ବିବାହ କରିବେ ଶ୍ରଦ୍ଧା ! ଲାଟେଷ୍ଟ ଫଟୋ ସେୟାର କରି କହିଲେ ଏମିତି - ଶ୍ରଦ୍ଧା କପୁର ଲାଟେଷ୍ଟ ଫଟୋ
![ବିବାହ କରିବେ ଶ୍ରଦ୍ଧା ! ଲାଟେଷ୍ଟ ଫଟୋ ସେୟାର କରି କହିଲେ ଏମିତି Shraddha Kapoor Photos](https://etvbharatimages.akamaized.net/etvbharat/prod-images/04-02-2024/1200-675-20665716-thumbnail-16x9-s.jpg?imwidth=3840)
Shraddha Kapoor Photos: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା କପୁର ଅଭିନୟ ବ୍ୟତୀତ ନିଜ କ୍ୟୁଟନେସ ପାଇଁ ବି ବେଶ ଜଣାଶୁଣା । ସେ ସର୍ବଦା ଫ୍ୟାନ୍ସଙ୍କ ପାଇଁ ବୃତ୍ତିଗତ ଅବା ବ୍ୟକ୍ତିଗତ ଜୀବନୀ ବିଷୟରେ ହେଉ କିଛି ନା କିଛି ସେୟାର କରିଥାନ୍ତି । ବର୍ତ୍ତମାନ ଶ୍ରଦ୍ଧା ଏକ ଲାଟେଷ୍ଟ ପୋଷ୍ଟ ସେୟାର କରିଛନ୍ତି । ଯାହା ପରେ ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି ।
![ETV Bharat Odisha Team author img](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Feb 4, 2024, 7:27 PM IST