ETV Bharat / bharat

ଅକ୍ଟୋବର ୧ରୁ ଗଡ଼ିବ ‘ଗାର୍ଭି ଗୁଜୁରାଟ’ ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ, ଜାଣନ୍ତୁ ଓଡ଼ିଶା କନେକ୍ସନ - Garvi Gujarat tourist special Train

author img

By ETV Bharat Odisha Team

Published : 15 hours ago

Garvi Gujarat Tourist Special Train: ଅକ୍ଟୋବର ୧ ତାରିଖରୁ ଦିଲ୍ଲୀରୁ ଗଡିବ ‘ଗାର୍ଭି ଗୁଜୁରାଟ’ ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ । ପ୍ରଥମ ଥର ଡିଲକ୍ସ-ଏସି ପର୍ଯ୍ୟଟନ ଟ୍ରେନ । ଓଡ଼ିଶାରେ କେଉଁ ରୁଟ୍ ରେ ଚାଲିଛି ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ, ଜାଣନ୍ତୁ ।

ଅକ୍ଟୋବର ପହିଲାରେ ଦିଲ୍ଲୀରୁ ଗଡିବ ‘ଗାର୍ଭି ଗୁଜୁରାଟ’ ପର୍ଯ୍ୟଟନ ସ୍ବତନ୍ତ୍ର ଟ୍ରେନ, ତୀର୍ଥଯାତ୍ରୀଙ୍କ ପାଇଁ ରହିଛି ଏହି ନୂଆ ସୁବିଧା
ଅକ୍ଟୋବର ପହିଲାରେ ଦିଲ୍ଲୀରୁ ଗଡିବ ‘ଗାର୍ଭି ଗୁଜୁରାଟ’ ପର୍ଯ୍ୟଟନ ସ୍ବତନ୍ତ୍ର ଟ୍ରେନ, ତୀର୍ଥଯାତ୍ରୀଙ୍କ ପାଇଁ ରହିଛି ଏହି ନୂଆ ସୁବିଧା (ETVBharatodisha)

ଭୁବନେଶ୍ବର: “ଗାର୍ଭି ଗୁଜୁରାଟ” ଟ୍ରେନ ପର୍ଯ୍ୟଟନକୁ ଏକ ନୂତନ ଦିଗନ୍ତ । ଭାରତୀୟ ରେଳବାଇ ଅଧିନରେ ଥିବା ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ ଲିମିଟେଡ (ଆଇଆରସିଟିସି) ଭାରତ ସମୃଦ୍ଧ ଐତିହାସିକ, ସାଂସ୍କୃତିକ ତଥା ଆଧ୍ୟାତ୍ମିକ ଐତିହ୍ୟକୁ ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ ମାଧ୍ୟମରେ ପ୍ରଦର୍ଶନ କରିବା ପାଇଁ ଜାରି ରଖିଛି । ‘ଆଇଆରସିଟିସି’ ଦିଲ୍ଲୀରୁ ଅକ୍ଟୋବର ୧ ତାରିଖରେ "ଗାର୍ଭି ଗୁଜୁରାଟ" ଭାରତ ଗୌରବ ଡିଲକ୍ସ-ଏସି ଟୁରିଷ୍ଟ ଟ୍ରେନ ଲଞ୍ଚ କରିବାକୁ ଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ: ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବା ପରେ କେତେ ଖୁସି ରେଳ ଯାତ୍ରୀ, ଇଟିଭି ଭାରତର ରିୟଲିଟି ଚେକ୍ - Vande Bharat Express

ଏହା ମଧ୍ୟ ପଢ଼ନ୍ତୁ: ରେଳବାଇରେ ବିପ୍ଳବ ଆଣିଛି 'ବନ୍ଦେ ଭାରତ ଏକ୍ସପ୍ରେସ', କଣ ରହିଛି ନୂଆ ଫିଚର ଓ ଫେସିଲିଟି ? - Vande Bharat Express

ଅକ୍ଟୋବର ପହିଲାରେ ଦିଲ୍ଲୀରୁ ଗଡିବ ‘ଗାର୍ଭି ଗୁଜୁରାଟ’ ପର୍ଯ୍ୟଟନ ସ୍ବତନ୍ତ୍ର ଟ୍ରେନ, ତୀର୍ଥଯାତ୍ରୀଙ୍କ ପାଇଁ ରହିଛି ଏହି ନୂଆ ସୁବିଧା
ଅକ୍ଟୋବର ପହିଲାରେ ଦିଲ୍ଲୀରୁ ଗଡିବ ‘ଗାର୍ଭି ଗୁଜୁରାଟ’ ପର୍ଯ୍ୟଟନ ସ୍ବତନ୍ତ୍ର ଟ୍ରେନ, ତୀର୍ଥଯାତ୍ରୀଙ୍କ ପାଇଁ ରହିଛି ଏହି ନୂଆ ସୁବିଧା (ETVBharatOdisha)

ଏହି ଟ୍ରେନରେ ସ୍ଵତନ୍ତ୍ର ଶ୍ରେଣୀ:-

  • ଏହି ଟ୍ରେନରେ ବିଶେଷ ଭାବରେ ଏସି-୧, ଏସି-୨, ଏବଂ ଏସି-୩ ଶ୍ରେଣୀ ସହିତ ମୋଟ ୧୫୦ ପର୍ଯ୍ୟଟକଙ୍କୁ ନେଇ ଯାତ୍ରା କରିପାରିବ । ଭାରତର ୨୪ଟି ରାଜ୍ୟରେ ୧୮୦ରୁ ଅଧିକ ‘ଭାରତ ଗୌରବ ଟୁରିଷ୍ଟ ଟ୍ରେନ୍’ ଚଳାଚଳ କରିଛି ବୋଲି ସୂଚନା ଦେଇଛି ପୂର୍ବତଟ ରେଳପଥ ।
  • ଯାତ୍ରୀଙ୍କ ପାଇଁ ସୁବିଧା:-

ଟ୍ରେନ ଯାତ୍ରୀଙ୍କ ଆରାମ ଏବଂ ସୁବିଧା ପାଇଁ ଡିଜାଇନ୍ ହୋଇଥିବା “ଗାର୍ଭି ଗୁଜରାଟ” ଭାରତ ଗୌରବ ଡିଲକ୍ସ-ଏସି ଟୁରିଷ୍ଟ ଟ୍ରେନ ବିଭିନ୍ନ ଆଧୁନିକ ସୁବିଧା ପ୍ରଦାନ କରିବ ବୋଲି ସୂଚନା ଦେଇଛି ପୂର୍ବତଟ ରେଳପଥ ।

ଅକ୍ଟୋବର ପହିଲାରେ ଦିଲ୍ଲୀରୁ ଗଡିବ ‘ଗାର୍ଭି ଗୁଜୁରାଟ’ ପର୍ଯ୍ୟଟନ ସ୍ବତନ୍ତ୍ର ଟ୍ରେନ, ତୀର୍ଥଯାତ୍ରୀଙ୍କ ପାଇଁ ରହିଛି ଏହି ନୂଆ ସୁବିଧା (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ରେଳବାଇରେ ବଡ଼ ନିଯୁକ୍ତି ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ - RRB Recruitment 2024

ଏହା ମଧ୍ୟ ପଢନ୍ତୁ :- ଗଡିଲା ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ, 6ଟି ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ - NEW VANDE BHARAT EXPRESS

ଏହା ମଧ୍ୟ ପଢନ୍ତୁ :- ଗଡିଲା ଆଉ ଏକ ‘ଭାରତ ଗୌରବ’ ଟ୍ରେନ, ଏବେ ବିଦେଶକୁ ତୀର୍ଥଯାତ୍ରା ହେଲା ସୁବିଧା - BHARAT GAURAV TRAIN

  • ବିଶେଷ ଭାବେ ଯାତ୍ରୀଙ୍କ ପାଇଁ ଦୁଇଟି ଡାଇନିଂ ରେଷ୍ଟୁରାଣ୍ଟ
  • ଏକ ଅତ୍ୟାଧୁନିକ ରୋଷେଇ ଘର
  • ସାୱାର କ୍ୟୁବିକଲ
  • ସେନ୍ସର ଚାଳିତ ୱାସ ରୁମ
  • ପାଦ ମସାଜ ଉପଭୋଗ କରିପାରିବେ ଯାତ୍ରୀ

ଯାତ୍ରୀମାନଙ୍କ ପାଇଁ ସୁରକ୍ଷା:-

ପ୍ରଥମ ଏସି, ଦ୍ୱିତୀୟ ଏସି ଏବଂ ତୃତୀୟ ଏସିରେ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କୋଚ ରହିଛି । ଏହା ସହିତ ଟ୍ରେନ ସିସିଟିଭି କ୍ୟାମେରା ଏବଂ ଆଗକୁ ସୁରକ୍ଷା ସହିତ ଏକ ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବ । ଏହି ଟ୍ରେନରେ ୧୫୦ ଯାତ୍ରୀ ଯାତ୍ରା କରିପାରିବେ । ଯେଉଁଥିରେ ଦିଲ୍ଲୀ ସଫଦରଜଙ୍ଗ, ଗୁରୁଗାଓଁ, ରେୱାରୀ, ରିଙ୍ଗାସ୍, ଫୁଲେରା ଏବଂ ଅଜମେର ରେଳ ଷ୍ଟେସନରେ ବୋର୍ଡିଂ ଏବଂ ଡ଼ିବୋର୍ଡିଂ ବିକଳ୍ପ ରହିଛି ବୋଲି ସୂଚନା ଦେଇଛି ପୂର୍ବତଟ ରେଳପଥ ।

3 ବର୍ଷରେ ଗଡିଲାଣି ୧୮୦ ରୁ ଅଧିକ ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ:-

ଭାରତ ଗୌରବ ଟୁରିଷ୍ଟ ଟ୍ରେନ ସମଗ୍ର ଭାରତରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ବିଗତ ତିନିବର୍ଷ ମଧ୍ୟରେ ୧୮୦ରୁ ଅଧିକ ଭାରତ ଗୌରବ ଟ୍ରେନ ୨୪ଟି ରାଜ୍ୟ ଦେଇ ୮୦ହଜାରରୁ ଅଧିକ ଯାତ୍ରୀଙ୍କୁ ନେଇ ଯାତ୍ରା କରିଛି । ଏଥିରୁ ଓଡ଼ିଶାରେ ଚାଲିଛି ଦୁଇଟି ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ । ସେଗୁଡ଼ିକ ହେଲା- ପୁରୀ ଗଙ୍ଗାସାଗର ଭବ୍ୟ କାଶୀ ଏବଂ ପୁରୀ- କୋଲକାତା ଗଙ୍ଗା ସାଗର ଟ୍ରେନ । ଭାରତ ଗୌରବ ପର୍ଯ୍ୟଟନ ଟ୍ରେନର ଉଲ୍ଲେଖନୀୟ ରୁଟଗୁଡ଼ିକ ହେଲା-

ଭାରତ-ନେପାଳ ମୈତ୍ରୀ ଯାତ୍ରା

  • ଶ୍ରୀ ରାମାୟଣ ଯାତ୍ରା
  • ଚାର ଧାମ ଯାତ୍ରା
  • ବୁଦ୍ଧିଷ୍ଟ ସର୍କିଟ ଟୁରିଷ୍ଟ ଟ୍ରେନ୍
  • ବାବା ସାହେବ ଆମ୍ବେଦକର ଯାତ୍ରା
  • 7 ଜ୍ୟୋତିର୍ଲିଙ୍ଗ ଯାତ୍ରା।
  • ଦିବ୍ୟ ଦକ୍ଷିଣ ଦର୍ଶନ ଯାତ୍ରା
  • ପୁରୀ ଗଙ୍ଗାସାଗର ଭବ୍ୟ କାଶୀ ଯାତ୍ରା
  • ଜୈନ ଯାତ୍ରା ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ୍
  • ପୁରୀ- କୋଲକାତା ଗଙ୍ଗା ସାଗର ଯାତ୍ରା

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.