ETV Bharat / entertainment

ବକ୍ସ ଅଫିସ କଲେକ୍ସନ; ୫୦ କୋଟି ପାର୍ କଲା 'ଆର୍ଟିକିଲ ୩୭୦', ପଛରେ ପଡିଲା 'କ୍ରାକ'

author img

By ETV Bharat Odisha Team

Published : Mar 4, 2024, 5:36 PM IST

Article 370 vs Crakk BO Day 10: 'ଆର୍ଟିକିଲ ୩୭୦' ଏବଂ 'କ୍ରାକ' ମଧ୍ୟରେ ବକ୍ସ ଅଫିସରେ କଡା ଟକ୍କର ଦେଖିବାକୁ ମିଳିଛି । ଉଭୟ ଫିଲ୍ମ ରିଲିଜର ୧୦ଦିନରେ ପହଞ୍ଚିଥିବା ବେଳେ ୫୦ କୋଟି ପାର୍ କରିଛି 'ଆର୍ଟିକିଲ ୩୭୦' ଏବଂ 'କ୍ରାକ' ୧୫ କୋଟି ମଧ୍ୟ ଆୟ କରିବାରେ ସକ୍ଷମ ହୋଇପାରି ନାହିଁ ।

ବକ୍ସ ଅଫିସ କଲେକ୍ସନ; ୫୦ କୋଟି ପାର୍ କଲା 'ଆର୍ଟିକିଲ ୩୭୦', ପଛରେ ପଡିଲା 'କ୍ରାକ'
ବକ୍ସ ଅଫିସ କଲେକ୍ସନ; ୫୦ କୋଟି ପାର୍ କଲା 'ଆର୍ଟିକିଲ ୩୭୦', ପଛରେ ପଡିଲା 'କ୍ରାକ'

ହାଇଦ୍ରାବାଦ: ୟାମୀ ଗୌତମ ଅଭିନୀତ ଫିଲ୍ମ 'ଆର୍ଟିକିଲ ୩୭୦' ଫେବୃଆରୀ ୨୩ରେ ପ୍ରେକ୍ଷାଳୟରେ ରିଲିଜ ହୋଇଥିଲା । ଏହି ଦିନ ବିଦ୍ୟୁତ ଜାମୱାଲଙ୍କ ଫିଲ୍ମ 'କ୍ରାକ' ମଧ୍ୟ ରିଲିଜ ହୋଇଥିଲା । ତେବେ ଏହି ଦୁଇଟି ଫିଲ୍ମ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ ଫିଲ୍ମ ଦଶମ ଦିନରେ ପହଞ୍ଚିଛି । ୧୦ମ ଦିନ ମଧ୍ୟରେ 'ଆର୍ଟିକିଲ ୩୭୦' ୫୦ କୋଟିରୁ ଅଧିକ କରିଥିବା ବେଳେ 'କ୍ରାକ' ୧୫ କୋଟି ଟଙ୍କା ମଧ୍ୟ ଆୟ କରିବାରେ ସକ୍ଷମ ହୋଇନାହିଁ ।

  • " class="align-text-top noRightClick twitterSection" data="">

ଦର୍ଶକଙ୍କ ମନ ଜିତୁଛି ୟାମୀ ଗୌତମ ଅଭିନୀତ ଫିଲ୍ମ 'ଆର୍ଟିକିଲ ୩୭୦' । ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିବା ସହ ଭଲ ରୋଜଗାର ମଧ୍ୟ କରୁଛି । ସାକନିକଙ୍କ ରିପୋର୍ଟ ଅନୁସାରେ, ଏହି ଫିଲ୍ମ ୧୦ମ ଦିନ ୬.୭୫ କୋଟି ଆୟ କରିଥିବା ବେଳେ ଫିଲ୍ମର ମୋଟ କଲେକ୍ସନ ୫୦.୮୫ କୋଟି ହୋଇଛି । ସେପଟେ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ବିଫଳ ହେଉଛି ବିଦ୍ୟୁତ ଜାମୱାଲଙ୍କ ଫିଲ୍ମ 'କ୍ରାକ' । ଏହି ଫିଲ୍ମ ୧୦ମ ଦିନରେ ମାତ୍ର 0.28 କୋଟି ଟଙ୍କା ଆୟ କରିଛି। ଏହି ଚଳଚ୍ଚିତ୍ରଟି ଏପର୍ଯ୍ୟନ୍ତ ଭାରତରେ ୧୩.୧୩ କୋଟି ଟଙ୍କା ଆୟ କରିଛି ।

ଆର୍ଟିକିଲ ୩୭୦: ବକ୍ସ ଅଫିସ କଲେକ୍ସନ

  • ପ୍ରଥମ ଦିନ (ଫେବୃଆରୀ ୨୩) -୫.୯ କୋଟି
  • ଦ୍ୱିତୀୟ ଦିନ (ଫେବୃଆରୀ ୨୪)-୭.୪ କୋଟି
  • ତୃତୀୟ ଦିନ (ଫେବୃଆରୀ ୨୫)- ୯.୫୦ କୋଟି
  • ୪ର୍ଥ ଦିନ (ଫେବୃଆରୀ ୨୬)- ୩.୨୫ କୋଟି
  • ୫ମ ଦିନ (ଫେବୃଆରୀ ୨୭)- ୩.୩ କୋଟି
  • ଷଷ୍ଠ ଦିନ (ଫେବୃଆରୀ ୨୮)- ୩.୧୫ କୋଟି
  • ୭ମ ଦିନ (ଫେବୃଆରୀ ୨୯)- ୨.୮୫ କୋଟି
  • ଅଷ୍ଟମ ଦିନ (ମାର୍ଚ୍ଚ ୧)- ୩ କୋଟି
  • ନବମ ଦିନ (ମାର୍ଚ୍ଚ ୨)- ୫.୫ କୋଟି
  • ଦଶମ ଦିନ (ମାର୍ଚ୍ଚ ୩)-୬.୭୫ କୋଟି

ଫିଲ୍ମର ମୋଟ କଲେକ୍ସନ ୫୦.୮୫ କୋଟିକୁ ବୃଦ୍ଧି ପାଇଛି

କ୍ରାକ: ବକ୍ସ ଅଫିସ କଲେକ୍ସନ

  • ପ୍ରଥମ ଦିନ (ଫେବୃଆରୀ ୨୩)- ୪.୨୫ କୋଟି
  • ଦ୍ୱିତୀୟ ଦିନ (ଫେବୃଆରୀ ୨୪)- ୨.୧୫ କୋଟି
  • ତୃତୀୟ ଦିନ (ଫେବୃଆରୀ ୨୫)- ୨.୪୦ କୋଟି
  • ୪ର୍ଥ ଦିନ (ଫେବୃଆରୀ ୨୬)- ୧ କୋଟି
  • ୫ମ ଦିନ (ଫେବୃଆରୀ ୨୭)- ୧ କୋଟି
  • ଷଷ୍ଠ ଦିନ (ଫେବୃଆରୀ ୨୮)- ୯୦ ଲକ୍ଷ
  • ସପ୍ତମ ଦିନ (ଫେବୃଆରୀ ୨୯)- ୮୫ ଲକ୍ଷ
  • ଅଷ୍ଟମ ଦିନ (ମାର୍ଚ୍ଚ ୧)- ୧୨ ଲକ୍ଷ
  • ନବମ ଦିନ (ମାର୍ଚ୍ଚ ୨)- ୨୮ ଲକ୍ଷ
  • ଦଶମ ଦିନ (ମାର୍ଚ୍ଚ ୩)-୩ ଲକ୍ଷ

ଫିଲ୍ମର ମୋଟ କଲେକ୍ସନ ୧୩.୧୩ କୋଟିକୁ ବୃଦ୍ଧି ପାଇଛି

ଏହା ମଧ୍ୟ ପଢନ୍ତୁ: ବିଦ୍ୟୁତଙ୍କ ଉପରେ ଭାରି ପଡିଲେ ୟାମି, ମନ ଜିତୁଛି ଆର୍ଟିକିଲ ୩୭୦ ପଛରେ ପଡିଲା କ୍ରାକ

କହିରଖୁଛୁ କି, 'କ୍ରାକ'ରେ ବିଦ୍ୟୁତ ଜାମୱାଲ ନଜର ଆସିଥିବା ବେଳେ ଅର୍ଜୁନ ରାମପାଲ, ନୋରା ଫତେହି ଏବଂ ଆମି ଜ୍ୟାକସନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏହି ଫିଲ୍ମକୁ ନିର୍ଦ୍ଦେଶକ ଆଦିତ୍ୟ ଦତ୍ତ ନିର୍ଦ୍ଦେଶନା ଦେଇଛନ୍ତି । ସେପଟେ 'ଆର୍ଟିକିଲ ୩୭୦' ନିର୍ଦ୍ଦେଶକ ଆଦିତ୍ୟ ସୁହାସ ଜାମ୍ବଲେଙ୍କ ଦ୍ୱାରା ନିର୍ଦ୍ଦେଶିତ । ୟାମିଙ୍କ ବ୍ୟତୀତ ସାଉଥ ଅଭିନେତ୍ରୀ ପ୍ରିୟା ମଣି, ଅରୁଣ ଗୋବିଲ, ବୈଭବ ତତ୍ବବାଦୀ, ସ୍କନ୍ଦ ଠାକୁର ଏବଂ ଅଶ୍ବିନୀ କୌଲ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଜମ୍ମୁରେ 'ଆର୍ଟିକିଲ ୩୭୦' ଫିଲ୍ମ ବିଷୟରେ କହିଲେ ମୋଦି, କୃତଜ୍ଞତା ଜଣାଇଲେ ୟାମୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.