ETV Bharat / bharat

ମେ 31 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - DAILY HOROSCOPE

Horoscope Of 31st May: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

Horoscope
Horoscope (ETV Bharat Odisha)
author img

By ETV Bharat Odisha Team

Published : May 31, 2024, 12:00 AM IST

ମେଷ: ଆଜି ଦିନଟି ଶୁଭଫଳଦାୟକ ଅଟେ । ସାମାଜିକ ଓ ଅର୍ଥନୈତିକ କର୍ମରେ ଆପଣ ନିଜର ପ୍ରତିଷ୍ଠା ଅର୍ଜନ କରିବା ଯୋଗୁଁ ବନ୍ଧୁ ଓ ପ୍ରିୟଜନଙ୍କ ଦ୍ୱାରା ପଶଂସିତ ହେବେ । ଗୁରୁଜନ ତଥା ପିତାମାତା ଆପଣଙ୍କ ପାଇଁ ପୂଜନୀୟ । ସେମାନଙ୍କ ସ୍ନେହଶ୍ରଦ୍ଧା ପାଇ ଆତ୍ମସନ୍ତୋଷ ପାଇବେ । ପତ୍ନୀଙ୍କ ସହ ଗୋଟିଏ ରମଣୀୟ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ହଠାତ୍ ସନ୍ତାନମାନେ କିଛି ଆର୍ଥିକ ସାହାଯ୍ୟ କରିପାରନ୍ତି ।

ବୃଷ: ନୂଆ ଓ ପୁରୁଣା କାର୍ଯ୍ୟର ଭାର ବହନ କରି ସୁଫଳ ପାଇବେ । ବୃତ୍ତିଧାରୀ ତଥା ବ୍ୟବସାୟୀଙ୍କ ନିମନ୍ତେ ଦିନଟି ଅତ୍ୟନ୍ତ ଶୁଭଙ୍କର । ବୃତ୍ତିରେ ସହକର୍ମୀମାନେ ସହଯୋଗ କରିବେ । ଉପରିସ୍ଥ ହାକିମଙ୍କ ଦ୍ୱାରା ପ୍ରଶଂସିତ ହେବେ ଏବଂ ପଦୋନ୍ନତି ମଧ୍ୟ ହେବାର ଅଛି । ଏଥିପାଇଁ ନିଜେ ଏବଂ ଅନ୍ୟମାନେ ଖୁସି ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମିଥୁନ: ଦୁଇ ଦିନଯାଏଁ ଯେଉଁ କାମକୁ ହାତକୁ ନେଇ କରି ସାରିଛନ୍ତି, ସେଥିପାଇଁ କ୍ଲାନ୍ତ ଲାଗିପାରେ । ନିଜେ ଅସୁସ୍ଥତା ଭୋଗିପାରନ୍ତି । ଆପଣଙ୍କର ପିଲାମାନଙ୍କ ଯୋଗୁଁ ମନ ବିଚଳିତ ରହିବ । ଶାରୀରିକ କ୍ଲାନ୍ତି ଯୋଗୁଁ ଅବସନ ହୋଇପଡିବେ ଏବଂ ଘରଛାଡି କେଉଁ କାମ କରିବାକୁ ଇଚ୍ଛା ହେବ ନାହିଁ । ପେଟ ଯନ୍ତ୍ରଣା ଭୋଗିପାରନ୍ତି । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ସବୁ ତୁଚ୍ଛ ଲାଗିବ ।

କର୍କଟ: ଶୁଭ ସକାଳ ଡେରିରେ ଆସିପାରେ । ତେଣୁ ଧର୍ଯ୍ୟଧରି ନିଜ କାମରେ ହେଳା କରନ୍ତୁ ନାହିଁ । ଜରୁରୀ କାର୍ଯ୍ୟକ୍ରମକୁ ଅନ୍ୟ ଦିନକୁ ଘୁଞ୍ଚାଇଦିଅନ୍ତୁ । ଡାକ୍ତରୀ ଚିକିତ୍ସା ପାଇଁ ମଧ୍ୟ ଅନ୍ୟ କୌଣସି ଦିନ ଯାଇପାରନ୍ତି । ନିଜକୁ ବାରବୁଲା ଭାବି ମନ ଛୋଟ କରିବା ପରିବର୍ତ୍ତେ ନିଜର ମାନସିକ ଅସ୍ଥିରତାକୁ ଦୁର କରିବାପାଇଁ ଧୈର୍ଯ୍ୟ ଛଡା ଆଉ କିଛିନାହିଁ । ଭଲ ଫଳ ନମିଳିଲେ ମଧ୍ୟ ହତାଶାଭାବ ମନେରେ ପୋଷଣ କରନ୍ତୁନାହିଁ ।

ସିଂହ: ଗତକାଲି ପରି ଆଜି ମଧ୍ୟ ଆପଣଙ୍କ ଦିନଟି ସେତେ ଭଲରେ କଟିବ ନାହିଁ । ସାଙ୍ଗ ହୋଇ କରୁଥିବା ବ୍ୟବସାୟରେ ବନ୍ଧୁଙ୍କ ରୁକ୍ଷ ବ୍ୟବହାର ମନକୁ ଅଶାନ୍ତ କରିପାରେ । ନିଜର ବିଶ୍ୱାସରେ ଅନ୍ୟକୁ ସରଳ ଭାବି ରହିଗଲେ ତାହା ନିଜପାଇଁ ହାନିକାରକ ବୋଲି ସାବ୍ୟସ୍ତ ହୋଇପାରେ । ନିଜର ସ୍ୱାସ୍ଥ୍ୟ ଭଲ ରହିବ, ମାତ୍ର ପତ୍ନୀଙ୍କ କ୍ଷେତ୍ରରେ ବିପରୀତ ଦେଖାଦେଇପାରେ । ମନକୁ ହାଲ୍‍କା ରଖିବାକୁ ସମୁଦ୍ରକୂଳକୁ ବୁଲିବାକୁ ଯାଆନ୍ତୁ ।

କନ୍ୟା: ଆଜି ଦିନଟି ଶୁଭଙ୍କର ଅଟେ । ପରିବାରର ସଦସ୍ୟ ଏବଂ ବନ୍ଧୁବାନ୍ଧବଙ୍କ ଗହଣରେ ଆମୋଦ ପ୍ରମୋଦରେ ସୁଅ ଛୁଟିବ । ଶାନ୍ତ ପରିବେଶ ମଧ୍ୟରେ ଆପଣଙ୍କ ମନ ପ୍ରଫୁଲ୍ଲ ରହିବ । ଶରୀର ପୁର୍ବାବସ୍ଥା ଠାରୁ ଆହୁରି ଭଲ ରହିବ । ଆର୍ଥିକ ଅବସ୍ଥା ଅତି ସ୍ୱଚ୍ଛଳ ସାମାଜିକ ଜୀବନରେ ପ୍ରତିଷ୍ଠିତ ହୋଇପାରନ୍ତି । ସହକର୍ମୀମାନଙ୍କ କାର୍ଯ୍ୟରେ ସହଯୋଗ କରିବେ ।

ତୁଳା: ମନଯୋଗ ଦେଇ ଯେଉଁ କାର୍ଯ୍ୟଟିରେ ହାତ ଦେବେ ତାହା ସଫଳତା ଲାଭ କରିବ । ଆପଣଙ୍କର ଚିନ୍ତନଶୀଳ ମନୋବୃତ୍ତି ଏବଂ ଧୀଶକ୍ତି ଯୋଗୁଁ ଆନନ୍ଦଦାୟକ ବାଟରେ ଆଗେଇ ପାରନ୍ତି । ବିଦେଶରୁ ବାନ୍ଧବୀଙ୍କ ଠାରୁ କିମ୍ୱା ନିଜର ସନ୍ତାନ ଠାରୁ ଶୁଭଖବର ପାଇଁ ଆତ୍ମସନ୍ତୋଷ ଲାଭ କରିବେ । ଗ୍ରହର ସୁପ୍ରଭାବରୁ ସବୁ ମଙ୍ଗଳମୟ କାର୍ଯ୍ୟ କରିବାକୁ ଇଛା କରିପାରନ୍ତି ।

ବିଛା: ପାରିବାରିକ ଜୀବନରେ ସୁଖଶାନ୍ତି ଫେରିଆସିପାରେ । ଦିନଟି ସୁଖରେ କାଟିବାକୁ ହେଲେ ଧର୍ମପତ୍ନୀଙ୍କସହ ଆପୋଷ ବୁଝାମଣା କରିବାକୁ ପଡିପାରେ । ତେଣୁ କୌଣସି ନାଟକୀୟ ଢଙ୍ଗରେ ଗୃହରେ ସୁସ୍ଥ ବାତାବରଣ ସୃଷ୍ଟି କରନ୍ତୁ । କୌଣସି ନାଟକୀୟ ଢଙ୍ଗରେ ଗୃହରେ ସୁସ୍ଥ ବାତାବରଣ ସୃଷ୍ଟି କରନ୍ତୁ । କୌଣସି ବାନ୍ଧବୀଙ୍କ ସହ ବ୍ୟବସାୟିକ କଥାବାର୍ତ୍ତା ପାଇଁ ଅନ୍ୟ ଦିନ ସ୍ଥିର କରନ୍ତୁ । ପହଁରିବାର ଯୋଜନାକୁ ସ୍ଥଗିତ ରଖନ୍ତୁ ।

ଧନୁ: ଆଧ୍ୟାତ୍ମିକ ଚିନ୍ତାଧାରାରେ ଉଦବୁଦ୍ଧ ହୋଇ ଦିନଟିକୁ ଶାନ୍ତ ମାର୍ଗରେ କାଟିପାରନ୍ତି । ଯାହା ବିଷୟରେ ଜାଣିବାକୁ ଆପଣ ଉଦବିଗ୍ନ ସେଇ ବିଷୟରେ ପଢିବା ପାଇଁ ଇଚ୍ଛାମତେ ସମୟ ଦେଇପାରନ୍ତି । ଭାଇ ଭଊଣୀଙ୍କ ସମ୍ପର୍କ ବୃଦ୍ଧି ପାଇବ । ବନ୍ଧୁମାନଙ୍କ ଗହଣରେ ଚା ପାନର ମଜ୍ଜା ନେଇପାରିବେ ଏବଂ ବହୁଦିନରୁ ଦେଖାହୋଇନଥିବା ଏକ ବନ୍ଧୁଙ୍କର ସାକ୍ଷାତ ମିଳିପାରେ । କଥୋପକଥନରେ ବହୁତ ସମୟ ଅତିବାହିତ କରି ଆନନ୍ଦ ଉପଲବ୍ଧ କରିବେ ।

ମକର: ଅର୍ଥ ଲଗାଣକାରୀ ସଂସ୍ଥାରେ ଅର୍ଥ ବିନିଯୋଗ କରି ଲାଭବାନ ହେବେ । ତେଣୁ ଆର୍ଥିକ ଅବସ୍ଥା ରହିବ । ପାରିବାରିକ ଜୀବନରେ ଟିକିଏ ବ୍ୟତିକ୍ରମ ଦେଖାଦେଇପାରେ ଯାହାଦ୍ୱାରା ଆପଣ ନିଜକୁ ନ୍ୟୁନ ମନେ କରିବେ । ମହିଳା ମାନେ ଘରକାମରେ ଅକ୍ଲାନ୍ତ ପରିଶ୍ରମ କରି ନିଜକୁ ଗୌରବାନ୍ୱିତ ମନେ କରିବେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଦିନଟି ଶୁଭଙ୍କର ନୁହେଁ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ନାହିଁ ।

କୁମ୍ଭ: ଆଜି ଦିନଟି ଏକ ଭାଗ୍ୟଶାଳୀ ଦିବସ ଅଟେ । ବ୍ୟବସାୟରୁ ଅତ୍ୟନ୍ତ ଆର୍ଥିକ ସହାୟତା ମିଳିପାରେ । ଦିନଟି ନିଜର ବ୍ୟବସାୟୀ ବୁଦ୍ଧିକୁ ଖଟାଇ ମନୋରମ କରିପାରିବେ । ପ୍ରିୟଜନଙ୍କ ଠାରୁ ଉପହାର ପାଇ ନିଜକୁ ଭାଗ୍ୟଶାଳୀ ମନେ କରିବେ । ଶରୀର ସୁସ୍ଥ ରହିବ, ଅବସର କାଳୀନ ଯାତ୍ରା ବନ୍ଧୁମେଳରେ ଖୁସିର ଲହରୀ ସୃଷ୍ଟି କରିବ । ବ୍ୟବସାୟ ସଂକ୍ରାନ୍ତୀୟ ଏକ ବନ୍ଧୁ ମିଳନରେ ଆମୋଦ ପ୍ରମୋଦ କରିପାରନ୍ତି ।

ମୀନ: ଆଇନ ସମ୍ପର୍କୀୟ ଘଟଣାରୁ ନିଜକୁ ଦୂରେଇ ରହନ୍ତୁ । କମ ସମୟରେ ଉପକୃତ ଆର୍ଥିକ ଯୋଜନା ପଛରେ ଧାଇଁବା ଉଚିତ ନୁହେଁ । କୌଣସି ଆଲୋଚନାରେ ଭାଗ ନିଅନ୍ତୁ ନାହିଁ । ଆପଣ ଘର ଓ ପ୍ରିୟଜନଙ୍କ ଠାରୁ ଦୁରେଇ ଯିବାଦ୍ୱାରା ମନରେ ଅଶାନ୍ତି ସୃଷ୍ଟି ହୋଇପାରେ । ଅର୍ଥ ଲଗାଣକାରୀ ସଂସ୍ଥାରେ ଅର୍ଥ ଲଗାଇବା ଅନୁଚିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.