ETV Bharat / lifestyle

ନବରାତ୍ରିରେ ନିଅନ୍ତୁ ଏମିତି ଲୁକ୍ସ, ଫିଦା ହୋଇଯିବେ ସଭିଏଁ - NavaratrI Day 3 Look

ଏହି ନବରାତ୍ରିରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ହେବାକୁ ଚାହୁଁଛନ୍ତି ? ଫଲୋ କରନ୍ତୁ ବଲିଉଡ୍ ଅଭିନେତ୍ରୀଙ୍କ ଏହି ଷ୍ଟାଇଲିସ୍ ତଥା ପାରମ୍ପିରକ ଲୁକ୍

author img

By ETV Bharat Lifestyle Team

Published : 3 hours ago

ବଲିଉଡ ଡିଭାଙ୍କ ଭଳି ଏମିତି ଲୁକ୍ସରେ ଦିଶନ୍ତୁ ଷ୍ଟାଇଲିସ୍
ବଲିଉଡ ଡିଭାଙ୍କ ଭଳି ଏମିତି ଲୁକ୍ସରେ ଦିଶନ୍ତୁ ଷ୍ଟାଇଲିସ୍ (Instagram)

Navaratri Special: ଆରମ୍ଭ ହୋଇଯାଇଛି ନବରାତ୍ରି । ଆଜି ତୃତୀୟ ଦିନରେ ଚନ୍ଦ୍ରଘଣ୍ଟାଙ୍କ ରୂପରେ ପୂଜା ପାଉଛନ୍ତି ମା' ଦୁର୍ଗତିନାଶିନୀ । ନବରାତ୍ରି ସମୟରେ ସମସ୍ତେ ନିଜ ନିଜର ବେଶଭୂଷାକୁ ନେଇ ସମସ୍ତେ ଚିନ୍ତିତ ଥାଆନ୍ତି । କ'ଣ ପିନ୍ଧିବେ ଓ ଅନ୍ୟମାନଙ୍କଠୁ କେମିତି ଆକର୍ଷଣୀୟ ଦିଶିବେ ତାକୁ ନେଇ ବ୍ୟସ୍ତ ବିବ୍ରତ ହୋଇପଡନ୍ତି । ଆଜି ନବରାତ୍ରିର ତୃତୀୟ ଦିନରେ ଗ୍ରେ ବା ଧୂସର ରଙ୍ଗର ପୋଷାକ ପିନ୍ଧିବା ଶୁଭ ମନେ କରାଯାଏ । ତେଣୁ ଆଜି ଆମେ ଆପଣଙ୍କୁ ବଲିଉଡ ସେଲିବ୍ରିଟଙ୍କ ଦ୍ବାରା ପିନ୍ଧିଯାଇଥିବା କିଛି ଧୂସର ରଙ୍ଗର ଷ୍ଟାଇଲିସ୍ ଡ୍ରେସ ତଥା ଶାଢୀ ବିଷୟରେ ଜଣାଇବୁ । ଏହାକୁ ଫଲୋ କରି ଆପଣ ବି ସେହି ଅଭିନେତ୍ରୀଙ୍କ ଭଳି ଗର୍ଜିୟସ୍ ଲୁକ୍ ପାଇପାରିବେ ।

କାଜଲ ଅଗ୍ରୱାଲଙ୍କ ଗ୍ରେ ଶାଢୀ ଲୁକ୍

ଆପଣ ବି ଯଦି ନବରାତ୍ରି ସମୟରେ ଆକର୍ଷଣୀୟ ଦିଶିବାକୁ ଚାହୁଁଛନ୍ତି ତାହେଲେ କାଜଲ ଅଗ୍ରୱାଲଙ୍କ ଭଳି ଧୂସର ରଙ୍ଗର ଶାଢୀ ସହ ଝୁମକା ପିନ୍ଧିପାରିବେ । ଏଥିରେ ଆପଣ ପାରମ୍ପରିକ ସହ ଷ୍ଟାଇଲିସ୍ ଲାଗିବେ ।

ବଲିଉଡ୍ ଡିଭାଙ୍କ ଭଳି ଏପରି ଲୁକ୍ସରେ ଦିଶନ୍ତୁ ଗର୍ଜିୟସ୍
ବଲିଉଡ୍ ଡିଭାଙ୍କ ଭଳି ଏପରି ଲୁକ୍ସରେ ଦିଶନ୍ତୁ ଗର୍ଜିୟସ୍ (Instagram)

ଆଲିଆ ଭଟ୍ଟ ଶାଢୀ ଲୁକ୍

ନବରାତ୍ରି ସମୟରେ ଲୋକେ ସାଧାରଣତଃ ହାଲୁକା ଓ ଆରାମଦାୟକ କପଡା ପିନ୍ଧିବାକୁ ପସନ୍ଦ କରନ୍ତି । ଏମିତିରେ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ଦ୍ବାରା ପିନ୍ଧା ଯାଇଥିବା ଗ୍ରେ ରଙ୍ଗର ଚୁଡିଦାର ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ହୋଇପାରିବ ।

ମାଧୁରୀ ଦୀକ୍ଷିତଙ୍କ ସାର୍ଟ ଓ ପ୍ୟାଣ୍ଟ ଲୁକ୍

ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ନ୍ୟୁଡ ମେକଅପ୍ ସହ ସାର୍ଟ ଓ ପ୍ୟାଣ୍ଟ ଲୁକ୍ ଏହି ନବରାତ୍ରୀରେ ପିନ୍ଧିବା ପାଇଁ ଏକ ଭଲ ବିକଳ୍ପ ହୋଇପାରେ । ଆପଣ ମାଧୁରୀଙ୍କ ଏହି ଲୁକ୍ ଫଲୋ କରି ଗର୍ଜିୟସ୍ ଦିଶିପାରିବେ ।

ପରିଣୀତି ଚୋପ୍ରାଙ୍କ ସିଲ୍‌କ ଚୁଡିଦାର ଲୁକ୍

ଯଦି ଆପଣ ନବବିବାହିତା ଏବଂ ଚଳିତ ନବରାତ୍ରୀରେ ଶାଢୀ ସହ ଏକ ସୁନ୍ଦର ଲୁକ୍ ଚାହୁଁଛନ୍ତି, ତାହେଲେ ପରିଣୀତି ଚୋପ୍ରା ପିନ୍ଧିଥିବା ଗ୍ରେ ୱାର୍କ ସିଲ୍‌କ ଶାଢିରେ ଓଢଣୀ, ଚୁଡି ଓ ସିନ୍ଦୁର ସହ ଏହି ଆକର୍ଷଣୀୟ ଲୁକ୍ ଆପଣାଇପାରିବେ ।

ମଲାଇକା ଅରୋରାଙ୍କ କ୍ଲାସି ଶାଢୀ ଲୁକ

ଗଳାରେ ଏପରି ଭାରି ନେକଲେସ୍ ସହ ମଲାଇକା ଅରୋରାଙ୍କ ଏହି କ୍ଲାସି ଗ୍ରେ ଶାଢୀ ନବରାତ୍ରି ସମୟରେ ପିନ୍ଧିବା ପାଇଁ ଏକ ଭଲ ଅପ୍ସନ ଅଟେ ।

ତାରାଙ୍କ ଜର୍ଜେଟ ଶାଢୀ ଲୁକ୍

ଅଭିନେତ୍ରୀ ତାରା ସୁତରିଆଙ୍କ ଦ୍ବାରା ପିନ୍ଧା ଯାଇଥିବା ଗ୍ରେ ଜର୍ଜେଟ ଶାଢୀ ଲୁକ୍ ନବରାତ୍ରିରେ ଖୁବ୍ ଆକର୍ଷକ ଲାଗିବ । ଏହାକୁ ଆପଣ ଫଲୋ କରି ଆକର୍ଷଣୀୟ ଦିଶିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.