AC ପାଇଁ ବିଜୁଳି ବିଲ୍ ବଢିବା ନେଇ ଚିନ୍ତିତ କି? ଏହି ତାପମାତ୍ରାରେ ଚଲାନ୍ତୁ AC, ବଞ୍ଚିବ ଟଙ୍କା - ideal ac temperature to save money
Best Temperature For AC: ଆଜିକାଲି ଲୋକେ AC ର ବହୁଳ ବ୍ୟବହାର କରିଥାନ୍ତି । ଗରମରୁ ରକ୍ଷା ପାଇବା ପାଇଁ ଦିନ ରାତି AC ଚଲାଇଥାନ୍ତି । ତେବେ କ୍ରମଶଃ ଏପରି ଏସି ବ୍ୟବହାର କରିବା ଦ୍ୱାରା ସେପଟେ ବିଜୁଳି ବିଲ୍ ମଧ୍ୟ ଅଧିକା ଆସିଥାଏ । କିନ୍ତୁ ଆପଣ ଜାଣନ୍ତି କି, ଏହି ତାପମାତ୍ରାରେ AC ଚଳାଇଲେ ଆପଣ ଅଧିକା ବିଜୁଳି ବିଲରୁ ମୁକ୍ତି ପାଇବେ? ଜାଣନ୍ତୁ, (RKC)
Published : Jun 18, 2024, 2:10 PM IST
|Updated : Jun 18, 2024, 2:28 PM IST
Last Updated : Jun 18, 2024, 2:28 PM IST