ETV Bharat / bharat

ଏପ୍ରିଲ ୧୦ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - Horoscope

Horoscope Of 10th April: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ଏପ୍ରିଲ ୧୦ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

author img

By ETV Bharat Odisha Team

Published : Apr 10, 2024, 12:01 AM IST

ମେଷ: ଆଜି ଆପଣଙ୍କ ଦିନଟି ଶୁଭରେ କଟିବ । ସାଧାରଣତଃ ମାନସିକ ଏବଂ ଶାରୀରିକ ସୁସ୍ଥତା ରହିବ। ନିଜର କାର୍ଯ୍ୟ ହାସଲ କରିବେ। ଭଗବାନଙ୍କ କୃପା ଆପଣଙ୍କ ଉପରେ ରହିବ ଏବଂ ପ୍ରିୟଜନମାନଙ୍କ ସହ ଖୁସିରେ ଦିନ କାଟିବେ । ବନ୍ଧୁ ବାନ୍ଧବଙ୍କ ଆଗମନରେ ଦିନଟି ଆନନ୍ଦରେ ଅତିବାହିତ ହେବ ।

ବୃଷ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ନୁହଁ । ଆଜି କୌଣସି ସମାସ୍ୟା ନେଇ ଆପଣଙ୍କର ମନ ବିଚଳିତ ରହିବ । କର୍ମରେ ଆଗେଇବାରେ ଇଚ୍ଛା ଥିଲେ ବି ପାରିବେ ନାହିଁ ।ପାରିବାରିକ ଅଶାନ୍ତି ଯୋଗୁଁ ଚିନ୍ତାଗ୍ରସ୍ତ ରହିପାରନ୍ତି । ମାନସିକ ଅଶାନ୍ତି ଲାଗିରହିବ ଓ କାମରେ ବାଧା ଉପୁଜିବ । ଏଣୁ ସାବଧାନତାର ସହ ସମସ୍ତ କାର୍ଯ୍ୟର ସମଧାନ କରନ୍ତୁ।

ମିଥୁନ: ଆପଣଙ୍କ ପାଇଁ ଆଜିର ଦିନଟି ଲାଭପ୍ରଦ ହେବ । ପ୍ରଚୁର ଅର୍ଥ ଲାଭ କରିବାର ସୁଯୋଗ ଅଛି । ଅବିବାହିତ ମାନେ ନିଜ ନିଜର ସାଥି ପାଇବାର ସମ୍ଭାବନା ଅଛି । ଅର୍ଥ ଅର୍ଜନ ସହ ସାଙ୍ଗ ମାନଙ୍କ ସହ ମୌଜ ମଜଲିସ କରିବେ ଏବଂ ସେମାନଙ୍କ ଦ୍ୱାରା ଆପଣଙ୍କୁ ସାହାଯ୍ୟ ମିଳିବ । ଆପଣ ନିଜ ସ୍ତ୍ରୀ/ସ୍ୱାମୀ ତଥା ପିଲାମାନଙ୍କ ଠାରୁ ମଧ୍ୟ ସାହାଯ୍ୟ ପାଇବେ । ନିଜ ପିଲାଙ୍କଠାରୁ ଭଲ ଖବର ପାଇବେ । ନିଜ କାମରୁ ଶୁଭ ଫଳ, ସମସ୍ତ ଦିଗରୁ ଶୁଭ ଖବର ତଥା ନିଜର ପ୍ରିୟ ସାଙ୍ଗଙ୍କ ସହ ଖୁସିରେ ଦିନଟି ଅତିବାହିତ କରିବେ ।

କର୍କଟ: ଆଜି ଦିନଟିରେ ମନ ଭଲ ରହିବ । ସମସ୍ତ କାର୍ଯ୍ୟ କରିବାରେ ସକ୍ଷମ ରହିବେ । ଉପରସ୍ଥ କର୍ମଚାରୀ ମାନେ ଖୁସି ରହିବେ । ପଦୋନ୍ନତି ହେବାର ଆଶା ଅଛି । କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିପାରନ୍ତି । ନିଜ ପରିବାର ବର୍ଗଙ୍କ ସହ ମଧ୍ୟ ଖୋଲା ଖୋଲି ଭାବରେ କିଛି ଆଲୋଚନା କରିବେ । ଘର ସାଜସଜ୍ଜାରେ ମନ ନିବେଶ କରିବେ ।ଅଫିସ୍‍ କାମରେ ଦୂର ଯାତ୍ରା କରିପାରନ୍ତି । ମା'ଙ୍କ ସହ ସମ୍ପର୍କ ନିବିଡ ହେବ । ସରକାରୀ ସ୍ତରରୁ ସୁବିଧା ଆଶା କରାଯାଇଛି । ଦିନ ସାରା ଆପଣଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ ।

ସିଂହ: ଆଜି ଆପଣଙ୍କର ଦିନଟି ମଧ୍ୟମ ଫଳ ଦେବ । ଆପଣଙ୍କ ଉଦ୍ୟମ ଫଳରେ କାର୍ଯ୍ୟରେ ସଫଳତା ହାସଲ କରିବାରେ ସକ୍ଷମ ହେବେ । ଆପଣଙ୍କ ଚିନ୍ତା ବର୍ଣ୍ଣବାଚ୍ୟ ହେବ । ମାଙ୍ଗଳିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଦୂର ଯାତ୍ରା ପାଇଁ ଯୋଜନା କରିପାରନ୍ତି । କୌଣସି କାରଣରୁ ରାଗିପାରନ୍ତି । ବିଦେଶୀ ବନ୍ଧୁଙ୍କ ଠାରୁ ସାହାଯ୍ୟ ପାଇବେ । ପିଲାଙ୍କ ଠାରୁ ଶୁଭ ଖବର ପାଇବେ । ମାନସିକ ଚିନ୍ତା ଲାଗିରହିବ । ପିଲାଙ୍କ ପାଇଁ ଚିନ୍ତା ବଢିବ । ବ୍ୟବସାୟୀମାନେ ବାଧାର ସମ୍ମୁଖିନ ହେବେ ।

କନ୍ୟା: ନୂତନ କାର୍ଯ୍ୟରମ୍ଭ ପାଇଁ ଦିନଟି ଶୁଭଙ୍କର ଅଟେ । ଶରୀରର ଯତ୍ନ ନିଅନ୍ତୁ । ବାସି ଖାଦ୍ୟ ତଥା ରେଷ୍ଟୁରାଣ୍ଟର ଖାଦ୍ୟ ପ୍ରତି ସତର୍କ ରୁହନ୍ତୁ । ନିଜ ପରିବାର ବର୍ଗଙ୍କ ସହ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ପାଣି, ନଦୀ,ପୋଖରୀ ଠାରୁ ଦୂରେଇ ରୁହନ୍ତୁ । ଅସାମାଜିକ କାର୍ଯ୍ୟରୁ ନିବୃତ ରୁହନ୍ତୁ ।

ତୁଳା: ଆପଣଙ୍କ ଦିନଟି ଆଜି ଖୁସୀରେ କଟିବ । ବିଭିନ୍ନ ଲୋକଙ୍କ ଗହଣରେ ରହିବେ ଏବଂ ସେମାନଙ୍କର ସାନିଧ୍ୟରେ ପ୍ରସନ୍ନ ରହିବେ । ସାଙ୍ଗ ସାଥିଙ୍କ ମେଳରେ ଯାତ୍ରା ଶୁଭ ରହିବ । କିଣାକିଣି କରିବେ । ଶାରୀରିକ ତଥା ମାନସିକ ଶାନ୍ତି ମିଳିବ । ସାମାଜିକ ପ୍ରତିଷ୍ଠା ମିଳିବ । ଜୀବନ ସାଥି ସହ ସମ୍ୱନ୍ଧ ଅତି ଭଲ ରହିବ । ଏହିଦିନ ଜୀବନ ଜୀବନ ସାଥି ସହ ଦୂର ଯାତ୍ରାର ଯୋଜନା ତିଆରି କରିବେ ।

ବିଛା: ଆଜିଦିନଟି ଆପଣଙ୍କ ପାଇଁ ଶୁଭ ଅଟେ । ନିଜର ପରିବାରର ସଦସ୍ୟଙ୍କ ମେଳରେ ମଊଜ ମଜଲିସ କରିବେ । ନିଜ ପିତୃପକ୍ଷ ଲୋକଙ୍କଠାରୁ କିଛି ଶୁଭ ସମ୍ୱାଦ ପାଇ ମନ ଉତଫୁଲ୍ଲିତ ହେବ । ଆପଣଙ୍କ ସହକର୍ମୀ ମାନେ ଆପଣଙ୍କୁ ସହଯୋଗ କରିବେ । ଅସଂପୂର୍ଣ୍ଣ ଥିବା କାର୍ଯ୍ୟକୁ ଆଜି ସମାପ୍ତ କରିପାରନ୍ତି । ଆର୍ଥିକ ସ୍ଥିତି ସୁଦୃଢ ହେବ ।

ଧନୁ: ଆପଣଙ୍କ ପାଇଁ ଏହି ଦିନଟି ଏକ ଶୁଭଦିନ ହେବ । ମାନସିକ ଏବଂ ଶାରୀରିକ ଭାବେ ଆପଣ ଉତ୍ସାହିତ ରହିବେ । ଅନିଚ୍ଛାକୃତ ଘଟଣାମାନ ଆପଣଙ୍କୁ ଚିନ୍ତାରେ ପକାଇବ ଓ ଅନିଦ୍ରା ଆପଣଙ୍କୁ କଷ୍ଟ ଦେଇପାରେ । ଆପଣଙ୍କର ଆର୍ଥିକ କ୍ଷତି ହେବାର ସମ୍ଭାବନା ଅଛି । କିଛି ଘଟଣା ଆପଣଙ୍କର ସମ୍ମାନ ହାନି ଘଟାଇପାରେ ।

ମକର: ଆଜି ଆପଣ ଅଳସୁଆମୀ ଏବଂ ଥକାମୀ ଅନୁଭବ କରିବେ । ଏହି ଦିନଟିରେ ଛୋଟ ଛୋଟ ସମସ୍ୟା, ଏବଂ ଅସୁବିଧା ଦେଖାଦେବ ଯାହାକି ଆପଣ ଆଗକୁ ବଢିବା ପାଇଁ କଠିନ ହେବ ଏପରି ଆପଣ ନିଜ ଭିତରେ ଏକାଗ୍ରତା ରଖିପାରିବେ ନାହିଁ । ଆପଣଙ୍କ ଚାରିପାଖରେ ଥିବା ବ୍ୟକ୍ତି ଆପଣଙ୍କୁ ସାହାଯ୍ୟ କରିବା ପାଇଁ ମନା କରିଦେବେ । ଆଜି ଦିନରେ ଆପଣ ନିଜ କାର୍ଯ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି । ସାବଧାନତାର ସହ କାମ କରନ୍ତୁ ।

କୁମ୍ଭ: ଆଜି ଦିନଟି ଆପଣଙ୍କ ପାଇଁ ମଜାଦାର ହୋଇପାରେ । ଆପଣ ଖୁସି, ଆନନ୍ଦ, ଏବଂ ସମାଜ ଜୀବନ ଅନୁଭବ କରିବେ । ଏହି ସମସ୍ତ ଶକ୍ତି, ଅନୁକୂଳ ଭାବନା, ଏବଂ ଭାଗ୍ୟବାନ୍ ତାରକା ଆପଣଙ୍କ ପାଇଁ ଗୋଟିଏ ଛୋଟିଆ ଯାତ୍ରାର ବନ୍ଦୋବସ୍ତ କରିବେ ।

ମୀନ: ଆଜି ଦିନରେ ମଧ୍ୟମ ଧରଣର ରହିବ । ସ୍ୱାସ୍ଥ୍ୟ, ମାନସିକ ଶାନ୍ତି ଏବଂ ସ୍ପଷ୍ଟତା ଦୃଷ୍ଟିକୋଣରୁ ଆଜି ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଶୁଭ ଦିନ । ଆପଣଙ୍କ ଉପରେ ସ୍ୱାସ୍ଥ୍ୟକର ପ୍ରଭାବ ରହିବ ଏବଂ ଏହା ଯୋଗୁଁ ଏକ ନୂଆ ପ୍ରକାରର ଶାରିରୀକ ଫିଟ୍‌ନେସ୍‌ ଆପଣ ବଜାୟ ରଖିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.