ETV Bharat / sports

ଅଷ୍ଟ୍ରେଲିଆ ସିରଜ ପୂର୍ବରୁ ବଡ ଟାସ୍କ ! ଘରୋଇ କ୍ରିକେଟ ଖେଳିବେ ସୁପରଷ୍ଟାର ବ୍ୟାଟର କୋହଲି-ରୋହିତ, ୟର୍କର କିଙ୍ଗ୍ ବୁମରା ! ଜାଣନ୍ତୁ କେବେ ଶେଷ ମ୍ୟାଚ ଖେଳିଥିଲେ - Rohit Virat Bumrah Domestic Game - ROHIT VIRAT BUMRAH DOMESTIC GAME

BCCI selection committee revealed the squads for the upcoming Duleep Trophy; ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ ବୁମରା ଖେଳିବେ ଘରୋଇ ଟୁର୍ଣ୍ଣାମେଣ୍ଟ ! ଦିଲ୍ଲୀପ ଟ୍ରଫି ଟୁର୍ଣ୍ଣାମେଣ୍ଟ ପାଇଁ ଦଳ ଘୋଷଣା ହୋଇସାରିଛି ଏବଂ ଜାଣନ୍ତୁ ଏହି 3 ଷ୍ଟାର କ୍ରିକେଟର କେବେ ଭାରତ ପାଇଁ ଖେଳିଥିଲେ ଶେଷ ଘରୋଇ ମ୍ୟାଚ । ଅଧିକ ପଢନ୍ତୁ

Collage of Rohit Sharma, Virat Kohli and Jasprit Bumrah photos
Collage of Rohit Sharma, Virat Kohli and Jasprit Bumrah photos ((IANS))
author img

By ETV Bharat Sports Team

Published : Aug 15, 2024, 7:03 PM IST

Updated : Aug 15, 2024, 7:56 PM IST

ହାଇଦ୍ରାବାଦ: ଘରୋଇ କ୍ରିକେଟ ଖେଳିବେ ସୁପରଷ୍ଟାର କ୍ରିକେଟର ! ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ ବୁମରା ଖେଳିବେ ଘରୋଇ ଟୁର୍ଣ୍ଣାମେଣ୍ଟ ! ଭାରତୀୟ ସିନିଅର କ୍ରିକେଟ ଚୟନ କମିଟି ମୁଖ୍ୟ ଅଜିତ ଅଗରକର 2024-25 ସିଜିନ ଦିଲ୍ଲୀପ ଟ୍ରଫିରେ ଷ୍ଟାର କ୍ରିକେଟର ସାମିଲ ହେବେ ବୋଲି କହିସାରଛନ୍ତି । ଏହି ଅବସରରେ ଅଜିତ ଅଗରକର ମଧ୍ୟ 2024-25 ସିଜିନ ଦିଲ୍ଲୀପ ଟ୍ରଫିର ସମସ୍ତ 4ଟି ଦଳ ଘୋଷଣା କରିସାରିଛନ୍ତି । ତେବେ ଆସନ୍ତା ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର- ଗାଭାସ୍କର ଟେଷ୍ଟ ସିରିଜ ଟ୍ରଫି ପୂର୍ବରୁ ଏହା ଷ୍ଟାର କ୍ରିକେଟରଙ୍କ ପାଇଁ ବଡ ଟାସ୍କ ସଦୃଶ । ତେବେ ଘୋଷିତ ଦଳରେ ଏହି ତିନି ଷ୍ଟାର କ୍ରିକେଟର ସ୍ଥାନ ପାଇ ନାହାଁନ୍ତି । ତେଣୁ ଆସନ୍ତା ଜାଣିବା କେବେ ରୋହିତ, କୋହଲି ଏବଂ ବୁମରା ଖେଳିଥିଲେ ଘରୋଇ କ୍ରିକେଟ ।

ଏହା ବି ପଢନ୍ତୁ- ଲାଲକିଲ୍ଲାରୁ ମୋଦିଙ୍କ ବଡ ଘୋଷଣା, 2036 ଅଲିମ୍ପିକ୍ସ ଆୟୋଜନ କରିବ ଭାରତ ! - Indias dream to host 2036 olympics

ଆସନ୍ତା ସେପ୍ଟେମ୍ବର 5 ତାରିଖରେ ଆରମ୍ଭ ହେବ ଦିଲ୍ଲୀପ ଟ୍ରଫି ଟୁର୍ଣ୍ଣାମେଣ୍ଟ । ବେଙ୍ଗାଲୁରୁରେ ଆରମ୍ଭ ହେବ ଏହି ଟୁର୍ଣ୍ଣାମେଣ୍ଟ । ଏପଟେ ଆସନ୍ତା ସେପ୍ଟେମ୍ବର 19 ତାରିଖରୁ ବାଂଲାଦେଶ ବପକ୍ଷରେ ଏହି ପିଚରେ ଟେଷ୍ଟ ଖେଳିବ ଭାରତ ।

ଏହା ବି ପଢନ୍ତୁ- 78ତମ ସ୍ବାଧୀନତା ଦିବସ; ସଚିନଙ୍କଠୁ ନୀରଜ... ଧୁମଧାମରେ ସେଲିବ୍ରେଟ କଲେ ସ୍ବାଧୀନତା ଦିବସ, ତେନ୍ଦୁଲକର କହିଲେ ସମସ୍ତ ଦେଶବାସୀ ଟିମ୍ ଇଣ୍ଡିଆର ଖେଳାଳି - Independence Day Athletes post

ରୋହିତ ଶର୍ମା-

ଆଠ ବର୍ଷ ତଳେ ଅର୍ଥାତ 2016ରେ ଘରୋଇ କ୍ରିକେଟ ଖେଳିଥିଲେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା । ଦିଲ୍ଲୀପ ଟ୍ରଫିରେ ଇଣ୍ଡିଆ ବ୍ଲୁ ପକ୍ଷରୁ ଇଣ୍ଡଆ ରେଡ ବିପକ୍ଷରେ ଖେଳିଥିଲେ ମ୍ୟାଚ । ସେ ଏହି ମ୍ୟାଚରେ ଦୁଇଟି ଇନିଂସରେ ମାତ୍ର 32 ରନ ସ୍କୋର କରିଥିଲେ ।

ବିରାଟ କୋହଲି-

ଏକ ଦଶନ୍ଧି ତଳେ ଘରୋଇ କ୍ରିକେଟ ଖେଳିଥିଲେ ବିରାଟ କୋହଲି । ତେବେ ଅନ୍ତର୍ଜାତୀୟ ସ୍ତରରେ ଲଗାତାର ଉତ୍ତମ ପ୍ରଦର୍ଶନ ଜାରି ରଖିଛନ୍ତି କୋହଲି । ସେ ତାଙ୍କର ଶେଷ ଘରୋଇ ମ୍ୟାଚ ଖେଳିଥିଲେ ରଜଣୀ ମ୍ୟାଚ । ଦିଲ୍ଲୀ ପକ୍ଷରୁ କୋହଲି ଉତ୍ତର ପ୍ରଦେଶ ବିପକ୍ଷରେ ଖେଳିଥିଲେ । ସେ ଦୁଇଟି ଇନିଂସରେ 57 ରନ ସ୍କୋର କରିଥିଲେ ।

ଯଶପ୍ରୀତ ବୁମରା-

ବୁମରା 2016-17 ରଣଜୀ ସିଜନରେ ଶେଷ ଥର ପାଇଁ ଗୁଜୁରାଟ ପକ୍ଷରୁ ଝାଡଖଣ୍ଡ ବିପକ୍ଷରେ ଖେଳିଥିଲେ । ସେ ସେହି ମ୍ୟାଚରେ 29 ରନ ଦେଇ 6ଟି ଓ୍ବିକେଟ ନେଇଥିଲେ ।

Last Updated : Aug 15, 2024, 7:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.