ETV Bharat / bharat

ସାପ୍ତାହିକ ରାଶିଫଳ: ସଫଳତାର ସିଢି ଚଢିବେ ଏହି ରାଶି, ଭୁଲ ବୁଝାମଣାର ଶିକାର ହେବେ ଏହି ରାଶିର ବ୍ୟକ୍ତିବିଶେଷ - WEEKLY RASHIFALA

author img

By ETV Bharat Odisha Team

Published : Aug 4, 2024, 10:29 AM IST

Weekly Horoscope: କେମିତି କଟିବ ଏଥରର ସପ୍ତାହ ? କ'ଣ ଘଟିବ ଆପଣଙ୍କ ସହ ? ଜାଣିବା ପାଇଁ ପଢନ୍ତୁ, ଇଟିଭି ଭାରତ ଓଡ଼ିଆର ସାପ୍ତାହିକ ରାଶିଫଳ ।

କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ
କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ (Getty)
କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ
କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ (Aries)

ମେଷ: ମେଷ ରାଶିରେ ଜନ୍ମିତ ବ୍ୟକ୍ତିମାନେ ଏହି ସପ୍ତାହରେ ମିଶ୍ରିତ ଫଳ ପାଇବେ । ଆପଣଙ୍କର ସାପ୍ତାହିକ କାମଗୁଡିକ ଠିକ ସମୟରେ ସମ୍ପନ୍ନ ହେବ । ଆପଣ ନିଜ ଚାକିରି ଏବଂ ବ୍ୟବସାୟରେ ଆବଶ୍ୟକ କରୁଥିବା ସଫଳତା ପାଇବେ । ସପ୍ତାହର ମଧ୍ୟ ଭାଗ ଆଡକୁ କିଛି ସକାରାତ୍ମକ ଖବର ପାଇବାର ସମ୍ଭାବନା ଅଛି । ଏହି ସମୟରେ ଚାକିରି କରୁଥିବା ଲୋକମାନେ କର୍ମକ୍ଷେତ୍ରରେ ଉଭୟ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନଙ୍କଠାରୁ ସମ୍ପୂର୍ଣ୍ଣ ସହାୟତା ପାଇବେ । ଯଦି ଆପଣ ବ୍ୟବସାୟ କରୁଥାନ୍ତି, ତେବେ ଏହି ସମୟରେ ନିଜର ଆର୍ଥିକ ବ୍ୟବସ୍ଥା ପ୍ରତି ସାବଧାନ ହୁଅନ୍ତୁ ଏବଂ କୌଣସି ଯୋଜନା କିମ୍ବା ବ୍ୟବସାୟରେ ଭଲ ଭାବେ ଭାବି ଚିନ୍ତି ବିନିଯୋଗ କରନ୍ତୁ । ଏଭଳି ସଙ୍ଘର୍ଷମୟ ପରିସ୍ଥିତିରେ ଆପଣ ଅଧିକ ପରିଷ୍କାର ଭାବେ ନିଜର ଶୁଭଚିନ୍ତକ ଏବଂ ଅଜଣା ବ୍ୟକ୍ତି ଭାବେ ପରିଚୟ ସୃଷ୍ଟି କରୁଥିବା ଲୋକଙ୍କ ମଧ୍ୟରେ ପାର୍ଥକ୍ୟ ଜାଣିବେ । ଚାକିରି ,ବ୍ୟବସାୟ କିମ୍ବା ପରିବାର ସମ୍ବନ୍ଧିତ ସମସ୍ୟାଗୁଡିକୁ ସମାଧାନ କରିବାରେ ଆପଣଙ୍କ ଜୀବନସାଥୀ ଆପଣଙ୍କୁ ସହଯୋଗ କରିବେ । ଏହି ସପ୍ତାହରେ ନିଜ ପ୍ରେମ ସମ୍ପର୍କ ପ୍ରତି ଦୃଢ ହୁଅନ୍ତୁ ଏବଂ ନିଜ ସାଥୀଙ୍କ ଅସୁବିଧାଗୁଡିକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ ।

କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ (Taurus)

ବୃଷ: ବୃଷ ରାଶିର ଲୋକମାନଙ୍କ ପାଇଁ ଏହି ସପ୍ତାହ ଅତ୍ୟନ୍ତ ଶୁଭ ହେବ । ଘରେ ଏକ ଶୁଭ କାମରୁ ଏହି ସପ୍ତାହ ଆରମ୍ଭ ହେବ, ଯେଉଁ କାମ ପାଇଁ ଆପଣ ଆପଣଙ୍କର ସମ୍ପର୍କୀୟମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ । ଆପଣାଙ୍କ ସ୍ୱାସ୍ଥ୍ୟବସ୍ଥା ସାମାନ୍ୟ ରହିବ ଏବଂ ନୂତନ ଉଦ୍ଦୀପନା ସହ ଆପଣ ଆଗକୁ ବଢିପାରନ୍ତି । ଏହି ସମୟରେ ଆପଣ ଏକ ତୀର୍ଥ ସ୍ଥାନକୁ ଭ୍ରମଣରେ ମଧ୍ୟ ଯିବାର ସମ୍ଭାବନା ଅଛି । ସପ୍ତାହର ଆରମ୍ଭରେ ଆପଣ ମଉଜ ମଜଲିସ୍‌ ବାବଦରେ ଅର୍ଥ ଖର୍ଚ୍ଚ କରିବେ । ଯଦି ଆପଣ ଜମି, ଗୋଟିଏ ଘର କିମ୍ବା ଗାଡି କିଣିବା ବିଷୟରେ ଆଗରୁ ଚିନ୍ତା କରି ଆସୁଛନ୍ତି, ତେବେ ଆପଣଙ୍କର ସ୍ଵପ୍ନ ଏହି ସପ୍ତାହରେ ସତ ହୋଇପାରେ । ପ୍ରେମ ସମ୍ପର୍କ ପାଇଁ ଏହି ସପ୍ତାହ ଆପଣଙ୍କ ନିମନ୍ତେ ସୌଭାଗ୍ୟମୟ ହେବ । ନିଜର ପ୍ରେମିକ/ପ୍ରେମିକାଙ୍କ ସହ ଏକ ଗଭୀର ସମ୍ପର୍କ ଥିବା ଆପଣ ଅନୁଭବ କରିବେ ଏବଂ ତାଙ୍କ ସହ ଭଲ ସମୟ ଅତିବାହିତ କରିବା ପାଇଁ ଆପଣ ଅନେକ ସୁଯୋଗ ପାଇବେ । ବୈବାହିକ ଜୀବନ ପୂର୍ବ ଭଳି ଆନନ୍ଦମୟ ହେବ । ସପ୍ତାହର ଦ୍ଵିତୀୟ ଭାଗରେ ଆପଣ ଅନ୍ୟମାନଙ୍କୁ ପଛରେ ପକାଇ ଅତ୍ୟନ୍ତ ଭଲ ପ୍ରଦର୍ଶନ କରିବେ ଏବଂ ଆପଣଙ୍କର ବରିଷ୍ଠ ଅଧିକାରୀମାନେ ଆପଣଙ୍କୁ ଏଥିପାଇଁ ସାଧୁବାଦ ଦେବେ ।

କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ (Gemini)

ମିଥୁନ: ଏହି ସପ୍ତାହରେ ମିଥୁନ ରାଶି ଥିବା ଲୋକଙ୍କ ଜୀବନର ସମସ୍ତ ଦୁଃଖକଷ୍ଟର ସମାଧାନ ହୋଇଯିବ । ସବୁଠାରୁ ନିଆରା କଥା ହେଉଛି ଯେ, ଆପଣଙ୍କ ଚାକିରି, ବ୍ୟବସାୟ କିମ୍ବା ଜୀବନର ଅନ୍ୟ କୌଣସି ଲକ୍ଷ୍ୟ ହୋଇଥାଉ ନା କାହିଁକି, ଆପଣ ସବୁ କ୍ଷେତ୍ରରେ ଘରୁ ବାହାରୁ ସମସ୍ତଙ୍କଠାରୁ ସମ୍ପୂର୍ଣ୍ଣ ସାହାଯ୍ୟ ସହଯୋଗ ପାଇବେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, କିନ୍ତୁ ପରିବାରର ଜଣେ ବୟୋଜ୍ୟେଷ୍ଠ ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣ ଚିନ୍ତିତ ରହିବାର ସମ୍ଭାବନା ଅଛି । ଚାକିରି କରୁଥିବା ଲୋକମାନେ ସପ୍ତାହର ଆରମ୍ଭରେ ଏକ ଉଲ୍ଲେଖଯୋଗ୍ୟ ସୁଯୋଗ ପାଇବାର ସମ୍ଭାବନା ଅଛି । ପ୍ରେମ ସମ୍ପର୍କ କ୍ଷେତ୍ରରେ ଆପଣ ଏହି ସପ୍ତାହରେ ଭାଗ୍ୟଶାଳୀ ହେବେ । ନିଜର ପ୍ରେମ ସମ୍ପର୍କରୁ ଆକସ୍ମିକ ଭାବେ ଆପଣ ଗୋଟିଏ ଉପହାର ପାଇବାର ସମ୍ଭାବନା ଅଛି । ବୈବାହିକ ଜୀବନରେ ଆନନ୍ଦ ଜାରି ରହିବ । ସପ୍ତାହର ଶେଷ ଆଡକୁ, ପିଲାମାନଙ୍କ ବିଷୟରେ ଆପଣ କିଛି ସକାରାତ୍ମକ ଖବର ପ୍ରାପ୍ତ କରିବେ, ଯାହା ଦ୍ଵାରା ଆପଣଙ୍କ ସମ୍ମାନରେ ବୃଦ୍ଧି ହେବ । ଯେଉଁ ଯୋଜନାଗୁଡିକ ବହୁ ସମୟରୁ ଅଟକି ରହିଥିଲା କିମ୍ବା ବାତିଲ୍‌ ହୋଇଥିଲା, ସେଗୁଡିକ ହଠାତ ଶୁଭାଂକ୍ଷୀମାନଙ୍କ ସହାୟତାରେ ଆଗକୁ ବଢିବାକୁ ଲାଗିବ ।

କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ (Cancer)

କର୍କଟ: ଏହି ରାଶିରେ ଜନ୍ମିତ ବ୍ୟକ୍ତିମାନେ ଏହି ସପ୍ତାହରେ ମନ ମୁତାବକ ସଫଳତା ପାଇବା ପାଇଁ ସେମାନଙ୍କର ଅଳସୁଆମୀକୁ ତ୍ୟାଗ କରିବା ସହିତ କଠିନ ପରିଶ୍ରମ କରି ସମୟକୁ ପରିଚାଳନା କରିବା ଆବଶ୍ୟକ; ଅନ୍ୟଥା ସୁଯୋଗ ସେମାନଙ୍କର ହାତଛଡା ହୋଇଯିବ । ସପ୍ତାହର ଦ୍ଵିତୀୟାର୍ଦ୍ଧରେ ପ୍ରିୟଜନମାନଙ୍କ ସହ ଆପଣଙ୍କର ସମ୍ପର୍କ ବିଶେଷ ଭାବେ ଭଲ ରହିବ । ଆପଣଙ୍କର ପରିବାର ସଦସ୍ୟମାନଙ୍କ ମଧ୍ୟରେ ସମ୍ପର୍କରେ ଅନୁକୂଳ ଉନ୍ନତି ଦେଖିବାକୁ ମିଳିବ । ଆପଣଙ୍କର ସାଥୀଙ୍କ ସହ ଯଦି କେବେ ମତାନ୍ତର ଥିଲା, ତେବେ ଜଣେ ମହିଳା ବନ୍ଧୁଙ୍କ ସାହାଯ୍ୟରେ ଏହି ଭୁଲ ବୁଝାମଣାକୁ ସମାଧାନ କରାଯାଇପାରେ ଏବଂ ଆପଣଙ୍କର ପ୍ରେମ ସମ୍ପର୍କ ପୁନର୍ବାର ପୂର୍ବାପେକ୍ଷା ଆହୁରି ଦୃଢ ଭାବେ ସ୍ଥାପିତ ହେବ । ବୈବାହିକ ଜୀବନ ପୂର୍ବ ଭଳି ଆନନ୍ଦମୟ ହେବ । ସମ୍ପର୍କୀୟମାନଙ୍କ ସହ ଚମତ୍କାର ସମୟ ଉପଭୋଗ କରିବା ପାଇଁ ଆପଣ ସୁଯୋଗ ପାଇବେ । ଋତୁକାଳୀନ ରୋଗଗୁଡିକ ପ୍ରତି ସାବଧାନ ରୁହନ୍ତୁ । ଏହି ସମୟରେ, ଜଣେ ବନ୍ଧୁ କିମ୍ବା ପ୍ରେମିକ/ପ୍ରେମିକାଙ୍କ ସହାୟତାରେ ନିଜର କିଛି ଉଲ୍ଲେଖନୀୟ ସମସ୍ୟାଗୁଡିକୁ ସମାଧାନ କରିବାରେ ସକ୍ଷମ ହେବେ ।

କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ (Leo)

ସିଂହ: ଏହି ସମୟରେ, କାମ ଓ ବ୍ୟବସାୟ ସହ ଜଡିତ ଥିବା ଦୁଃସାହସିକ କାର୍ଯ୍ୟଗୁଡିକ ଉପଭୋଗ୍ୟ, ସଫଳ ଓ ଲାଭଦାୟକ ହେବ । ସପ୍ତାହର ମଧ୍ୟ ଭାଗ ସୁଦ୍ଧା ଜଣେ ବନ୍ଧୁଙ୍କ ସହାୟତାରେ ନିଜ ପରିବାର ସହିତ ଥିବା ଭୁଲ ବୁଝାମଣାଗୁଡିକର ସମାଧାନ ହେବ ଏବଂ ସେମାନଙ୍କ ସହିତ ଆପଣଙ୍କର ସମ୍ପର୍କ ପୁନଃସ୍ଥାପିତ ହେବ । ଏହି ସମୟରେ ଆପଣ ଉଲ୍ଲେଖନୀୟ ପାରିବାରିକ ଦାୟିତ୍ଵଗୁଡିକ ଦ୍ଵାରା ଭାରାକ୍ରାନ୍ତ ହେବାର ସମ୍ଭାବନା ଅଛି । ଏହି ସମସ୍ତ ମଧ୍ୟରେ ଋତୁ ପରିବର୍ତ୍ତନ କିମ୍ବା ଏକ ପୁରୁଣା ରୋଗ ପୁନର୍ବାର ଦେଖାଦେବା ଦ୍ଵାରା ଶାରୀରିକ କଷ୍ଟ ହେବାର ସମ୍ଭାବନା ଅଛି । ପ୍ରେମ ସମ୍ପର୍କକୁ ନେଇ ଏହି ସପ୍ତାହ ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେବ । ଏହି ସପ୍ତାହରେ ନିଜର ପ୍ରେମିକ/ପ୍ରେମିକାଙ୍କ ସହିତ ସମ୍ପର୍କ ଆହୁରି ଦୃଢ ହେବା ଆପଣ ଅନୁଭବ କରିବେ । ବୈବାହିକ ଜୀବନ ମଧ୍ୟ ସୁଖମୟ ହେବ । ନିଜର ବାପାମାଆଙ୍କ ସହ ଆପଣଙ୍କର ସମସ୍ତ ବରିଷ୍ଠ ଅଧିକାରୀମାନଙ୍କ ଠାରୁ ସଂପୂର୍ଣ୍ଣ ରୂପେ ସାହାଯ୍ୟ ସହଯୋଗ ପାଇବେ । ଯୁବକମାନଙ୍କର ଅନ୍ୟାନ୍ୟ କାର୍ଯ୍ୟକଳାପ ମଧ୍ୟରେ ସେମାନଙ୍କର ଅଧିକାଂଶ ସମୟ ମୌଜମଜଲିସ କରିବା ଏବଂ ବଣଭୋଜି କରିବାରେ ଅତିବାହିତ ହେବ । ଦ୍ଵିତୀୟ ଭାଗ ଆପଣଙ୍କ ପାଇଁ ସାମାନ୍ୟ ଦ୍ଵନ୍ଦ୍ଵପୂର୍ଣ୍ଣ ଏବଂ ଦୁର୍ବଳ ହୋଇପାରେ ।

କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ (Virgo)

କନ୍ୟା: ଏହି ସପ୍ତାହରେ ସହକର୍ମୀମାନଙ୍କ ସହ କାମ କରିବା ବେଳେ ଆପଣ ଅତ୍ୟନ୍ତ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ । ସେମାନେ ଆପଣଙ୍କ ବିରୁଦ୍ଧରେ ଉଭୟ ବରିଷ୍ଠ ଅଧିକାରୀ ଏବଂ ଉପରିସ୍ଥ କର୍ମଚାରୀମାନଙ୍କୁ ପ୍ରରୋଚିତ କରିବା ପାଇଁ କିମ୍ବା ସେମାନେ ଆପଣଙ୍କୁ ଆପଣଙ୍କ କାମରୁ ଲକ୍ଷ୍ୟଚ୍ୟୁତ କରିବା ପାଇଁ ଚକ୍ରାନ୍ତ କରିବାର ସମ୍ଭାବନା ଅଛି । ଏହି ସମସ୍ୟାର ସମାଧାନ କରିବା ପାଇଁ ଘରେ ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କର ସହାୟତା ଜରୁରୀ ହୋଇ ପଡିବ । ଏହି ଅବଧିରେ ବିଦ୍ୟାର୍ଥୀମାନଙ୍କର ମନ ଅଧ୍ୟୟନରୁ ବିଚ୍ୟୁତ ହେବାର ସମ୍ଭାବନା ଅଛି । ରାଜନୀତି କରୁଥିବା ଲୋକମାନେ, ଯେଉଁମାନେ ଏକ ପଦବୀ କିମ୍ବା ଏକ ଉଲ୍ଲେଖନୀୟ ଦାୟିତ୍ଵ ପାଇବାର ଅପେକ୍ଷା କରୁଛନ୍ତି, ସେମାନେ ନୂତନ ସଫଳତା ପାଇବେ । ପ୍ରେମ ସମ୍ପର୍କ କ୍ଷେତ୍ରରେ ଏହି ସପ୍ତାହ ପୂର୍ବ ଭଳି ସାଧାରଣ ହେବ । ଆପଣଙ୍କ ପ୍ରେମ ସମ୍ପର୍କରେ ପ୍ରେମ ଓ ସନ୍ତୁଳନ ରହିବ । ବୈବାହିକ ଜୀବନ ପୂର୍ବ ଭଳି ଆନନ୍ଦମୟ ହେବ । ଜୀବନର ଝଡଝଞ୍ଜା ମଧ୍ୟରେ ଆପଣ ନିଜ ସ୍ୱାସ୍ଥ୍ୟ ଉପରେ ସଂପୂର୍ଣ୍ଣ ଧ୍ୟାନ ଦେବା ଆବଶ୍ୟକ । ସପ୍ତାହ ଶେଷ ସୁଦ୍ଧା ବ୍ୟବସାୟୀମାନେ ସେମାନଙ୍କ ପ୍ରତିଯୋଗୀମାନଙ୍କ ଦୃଢ ପ୍ରତିଯୋଗୀତାର ସମ୍ମୁଖୀନ ହେବାର ସମ୍ଭାବନା ଅଛି ।

କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ (Libra)

ତୁଳା: ତୁଳା ରାଶିରେ ଜନ୍ମିତ ବ୍ୟକ୍ତିମାନେ ଏହି ସପ୍ତାହରେ ଅତ୍ୟନ୍ତ ସାବଧାନତାର ସହ କଥାବାର୍ତ୍ତା କରିବା ଆବଶ୍ୟକ କାରଣ ସେମାନଙ୍କ କଥା ଦ୍ଵାରା ସେମାନଙ୍କର ଉଦ୍ୟମଗୁଡିକ ସଂପୂର୍ଣ୍ଣ ହେବ କିମ୍ବା ନଷ୍ଟ ହୋଇଯିବ । ସପ୍ତାହର ମଧ୍ୟ ଭାଗରେ ଆପଣଙ୍କୁ କାମ କିମ୍ବା ବ୍ୟବସାୟ ପାଇଁ ଦୂର କିମ୍ବା ନିକଟ ସ୍ଥାନକୁ ଯାତ୍ରା କରିବା ଆବଶ୍ୟକ ହୋଇପାରେ । ଯାତ୍ରା କରିବା ସମୟରେ ଆପଣଙ୍କୁ ଉଭୟ ନିଜର ସ୍ୱାସ୍ଥ୍ୟ ଏବଂ ମୂଲ୍ୟବାନ ଜିନିଷଗୁଡ଼ିକର ଭଲ ଭାବେ ଯତ୍ନ ନେବା ଆବଶ୍ୟକ । ପ୍ରେମ ସମ୍ପର୍କରେ ଭୁଲ ବୁଝାମଣା କାରଣରୁ ଆପଣ ଏବଂ ଆପଣଙ୍କ ପ୍ରେମିକ/ପ୍ରେମିକାଙ୍କ ମଧ୍ୟରେ ବ୍ୟବଧାନ ବୃଦ୍ଧି ହୋଇପାରେ । ଭାବ ପ୍ରବଣତା ଆଧାରରେ ପ୍ରେମ ସମ୍ବନ୍ଧିତ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ବିବାହ କାର୍ଯ୍ୟରେ ଆପଣ ନିଜର ଜୀବନସାଥିଙ୍କ ଠାରୁ ସଂପୂର୍ଣ୍ଣ ସହଯୋଗ ପାଇବେ । ସପ୍ତାହର ଦ୍ଵିତୀୟାର୍ଦ୍ଧରେ କୌଣସି ପ୍ରକାରର ଥଟ୍ଟା ମଜା କରନ୍ତୁ ନାହିଁ କିମ୍ବା କର୍ମ କ୍ଷେତ୍ରରେ କାହା ସହିତ ଏପରି ଆଚରଣ କରନ୍ତୁ ନାହିଁ, ଯାହା ଦ୍ଵାରା ଆପଣ ଅସୁବିଧାରେ ପଡିବେ । ଏହି ସମୟରେ ଆପଣଙ୍କ ବୃତ୍ତିର ସମସ୍ତ ଦୃଷ୍ଟି କୋଣରୁ ନିଜର ପ୍ରତିଷ୍ଠାକୁ ପ୍ରାଥମିକତା ଦେବା ଆବଶ୍ୟକ ।

କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ (Scorpio)

ବିଛା: ବିଛା ରାଶିର ଲୋକମାନେ ଏକ ଅତ୍ୟନ୍ତ ଆନନ୍ଦଦାୟକ ସପ୍ତାହ ଲାଭ କରିବେ । ଚାକିରି କରୁଥିବା ଲୋକମାନଙ୍କର ବଦଳି ହେବ କିମ୍ବା ସେମାନଙ୍କ ପସନ୍ଦର ପଦବୀକୁ ପଦୋନ୍ନତି ହେବ । ଅର୍ଥ ଲାଭର ଅତିରିକ୍ତ ସ୍ରୋତଗୁଡିଏ ସୃଷ୍ଟି ହେବ, ଯାହା ଦ୍ଵାରା ଆପଣଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ହେବ । କୌଣସି ଏକ ଯୋଜନାରେ ପୂର୍ବରୁ କରିଥିବା ନିବେଶର ପରିଣାମ ଲାଭପ୍ରଦ ହେବ । ଅଦାଲତରେ ଯଦି କୌଣସି ମକଦ୍ଦମା ପଡିରହିଛି, ତେବେ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ହେବାର ସମ୍ଭାବନା ଅଛି । ନିଜର ପ୍ରେମିକ/ପ୍ରେମିକାଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବା ପାଇଁ ଆପଣ ସୁଯୋଗ ପାଇବେ । ଏହି ସପ୍ତାହରେ ଆପଣ ପୁରୁଣା ବନ୍ଧୁମାନଙ୍କ ଗହଣରେ ମଧ୍ୟ ରହିବାର ସମ୍ଭାବନା ଅଛି । ଯେଉଁମାନଙ୍କ ସହିତ ଆପଣ ପ୍ରଫୁଲ୍ଲିତ ସମୟ ଅତିବାହିତ କରିବା ଏବଂ ପୁରୁଣା ସ୍ମୃତିଗୁଡିକୁ ମନେ ପକାଇବା ପାଇଁ ସକ୍ଷମ ହେବେ । ବୈବାହିକ ଜୀବନ ପୂର୍ବ ଭଳି ଆନନ୍ଦମୟ ହେବ । ଆପଣ ଜଣେ ପ୍ରିୟଜନଙ୍କ ଠାରୁ ଆକସ୍ମିକ ଭାବେ ଏକ ବଡ ଉପହାର ପାଇବାର ସମ୍ଭାବନା ଉପସ୍ଥିତ ହୋଇପାରେ । ସ୍ୱାସ୍ଥ୍ୟ ପୂର୍ବ ଭଳି ସାମାନ୍ୟ ରହିବ । ସପ୍ତାହର ଦ୍ଵିତୀୟାର୍ଦ୍ଧରେ ଯେତେବଳେ ଆପଣ ସନ୍ତାନ ସମ୍ବନ୍ଧିତ କୌଣସି ଏକ ବଡ ସମସ୍ୟାର ସମାଧାନ ହୋଇଯିବ, ସେତେବେଳେ ଆପଣ ଶାନ୍ତିରେ ଏକ ନିଃଶ୍ଵାସ ନେବେ । ବ୍ୟବସାୟରେ ଆବଶ୍ୟକୀୟ ଉନ୍ନତି ହେବ ।

କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ (Sagittarius)

ଧନୁ: ସପ୍ତାହର ଆରମ୍ଭରେ ଖରାପ ଖାଦ୍ୟାଭ୍ୟାସ କିମ୍ବା ଏକ ପୁରୁଣା ରୋଗ ପୁନର୍ବାର ଦେଖାଯିବା କାରଣରୁ ଆପଣଙ୍କର ଶାରୀରିକ କଷ୍ଟ ହେବାର ସମ୍ଭାବନା ଅଛି । ସପ୍ତାହର ମଧ୍ୟ ଭାଗରେ ଆପଣ ପ୍ରାୟତଃ ବ୍ୟସ୍ତ ରହିବେ । ପରୀକ୍ଷା କିମ୍ବା ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଅଧ୍ୟୟନ କରୁଥିବା ବିଦ୍ୟାର୍ଥୀମାନେ ସେମାନଙ୍କ ଉଦ୍ୟମର ସଂପୂର୍ଣ୍ଣ ଲାଭ ପାଇବେ । ପ୍ରେମ ସମ୍ପର୍କ ପାଇଁ ଏହି ସପ୍ତାହ ଆପଣଙ୍କ ନିମନ୍ତେ ସୌଭାଗ୍ୟମୟ ହେବ । ଅଶାନ୍ତପୂର୍ଣ୍ଣ ସମୟରେ ଆପଣଙ୍କର ସାଥୀ ଆପଣଙ୍କ ପାଇଁ ଏକ ଢାଲ ସଦୃଶ କାମ କରିବେ । ବୈବାହିକ ଜୀବନ ପୂର୍ବ ଭଳି ଆନନ୍ଦମୟ ହେବ । ଆପଣଙ୍କ ଜୀବନସାଥୀଙ୍କ ଏକ ଆଖିଦୃଷ୍ଟିଆ ସଫଳତା ପାଇଁ ସେ ଆପଣଙ୍କ ପାଖରେ ସମ୍ମାନଯୋଗ୍ୟ ହେବେ । ଖାଦ୍ୟଗ୍ରହଣ କରିବାର ଉପଯୁକ୍ତ ନିର୍ଘଣ୍ଟ ବଜାୟ ରଖନ୍ତୁ ଏବଂ ଏକ ନିୟମିତ ଦୈନିକ ସମୟ ନିର୍ଘଣ୍ଟର ଅନୁସରଣ କରନ୍ତୁ । ସପ୍ତାହର ଶେଷ ଆଡକୁ ଆପଣ କିଛି ସକାରାତ୍ମକ ଖବର ପାଇବାର ସମ୍ଭାବନା ଅଛି । ଗୃହିଣୀମାନେ ଧାର୍ମିକ କାମରେ ଅଧିକ ସମୟ ବିତାଇବେ । ଏହି ସମୟରେ ନିଜର କାମଗୁଡିକୁ ଠିକ ସମୟରେ ସଂପୂର୍ଣ୍ଣ କରିବା ଆପଣ ଉଭୟ ସମୟ ଓ ଶକ୍ତିକୁ ପରିଚାଳନା କରିବା ଆବଶ୍ୟକ ।

କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ (Capricorn)

ମକର: ମକର ରାଶିର ଲୋକମାନେ ଏହି ସପ୍ତାହରେ ସେମାନଙ୍କ ଉଦ୍ୟମର ସଂପୂର୍ଣ୍ଣ ଲାଭ ପାଇବେ । ସପ୍ତାହର ଆରମ୍ଭରେ ପୂର୍ବେ କରିଥିବା ସଫଳତାଗୁଡିକ ପାଇଁ ଆପଣ ସମ୍ମାନିତ ହେବାର ସମ୍ଭାବନା ଅଛି । ବରିଷ୍ଠ ଅଧିକାରୀ ଏବଂ ଉପରିସ୍ଥ କର୍ମଚାରୀମାନେ ଆପଣଙ୍କ କାମକୁ ପ୍ରଶଂସା କରିବେ । ଗତ ସପ୍ତାହରେ ଆପଣ ଯେଉଁ ଘରୋଇ ସମସ୍ୟାଗୁଡ଼ିକୁ ନେଇ ଚିନ୍ତିତ ଥିଲେ, ଏହି ସପ୍ତାହରେ ସେଗୁଡିକର ସମାଧାନ ହୋଇଯିବ । ଚାକିରି କରୁଥିବା ଲୋକମାନେ ଅତିରିକ୍ତ ଆୟର ନୂତନ ଉତ୍ସଗୁଡିଏ ପାଇବେ । ମୋଟ ସମ୍ପତ୍ତିରେ ବୃଦ୍ଧି ହେବ । ପ୍ରେମ ସମ୍ପର୍କ ଦୃଢ ହେବ । ବୈବାହିକ ଜୀବନ ପୂର୍ବ ଭଳି ଆନନ୍ଦମୟ ହେବ । ନିଜର ସାଥୀଙ୍କ ସହ ଆପଣ ଦୂର କିମ୍ବା ଅଳ୍ପ ଦୂର ଜାଗାକୁ ଭ୍ରମଣରେ ଯିବାର ସମ୍ଭାବନା ଅଛି । ପରୀକ୍ଷା ଏବଂ ପ୍ରତିଯୋଗୀତା ପାଇଁ ପ୍ରସ୍ତୁତ ହେଉଥିବା ବିଦ୍ୟାର୍ଥୀମାନେ ଚମତ୍କାର ଖବର ପାଇବେ । ସପ୍ତାହର ଶେଷ ଭାଗରେ, ଆପଣ ଭଲ ପାଉଥିବା ଜଣେ ବ୍ୟକ୍ତିଙ୍କୁ ଭେଟିବେ, ଯିଏ ବହୁତ ଦିନରୁ ପଡି ରହିଥିବା କାମଗୁଡିକୁ ଶୀଘ୍ର ଶୀଘ୍ର ସମ୍ପୂର୍ଣ୍ଣ କରିବାରେ ଆପଣଙ୍କୁ ସହଯୋଗ କରିବେ ।

କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ (Aquarius)

କୁମ୍ଭ: କୁମ୍ଭ ରାଶିର ଲୋକମାନଙ୍କ ପାଇଁ ଏହି ସପ୍ତାହର ଆରମ୍ଭ ବାଧା ବିଘ୍ନପୂର୍ଣ୍ଣ ହୋଇପାରେ । ହେଲେ ନିଜର ବୁଦ୍ଧି, ଆତ୍ମଦୃଷ୍ଟି ଏବଂ ସାହାସ ବଳରେ ଯେକୌଣସି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଆପଣ ସକ୍ଷମ ହେବେ । ଯେକୌଣସି ବିଘ୍ନ ଉପରେ ଜୟଲାଭ କରିବା ପାଇଁ ଆପଣ ନିଜର ଘନିଷ୍ଠ ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କ ଠାରୁ ସଂପୂର୍ଣ୍ଣ ସହଯୋଗ ପାଇବେ । ଏହି ସମୟରେ ଆପଣଙ୍କ କମ୍ପାନୀରେ ଗୁପ୍ତ ଶତ୍ରୁମାନଙ୍କ ପ୍ରତି ସାବଧାନ ରହିବା ଆବଶ୍ୟକ, ଯିଏ ଆପଣଙ୍କର ପ୍ରତିଷ୍ଠାରେ କ୍ଷତି ଆଣିବା ପାଇଁ ଚେଷ୍ଟା କରିପାରନ୍ତି । ହେଲେ ଯେକୌଣସି ନିଷ୍ପତ୍ତି ନେବା ପୂର୍ବରୁ ଆପଣ ନିଜର ସହଯୋଗୀମାନଙ୍କର ମତାମତ ନେବା ଆବଶ୍ୟକ । ବୃତ୍ତିଗତ ଭାବେ ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ପ୍ରେମ ବ୍ୟାପାରରେ ପରସ୍ପର ପ୍ରତି ଆସ୍ଥା ଏବଂ ଅନ୍ତରଙ୍ଗତା ବୃଦ୍ଧି ପାଇବ । ବୈବାହିକ ଜୀବନ ପୂର୍ବ ଭଳି ଆନନ୍ଦମୟ ହେବ । ଯଦି ଆପଣ ଛୋଟ ଛୋଟ ସମସ୍ୟାଗୁଡ଼ିକୁ ଅଣଦେଖା କରନ୍ତି, ତେବେ ଆପଣଙ୍କ ସ୍ଵାସ୍ଥ୍ୟରେ ପୂର୍ବ ଭଳି ସ୍ଥିରତା ଦେଖିବାକୁ ମିଳିବ । କ୍ୟାରିଅର ପରିବର୍ତ୍ତନ କରିବା ବିଷୟରେ ଯେଉଁମାନେ ବହୁତ ଦିନରୁ ବିଚାର କରିଆସୁଛନ୍ତି, ସେମାନେ ଭଲ ଅଫର୍ ପାଇବାର ସମ୍ଭାବନା ଅଛି । ସେମାନେ ଆବଶ୍ୟକୀୟ ବ୍ୟାବସାୟିକ ଲାଭ ମଧ୍ୟ ପାଇବେ ।

କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ (Pisces)

ମୀନ: ସମ୍ପୂର୍ଣ୍ଣ ସପ୍ତାହରେ ପ୍ରେମ ଓ ଭାଗ୍ୟ ଆପଣଙ୍କ ସହିତ ଛାଇ ଭଳି ରହିଥିବେ । ସପ୍ତାହର ଆରମ୍ଭରେ ଆପଣ ଗୋଟିଏ ବଡ ସଫଳତା ପାଇବାର ସମ୍ଭାବନା ଅଛି, ଏହା ସହିତ ଘରେ ଏକ ଖୁସିର ବାତାବରଣ ସୃଷ୍ଟି ହେବ । ବ୍ୟବସାୟ ପରିସ୍ଥିତି ପୂର୍ବ ଭଳି ଅନୁକୂଳ ରହିବ ଏବଂ ବିସ୍ତାର କରିବା କାମ ଆବଶ୍ୟକ ହେବ । ପିଲାମାନଙ୍କ ସମ୍ବନ୍ଧିତ କୌଣସି ଉଲ୍ଲେଖନୀୟ ସଫଳତା ଆପଣଙ୍କ ପାଇଁ ବହୁତ ସମ୍ମାନର ବିଷୟ ହେବ । ପ୍ରେମ ସଂପର୍କକୁ ନେଇ ଏହି ସପ୍ତାହ ଆପଣଙ୍କ ପାଇଁ ସୌଭାଗ୍ୟଶାଳୀ ହେବ । ଯଦି ଆପଣ କାହା ନିକଟରେ ନିଜର ସ୍ନେହ ଭାବ ପ୍ରକାଶ କରିବା କଥା ବିଚାର କରନ୍ତି, ତେବେ ଏହା କରିବା ଦ୍ଵାରା ଆପଣ ଲାଭବାନ ହେବାର ସମ୍ଭାବନା ଅଛି । ଏହି ସମୟରେ ସାଂପ୍ରତିକ ପ୍ରେମ ସମ୍ପର୍କ ପୂର୍ବାପେକ୍ଷା ଆହୁରି ସୁଦୃଢ ହେବ । ସ୍ଵାସ୍ଥ୍ୟାବସ୍ଥା ସାମାନ୍ୟ ହେବ । ସପ୍ତାହର ଦ୍ଵିତୀୟାର୍ଦ୍ଧରେ ଆପଣ ଏକ ଏକାନ୍ତ ଜାଗାକୁ ଯିବା ପାଇଁ ମନସ୍ଥ କରିବେ ଏବଂ ବ୍ୟକ୍ତିଗତ ଭାବେ ସମୟ ଅତିବାହିତ କରିବେ । ଏହି ସମୟରେ, ଆପଣ ଧାର୍ମିକ, ଆଧ୍ୟାତ୍ମିକ ଓ ସାମାଜିକ କାର୍ଯ୍ୟ ପାଇଁ ମନ ବଳାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.