ETV Bharat / health

ଅଗଷ୍ଟ ୧ ଗୁରୁବାର ରାଶିଫଳ: ଏହି ରାଶି ପାଇଁ ଶୁଭ ଆଜିର ଦିନ, ନୂଆ ବିଜନେସ୍ ସହ ନୂଆ ଗାଡ଼ି କିଣିପାରନ୍ତି - DAILY ODIA HOROSCOPE OF 1ST AUGUST

author img

By ETV Bharat Odisha Team

Published : Aug 1, 2024, 12:00 AM IST

Updated : Aug 1, 2024, 7:19 AM IST

Today Rashifal Horoscope 1 August: ଆଜି ଆପଣଙ୍କର ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା ଏବଂ କେଉଁ ରାଶି ବ୍ୟକ୍ତି ରହିବେ ସତର୍କ ? ଜାଣିବା ପାଇଁ ‘ଇଟିଭି ଭାରତ’ରେ ପଢନ୍ତୁ, ଆଜିର ରାଶିଫଳ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (Getty)
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ମେଷ: ଆଜି ଦିନଟି ଅନୁକୂଳ ଏବଂ ଘଟଣାପୂର୍ଣ୍ଣ ରହିବ । ଆପଣ ମାନସିକ ଭାବରେ ବିଶ୍ରାମବିହୀନ ଥିବାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ କିମ୍ବା ଆତ୍ମବିଶ୍ୱାସ ଏବଂ ସଂକ୍ଷିପ୍ତ ଭାବରେ ଆପଣ ମନ ଲଗାଇବାରେ ସକ୍ଷମ ହେବେ ନାହିଁ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତକୁ ସ୍ଥଗିତ ରଖନ୍ତୁ । ଅଫିସ୍‌ ତରଫରୁ ଗୋଟିଏ ଯାତ୍ରାର ଆଶଙ୍କା ଅଛି । ଏହା ଯୋଗାଯୋଗ କରିବା କିମ୍ବା ଲେଟର୍‌ ଏବଂ ଡକ୍ୟୁମେଣ୍ଟ୍‌ ଡ୍ରାଫ୍ଟିଙ୍ଗ୍‌ କରିବା ପାଇଁ ଉତ୍ତମ ଭାବରେ ବ୍ୟବହାର ହୋଇପାରିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ବୃଷ: ଯଦି ଆପଣ ସାରା ଦିନ ଶାନ୍ତ ଏବଂ ନିରବ ରହିବେ ତେବେ ଏହା ସାହାଯ୍ୟ କରିପାରେ । ଦ୍ୱନ୍ଦ୍ୱ ଏବଂ ସିଦ୍ଧାନ୍ତ ନ ନେଇପାରିବା ଯୋଗୁଁ ଆପଣ ଭଲ ସୁଯୋଗ ହାତ ଛଡା କରିଦେଇପାରନ୍ତି । ସାହାଯ୍ୟ କରିବା ଏବଂ ଶାନ୍ତି ବନାଇ ରଖିବାର ପ୍ରବୃତ୍ତି ବଜାୟ ରଖିବା ପାଇଁ ଚେଷ୍ଟା କରନ୍ତୁ । ଯାତ୍ରା କରିବା ଘୁଞ୍ଚିଯିବାର ଯିବାର ସମ୍ଭାବନା ଅଛି । ଆଜି ଦିନଟି ଲେଖକ, କଳାକାର, ଏବଂ ପରାମର୍ଶଦାତାମାଙ୍କ ପାଇଁ ଭଲ ହୋଇଥାଏ । ନୂଆ ସ୍କିମ୍‌ ଏବଂ ନୂଆ ପ୍ରକଳ୍ପ ହାତକୁ ନିଅନ୍ତୁ ନାହିଁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

ମିଥୁନ: ଆଜି ଦିନରେ ଆପଣଙ୍କର ଆର୍ଥିକ ଭାବରେ ଲାଭ ହେବ । ଆପଣ ବଢିଆ ଖାଦ୍ୟ ଖାଇ, ନିଜର ପ୍ରିୟ ପୋଷାକ ପିନ୍ଧି, ଏବଂ ବନ୍ଧୁ ଏବଂ ସମ୍ପର୍କୀୟ ଗହଣରେ ମଜା ମଜଲିସ୍‌ କରିବାର ଆନନ୍ଦ ନେଇପାରନ୍ତି । ଶରୀର ସୁସ୍ଥ ରହିବ । ସମ୍ଭାବିତ ଅଯଥା ଖର୍ଚ୍ଚ ପ୍ରତି ସାବଧାନ ରୁହନ୍ତୁ । କାର୍ଯ୍ୟାନୁସାରେ ଆଜି ଦିନଟି ଅନ୍ୟ ଦିନ ମାନଙ୍କ ପରି ପ୍ରମାଣିତ ହେବ । ସହକର୍ମୀ ଏବଂ ସହଯୋଗୀ ସମାନ ବ୍ୟବହାର କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

କର୍କଟ: ଆଜି ଆପଣଙ୍କର ମନରେ ଅପ୍ରତିଭା ଏବଂ ଦ୍ବିବିଧା ଲୁଚକାଳି ଖେଳିବ । ତେଣୁ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହାକୁ ଅନ୍ୟ ଦିନକୁ ଘୁଞ୍ଚାଇ ଦିଅନ୍ତୁ । ଆପଣଙ୍କର ଜିହ୍ୱାକୁ ସଞ୍ଜତ କରନ୍ତୁ ,ନଚେତ୍‍ ଆପଣଙ୍କର ପରିବାରରେ ବିବାଦ ହୋଇପାରେ । ସେମାନେ ଆପଣଙ୍କୁ ନିରାଶ କରି ଛାଡି ଚାଲିଯିବେ । ଯଦି କିଛି ତର୍କ ବିତର୍କ ଅଛି, ତାକୁ ସ୍ପଷ୍ଟ ଏବଂ ଖୋଲାଖୋଲି ଭାବେ ଆଲୋଚନା କରି ଆଗକୁ ଥିବା ଭୁଲ ବୁଝାମଣାକୁ ଦୂରେଇ ଦେବା ବହୁତ ଭଲ ହେବ । ଆପଣଙ୍କର ସ୍ୱାସ୍ଥ୍ୟ,ଧନ, ଖ୍ୟାତି ପାଇଁ ଅତିରିକ୍ତ ଧ୍ୟାନ ଦିଅନ୍ତୁ । ଆପଣ ଆଜି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

ସିଂହ: ଆଜି ଦିନଟି ଆପଣଙ୍କ ପାଇଁ ଲାଭଜନକ ହେବ । ବିଶେଷ କରି ମହିଳାମାନେ ସ୍ୱାର୍ଥବିହୀନ ଏବଂ ବୃହତ୍‌ମନା ହୋଇପାରନ୍ତି । ଗୋଟିଏ ଭଲ ଜାଗାକୁ ବୁଲିଯିବା ସମ୍ଭାବନା ଅଛି । ଯଦି ଆପଣ ବିଳମ୍ବ ହେବେ ତେବେ ସୁଯୋଗ ହାତଛଡା ହୋଇଯିବ । ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ନିଶ୍ଚିତ ଭାବରେ ବିଳମ୍ବ ହେବ । ମା’ ବାପାଙ୍କ ଏବଂ ଗୁରୁଜନମାନଙ୍କ ତରଫରୁ ଲାଭ ପ୍ରାପ୍ତ କରିବେ । ଆପଣଙ୍କର ବ୍ୟକ୍ତବ୍ୟ ଏବଂ କ୍ରୋଧକୁ ସଞ୍ଜତ କରନ୍ତୁ ଏବଂ ଆପଣଙ୍କର ସ୍ୱାସ୍ଥ୍ୟ ଯତ୍ନ ନିଅନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା: ଆଜିର ସକାଳ ଆପଣଙ୍କ ପାଇଁ ଦୟାଶୀଳ ଏବଂ ବନ୍ଧୁତ୍ୱପୂର୍ଣ୍ଣ ରହିବ । ଆଜି ଦିନରେ ଶୁଭାରମ୍ଭ ହୋଇଥିବା ସ୍କିମ୍‌ ଏବଂ ପ୍ରକଳ୍ପ ସଫଳତାର ସହ ସ୍ଥିର ହେବ । ପେଶାଦାର ଏବଂ ଅଫିସ୍‌ ଯାଉଥିବା ବ୍ୟକ୍ତି ପଦୋନ୍ନତି ଏବଂ ଦରମା ବୃଦ୍ଧି ପାଇପାରନ୍ତି । ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଅଧିକ ଲାଭବାନ ହୋଇପାରନ୍ତି । ଆପଣଙ୍କ ବାପାଙ୍କ ତରଫରୁ ବିଶେଷ ବ୍ୟବସ୍ଥା ଏବଂ ଲାଭ ଆସିପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା: ଏହି ଦିନଟି ବ୍ୟବସାୟୀମାନଙ୍କ ପାଇଁ ଭଲ ରହିବ । ପେଶାଦାର ମାନେ ଏବଂ ଅଫିସ୍‌ ଯାଉଥିବା ଲୋକମାନେ ସହକର୍ମୀ ମାନଙ୍କଠାରୁ ଆଶ୍ଚର୍ଯ୍ୟଜନକ ସହଯୋଗ ପାଇବେ । ଲମ୍ବା ଛୁଟି ଦିନରେ, ତୀର୍ଥସ୍ଥାନ ଭ୍ରମଣର ଯୋଗ ଅଛି । ଆପଣ ଗଭୀର ଭାବରେ ଭାଷା ଏବଂ ଜ୍ଞାନ ଭିତ୍ତିକ ବିଷୟ ଉପରେ ଅଧିକ ମଜ୍ଜି ରହିବେ । ତୁମର ବାନ୍ଧବୀଙ୍କ ସହ ମିଶିବାର ପରିଣାମ ଆପଣଙ୍କୁ ଲାଭବାନ କରିପାରେ । ବ୍ୟବସାୟରେ ପ୍ରଚୁର ଲାଭ ସହ ଆନନ୍ଦିତ ହେବେ । ସ୍ତ୍ରୀଙ୍କ ସହ ମଧୁର ସମ୍ପର୍କ ରହିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା: ଆଜି, ଆପଣ ସୁରକ୍ଷିତ ଏବଂ ନିରାପଦ ରହିବା ପାଇଁ ସାବଧାନତା ଅବଲମ୍ବନ କରିବାକୁ ପଡିବ । ଘଟଣା ଆମ ସପକ୍ଷରେ ଯିବନାହିଁ । ଆପଣ ନିଶ୍ଚିତ ଭାବରେ ନୂତନ ପ୍ରୋଗ୍ରାମ୍‌ ଏବଂ ସ୍କିମ୍‌କୁ ଆଗକୁ ଘୁଞ୍ଚାଇପାରନ୍ତି । ଆପଣଙ୍କ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ । ଆପଣ ଆପଣଙ୍କ ଭାବନାକୁ ବିପ୍ଳବାତ୍ମକ ଏବଂ ଅନୈତିକ ଘଟଣାରୁ ଦୂରେଇ ରହିବାକୁ ପରାମର୍ଶ ଅଛି । କୌଣସି ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେବାପାଇଁ ଆଜି ଦିନଟି ଠିକ୍‍ ସୁବିଧାଜନକ ନୁହେଁ । ଅନିର୍ଦ୍ଧାରିତ ଖର୍ଚ୍ଚ ପାଇଁ ପ୍ରସ୍ତୁତ ରହନ୍ତୁ । ଏହ ଛୋଟ ଭ୍ରମଣ ପାଇଁ ଇଚ୍ଛୁକ ରହିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ: ଆଜି ଦିନଟି ଆପଣ ପାଇଁ ଉଜ୍ୱଳମୟ ରହିବ । ଆପଣ ସାରାଦିନ ହସଖୁସିରେ ରହିବେ । ଆପଣ ବାହାର ସାଙ୍ଗ ମାନଙ୍କ ସହ ହସଖୁସିରେ ସମୟ ବିତାଇବେ । ବନ୍ଧୁମାନଙ୍କର ବାହାର ଦୃଶ୍ୟ ଦେଖିବାର ଆଶା କରାଯାଉଛି । ଏହି ଦିନଟି ଏକ କଳ୍ପନାତ୍ମକ କାର୍ଯ୍ୟକଳାପରେ ବିତିବ । ଆପଣଙ୍କର ପାର୍ଟ୍‌ନରସିପ୍‌ ଆପଣଙ୍କ ପାଇଁ ଲାଭପ୍ରଦ ପ୍ରମାଣିତ ହେବେ । ଉଚ୍ଚ ପଦସ୍ଥମାନଙ୍କ ସହ ମନମାଲିନ୍ୟ ହେବାର ସମ୍ଭାବନା ରହିଛି । ଯଥା ସମ୍ଭବ ନିଜ ପ୍ରତିଯୋଗୀ ତଥା ଶତୃମାନଙ୍କ ସହ ଯୁକ୍ତି ତର୍କରୁ ନିବୃତ ରୁହନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର: ଆଜି ସ୍ୱାସ୍ଥ୍ୟ ଉପରେ ଦୁର୍ଘଟଣା ଜନିତ ଖର୍ଚ୍ଚ ହେବାର ସମ୍ଭାବନା ଅଛି । ସାମାଜିକ ଏବଂ ନିୟମିତ କାର୍ଯ୍ୟ ହୋଇପାରେ । ଖାଇବା ପିଇବା ଉପରେ ସାବଧାନ ରହନ୍ତୁ । ଆକ୍ରମକ ହୁଅନ୍ତୁ ନାହିଁ । ଭାଗ୍ୟବାଦୀ ହୋଇ ନକରାତ୍ମକ ଭାବକୁ ତ୍ୟାଗ କରନ୍ତୁ । ଆପଣଙ୍କର କାର୍ଯ୍ୟାଳୟର ପରିବେଶ ଅନୁକୂଳଜନିତ ଅଟେ । ଆପଣ ଏବଂ ଆପଣଙ୍କ ବ୍ୟବସାୟ ଭାଗୀଦାର ମଧ୍ୟରେ ମନୋମାଳିନ ହୋଇପାରେ । ସର୍ତକ ରହନ୍ତୁ । ଆପଣ ନିଜର କ୍ଷମତା ପ୍ରୟୋଗ ଦ୍ୱାରା ସରକାରୀ ଅଧିକାରୀ ମାନଙ୍କ ସହିତ କାରବାର କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ: ବିଶ୍ୱାସ ଏବଂ ସଂକଳ୍ପ ସହିତ ଆପଣ ସମସ୍ତ ନିର୍ଦ୍ଦେଶ ଗୁଡିକର କାର୍ଯ୍ୟ ଭାର ଗ୍ରହଣ କରିବେ । ଆପଣ ଭଲ ଖାଦ୍ୟ ଏବଂ ବଢିଆ ପୋଷାକ ପିନ୍ଧିପାରନ୍ତି ,କାର୍ଡରେ ଏହା ଦେଖା ଯାଉଛି, ଆପଣ ଏକ ଗାଡ଼ି କିଣିପାରନ୍ତି । ବ୍ୟବସାୟ ଭାଗିଦାର ଏବଂ ସହକର୍ମୀ ଆପଣଙ୍କୁ ସାହାଯ୍ୟ କରିବେ ଓ ବନ୍ଧୁତ୍ୱ ବ୍ୟବହାର କରିବେ । ପରିବାର ସହିତ ସମୟ ବିତାଇବା ନିଶ୍ଚିନ୍ତ ଭାବେ ସୁଖମୟ ଏବଂ ମନଭାବନ ହେବ । ଆପଣ ସତେଜ ଏବଂ ଭୋରରୁ ଜୀବନ୍ତ ଅନୁଭବ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ: ଏହି ଦିନଟି ଆପଣଙ୍କ ପାଇଁ ଫଳପ୍ରଦ ହେବ । ଆପଣଙ୍କର ବିଶ୍ୱାସ ଏବଂ ମନୋବଳ ଆପଣଙ୍କୁ ବହୁତ ଉପରକୁ ପହଞ୍ଚାଇ ଦେବ । ଏପରି କି ଆପଣଙ୍କର ଶରୀରର ରକ୍ଷଣାବେକ୍ଷଣ ଆପଣଙ୍କୁ ନିରାଶ କରିବ ନାହିଁ । ପରିବାର ବାତାବରଣ ଆନନ୍ଦମୟ ରହିବ । ଆପଣଙ୍କର ପ୍ରତିଦ୍ୱନ୍ଦୀ ପରାଜୟ ସ୍ୱୀକାର କରିବେ । ଆକ୍ରମକତା ଏବଂ ଉଗ୍ରକୁ ଏଡ଼ାଇ ଯାଆନ୍ତୁ । ଆପଣଙ୍କର ସହକର୍ମୀ ଆପଣଙ୍କୁ ସହାୟତା କରିବାବୁ ଯାଉଛନ୍ତି । ବାପା ମାଆଙ୍କ ଠାରୁ ଖବର ପ୍ରାପ୍ତ କରିବେ ।

Last Updated : Aug 1, 2024, 7:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.