ଅନନ୍ତ-ରାଧିକା ପ୍ରି-ୱେଡିଂ; ସେଲିବ୍ରିଟିଙ୍କ ଝଲକ ଦେଖି ଫିଦା ହେଲେ ଫ୍ୟାନ୍ସ - Shahrukh Khan Salman Khan

Gimpses Of Anant-Radhika Pre-Wedding: ଗୁଜୁରାଟର ଜାମନଗରରେ ଅନନ୍ତ ଅମ୍ୱାନି ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସମାରୋହ ଧୁମଧାମରେ ସେଲିବ୍ରିସନ କରାଯାଉଛି । ୩ ଦିନ ଧରି ଏହି ବିବାହ ଉତ୍ସବ ଚାଲିଥିବା ବେଳେ ଦେଶ ବିଦେଶରୁ ତମାମ ସେଲିବ୍ରିଟି, ଶିଳ୍ପଉଦ୍ୟୋଗପତି ଏବଂ ବହୁ ବରିଷ୍ଠ ବ୍ୟକ୍ତି ବିଶେଷଙ୍କ ମେଳି ଦେଖିବାକୁ ମିଳିଛି । ନଜର ପକାନ୍ତୁ, ଅନନ୍ତ-ରାଧିକା ବିବାହ ଉତ୍ସବର ଝଲକ ଉପରେ,

Published : Mar 3, 2024, 1:26 PM IST