ରଥ ଉପରକୁ ଉଠିଲା ୪ ନାହାକା, ଫଟୋରେ ଦେଖନ୍ତୁ ଖବର - Ratha Yatra 2024 - RATHA YATRA 2024
ଜୁନ୍ 22ରେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନଯାତ୍ରା ପୂର୍ବରୁ ମହାପ୍ରଭୁ ରଥରେ ଚାରି ନାହାକା ଉଠିବାର ପରମ୍ପରା ରହିଛି । ତେବେ ଏହାର ଯଥେଷ୍ଟ ପୂର୍ବରୁ 3 ରଥର ଚାରି ନାହାକା ସଂଯୋଗ କାର୍ଯ୍ୟ ଶେଷ ହୋଇଛି । 3 ରଥର କାର୍ଯ୍ୟ ବେଶ ଦ୍ରୁତଗତିରେ ଆଗେଇ ଚାଲିଛି ।
(ETV Bharat Odisha)

Published : Jun 17, 2024, 6:31 PM IST