ଦେଶୀ ଲୁକରେ ଫ୍ୟାନ୍ସଙ୍କ ହୋସ ଉଡାଇଲେ ପୂଜା ହେଗଡେ - ପୂଜା ହେଗଡେଙ୍କ ଲାଟେଷ୍ଟ ଫଟୋ
![ଦେଶୀ ଲୁକରେ ଫ୍ୟାନ୍ସଙ୍କ ହୋସ ଉଡାଇଲେ ପୂଜା ହେଗଡେ Pooja Hegde Latest Pictures](https://etvbharatimages.akamaized.net/etvbharat/prod-images/26-01-2024/1200-675-20596806-thumbnail-16x9-image.jpg?imwidth=3840)
Pooja Hegde In Saree: ଅଭିନୟ ବ୍ୟତୀତ ସୁନ୍ଦରତାରେ ଅଭିନେତ୍ରୀମାନେ ଫ୍ୟାନ୍ସଙ୍କୁ ଦିୱାନା କରିଥାନ୍ତି । ଏହି ସମୟରେ ସାଉଥ ସୁନ୍ଦରୀ ପୂଜା ହେଗଡେ ସୋସିଆଲ ମିଡିଆରେ ନିଜର ଲାଟେଷ୍ଟ ଫଟୋ ସେୟାର କରିଛନ୍ତି । ଅଭିନେତ୍ରୀ ଗ୍ରୀନ-ପିଙ୍କ ଲେହେଙ୍ଗାରେ ସୁନ୍ଦର ଫଟୋ ସେୟାର କରିଛନ୍ତି । ଯାହାକୁ ଦେଖି ଫ୍ୟାନ୍ସ ଫିଦା ହୋଇଛନ୍ତି । ଦେଖନ୍ତୁ ପୂଜାଙ୍କ ଲାଟେଷ୍ଟ ଫଟୋ,
![ETV Bharat Odisha Team author img](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jan 26, 2024, 2:04 PM IST