ETV Bharat / bharat

ଜାନୁଆରୀ 24 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

author img

By ETV Bharat Odisha Team

Published : Jan 24, 2024, 6:24 AM IST

24th January Horoscope: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

horoscope
horoscope

ମେଷ: ଆଜି ଦିନଟି ଅନୁକୂଳ ଏବଂ ଘଟଣାପୂର୍ଣ୍ଣ ରହିବ । ଆପଣ ମାନସିକ ଭାବରେ ବିଶ୍ରାମବିହୀନ ଥିବାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମନ ଲଗାଇବାରେ ସକ୍ଷମ ହେବେ ନାହିଁ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତକୁ ସ୍ଥଗିତ ରଖନ୍ତୁ । ଅଫିସ୍‌ ତରଫରୁ ଗୋଟିଏ ଯାତ୍ରାର ଆଶଙ୍କା ଅଛି । ଏହା ଯୋଗାଯୋଗ କରିବା କିମ୍ବା ଲେଟର୍‌ ଏବଂ ଡକ୍ୟୁମେଣ୍ଟ୍‌ ଡ୍ରାଫ୍ଟିଙ୍ଗ୍‌ କରିବା ପାଇଁ ଉତ୍ତମ ଭାବରେ ବ୍ୟବହାର ହୋଇପାରିବ ।

ବୃଷ: ଯଦି ଆପଣ ସାରା ଦିନ ଶାନ୍ତ ଏବଂ ନିରବ ରହିବେ ତେବେ ଦିନଟି ଭଲରେ କଟିବ । ଦ୍ୱନ୍ଦ ଏବଂ ସିଦ୍ଧାନ୍ତ ନ ନେଇପାରିବା ଯୋଗୁଁ ଆପଣ ଭଲ ସୁଯୋଗ ହାତ ଛଡା କରିଦେଇପାରନ୍ତି । ସାହାଯ୍ୟ କରିବା ଏବଂ ଶାନ୍ତି ବନାଇ ରଖିବାର ପ୍ରବୃତ୍ତି ବଜାୟ ରଖିବା ପାଇଁ ଚେଷ୍ଟା କରନ୍ତୁ । ଯାତ୍ରା କରିବା ଘୁଞ୍ଚିଯିବାର ସମ୍ଭାବନା ଅଛି । ଆଜି ଦିନଟି ଲେଖକ, କଳାକାର ଏବଂ ପରାମର୍ଶଦାତାମାଙ୍କ ପାଇଁ ଭଲ ହୋଇଥାଏ । ନୂଆ ସ୍କିମ୍‌ ଏବଂ ନୂଆ ପ୍ରକଳ୍ପ ହାତକୁ ନିଅନ୍ତୁ ନାହିଁ ।

ମିଥୁନ: ଆଜି ଦିନ ଆପଣଙ୍କର ଆର୍ଥିକ ଭାବରେ ଲାଭ ହେବ । ଆପଣ ବଢିଆ ଖାଦ୍ୟ ଖାଇ, ନିଜର ପ୍ରିୟ ପୋଷାକ ପିନ୍ଧି ଏବଂ ବନ୍ଧୁ ଓ ସମ୍ପର୍କୀୟ ଗହଣରେ ମଜା ମଜଲିସ୍‌ କରିବାର ଆନନ୍ଦ ନେଇପାରନ୍ତି । ଶରୀର ସୁସ୍ଥ ରହିବ । ସମ୍ଭାବିତ ଅଯଥା ଖର୍ଚ୍ଚ ପ୍ରତି ସାବଧାନ ରୁହନ୍ତୁ ।

କର୍କଟ: ଆଜି ଆପଣଙ୍କର ମନରେ ଅପ୍ରତିଭା ଏବଂ ଦୁବିଧା ଲୁଚକାଳି ଖେଳିବ । ତେଣୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହାକୁ ଅନ୍ୟ ଦିନକୁ ଘୁଞ୍ଚାଇ ଦିଅନ୍ତୁ । ଆପଣଙ୍କର ଜିହ୍ୱାକୁ ସଞ୍ଜତ କରନ୍ତୁ ,ନଚେତ୍‍ ଆପଣଙ୍କର ପରିବାରରେ ବିବାଦ ହୋଇପାରେ । ସେମାନେ ଆପଣଙ୍କୁ ନିରାଶ କରି ଛାଡି ଚାଲିଯିବେ । ଯଦି କିଛି ତର୍କବିତର୍କ ଅଛି, ତାକୁ ସ୍ପଷ୍ଟ ଏବଂ ଖୋଲାଖୋଲି ଭାବେ ଆଲୋଚନା କରି ଆଗକୁ ଥିବା ଭୁଲ ବୁଝାମଣାକୁ ଦୁରେଇ ଦେବା ବହୁତ ଭଲ ହେବ । ଆପଣଙ୍କର ସ୍ୱାସ୍ଥ୍ୟ,ଧନ, ଖ୍ୟାତି ପାଇଁ ଅତିରିକ୍ତ ଧ୍ୟାନ ଦିଅନ୍ତୁ । ଆପଣ ଆଜି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

ସିଂହ: ଆଜି ଦିନଟି ଆପଣଙ୍କ ପାଇଁ ଲାଭଜନକ ହେବ । ବିଶେଷ କରି ମହିଳାମାନେ ସ୍ୱାର୍ଥବିହୀନ ହୋଇପାରନ୍ତି । ଗୋଟିଏ ଭଲ ଜାଗାକୁ ବୁଲିଯିବା ସମ୍ଭାବନା ଅଛି । ଯଦି ଆପଣ ବିଳମ୍ବ ହେବେ ତେବେ ସୁଯୋଗ ହାତଛଡା ହୋଇଯିବ । ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ନିଶ୍ଚିତ ଭାବରେ ବିଳମ୍ବ ହେବ ।

କନ୍ୟା: ଆଜିର ସକାଳ ଆପଣଙ୍କ ପାଇଁ ଦୟାଶୀଳ ଏବଂ ବନ୍ଧୁତ୍ୱପୂର୍ଣ୍ଣ ରହିବ । ଆଜି ଦିନରେ ଶୁଭାରମ୍ଭ ହୋଇଥିବା ସ୍କିମ୍‌ ଏବଂ ପ୍ରକଳ୍ପ ସଫଳତାର ସହ ସ୍ଥିର ହେବ । ପେଶାଦାର ଏବଂ ଅଫିସ୍‌ ଯାଉଥିବା ବ୍ୟକ୍ତି ପଦୋନ୍ନତି ଏବଂ ଦରମା ବୃଦ୍ଧି ପାଇପାରନ୍ତି । ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଅଧିକ ଲାଭବାନ ହୋଇପାରନ୍ତି । ଆପଣଙ୍କ ବାପାଙ୍କ ତରଫରୁ ବିଶେଷ ବ୍ୟବସ୍ଥା ଏବଂ ଲାଭ ଆସିପାରେ ।

ତୁଳା: ଏହି ଦିନଟି ବ୍ୟବସାୟୀମାନଙ୍କ ପାଇଁ ଭଲ ରହିବ । ପେଶାଦାରମାନେ ଏବଂ ଅଫିସ୍‌ ଯାଉଥିବା ଲୋକମାନେ ସହକର୍ମୀମାନଙ୍କ ଠାରୁ ଆଶ୍ଚର୍ଯ୍ୟଜନକ ସହଯୋଗ ପାଇବେ । ଲମ୍ବା ଛୁଟି ଦିନରେ, ତୀର୍ଥସ୍ଥାନ ଭ୍ରମଣର ଯୋଗ ଅଛି । ଆପଣ ଗଭୀର ଭାବରେ ଭାଷା ଏବଂ ଜ୍ଞାନ ଭିତ୍ତିକ ବିଷୟ ଉପରେ ଅଧିକ ମଜ୍ଜି ରହିବେ ।

ବିଛା: ଆଜି ଆପଣ ସୁରକ୍ଷିତ ଏବଂ ନିରାପଦ ରହିବା ପାଇଁ ସାବଧାନତା ଅବଲମ୍ବନ କରିବାକୁ ପଡିବ । ଘଟଣା ଆପଣଙ୍କ ସପକ୍ଷରେ ଯିବନାହିଁ । ଆପଣ ନିଶ୍ଚିତ ଭାବରେ ନୂତନ ପ୍ରୋଗ୍ରାମ୍‌ ଏବଂ ସ୍କିମ୍‌କୁ ଆଗକୁ ଘୁଞ୍ଚାଇପାରନ୍ତି । ଆପଣଙ୍କ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ । ଆପଣ ଆପଣଙ୍କ ଭାବନାକୁ ବିପ୍ଳବାତ୍ମକ ଏବଂ ଅନୈତିକ ଘଟଣାରୁ ଦୂରେଇ ରହିବାକୁ ପରାମର୍ଶ ଅଛି ।

ଧନୁ: ଆଜି ଦିନଟି ଆପଣ ପାଇଁ ଉଜ୍ୱଳମୟ ରହିବ । ଆପଣ ସାରାଦିନ ହସଖୁସିରେ ରହିବେ । ଆପଣ ବାହାର ସାଙ୍ଗମାନଙ୍କ ସହ ହସଖୁସିରେ ସମୟ ବିତାଇବେ । ବନ୍ଧୁମାନଙ୍କ ସହ ବାହାର ଦୃଶ୍ୟ ଦେଖିବାର ଆଶା କରାଯାଉଛି । ଏହି ଦିନଟି ଏକ କଲ୍ପନାତ୍ମକ କାର୍ଯ୍ୟକଳାପରେ ବିତିବ । ଆପଣଙ୍କର ପାର୍ଟ୍‌ନରସିପ୍‌ ଆପଣଙ୍କ ପାଇଁ ଲାଭପ୍ରଦ ପ୍ରମାଣିତ ହେବେ ।

ମକର: ଆଜି ସ୍ୱାସ୍ଥ୍ୟ ଉପରେ ଦୁର୍ଘଟଣାଜନିତ ଖର୍ଚ୍ଚ ହେବାର ସମ୍ଭାବନା ଅଛି । ଖାଇବା ପିଇବା ଉପରେ ସାବଧାନ ରହନ୍ତୁ । ଆକ୍ରମକ ହୁଅନ୍ତୁ ନାହିଁ । ଭାଗ୍ୟବାଦୀ ହୋଇ ନକରାତ୍ମକ ଭାବକୁ ତ୍ୟାଗ କରନ୍ତୁ । ଆପଣଙ୍କର କାର୍ଯ୍ୟାଳୟର ପରିବେଶ ଅନୁକୁଳଜନିତ ଅଟେ । ଆପଣ ଏବଂ ଆପଣଙ୍କ ବ୍ୟବସାୟ ଭାଗୀଦାର ମଧ୍ୟରେ ମନୋମାଳିନ୍ୟତା ହୋଇପାରେ । ସର୍ତକ ରହନ୍ତୁ । ଆପଣ ନିଜର କ୍ଷମତା ପ୍ରୟୋଗ ଦ୍ୱାରା ସରକାରୀ ଅଧିକାରୀମାନଙ୍କ ସହିତ କାରବାର କରିବେ ।

କୁମ୍ଭ: ବିଶ୍ୱାସ ଏବଂ ସଂକଳ୍ପ ସହିତ ଆପଣ ସମସ୍ତ ନିର୍ଦ୍ଦେଶ ଗୁଡିକର କାର୍ଯ୍ୟଭାର ଗ୍ରହଣ କରିବେ । ଏକ ଗ୍ରସ୍ତ ହେବାର ସମ୍ଭାବନା ଅଛି । ଆପଣ ଭଲ ଖାଦ୍ୟ ଏବଂ ବଢିଆ ପୋଷାକ ପିନ୍ଧିପାରନ୍ତି । ଆପଣ ଏକ ବାହାନ ମଧ୍ୟ କିଣିପାରନ୍ତି |

ମୀନ: ଏହି ଦିନଟି ଆପଣଙ୍କ ପାଇଁ ଫଳପ୍ରଦ ହେବ । ଆପଣଙ୍କର ବିଶ୍ୱାସ ଏବଂ ମନୋବଳ ଆପଣଙ୍କୁ ବହୁତ ଉପରକୁ ପହଞ୍ଚାଇଦେବ । ଏପରି କି ଆପଣଙ୍କର ଶରୀରର ରକ୍ଷଣାବେକ୍ଷଣ ଆପଣଙ୍କୁ ନିରାଶ କରିବ ନାହିଁ । ପରିବାର ବାତାବରଣ ଆନନ୍ଦମୟ ରହିବ । ଆପଣଙ୍କର ପ୍ରତିଦ୍ୱନ୍ଦୀ ପରାଜୟ ସ୍ୱୀକାର କରିବେ । ଆକ୍ରମକତା ଏବଂ ଉଗ୍ରକୁ ଏଡ଼ାଇ ଯାଆନ୍ତୁ । ଆପଣଙ୍କର ସହକର୍ମୀ ଆପଣଙ୍କୁ ସହାୟତା କରିବାକୁ ଯାଉଛନ୍ତି । ବାପା ମାଆଙ୍କ ଠାରୁ ଖବର ପ୍ରାପ୍ତ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.