ETV Bharat / entertainment

ସଲମାନ-ଆମୀରକୁ ପଛରେ ପକାଇଲେ ହ୍ରିତିକ, ବନିଲେ ସବୁଠାରୁ ଧନୀ ଷ୍ଟାରକିଡ୍, ନେଟୱର୍ଥ ଜାଣିଲେ ଉଡିଯିବ ହୋସ୍

ଭାରତର ସବୁଠାରୁ ଧନୀ ଷ୍ଟାରକିଡ୍ ଙ୍କ ଏକ ରିପୋର୍ଟ ସାମ୍ନାକୁ ଆସିଛି ଯେଉଁଥିରେ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ରାକେଶ ରୋଶନଙ୍କ ପୁଅ ହ୍ରିତିକ ରୋଶନଙ୍କ ନାମ ଶୀର୍ଷରେ ରହିଛି ।

Hrithik Roshan
Hrithik Roshan (@HrithikRoshan, Instaram)
author img

By ETV Bharat Entertainment Team

Published : 2 hours ago

ହାଇଦ୍ରାବାଦ: ଚଳଚ୍ଚିତ୍ର ନିର୍ମାତା ରାକେଶ ରୋଶନଙ୍କ ପୁଅ ହ୍ରିତିକ ରୋଶନ ତାଙ୍କ ନାଁରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି । ବର୍ତ୍ତମାନ ହ୍ରିତିକ ରୋଶନ ହେଉଛନ୍ତି ଭାରତର ସବୁଠାରୁ ଧନୀ 'ଷ୍ଟାର କିଡ୍'। ସେ ଏହି ତାଲିକାରେ ସଲମାନ ଖାନ ଏବଂ ଆମୀର ଖାନଙ୍କ ପରି ଅନେକ ଫିଲ୍ମ ଇଣ୍ଡଷ୍ଟ୍ରି ସୁପରଷ୍ଟାରଙ୍କୁ ପଛରେ ପକାଇଛନ୍ତି । ତେବେ ହ୍ରିତିକ ରୋଶନଙ୍କ ସମ୍ପତ୍ତି ମୂଲ୍ୟ କେତେ ? ଯାହା ଜାଣିିଲେ ଆପଣଙ୍କ ବି ହୋସ୍ ଉଡିଯିବ ।

ସବୁଠାରୁ ଧନୀ ଷ୍ଟାରକିଡ୍ ହ୍ରିତିକ ରୋଶନ

ରିପୋର୍ଟ ଅନୁଯାୟୀ, ହ୍ରିତିକ ରୋଶନଙ୍କ ସମ୍ପତ୍ତି ମୂଲ୍ୟ 3100 କୋଟି (370 ମିଲିୟନ ଡଲାରରୁ ଅଧିକ) ଅଟେ, ଯାହା ଆମୀର ଖାନ (1800 କୋଟି) ଏବଂ ସଲମାନ ଖାନ (2900 କୋଟି) ଭଳି ତାରକାଙ୍କୁ ପଛରେ ପକାଇଛନ୍ତି । କେବଳ ଏତିକି ନୁହେଁ ହ୍ରିତିକ ରାମ ଚରଣ (1340 କୋଟି), ସୈଫ ଅଲି ଖାନ (1200 କୋଟି), ଆଲିଆ ଭଟ୍ଟ (550 କୋଟି), ଜୁନିଅର ଏନଟିଆର (500 କୋଟି), ଅଭିଷେକ ବଚ୍ଚନ, ରଣବୀର କପୁର (400 କୋଟି), ପ୍ରଭାସ (300 କୋଟି) ପରି ପ୍ରସିଦ୍ଧ ତାରକାଙ୍କୁ ବି ପଛରେ ପକାଇଛନ୍ତି ।

ଭାରତର ଲୋକପ୍ରିୟ ଷ୍ଟାରକିଡ୍ ଙ୍କ ନେଟୱର୍ଥ

  • ହ୍ରିତିକ ରୋଶନ- 3100 କୋଟି ଟଙ୍କା
  • ସଲମାନ ଖାନ- 2900 କୋଟି
  • ଆମୀର ଖାନ- 1800 କୋଟି
  • ସୈଫ ଅଲି ଖାନ- 1200 କୋଟି
  • ଆଲିଆ ଭଟ୍ଟ- 550 କୋଟି
  • ରଣବୀର କପୁର- 400 କୋଟି
  • ଅଭିଷେକ ବଚ୍ଚନ- 400 କୋଟି

ଏହା ମଧ୍ୟ ପଢନ୍ତୁ: ଡ୍ୟାନ୍ସିଂ ଅନ୍ଦାଜ ଓ ଦମଦାର ଅଭିନୟରେ ଏବେ ବି ଫ୍ୟାନ୍ସକୁ କରନ୍ତି ଦିୱାନା

ହ୍ରିତିକ ରୋଶନଙ୍କ ନେଟୱର୍ଥ

ମିଡିଆ ରିପୋର୍ଟ ଅନୁଯାୟୀ ହ୍ରିତିକ ରୋଶନଙ୍କ ନାମ ଭାରତର ସବୁଠାରୁ ଧନୀ ତାରକା ପିଲାମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଛି । ହ୍ରିତିକ ରୋଶନଙ୍କ ନେଟୱର୍ଥ ହେଉଛି 3100 କୋଟି ଟଙ୍କା, ଯାହାର ଶ୍ରେୟ ତାଙ୍କର ବଢୁଥିବା ଫିଟନେସ୍ ବ୍ରାଣ୍ଡ HRX କୁ ଯାଉଛି, ଯାହାର ମୂଲ୍ୟ 1000 କୋଟି ଟଙ୍କା । ତାଙ୍କର ଅଭିନୟ ଏବଂ ଡ୍ୟାନ୍ସ ଶୈଳୀ ସହ ହ୍ରିତିକ ଅଧିକ ବ୍ୟବସାୟ ଏବଂ ଦାନ କାର୍ଯ୍ୟରେ ମଧ୍ୟ ସାମିଲ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସବୁଠାରୁ ଅଧିକ ଟ୍ୟାକ୍ସ ଦେଉଛନ୍ତି ଶାହାରୁଖ-କରୀନା, ଟପ୍-20ରେ ନାହାନ୍ତି ଅକ୍ଷୟ, ଅଲ୍ଲୁ ଅର୍ଜୁନଙ୍କୁ ବି ପଛରେ ପକାଇଲେ କପିଲ ଶର୍ମା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.