ଆବୁଧାବିରେ ଭବ୍ୟ ହିନ୍ଦୁ ମନ୍ଦିର, ଫଟୋରେ ଦେଖନ୍ତୁ ଝଲକ୍ - Narendra Modi

ହାଇଦ୍ରାବାଦ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରାଜଧାନୀ ଆବୁଧାବିରେ ନିର୍ମିତ ବିଶାଳ ହିନ୍ଦୁ ମନ୍ଦିରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 27 ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି ଭବ୍ୟ BAPS ହିନ୍ଦୁ ମନ୍ଦିରଟି ପ୍ରାୟ 7ଶହ କୋଟି ଟଙ୍କାରେ ନିର୍ମିତ ହୋଇଛି । 2019 ରେ ପ୍ରଧାନମନ୍ତ୍ରୀ ମୋଦି ଏହି ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଆଜି ଏହା ଉଦଘାଟିତ ହୋଇଛି ।

Published : Feb 14, 2024, 10:32 PM IST