ETV Bharat / sports

Rohit Sharma IPL Auction: 50 କୋଟି ଧରି ବସିଛନ୍ତି ଆଇପିଏଲ୍ ଟିମ୍ ମାଲିକ, ଅକ୍ସନରେ ରୋହିତଙ୍କୁ କିଣିବେ ! - lSG franchise owner on Rohit sharma

author img

By ETV Bharat Sports Team

Published : Aug 30, 2024, 10:48 AM IST

IPl team lSG franchise owner sanjiv goenka comment on Rohit sharma IPL Auction: ରୋହିତ ଶର୍ମା ଏବଂ ବିରାଟ କୋହଲି ଆସିପାରନ୍ତି ମେଗା ଆଇପିଏଲ ୨୦୨୫ ଅକ୍ସନକୁ । ଏପଟେ ଖେଳାଳି ନିଲାମୀରେ ରୋହିତଙ୍କୁ କିଣିବାକୁ ୫୦ କୋଟି ଧରି ବସିଛନ୍ତି ଗୋଟିଏ ଟିମ୍ ମାଲିକ । ଅଧିକ ପଢନ୍ତୁ

Rohit Sharma
Rohit Sharma (ETV Bharat Odisha)

ନୂଆଦିଲ୍ଲୀ: ଆସନ୍ତା ବର୍ଷ ୨୦୨୫ ଆଇପିଏଲରେ ହୋଇପାରେ ସବୁଠୁ ବଡ ନିଲାମୀ । ଖେଳାଳିଙ୍କୁ ରିଟେନସନ ନେଇ ଆସିବ ବଡ ପଲିସି । ବିଭିନ୍ନ ଫ୍ରାଞ୍ଚାଇଜରୁ ରିଲିଜ ହେବେ ଷ୍ଟାର କ୍ରିକେଟର । ଏପଟେ ରୋହିତ ଶର୍ମା ଏବଂ ବିରାଟ କୋହଲି ଆସିପାରନ୍ତି ଅକ୍ସନକୁ । ତେବେ ଖେଳାଳି ନିଲାମୀରେ ରୋହିତଙ୍କୁ କିଣିବାକୁ ୫୦ କୋଟି ଧରିକି ବସିଛନ୍ତି ଗୋଟିଏ ଟିମ୍ ଓନର । ଯେମିତି ହେଲେ ସେ ରୋହିତଙ୍କୁ କିଣିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି ।

ଏହା ବି ପଢନ୍ତୁ- Ashwin IPL all time XI; ଅଶ୍ବୀନଙ୍କ ସର୍ବକାଳୀନ ଆଇପିଏଲ୍ ଟିମ; ଧୋନୀ କ୍ୟାପଟେନ୍, କୋହଲି ଓପନର, ଗେଲ-ପୋଲାର୍ଡ-ପାଣ୍ଡ୍ୟାଙ୍କୁ ମିଳିଲାନି ସ୍ଥାନ - RAVICHANDRAN ASHWIN

ଆଇପିଏଲ ୨୦୨୫କୁ ନେଇ ଗୋଟି ଏପରେ ଗୋଟିଏ ଖବର ସାମ୍ନାକୁ ଆସୁଛି । ଏଥର ମେଗା ଅକ୍ସନରେ ସାମିଲ ହେବେ ଷ୍ଟାର କ୍ରିକେଟର । ଆଉ ଏଥିପାଇଁ ତୟାର ସମସ୍ତ ଆଇପିଏଲ ଫ୍ରାଞ୍ଚାଇଜ । ଏପଟେ ରୋହିତ ଶର୍ମାଙ୍କୁ ନେଇ ବଡ ଖବର ଆସିଛି । ଆଇପିଏଲ ଟମ୍ ଲକ୍ଷ୍ନୋ ସୁପରଜାଏଣ୍ଟସ୍ (ଏଲଏସଜି) ରୋହିତ ଶର୍ମାଙ୍କୁ କିଣିବାକୁ ୫୦ କୋଟି ଟଙ୍କା ଧରି ବସିଥିବା ରିପୋର୍ଟ ଆସିଛି । ତେବେ ଏହି ରିପୋର୍ଟର ସତ୍ୟତା ସାମ୍ନାକୁ ଆସିଛି ।

ଏକ ଇଣ୍ଟରଭ୍ୟୁରେ ଆଇପିଏଲ ଟିମ୍ ଏଲଏସଜି ମାଲିକ ସଂଜୀବ ଗୋଏଙ୍କା ଏହି ରିପୋର୍ଟ ଉପରେ ଖୁଲାସା କରିବା ସହିତ କେତେକ ମହତ୍ବପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି, "ମୋତେ ଆପଣମାନେ ଗୋଟିଏ କଥା କୁହନ୍ତୁ, କଣ କାହା ପାଖରେ ଖବର ଅଛି କି ରୋହିତ ଶର୍ମା ମେଗା ଅକ୍ସନରେ ସାମିଲ ହେବେ ? ତେଣୁ ଏହି ଖବର ସମ୍ପୂର୍ଣ୍ଣ ମିଥ୍ୟା ।"

ସେ ପୁଣି କହିଛନ୍ତି, ଆମକୁ ଆଗକୁ ଦେଖିବାର ଅଛି କି ରୋହିତ ଶର୍ମାଙ୍କୁ ମୁମ୍ବାଇ ରିଲିଜ କରୁଛି କି ନାହିଁ । ପୁଣି ଆମକୁ ଦେଖିବାକୁ ଅଛି ରୋହିତ ନିଜେ ନିଲାମୀରେ ସାମିଲ ହେବା ପାଇଁ ଆବେଦନ କରିବେ କି ନାହିଁ । ଯଦି ସେ ଏପରି କରନ୍ତୁ, ତେବେ ବଜେଟର ଯଦି ଅଧା ରୋହିତଙ୍କ ଉପରେ ସାରି ଦେବେ, ଆପଣ ବାକି ୨୨ ଖେଳାଳିଙ୍କୁ କିପରେ କିଣିବେ ?

ତେବେ ରୋହିତଙ୍କୁ ଏଲଏସଜି ଆଣିବାକୁ ଇଚ୍ଛୁକ ଉପରେ ଗୋଏଙ୍କା କହିଛନ୍ତି କ, ସମସ୍ତଙ୍କ ଇଚ୍ଛା ଥାଏ କି ଆପଣଙ୍କ ଟିମରେ ରୋହିତଙ୍କ ଭଳି ଜଣେ ଶ୍ରେଷ୍ଠ ଅଧିନାୟକ ଏବଂ ବ୍ୟାଟର ରୁହନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.