ETV Bharat / entertainment

୬୯ ତମ ସାଉଥ ଫିଲ୍ମଫେୟାର ଆୱାର୍ଡ୍ସ; 'ବାଲାଗମ୍' ଓ 'ଚିଠା'କୁ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ, ୬ଟି ଆୱାର୍ଡ ହାତେଇଲା ଫିଲ୍ମ 'ଦଶେରା' - 69th Filmfare Awards South Winners

author img

By ETV Bharat Odisha Team

Published : Aug 4, 2024, 7:10 PM IST

69th Filmfare Awards South Winners 2024: ୬୯ ତମ ଫିଲ୍ମଫେୟାର ପୁରସ୍କାର ସାଉଥ 2024 ର ବିଜେତାଙ୍କ ନାଁ ଘୋଷିତ ହୋଇଛି । 'ବାଲାଗମ୍' ଓ 'ଚିଠା'କୁ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ ହାତେଇଥିବା ବେଳେ ସାଉଥ ଅଭିନେତା ନାନୀଙ୍କ 'ଦଶେରା' ୬ଟି ପୁରସ୍କାର ନିଜ ନାଁରେ କରିଛି । ୬୯ ତମ ଚଳଚ୍ଚିତ୍ର ପୁରସ୍କାରର ତେଲୁଗୁ ଏବଂ ତାମିଲ ବିଜେତାମାନଙ୍କର ସମ୍ପୂର୍ଣ୍ଣ ତାଲିକା ଦେଖନ୍ତୁ,

୬୯ ତମ ସାଉଥ ଫିଲ୍ମଫେୟାର ଆୱାର୍ଡ୍ସ; 'ବାଲାଗମ୍' ଓ 'ଚିଠା'କୁ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ, ୬ଟି ଆୱାର୍ଡ ହାତେଇଲା ଫିଲ୍ମ 'ଦଶେରା'
୬୯ ତମ ସାଉଥ ଫିଲ୍ମଫେୟାର ଆୱାର୍ଡ୍ସ; 'ବାଲାଗମ୍' ଓ 'ଚିଠା'କୁ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ, ୬ଟି ଆୱାର୍ଡ ହାତେଇଲା ଫିଲ୍ମ 'ଦଶେରା' (ETV Bharat Odisha)

ହାଇଦ୍ରାବାଦ: ୬୯ତମ ଶୋଭା ଫିଲ୍ମଫେୟାର ପୁରସ୍କାର ସାଉଥ 2024 ଶନିବାର (ଅଗଷ୍ଟ 3) ହାଇଦ୍ରାବାଦର JRC ସମ୍ମିଳନୀ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନେକ ତାରକା ଅଂଶଗ୍ରହଣ କରିଥିବା ବେଳେ ଶ୍ରେଷ୍ଠ ଅଭିନେତା, ନିର୍ଦ୍ଦେଶକ, ନିର୍ମାତା, ଗାୟକ ଏବଂ ଅନ୍ୟ କ୍ରୁ ସଦସ୍ୟମାନେ ତେଲୁଗୁ, ତାମିଲ, କନ୍ନଡ ଏବଂ ମାଲାୟାଲମ ଫିଲ୍ମରେ ଏଥିରେ ପୁରସ୍କୃତ କରାଯାଇଥିଲା । ସାଉଥ ତାରକା ନାନୀଙ୍କ ଫିଲ୍ମ 'ଦଶେରା' ୬ଟି ପୁରସ୍କାର ପାଇଥିବାବେଳେ 'ବାଲାଗମ୍' ତେଲୁଗୁରେ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ ସମେତ ୬ଟି ପୁରସ୍କାର ଲାଭ କରିଛି । ସେହିପରି ତାମିଲରେ ସିଦ୍ଧାର୍ଥଙ୍କ ଚଳଚ୍ଚିତ୍ର 'ଚିଠା' ଶ୍ରେଷ୍ଠ ଫିଲ୍ମ ଆୱାର୍ଡ ସମେତ ୭ ଟି ପୁରସ୍କାର ହାତେଇଛି ।

୬୯ ତମ ଚଳଚ୍ଚିତ୍ର ପୁରସ୍କାରର ତେଲୁଗୁ ଏବଂ ତାମିଲ ବିଜେତାମାନଙ୍କର ସମ୍ପୂର୍ଣ୍ଣ ତାଲିକା...

ତେଲୁଗୁ:-

  • ଶ୍ରେଷ୍ଠ ଚଳଚ୍ଚିତ୍ର: ବାଲାଗମ୍
  • ଶ୍ରେଷ୍ଠ ନିର୍ଦ୍ଦେଶକ: ଭେନୁ ୟେଲାଣ୍ଡି (ବାଲାଗମ)
  • ଶ୍ରେଷ୍ଠ ସହ-ଅଭିନେତ୍ରୀ: ରୂପା ଲକ୍ଷ୍ମୀ (ବାଲାଗମ୍)
  • ଶ୍ରେଷ୍ଠ ଡେବ୍ୟୁ ନିର୍ଦ୍ଦେଶକ: ଶ୍ରୀକାନ୍ତ ଓଡେଲା (ଦଶେରା), ଶୌରୀଭ (ହାଏ ନାନ୍ନା)
  • ଶ୍ରେଷ୍ଠ ଅଭିନେତା ଲିଡ ରୋଲ୍: ନାନି (ଦଶେରା)
  • ଶ୍ରେଷ୍ଠ ଅଭିନେତ୍ରୀ ଲିଡ ରୋଲ୍: କିର୍ତ୍ତୀ ସୁରେଶ (ଦଶେରା)
  • ଶ୍ରେଷ୍ଠ ସିନେମାଟୋଗ୍ରାଫି: ସାଥିଆନ୍ ସୋରିୟାନ୍ (ଦଶେରା)
  • ଶ୍ରେଷ୍ଠ କୋରିଓଗ୍ରାଫି: ପ୍ରେମ ରକ୍ଷୀତ୍ (ଧମ୍ ଧାମ ଧୋଷ୍ଟାନ୍-ଦଶେରା)
  • ଶ୍ରେଷ୍ଠ ପ୍ରଡକ୍ସନ ଡିଜାଇନ୍: କୋଲା ଅବିନାଶ (ଦଶେରା)
  • ଶ୍ରେଷ୍ଠ ଅଭିନେତା (କ୍ରିଟିକ୍ସ): ପ୍ରକାଶ ରାଜ (ରଙ୍ଗା ମାର୍ଥାଣ୍ଡା), ନବୀନ ପଲିଶେଟି (ମିସ୍ ଶେଟ୍ଟୀ, ମିସେସ୍ ପଲିଶେଟି)
  • ଶ୍ରେଷ୍ଠ ଚଳଚ୍ଚିତ୍ର (କ୍ରିଟିକ୍ସ): ସାଇ ରାଜେଶ (ବେବି)
  • ଶ୍ରେଷ୍ଠ ଅଭିନେତ୍ରୀ (କ୍ରିଟିକ୍ସ): ବୈଷ୍ଣବ ଚୈତନ୍ୟ (ବେବି)
  • ଶ୍ରେଷ୍ଠ ଗୀତ: ଅନନ୍ତ ଶ୍ରୀରାମ (ଓ ରେଣ୍ଡୁ ପ୍ରେମା ମେଘାଲିଲା- ବେବି)
  • ଶ୍ରେଷ୍ଠ ପ୍ଲେକ୍ ଗାୟକ: ଶ୍ରୀରାମ ଚନ୍ଦ୍ର (ଓ ରେଣ୍ଡୁ ପ୍ରେମା ମେଘାଲିଲା-ବେବି)
  • ଶ୍ରେଷ୍ଠ ସହ- ଅଭିନେତା: ବ୍ରାହ୍ମଣନ୍ଦମ୍ (ରଙ୍ଗା ମାର୍ଥାଣ୍ଡା), ରବି ତେଜା (ୱାଲ୍ଟେର୍ ଭେରାୟା)
  • ଶ୍ରେଷ୍ଠ ଡେବ୍ୟୁ ପୁରୁଷ: ସଂଗୀତ ଶୋଭାନ୍ (ମେଡ୍)
  • ଶ୍ରେଷ୍ଠ ସଂଗୀତ ଆଲବମ୍: ବେବି (ବିଜୟ ବୁଲଗାନିନ୍)
  • ଶ୍ରେଷ୍ଠ ପ୍ଲେକ୍ ଗାୟିକା: ଶ୍ୱେତା ମୋହନ (ମସ୍ତାରୁ ମସ୍ତାରୁ-ସାର୍)

ତାମିଲ:-

  • ଶ୍ରେଷ୍ଠ ଚଳଚ୍ଚିତ୍ର: ଚିଠା
  • ଶ୍ରେଷ୍ଠ ନିର୍ଦ୍ଦେଶକ: ଏସ ୟୁ ଅରୁଣ କୁମାର (ଚିଠା)
  • ଶ୍ରେଷ୍ଠ ଅଭିନେତ୍ରୀ: ନିମିଷା ସାଜୟାନ୍ (ଚିଠା)
  • ଶ୍ରେଷ୍ଠ ଅଭିନେତା (କ୍ରିଟିକ୍ସ): ସିଦ୍ଧାର୍ଥ (ଚିଠା)
  • ଶ୍ରେଷ୍ଠ ସହ-ଅଭିନେତ୍ରୀ: ଅଞ୍ଜଳି ନାୟାର (ଚିଠା)
  • ଶ୍ରେଷ୍ଠ ସଂଗୀତ ଆଲବମ୍: ଧିବୁ ନିନାନ୍ ଥୋମାସ୍ ଏବଂ ସନ୍ତୋଷ ନାରାୟଣନ୍ (ଚିଠା)
  • ଶ୍ରେଷ୍ଠ ପ୍ଲେକ୍ ଗାୟିକା: କାର୍ତ୍ତିକା ବୈଦ୍ୟନାଥନ୍ (କଙ୍ଗଲ୍ ଇଡୋ-ଚିଠା)
  • ଶ୍ରେଷ୍ଠ ଚଳଚ୍ଚିତ୍ର (କ୍ରିଟିକ୍ସ): ବିଦୁଥାଲାଇ: ଭାଗ (ଭେଟ୍ରି ମାରନ୍)
  • ଶ୍ରେଷ୍ଠ ଅଭିନେତା: ବିକ୍ରମ (ପୋନିୟିନ୍ ସେଲଭାନ୍- ଭାଗ 2)
  • ଶ୍ରେଷ୍ଠ ଅଭିନେତ୍ରୀ (କ୍ରିଟିକ୍ସ): ଐଶ୍ୱର୍ଯ୍ୟା ରାଜେଶ (ଫରହାନା), ଅପର୍ଣ୍ଣ ଦାସ (ଦାଦା)
  • ଶ୍ରେଷ୍ଠ ସହ-ଅଭିନେତା: ଫାହାଦ୍ ଫାସିଲ୍ (ମମାନ୍ନ୍)
  • ଶ୍ରେଷ୍ଠ ଗୀତ: ଇଲାଙ୍ଗୋ କୃଷ୍ଣନ୍ (ଆଗା ନାଗା- ପୋନିୟିନ୍ ସେଲଭାନ୍ ଭାଗ 2)
  • ଶ୍ରେଷ୍ଠ ପ୍ଲେକ୍ ଗାୟକ: ହରିଚରଣନ୍ (ଚିନ୍ନଞ୍ଜୀର ନିଲାଭେ- ପୋନିୟିନ୍ ସେଲଭାନ୍ ଭାଗ 2)
  • ଶ୍ରେଷ୍ଠ ସିନେମାଟୋଗ୍ରାଫି: ରବି ଭର୍ମନ୍ (ପୋନିୟିନ୍ ସେଲଭାନ୍ ଭାଗ 2)
  • ଶ୍ରେଷ୍ଠ ପ୍ରଡକ୍ସନ ଡିଜାଇନ୍: ଥୋଟା ଥାରାନି (ପୋନିୟିନ୍ ସେଲଭାନ୍ ଭାଗ 2)

କନ୍ନଡ:-

  • ଆଜୀବନ ସଫଳତା ପୁରସ୍କାର: ଶ୍ରୀନାଥ
  • ଶ୍ରେଷ୍ଠ ଚଳଚ୍ଚିତ୍ର: ଡେୟାରଡେଭିଲ୍ ମୁସ୍ତାଫା
  • ଶ୍ରେଷ୍ଠ ନିର୍ଦ୍ଦେଶକ: ହେମନ୍ତ ଏମ ରାଓ (ସାପତା ସାଗରାଡାଚେ ଏଲୋ)
  • ଶ୍ରେଷ୍ଠ ଚଳଚ୍ଚିତ୍ର (କ୍ରିଟିକ୍ସ): ପିଙ୍କି ଏଲି (ପ୍ରୀତି କୋନାନୁର)
  • ଶ୍ରେଷ୍ଠ ଅଭିନେତା: ରକ୍ଷୀତ୍ ଶେଟ୍ଟୀ (ସାପତା ସାଗରାଡାଚେ ଏଲୋ)
  • ଶ୍ରେଷ୍ଠ ଅଭିନେତା (କ୍ରିଟିକ୍ସ): ପୂର୍ଣ୍ଣଚନ୍ଦ୍ର ମାଇସୋର (ଅର୍କେଷ୍ଟ୍ରା ମିସୁରୁ)
  • ଶ୍ରେଷ୍ଠ ଅଭିନେତ୍ରୀ: ସିରି ରବିକୁମାର (ସ୍ୱାତୀ ମୁଥିନା ପୁରୁଷ ହନିୟେ)
  • ଶ୍ରେଷ୍ଠ ଅଭିନେତ୍ରୀ (କ୍ରିଟିକ୍ସ): ରୁକ୍ମିଣୀ ବସନ୍ତ (ସାପତା ସାଗରାଡାଚେ ଏଲୋ)
  • ଶ୍ରେଷ୍ଠ ସହ-ଅଭିନେତା: ରଙ୍ଗାୟଣ ରଘୁ (ତାଗାରୁ ପାଲିଆ)
  • ଶ୍ରେଷ୍ଠ ସହ-ଅଭିନେତ୍ରୀ: ସୁଧା ବେଲାୱାଡି (କୌଶଲ୍ୟା ସୁପ୍ରାଜା ରାମା)
  • ଶ୍ରେଷ୍ଠ ସଂଗୀତ ଆଲବମ୍: ସାପତା ସାଗରାଡାଚେ ଏଲୋ (ଚରଣ ରାଜ)
  • ଶ୍ରେଷ୍ଠ ଗୀତ: ବି.ଆର ଲକ୍ଷ୍ମଣ ରାଓ (ୟୁବା ଛୁମ୍ୱାକା)
  • ଶ୍ରେଷ୍ଠ ପ୍ଲେବ୍ୟାକ୍ ଗାୟକ: କପିଲ କପିଲାନ୍ (ନଦିହେ ହେ ନଦିୟେ- ସାପତା ସାଗରାଡାଚେ ଏଲୋ ସାଇଡ୍ ଏ)
  • ଶ୍ରେଷ୍ଠ ପ୍ଲେକ୍ ଗାୟିକା: ଶ୍ରୀଲକ୍ଷ୍ମୀ ବେଲମାନୁ (କାଦାଲାନୁ କାନା ହୋରାଟିରୋ- ସାପତା ସାଗରାଡାଚେ ଏଲୋ ସାଇଡ୍ ଏ)
  • ଶ୍ରେଷ୍ଠ ଡେବ୍ୟୁ (ମହିଳା): ଅମୃତା ପ୍ରେମ (ତାଗାରୁ ପାଲିଆ)
  • ଶ୍ରେଷ୍ଠ ଡେବ୍ୟୁ (ପୁରୁଷ): ଶିଶିର ବାଇକାଡି (ଡେୟାରଡେଭିଲ୍ ମୁସ୍ତାଫା)

ମାଲାୟାଲମ:-

  • ଶ୍ରେଷ୍ଠ ଚଳଚ୍ଚିତ୍ର: 2018
  • ଶ୍ରେଷ୍ଠ ନିର୍ଦ୍ଦେଶକ: ଜୁଡ୍ ଆନ୍ଥୋନୀ ଜୋସେଫ୍ (2018)
  • ଶ୍ରେଷ୍ଠ ଚଳଚ୍ଚିତ୍ର (କ୍ରିଟିକ୍ସ): କାଥାଲ୍ ଦି କୋର
  • ଶ୍ରେଷ୍ଠ ଅଭିନେତା: ମାମୁତି (ନାନପାକାଲ୍ ନେରାଥୁ ମାୟାକ୍କମ୍)
  • ଶ୍ରେଷ୍ଠ ଅଭିନେତା (କ୍ରିଟିକ୍ସ): ଜୋଜୁ ଜର୍ଜ (ଇରାଟା)
  • ଶ୍ରେଷ୍ଠ ଅଭିନେତ୍ରୀ: ଭିନ୍ସି ଆଲୋସିୟସ୍ (ରେଖା)
  • ଶ୍ରେଷ୍ଠ ଅଭିନେତ୍ରୀ (କ୍ରିଟିକ୍ସ): ଜ୍ୟୋତିକା (କାଥାଲ୍ ଦ କୋର)
  • ଶ୍ରେଷ୍ଠ ସହ-ଅଭିନେତା: ଜଗଦୀଶ (ପୁରଷା ପ୍ରେଥାମ୍)
  • ଶ୍ରେଷ୍ଠ ସହ-ଅଭିନେତ୍ରୀ: ପୁର୍ନିମା ଇନ୍ଦ୍ରଜିତ୍ (ଥରୁମୁଖମ୍), ଅନସୱାରା ରାଜନ (ନେରୁ)
  • ଶ୍ରେଷ୍ଠ ସଂଗୀତ ଆଲବମ୍: ସାମ୍ CS (RDX)
  • ଶ୍ରେଷ୍ଠ ଗୀତ: ଅନୱାର ଅଲି (ଏନ୍ନମ୍ ଏନ୍ କାଭାଲ୍-କାଥାଲ୍ ଦି କୋର)
  • ଶ୍ରେଷ୍ଠ ପ୍ଲେକ୍ ଗାୟକ: କପିଲ କପିଲାନ୍ (ନୀଲା ନୀଲାଭେ- RDX)
  • ଶ୍ରେଷ୍ଠ ପ୍ଲେବ୍ୟାକ୍ ଗାୟିକା: କେ.ଏସ୍ ଚିତ୍ରା (ମୁତତେ ମୁଲ୍ଲା - ଜବାନାମ୍ ମୁଲାପୋଭମ୍)

ଏହା ମଧ୍ୟ ପଢନ୍ତୁ: US ବକ୍ସ ଅଫିସରେ 'ଦଶରା' ଧମାକା, ଅଧିକ ଆୟ କରି ରେକର୍ଡ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.