ଆରପାରିରେ ଖଲ୍ଲିକୋଟ ରାଣୀ, ଦେଖନ୍ତୁ ତାଙ୍କର କିଛି ବିଶେଷ ମୂହୁର୍ତ୍ତର ଫଟୋ - ଭି ସୁଜ୍ଞାନ ଦେଓ
Photos Of Sugnana Deo: ଆରପାରିରେ ରାଣୀ ଭି ସୁଜ୍ଞାନ ଦେଓ । ସେ 10 ଥର ବିଧାୟକା ଭାବେ ନିର୍ବାଚିତ ହୋଇଥିଲେ । ଓଡ଼ିଶା ରାଜନୀତିର ଚର୍ଚ୍ଚିତ ଚେହେରା ଭି ସୁଜ୍ଞାନୀ ଦେଓଙ୍କ ପରଲୋକ ହୋଇଛି । ଇତିହାସର ପୃଷ୍ଠାରୁ ଦେଖନ୍ତୁ ତାଙ୍କର କିଛି ଫଟୋ

Published : Feb 11, 2024, 12:14 PM IST