ETV Bharat / photos

ଅନନ୍ତ-ରାଧିକା ପ୍ରି-ୱେଡିଂ ଶେଷ ଦିନରେ ଜମିଲା ମାହୋଲ, ପାରମ୍ପରିକ ଲୁକରେ ନଜର ଆସିଲେ ସେଲିବ୍ରିଟି

author img

By ETV Bharat Odisha Team

Published : Mar 4, 2024, 1:03 PM IST

Anant Ambani-Radhika Merchants Pre-Wedding
Anant Ambani-Radhika Merchants Pre-Wedding: ଜାମନଗରରେ ସରିଲା ଅନନ୍ତ ଅମ୍ୱାନି ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରିୱେଡିଂ ସମାରୋହ । ଶେଷ ରାତିରେ ଜମିଥଲା ମାହୋଲ । ସମସ୍ତ ସେଲିବ୍ରିଟି ସପରିବାର ସହ ପାରମ୍ପରିକ ଲୁକରେ ନଜର ଆସି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଶାହାରୁଖ ଖାନଙ୍କ ଠାରୁ ଆରମ୍ଭ କରି ରଜନୀକାନ୍ତ ସମସ୍ତ ସେଲିବ୍ରିଟି ଖୁବ ସୁନ୍ଦର ଦେଖାଯାଉଛନ୍ତି । ଦେଖନ୍ତୁ, ଅନନ୍ତ-ରାଧିକାଙ୍କ ପ୍ରିୱେଡିଂ ଝଲକ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.