ସ୍କାଏ ବ୍ଲ୍ୟୁ ଆଉଟଫିଟରେ ରଶ୍ମିକାଙ୍କ ଗ୍ଲାମରସ ଲୁକ୍, ଫ୍ୟାନ୍ସଙ୍କ ହାର୍ଟ ବର୍ଷା - ରଶ୍ମିକା ମନ୍ଦାନା
![ସ୍କାଏ ବ୍ଲ୍ୟୁ ଆଉଟଫିଟରେ ରଶ୍ମିକାଙ୍କ ଗ୍ଲାମରସ ଲୁକ୍, ଫ୍ୟାନ୍ସଙ୍କ ହାର୍ଟ ବର୍ଷା Rashmika Mandanna](https://etvbharatimages.akamaized.net/etvbharat/prod-images/30-01-2024/1200-675-20626657-thumbnail-16x9-image.jpg?imwidth=3840)
ଦକ୍ଷିଣ ଭାରତ ସିନେ ଜଗତ ପରେ ଏବେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ପାଲଟିଛନ୍ତି ନ୍ୟାସନାଲ କ୍ରସ ରଶ୍ମିକା ମନ୍ଦାନା । ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ରଶ୍ମିକା ଏବେ ସ୍କାଏ ବ୍ଲ୍ୟୁ ଆଉଟଫିଟରେ କିଛି ଫଟୋ ସେୟାର କରିଛନ୍ତି । ଯାହାକି ଖୁବ ପସନ୍ଦ କରିଛନ୍ତି ପ୍ରଶଂସକ । ସନ୍ଦୀପ ରେଡ୍ଡିଙ୍କ ନିର୍ଦ୍ଦେଶିତ 'ଆନିମଲ' ଫିଲ୍ମରେ ରଣବୀର କପୁରଙ୍କ ବିପକ୍ଷରେ ନଜର ଆସିଥିଲେ ମନ୍ଦାନା ।
![ETV Bharat Odisha Team author img](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jan 30, 2024, 11:02 PM IST