ମଇଦାନରେ ପ୍ରାର୍ଥୀ: ପ୍ରଚାର କଲେ, ଖାଇବାର ମଜା ନେଲେ - Street Food Politics - STREET FOOD POLITICS
Politicians Taking Street Food: ନିର୍ବାଚନ ପୂର୍ବରୁ ଚାଲିଛି ଜୋରଦାର ପ୍ରଚାର । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଓ ନିକଟତର ହେବାକୁ ଭିନ୍ନ ଭିନ୍ନ ଢଙ୍ଗରେ ପ୍ରୟାସ କରୁଛନ୍ତି ପ୍ରାର୍ଥୀ । ଏହାରି ଭିତରେ ବିଜେଡିର ବାଲେଶ୍ବର ସାଂସଦ ପ୍ରାର୍ଥିନୀ ଲେଖାଶ୍ରୀ ସାମନ୍ତ ସିଂହାର ଓ କଟକ ବିଜେଡି ସାସଂଦ ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ରାସ୍ତାକଡ଼ରେ ବିଭିନ୍ନ ରକମର ଖାଦ୍ୟ ଖାଉଥିବାର ନଜର ଆସିଛନ୍ତି ।
Published : Apr 21, 2024, 11:02 PM IST