ETV Bharat / politics

ବିଜେଡିର ୩୮ ଜଣିଆ ଇସ୍ତାହାର କମିଟି; ଚନ୍ଦ୍ରଶେଖର ଅଧ୍ୟକ୍ଷ - BJD Manifesto Committee

author img

By ETV Bharat Odisha Team

Published : Apr 10, 2024, 1:19 PM IST

Updated : Apr 10, 2024, 2:36 PM IST

BJD Manifesto Committee: ବିଜେଡି ଇସ୍ତାହାର କମିଟି ତାଲିକା ପ୍ରକାଶ ପାଇଛି । ଏହି କମିିଟିରେ 38ଜଣଙ୍କୁ ସ୍ଥାନ ଦିଆଯାଇଥିବା ବେଳେ ପୁଣି ଚନ୍ଦ୍ରଶେଖର ସାହୁଙ୍କୁ ମିଳିଛି ବଡ ଦାୟିତ୍ୱ । ଜାଣନ୍ତୁ

Etv Bharat
Etv Bharat

ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନ ଲାଗି ବିଜେଡି ପକ୍ଷରୁ ଗଠନ ହୋଇଛି ଇସ୍ତାହାର କମିଟି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି (ବୁଧବାର) ପ୍ରକାଶ ପାଇଛି ବିଜେଡିର ଇସ୍ତାହାର କମିଟି । କମିଟିରେ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଏକ୍ସପର୍ଟ ଓ ସଦସ୍ୟଙ୍କ ସଂଖ୍ୟା ୩୮ ରହିଛି । ୩୮ ଜଣିଆ କମିଟିରେ ଅଧ୍ୟକ୍ଷ ଭାବେ ନିଯୁକ୍ତି ହୋଇଛନ୍ତି ଦଳର ବରିଷ୍ଠ ଉପସଭାପତି ତଥା ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ । କମିଟିରେ ୬ ଜଣ ସହ ଅଧ୍ୟକ୍ଷ, ୩ ଜଣ ଏକ୍ସପର୍ଟ ଅଛନ୍ତି । ସେହିପରି ସବୁ ବର୍ଗଙ୍କୁ ସନ୍ତୁଷ୍ଟ କରି ୨୬ ଜଣ ସଦସ୍ୟଙ୍କୁ କମିଟିରେ ସ୍ଥାନ ମିଳିଛି । ଅମର ପଟ୍ଟନାୟକଙ୍କୁ ଆବାହକ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ସହ- ଆବାହକ ଦାୟିତ୍ୱରେ ରହିଛନ୍ତି ସସ୍ମିତ ପାତ୍ର ।

6 ଜଣିଆ ସହ ଅଧ୍ୟକ୍ଷ ତାଲିକା:

କମିଟିରେ 6 ଜଣ ସହ ଅଧ୍ୟକ୍ଷ ରହିଛନ୍ତି । ବରିଷ୍ଠ ବିଧାୟକ ତଥା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଆଳି ବିଧାୟକ ତଥା ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ସୁଦାମ ମାରାଣ୍ଡି, ବରିଷ୍ଠ ନେତା ମଙ୍ଗଳା କିଷାନ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପଦ୍ମନାଭ ବେହେରା ଓ ବରିଷ୍ଠ ନେତ୍ରୀ କସ୍ତୁରୀ ମହାପାତ୍ରଙ୍କୁ ଦଳ ସହ ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରିଛି ।

  1. ଦେବୀ ପ୍ରସାଦ ମିଶ୍ର
  2. ପ୍ରତାପ ଦେବ
  3. ସୁଦାମ ମାରାଣ୍ଡି
  4. ମଙ୍ଗଳା କିଶାନ
  5. ପଦ୍ମନାଭ ବେହେରା
  6. କସ୍ତୁରୀ ମହାପାତ୍ର

3 ଏକ୍ସପର୍ଟ ତାଲିକା:

କମିଟିରେ 3 ଜଣ ଏକ୍ସପର୍ଟଙ୍କୁ ଦଳ ସ୍ଥାନ ଦେଇଛି । ଇସ୍ତାହାର ପ୍ରସ୍ତୁତିରେ ସେମାନେ ସହଯୋଗ କରିବେ । ସେମାନେ ହେଉଛନ୍ତି

  1. ସୁକାନ୍ତ କୁମାର ମହାପାତ୍ର
  2. ସୋପ୍ନେନ୍ଦୁ ମହାନ୍ତି
  3. ଅମୀୟ ମିଶ୍ର

୨୬ ସଦସ୍ୟ ତାଲିକା:

ସେହିପରି କମିଟିରେ ୨୬ ଜଣ ସଦସ୍ୟ ଅଛନ୍ତି । ସେହି ସଦସ୍ୟମାନେ ହେଉଛନ୍ତି...

  1. ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ
  2. ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ
  3. ବିଧାୟକ ଅରୁଣ କୁମାର ସାହୁ
  4. ଦଳର ରାଷ୍ଟ୍ରୀୟ ମୁଖପାତ୍ର ସଂତୃପ୍ତ ମିଶ୍ର
  5. ବରିଷ୍ଠ ନେତା ସଞ୍ଜୟ କୁମାର ଦାସବର୍ମା
  6. ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ
  7. ବିଧାୟକ ସୁଶାନ୍ତ ସିଂ
  8. ବିଧାୟକ ଦିବ୍ୟଶଙ୍କର ମିଶ୍ର
  9. ଦଳର ମୁଖପାତ୍ର ଶ୍ରୀମୟୀ ମିଶ୍ର
  10. ଚିନ୍ମୟ ସାହୁ
  11. ଚିରଞ୍ଜୀବ ବିଶ୍ବାଳ
  12. କଟକ ମେୟର ସୁବାସ ସିଂ
  13. ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ
  14. ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ରଞ୍ଜନ ତ୍ରିପାଠୀ
  15. ଦିଲ୍ଲୀପ ତିର୍କୀ
  16. ସାଂସଦ ରମେଶ ଚନ୍ଦ୍ର ମାଝୀ
  17. ରବି ନାରାୟଣ ନନ୍ଦ
  18. ଅମରେଶ ପତ୍ରି
  19. ସେକ ନିଜାମୁଦ୍ଦିନ
  20. ତନ୍ମୟ ସ୍ୱାଇଁ
  21. ଜ୍ୟୋଷ୍ଣା ରାଣୀ ପରିଡା
  22. ବିଷ୍ଣୁପ୍ରିୟା ଦାସ
  23. ସଞ୍ଜିତ ମହାନ୍ତି
  24. ପଙ୍କଜିନି ମଙ୍ଗରାଜ
  25. ମାମିନା ନାୟକ
  26. କିଶୋର ଦେବତା

ଏହି କମିଟି ସଦସ୍ୟମାନେ ବିଭିନ୍ନ ଅଞ୍ଚଳରେ ବୁଲି ବିଭିନ୍ନ ବର୍ଗର ଲୋକମାନଙ୍କ ସହ ଆଲୋଚନା କରିବା ପରେ ଇସ୍ତାହାର ପ୍ରସ୍ତୁତ କରିବେ । ଏହି ଇସ୍ତାହାର ନବୀନ ଓଡ଼ିଶା ସଶକ୍ତ ଓଡ଼ିଶାକୁ ଆହୁରୀ ସୁଦୃଢ କରିବ । ତେବେ ଏ ସମ୍ବନ୍ଧରେ ଲୋକମାନେ ନିଜର ମତାମତ ମଧ୍ୟ ପଠାଇ ପାରିବେ । bjdmanifesto2024@gmail.com ଇମେଲ ଆଇଡି ଜରିଆରେ ଲୋକେ ନିଜ ମତାମତ ପଠାଇପାରିବେ ।

୩୮ ଜଣିଆ ଇସ୍ତାହାର କମିଟି
୩୮ ଜଣିଆ ଇସ୍ତାହାର କମିଟି
୩୮ ଜଣିଆ ଇସ୍ତାହାର କମିଟି
୩୮ ଜଣିଆ ଇସ୍ତାହାର କମିଟି

ଏହାମଧ୍ୟ ପଢନ୍ତୁ.. ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡିର ନୂଆ ଷ୍ଟ୍ରାଟେଜି, 5ଟି ସଂସଦୀୟ କ୍ଷେତ୍ରରେ ସଂଯୋଜକ ନିଯୁକ୍ତ - BJD Coordinator

ଇଟିଭି ଭାରତ, ଭୁବନେଶ୍ୱର

Last Updated : Apr 10, 2024, 2:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.