ETV Bharat / photos

ପୋଲିସ ଅଧିକାରୀଙ୍କ ଫଗୁ ଖେଳ, ସିପି ଡିସିପିଙ୍କ ସହ ରଙ୍ଗ ଖେଳିଲେ ଜୁନିୟର କର୍ମଚାରୀ - Police officers celebrate Holi

author img

By ETV Bharat Odisha Team

Published : Mar 26, 2024, 4:11 PM IST

Commissionerate police officers celebrate Holi
ଭୁବନେଶ୍ବର: ନା ଥିଲା ଖାକି ବର୍ଦ୍ଦି ନା ଥିଲା ସିନିୟର୍ ଜୁନିୟର ତଫାତ । ଏକାଠି ହୋଇଥିଲେ କମିଶନରେଟ ପୋଲିସର ଅଫିସର । ପୋଲିସ କମିଶନର ଓ ଡିସିପିଙ୍କ ପାଖରେ ପହଞ୍ଚି ରଙ୍ଗ ମାରି ପାଳିଥିଲେ ରଙ୍ଗର ପର୍ବ ହୋଲି । ଡ୍ୟୁଟିରୁ ବାହାରି କିଛି ସମୟ ନିଜ ଭିତରେ ବେଶ ରଙ୍ଗୀନ ହୋଇ ପଡିଥିଲେ ସଭିଏଁ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.