିସାରିଛନ୍ତି । ତେବେ ଆସନ୍ତା ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର- ଗାଭାସ୍କର ଟେଷ୍ଟ ସିରିଜ ଟ୍ରଫି ପୂର୍ବରୁ ଏହା ଷ୍ଟାର କ୍ରିକେଟରଙ୍କ ପାଇଁ ବଡ ଟାସ୍କ ସଦୃଶ । ତେବେ ଘୋଷିତ ଦଳରେ ଏହି ତିନି ଷ୍ଟାର କ୍ରିକେଟର ସ୍ଥାନ ପାଇ ନାହାଁନ୍ତି । ତେଣୁ ଆସନ୍ତା ଜାଣିବା କେବେ ରୋହିତ, କୋହଲି ଏବଂ ବୁମରା ଖେଳିଥିଲେ ଘରୋଇ କ୍ରିକେଟ ।

ଏହା ବି ପଢନ୍ତୁ- ଲାଲକିଲ୍ଲାରୁ ମୋଦିଙ୍କ ବଡ ଘୋଷଣା, 2036 ଅଲିମ୍ପିକ୍ସ ଆୟୋଜନ କରିବ ଭାରତ ! - Indias dream to host 2036 olympics

ଆସନ୍ତା ସେପ୍ଟେମ୍ବର 5 ତାରିଖରେ ଆରମ୍ଭ ହେବ ଦିଲ୍ଲୀପ ଟ୍ରଫି ଟୁର୍ଣ୍ଣାମେଣ୍ଟ । ବେଙ୍ଗାଲୁରୁରେ ଆରମ୍ଭ ହେବ ଏହି ଟୁର୍ଣ୍ଣାମେଣ୍ଟ । ଏପଟେ ଆସନ୍ତା ସେପ୍ଟେମ୍ବର 19 ତାରିଖରୁ ବାଂଲାଦେଶ ବପକ୍ଷରେ ଏହି ପିଚରେ ଟେଷ୍ଟ ଖେଳିବ ଭାରତ ।

ଏହା ବି ପଢନ୍ତୁ- 78ତମ ସ୍ବାଧୀନତା ଦିବସ; ସଚିନଙ୍କଠୁ ନୀରଜ... ଧୁମଧାମରେ ସେଲିବ୍ରେଟ କଲେ ସ୍ବାଧୀନତା ଦିବସ, ତେନ୍ଦୁଲକର କହିଲେ ସମସ୍ତ ଦେଶବାସୀ ଟିମ୍ ଇଣ୍ଡିଆର ଖେଳାଳି - Independence Day Athletes post

ରୋହିତ ଶର୍ମା-

ଆଠ ବର୍ଷ ତଳେ ଅର୍ଥାତ 2016ରେ ଘରୋଇ କ୍ରିକେଟ ଖେଳିଥିଲେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା । ଦିଲ୍ଲୀପ ଟ୍ରଫିରେ ଇଣ୍ଡିଆ ବ୍ଲୁ ପକ୍ଷରୁ ଇଣ୍ଡଆ ରେଡ ବିପକ୍ଷରେ ଖେଳିଥିଲେ ମ୍ୟାଚ । ସେ ଏହି ମ୍ୟାଚରେ ଦୁଇଟି ଇନିଂସରେ ମାତ୍ର 32 ରନ ସ୍କୋର କରିଥିଲେ ।

ବିରାଟ କୋହଲି-

ଏକ ଦଶନ୍ଧି ତଳେ ଘରୋଇ କ୍ରିକେଟ ଖେଳିଥିଲେ ବିରାଟ କୋହଲି । ତେବେ ଅନ୍ତର୍ଜାତୀୟ ସ୍ତରରେ ଲଗାତାର ଉତ୍ତମ ପ୍ରଦର୍ଶନ ଜାରି ରଖିଛନ୍ତି କୋହଲି । ସେ ତାଙ୍କର ଶେଷ ଘରୋଇ ମ୍ୟାଚ ଖେଳିଥିଲେ ରଜଣୀ ମ୍ୟାଚ । ଦିଲ୍ଲୀ ପକ୍ଷରୁ କୋହଲି ଉତ୍ତର ପ୍ରଦେଶ ବିପକ୍ଷରେ ଖେଳିଥିଲେ । ସେ ଦୁଇଟି ଇନିଂସରେ 57 ରନ ସ୍କୋର କରିଥିଲେ ।

ଯଶପ୍ରୀତ ବୁମରା-

ବୁମରା 2016-17 ରଣଜୀ ସିଜନରେ ଶେଷ ଥର ପାଇଁ ଗୁଜୁରାଟ ପକ୍ଷରୁ ଝାଡଖଣ୍ଡ ବିପକ୍ଷରେ ଖେଳିଥିଲେ । ସେ ସେହି ମ୍ୟାଚରେ 29 ରନ ଦେଇ 6ଟି ଓ୍ବିକେଟ ନେଇଥିଲେ ।

Last Updated : Aug 15, 2024, 7:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.