ହାଇଦ୍ରାବାଦ: ଚଳିତ ବର୍ଷ ସିନେପ୍ରେମୀଙ୍କୁ ଭରପୁର ମନୋରଞ୍ଜନ କରିବାକୁ ପ୍ରସ୍ତୁତ ଆମାଜନ ପ୍ରାଇମ ଭିଡିଓ । ଏହି ଓଟିଟି ପ୍ଲାଟଫର୍ମ ବର୍ତ୍ତମାନ ଏକ ବଡ଼ ଘୋଷଣା କରିଛି, ଯାହା ସିରିଜ୍ ଏବଂ ଚଳଚ୍ଚିତ୍ର ପ୍ରେମୀଙ୍କ ପାଇଁ ଏକ ବଡ଼ ଉପହାର ଠାରୁ କମ୍ ନୁହେଁ । ଏହି ଓଟିଟି ପ୍ଲାଟଫର୍ମ ଏହାର ନୂତନ ଚଳଚ୍ଚିତ୍ର ଏବଂ ସିରିଜ ଘୋଷଣା କରିଛି । ମାର୍ଚ୍ଚ ୧୯ରେ ମୁମ୍ବାଇରେ ପ୍ରାଇମ ଭିଡିଓର ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଇଭେଣ୍ଟରେ ପ୍ରାୟ 7୦ଟି ସିରିଜ୍ ଏବଂ ଚଳଚ୍ଚିତ୍ର ଘୋଷଣା କରାଯାଇଥିଲା, ଯେଉଁଥିରେ ବହୁ ପ୍ରତୀକ୍ଷିତ ସିରିଜ 'ଅଶ୍ୱତ୍ଥାମା', 'ମିର୍ଜାପୁର 3' ଏବଂ 'ପଞ୍ଚାୟତ 3'ର ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା । ତେବେ ଅନ୍ୟ କେଉଁ ପିଲ୍ମ ଏବଂ ସିରିଜ ଏହି ତାଲିକାରେ ରହିଛି ? ଜାଣନ୍ତୁ
ପ୍ରାଇମ୍ ଭିଡିଓ ୭୦ଟି ଚଳଚ୍ଚିତ୍ର-ସିରିଜ୍ ଘୋଷଣା କରିଛି । ଚଳିତ ବର୍ଷ ପ୍ରାଇମ୍ ଭିଡିଓରେ ଷ୍ଟ୍ରିମ ହେବ ଏସବୁ ଫିଲ୍ମ-ସିରିଜ:-
- ସିଟାଡେଲ: ହନିବନି (ହିନ୍ଦୀ)
- କଲ ମି ବେ (ହିନ୍ଦୀ)
- ଏ ୱତନ ମେରେ ୱତନ (ହିନ୍ଦୀ)
- ଚନ୍ଦୁ ଚମ୍ପିଆନ (ହିନ୍ଦୀ)
- ସଙ୍କି (ହିନ୍ଦୀ)
- ହାଉସଫୁଲ୍ 5 (ହିନ୍ଦୀ)
- ସିଙ୍ଘମ ଏଗେନ (ହିନ୍ଦୀ)
- ବାଗୀ 4 (ହିନ୍ଦୀ)
- ସ୍ତ୍ରୀ ୨ (ହିନ୍ଦୀ)
- କଙ୍ଗୁୱା (ତାମିଲ)
- ଡନ ୩ (ହିନ୍ଦୀ)
- ମିର୍ଜାପୁର ସିଜନ 3 (ହିନ୍ଦୀ)
- ଯୋଦ୍ଧା (ହିନ୍ଦୀ)
- ତେରୀ ବାତୋଁ ମେ ଏସା ଉଲଝା ଜିଆ (ହିନ୍ଦୀ)
- ଅଶ୍ୱତ୍ଥାମା ଦ ସାଗା କଣ୍ଟିନ୍ୟୁସ (ହିନ୍ଦୀ)
- ଉସ୍ତାଦ୍ ଭାଗବତ ସିଂ (ତେଲୁଗୁ)
- ଗେମ ଚେଞ୍ଜର (ତେଲୁଗୁ)
- ପଞ୍ଚାୟତ ସିଜନ 3 (ହିନ୍ଦୀ)
- ଗୁଲକନ୍ଦ ଟେଲ୍ସ (ହିନ୍ଦୀ)
- ମାଟ୍କା କିଙ୍ଗ (ହିନ୍ଦୀ)
- ଦୋପହିଆ (ହିନ୍ଦୀ)
- ଇନ୍ସପେକ୍ଟର ଋଷି (ତାମିଲ)
- ସ୍ନେକ୍ସ ଔର ଲୈଡର (ତାମିଲ)
- ଦ ରାଣା କନେକ୍ସନ (ତେଲୁଗୁ)
- ଗ୍ୟାଙ୍ଗ କୁରୁଥୀ ପୁନାଲ (ତାମିଲ)
- ରଙ୍ଗୀନ (ହିନ୍ଦୀ)
- ଦି ଗ୍ରେଟ୍ ଇଣ୍ଡିଆନ୍ କୋଡ୍ (ହିନ୍ଦୀ)
- ଖୋଫ୍ (ହିନ୍ଦୀ)
- ଅରବିଆ କଦାଲି (ତେଲୁଗୁ)
- ଦ ରେବୋୱୁଶନାରିଜ (ହିନ୍ଦୀ)
- ଦଲଦଲ (ହିନ୍ଦୀ)
- ଅନ୍ଧେରା (ହିନ୍ଦୀ)
- ଇନ ଟ୍ରାନ୍ଜିଟ୍ (ହିନ୍ଦୀ)
- ଡେରିଂ ପାର୍ଟନ୍ସ (ହିନ୍ଦୀ)
- ଦ ଟ୍ରାଇବ (ହିନ୍ଦୀ)
- ଫୋଲୋ କରଲୋ ୟାର (ହିନ୍ଦୀ)
- ଦିଲ ଦୋସ୍ତି ଦିଲେମା (ହିନ୍ଦୀ)
- ବ୍ୟାଣ୍ଡୱାଲେ (ହିନ୍ଦୀ)
- ଜିଦି ଗାର୍ଲ୍ସ (ହିନ୍ଦୀ)
- ୱାକ ଗାର୍ଲ୍ସ (ହିନ୍ଦୀ)
- ମା କସୁମ୍ (ହିନ୍ଦୀ)
- ସୁପରମ୍ୟାନ୍ ଅଫ ମାଲଗାଓଁ (ହିନ୍ଦୀ)
- ଚିକାତି ଲୋ (ତେଲୁଗୁ)
- ଅପପୁ କପୁ ରମ୍ବୁ (ତେଲୁଗୁ)
- ବି ହାପି (ହିନ୍ଦୀ)
- ଦ ମେହେତା ବୟସ (ହିନ୍ଦୀ)
- ଛୋରୀ ୨ (ହିନ୍ଦୀ)
- ସୁବେଦାର (ହିନ୍ଦୀ)
- କାନ୍ତାରା - ଦ ଲିଜେଣ୍ଡ ଚାପର୍ଟର 1 (କନ୍ନଡ)
- ସୁଜିତ ସିରକାର କା ନ୍ସେକ୍ଟ ପ୍ରୋଜେକ୍ଟ (ହିନ୍ଦୀ)
- ହରି ହାରା ବୀରା ମଲ୍ଲୁ (ତେଲୁଗୁ)
- ୱା ୱାଥିଆର୍ (ତାମିଲ୍)
- ଇକ୍କିଶ (ହିନ୍ଦୀ)
- ଥମ୍ମୁଡୁ (ତେଲୁଗୁ)
- ଫ୍ୟାମିଲି ଷ୍ଟାର (ତେଲୁଗୁ)
- ଓମ୍ ଭୀମ ବୁଶ୍ (ତେଲୁଗୁ)
- ଘାଟି (ତେଲୁଗୁ)
- ହ୍ୟୁମେନ ଅଫ ମାୟ ଭିଲିଆନ (ହିନ୍ଦୀ)
- ବେଡନ୍ୟୁଜ (ହିନ୍ଦୀ)
- ୟୁଧରା (ହିନ୍ଦୀ)
- ଗ୍ରାଉଣ୍ଡ ଜିରୋ (ହିନ୍ଦୀ)
- ଅଗ୍ନି (ହିନ୍ଦୀ)
- ମଡଗାଓଁ ଏକ୍ସପ୍ରେସ (ହିନ୍ଦୀ)
- ପାତାଲ ଲୋକ ସିଜନ ୨ (ହିନ୍ଦୀ)
- ବନ୍ଦିସ ବୈଡଟସ ସିଜନ 2 (ହିନ୍ଦୀ)
- ସୁଜାଲ- ଦ ଭର୍ଟେକ୍ସ ସିଜନ ୨ (ତାମିଲ)
- ଥଲାଇଭାଟିଆନ୍ ପଲାୟମ୍ (ପଞ୍ଚାୟତ ତାମିଲ)
- ସିଭରାପଲ୍ଲୀ (ପଞ୍ଚାୟତ ତେଲୁଗୁ)