ETV Bharat / photos

ଫଟୋରେ ଅଲିମ୍ପିକ୍ସ ଉଦଯାପନୀ ଉତ୍ସବ: ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଖୋସି ହୋଇଗଲା ଆଖି, ଲିଭିଲା ମଶାଲ ଦୀପ-ରଙ୍ଗୀନ ଆଲୋକରେ ଝଲସିଲା ଷ୍ଟାଡିୟମ - Paris Olympics closing ceremony

author img

By ETV Bharat Sports Team

Published : Aug 12, 2024, 9:38 AM IST

Paris Olympics 2024  closing ceremony
ପ୍ୟାରିସ: ଲିଭିଲା ଅଲିମ୍ପିକ୍ସ ମଶାଲ । ପ୍ୟାରିସରୁ ବିଦାୟ ନେଲା ଅଲିମ୍ପିକ୍ସ 2024 । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଫ୍ରାନ୍ସର ଷ୍ଟେ'ଡ ଡି ଫ୍ରାନ୍ସ ଷ୍ଟାଡିୟମରେ ଉଦଯାପନୀ ସମାରୋହର ଶେଷ ହୋଇଛି । 2028 ଅଲିମ୍ପିକ୍ସ ପାଇଁ ଅଲିମ୍ପିକ୍ସ ପତାକା ଲସଏଞ୍ଜେଲ୍ସକୁ ହସ୍ତାନ୍ତର କରାଯାଇଛି । ଫଟୋରେ ଦେଖନ୍ତୁ ଅଲିମ୍ପିକ୍ସ ଉଦଯାପନୀ ସମାରୋହ । (AP)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.