ETV Bharat / lifestyle

ମହାଦେବ ଚମକାଇବେ ଏହି ସବୁ ରାଶିଙ୍କ ଭାଗ୍ୟ, ପଢ଼ନ୍ତୁ ଆପଣଙ୍କ ରାଶିଫଳ

ମହାଦେବଙ୍କ ଆଶୀର୍ବାଦକୁ ଧନବାନ ହେବେ ଏହି ରାଶି । ପ୍ରତ୍ୟେକ କ୍ଷେତ୍ରରେ ହେବେ ସଫଳ । ଚମକିବ ଏହି ସବୁ ରାଶି ବ୍ୟକ୍ତିଙ୍କ ଭାଗ୍ୟ ।

TODAY HOROSCOPE
TODAY HOROSCOPE (ETV Bharat Odisha)
author img

By ETV Bharat Odisha Team

Published : 3 hours ago

ମେଷ: ଆଜି ଆପଣଙ୍କୁ ଯିଏ ଭଲ ଲାଗନ୍ତି ତାଙ୍କ ଉପରେ ଆପଣଙ୍କ ଧ୍ୟାନ ରହିବ । ଆପଣଙ୍କ ଶକ୍ତି ସ୍ତର ଉଚ୍ଚ ରହିବ କିନ୍ତୁ କାମ ପ୍ରତି ପ୍ରତିବଦ୍ଧତା କମ ରହିବ । ସେଥିପାଇଁ ଆପଣଙ୍କ ଉପରିସ୍ଥ ଅଧିକାରୀମାନେ ଆପଣଙ୍କ ଉପରେ ଚିଡିବେ । କିନ୍ତୁ ଦିନଟି ଆପଣଙ୍କ ପ୍ରେମଭରା ଓ ଫୁଲ ଭଳି ସତେଜପୂର୍ଣ୍ଣ ରହିବ ।

TODAY HOROSCOPE
TODAY HOROSCOPE (ARIES)

ବୃଷ: ଆଜି ବିଭିନ୍ନ ବୁଦ୍ଧି ମନକୁ ଆସିବ । କାରଣ ଆଜି ଆପଣ ସମ୍ପୂର୍ଣ୍ଣ ସୃଜନାତ୍ମକ ମନୋଭାବରେ ରହିବେ । ଆପଣଙ୍କ ବ୍ୟବସାୟ ପ୍ରଖରତା ଆପଣଙ୍କୁ ସମସ୍ୟାଗୁଡିକର ସହଜ ସମାଧାନରେ ସାହାଯ୍ୟ କରିବ । ଆପଣଙ୍କ ଚୁପ ରହିବା ଗୁଣ ଆପଣଙ୍କ ହସରେ ଆଜି ବାହାରିବ ଯେତେବେଳେ ଆପଣ କାର୍ଯ୍ୟସ୍ଥଳରେ ଆପଣଙ୍କ ଉପରିସ୍ଥ ଅଧିକାରୀ ଓ ସହକର୍ମୀମାନଙ୍କ ସହ କାମ କରିବେ ।

TODAY HOROSCOPE
TODAY HOROSCOPE (TAURUS)

ମିଥୁନ: ଆଜି ଆପଣଙ୍କ ଭାବନା ଆପଣଙ୍କ ବିବେକ ବୁଦ୍ଧିକୁ ପ୍ରଭାବିତ କରିବ । ଆପଣ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । କିଛି ଧାର୍ମିକ ସ୍ଥାନକୁ ଯିବା ଦ୍ଵାରା ଆପଣଙ୍କ ମନକୁ ଶାନ୍ତି ମିଳିବ । ଶାନ୍ତ ମନୋଭାବ ଆପଣଙ୍କ ପାଇଁ ଆଜି ବହୁତ କାମ ଦେବ ।

TODAY HOROSCOPE
TODAY HOROSCOPE (GEMINI)

କର୍କଟ: ଆଜି ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ଆଖି କଷ୍ଟ ଭୋଗ କରିବେ ମାନସିକ ଚିନ୍ତା ବଢ଼ିବ । ଲୋକଙ୍କ ସହ ମିତ୍ର ବ୍ୟବହାର କରନ୍ତୁ । କୌଣସି ବି ପ୍ରକାର ଦ୍ବନ୍ଦ୍ବ ନ ଉପୁଜିବା ପାଇଁ ଧ୍ୟାନ ରଖିବେ । ଦ୍ବିପ୍ରହର ପରେ ସମସ୍ୟାରେ ପରିବର୍ତ୍ତନ ଆସିବ । ଆର୍ଥିକ ଦୃଷ୍ଟିକୋଣରୁ ଦିନ ଲାଭଦାୟୀ ରହିବ । ପାରିବାରିକ ପରିବେଶ ଭଲ ରହିବ ମନରୁ ନକରାତ୍ମକ ଭାବନା ଦୂରେଇ ରଖନ୍ତୁ ।

TODAY HOROSCOPE
TODAY HOROSCOPE (CANCER)

ସିଂହ: ସକାଳ ଭଲରେ କଟିବ । ସାମାଜିକ ଓ ବ୍ୟବସାୟିକ କ୍ଷେତ୍ରରେ ଆନନ୍ଦପ୍ରଦ ଓ ଲାଭପ୍ରଦ ସମାଚାର ମିଳିବ । ବନ୍ଧୁଙ୍କ ସହ ଦିନ ଭଲରେ ବିତିବ । ଆୟରେ ବୃଦ୍ଧି ଓ ଧନ ଲାଭ ହେବ । ଦ୍ବିପ୍ରହର ପରେ ଆପଣଙ୍କ କଥା କିମ୍ବା ବ୍ୟବହାର କାହାକୁ ଖରାପ ଲାଗିପାରେ । ବାହନ ଚଳେଇବା ବେଳେ ସାବଧାନ ରକ୍ଷାକରନ୍ତୁ । ମାନସିକ ଚିନ୍ତା ବଢିପାରେ ସନ୍ତାନ ଓ ପରିଜନଙ୍କ ସହ ମନୋମାଳିନ୍ୟ ରହିପାରେ ।

TODAY HOROSCOPE
TODAY HOROSCOPE (LEO)

କନ୍ୟା: ଆଜି ଆପଣଙ୍କ ଶକ୍ତି ଓ ଆର୍ଥିକ ଅବସ୍ଥା ସବୁଠାରୁ ଭଲ ରହିବ । ଆଗକୁ ଯଦି କୌଣସି ଆର୍ଥିକ ସମସ୍ୟା ଆସିବାର ଅନୁଭବ କରନ୍ତି ତାହା ପାଇଁ ଏବେ ଠାରୁ କିଛି ଆର୍ଥିକ ବ୍ୟବସ୍ଥା କରିବାକୁ ଚାହିଁବେ । ଆପଣଙ୍କ ଚାରିପାଖରେ ଥିବା ଲୋକମାନେ ଆଜି ଆପଣଙ୍କ ନେତୃତ୍ଵ ନେବା ଗୁଣକୁ ଦେଖିବେ । ଶତ୍ରୁ ପରାଜୟ ହେବେ ।

TODAY HOROSCOPE
TODAY HOROSCOPE (VIRGO)

ତୁଳା: ଆଜି ଆପଣ ସମସ୍ତ କାମକୁ ଠିକ ସମୟରେ ଶେଷ କରିବା ପାଇଁ ଆପଣଙ୍କ ମାନସିକ ଦକ୍ଷତାର ବ୍ୟବହାର କରିବେ । ଆପଣ କାମରେ କିମ୍ଵା ଅଫିସରେ ଅଧିକ ସମୟ ଓ ଧ୍ୟାନ ଦେଉଥିବାରୁ ଆପଣଙ୍କ ପରିବାରକୁ ଉପେକ୍ଷା କରିପାରନ୍ତି । ଆପଣଙ୍କ ଅଦ୍ଵିତୀୟ ବୁଦ୍ଧିମତା ଆଜି ଆପଣ କାର୍ଯ୍ୟସ୍ଥଳରେ ଦେଖେଇବାର ସୁଯୋଗ ପାରିବେ ।

TODAY HOROSCOPE
TODAY HOROSCOPE (LIBRA)

ବିଛା: ଆପଣଙ୍କ ସହଜ ଜ୍ଞାନ ଭାବନାଗୁଡିକ ଆଜି ଆପଣଙ୍କ କାର୍ଯ୍ୟକୁ ନିୟନ୍ତ୍ରଣ କରିବ । ଆପଣ କାର୍ଯ୍ୟର ଚାପକୁ ପଛରେ ପକାଇ ଅଧିକ ଉତ୍ସାହର ସହିତ କାମଗୁଡିକ କରିବେ । ଆପଣଙ୍କ ସ୍ଵାଭାବିକତାକୁ ଅନୁସରଣ କରନ୍ତୁ ଓ କାର୍ଯ୍ୟର ଚାପ ଅଧିକ ଥିବା ବେଳେ ଭଲ ସଙ୍ଗୀତ ଶୁଣି ମନକୁ ଆରାମ ଦିଅନ୍ତୁ ।

TODAY HOROSCOPE
TODAY HOROSCOPE (SCORPIO)

ଧନୁ: ଆଜି ଆପଣଙ୍କର ଜୀବନସାଥୀଙ୍କ ସହ ଯୁକ୍ତି ହୋଇପାରେ । ସେଥିପାଇଁ ସେ ସବୁରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ । ସନ୍ଧ୍ୟାରେ ଆପଣଙ୍କ ସମୟ ପ୍ରେମମୟ ହେବ ସେଥିପାଇଁ ପ୍ରସ୍ତୁତ ରୁହନ୍ତୁ ଓ ଆପଣ ତାଙ୍କୁ ଯେଉଁ କଷ୍ଟ ଦେଇଛନ୍ତି ତାହା ଲାଘବ କରନ୍ତୁ । ମନ ଓ ହୃଦୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ନିଜସ୍ଵ ସମ୍ପତ୍ତିର ଯତ୍ନ ନିଅନ୍ତୁ । ନୈତିକ ଦାୟିତ୍ବ ଵ୍ୟତିତ ନୂଆ ଯୋଜନା ଗୁଡ଼ିକର ଦୀର୍ଘ ଵର୍ଷର ସ୍ଥାୟୀତ୍ବ ପ୍ରତି ଧ୍ୟାନ ଦିଅନ୍ତୁ ।

TODAY HOROSCOPE
TODAY HOROSCOPE (SAGITTARIUS)

ମକର: ଆଜି ଆପଣଙ୍କ ଉପରେ ଯେକୌଣସି ସମସ୍ୟା ଆସିଲେ ମଧ୍ୟ ଭଗବାନ ଶିବଙ୍କ ଦୟାରୁ ଆପଣ କୌଣସି ଅବସ୍ଥାରେ ଫସିବେ ନାହିଁ । ଅନ୍ୟମାନେ ସେମାନଙ୍କ ଅସମ୍ଭବ ଲକ୍ଷ୍ୟ ପଛରେ ଗୋଡାଉଥିବା ସମୟରେ, ଆପଣ ଯାହା ଲାଭ କରିଛନ୍ତି ସେଥିରେ ତୃପ୍ତ ରହିବେ । ଆପଣ ଉଚ୍ଚାଭିଳାସୀ ହେବେ । ଅର୍ଥ ଆଗମନ ହେବାର ସଂକେତ ରହିଛି ।

TODAY HOROSCOPE
TODAY HOROSCOPE (CAPRICORN)

କୁମ୍ଭ: ଆପଣଙ୍କ ଉପରେ ବାକି ଥିବା କାମର ଏତେ ଚାପ ରହିବ ଯେ ଆପଣ ଚେଷ୍ଟା ଦୁଇ ଗୁଣ କରିଲେ ମଧ୍ୟ କାମ ଶେଷ ହେବା କଷ୍ଟ ହେବ । ଆପଣ ଏଥିପାଇଁ ନିଜ ପ୍ରିୟ ଲୋକଙ୍କ ସହ ବୁଲିବାକୁ ଯିବାକୁ କରିଥିବା ଯୋଜନା ବାତିଲ କରି ପାରନ୍ତି । ଯାହାଦ୍ଵାରା ପରେ ତାଙ୍କ କ୍ରୋଧର ଶିକାର ହେବେ । ମାନସିକ ଭାବରେ ଅସୁସ୍ଥ ଅନୁଭବ କରିପାରନ୍ତି ।

TODAY HOROSCOPE
TODAY HOROSCOPE (AQUARIUS)

ମୀନ: ଆଜି ଆପଣଙ୍କର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ଦୂରଯାତ୍ରା କରିବାକୁ ପଡ଼ିପାରେ । କାର୍ଯ୍ୟସ୍ଥଳରେ କାର୍ଯ୍ୟ ଚାପ ରହିପାରେ । ଆଜି କାହାକୁ ଧାରରେ ଟଙ୍କା ଦିଅନ୍ତୁ ନାହିଁ । ଏହା ଆପଣଙ୍କ ପାଖକୁ ଫେରିବା କଷ୍ଟ ହୋଇପାରେ । ମା'ଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି । ଅତ୍ୟଧିକ ଏବଂ ଆରାମଦାୟକ ଖର୍ଚ୍ଚ ଆପଣଙ୍କ ପାଇଁ ଦ୍ୱନ୍ଦ୍ବପୂର୍ଣ୍ଣ ରହିବ ।

TODAY HOROSCOPE
TODAY HOROSCOPE (PISCES)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.