ETV Bharat / bharat

ଜୁଲାଇ ୭ ରବିବାର ରାଶିଫଳ; ରଥଯାତ୍ରାରେ ଚମକିବ ଭାଗ୍ୟ, ଏହି ରାଶି ରୁହନ୍ତୁ ସତର୍କ - DAILY HOROSCOPE OF 7 JULY

author img

By ETV Bharat Odisha Team

Published : Jul 7, 2024, 12:01 AM IST

Today Rashiphala Horoscope 7 July: ଆଜି ପବିତ୍ର ରଥଯାତ୍ରାରେ ଆପଣଙ୍କ ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ଉପରେ ହେବ ମହାପ୍ରଭୁ ଜଗନ୍ନାଥଙ୍କ କୃପା ବର୍ଷା । କେଉଁ ରାଶି ବ୍ୟକ୍ତି ରହିବେ ସତର୍କ ? ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Etv Bharat
Etv Bharat (Etv Bharat)
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ମେଷ: ଆପଣ ଆଜି ଅନୁଭବୀ ଓ ଭାବପ୍ରବଣତା ହୋଇଯିବେ । କହିଥିବା କଥା ପାଇଁ ଦାୟୀ ହେବେ । ଯାହା ପରେ ଆପଣଙ୍କୁ ଅନୁତାପ କରିବାକୁ ପଡିପାରେ । ଆପଣଙ୍କ ମାଆଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି । ତେଣୁ ମାଆଙ୍କ ବିଶେଷ ଯତ୍ନ ନେବାକୁ ଆବଶ୍ୟକ ହୋଇପାରେ । ସମ୍ପତ୍ତି ସମ୍ବନ୍ଧୀୟ ତର୍କ ବିତର୍କ କିମ୍ବା ବିବାଦ ମଧ୍ୟକୁ ପସନ୍ତୁ ନାହିଁ । ସାବଧାନତାର ସହ ଗାଡି ଚଳାନ୍ତୁ । ଜଳ ଜନିତ ବସ୍ତୁଠାରୁ ଦୂରେଇ ରହନ୍ତୁ । ସାମାନ୍ୟ କଥାରେ ଉତ୍ତେଜିତ ହୋଇପାରନ୍ତି । କୌଣସି କାର୍ଯ୍ୟକୁ ଅତି ତରବରିଆ ଭବରେ ନକରି ଭାବିଚିନ୍ତି କରନ୍ତୁ । ଯାହା ଆପଣଙ୍କୁ ସଫଳତା ଆଣିଦେବ । ବିଦ୍ୟାର୍ଥୀମାନେ ଅନୁସନ୍ଧାନ କାର୍ଯ୍ୟରେ ମନୋନିବେଶ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ବୃଷ: ଆଜିର ଦିନରେ ଆପଣ ସୁସ୍ଥ, ଉତ୍ସାହିତ ଏବଂ ଆଗ୍ରହୀ ରହିବେ । ଆପଣ କାଳ୍ପନିକ ଏବଂ ରଚନାତ୍ମକ କାର୍ଯ୍ୟ କରିବେ । ଆଜି ଆପଣ ପରିବାର ସଦସ୍ୟଙ୍କ ସହ ଭ୍ରମଣରେ ଯାଇପାରନ୍ତି । ସହଜରେ ଲାଭବାନ ହେବେ । କ୍ରମାଗତ ଭାବରେ ଖୁସି ହେବେ । ଏହା ପରିବାର ବା କାର୍ଯ୍ୟ ଦକ୍ଷତା ଯୋଗୁଁ ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚ କର୍ତୃପକ୍ଷଙ୍କ ଦ୍ବାରା ପ୍ରଶଂସିତ ହୋଇ ଖୁସି ହେବେ । ଆପଣଙ୍କ ପରିବାର ଲୋକଙ୍କ ସହ ଅଧିକ ସମୟ ବିତାଇବେ । ଆର୍ଥିକ ଲାଭ ହୋଇପାରେ । କର୍ମଚଞ୍ଚଳ ରହିବେ । ନିଜ ପ୍ରତି କଠୋର ଓ ଅନ୍ୟ ପ୍ରତି କୋମଳ ମନୋଭାବର ହେବେ । ବ୍ୟବସାୟୀମାନେ ବ୍ୟବସାୟରେ ଉନ୍ନତି କରିବେ । ସ୍ବାଦିଷ୍ଟ ଖାଦ୍ୟ ଭୋଜନ କରିବାର ଯୋଗ ରହିଛି । ବିଦ୍ୟାର୍ଥୀମାନେ ପାଠପଢାରେ ଆଗ୍ରହ ପ୍ରକାଶ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

ମିଥୁନ: ଆଜି ନିଷ୍ଠା ଓ ଉଦ୍ୟମରେ ଆପଣଙ୍କର ଯୋଜନା ଅନୁଯାୟୀ କାର୍ଯ୍ୟ ସଂପୂର୍ଣ୍ଣ ହେବ । ଆପଣଙ୍କର ଆର୍ଥିକ ସମସ୍ୟାରେ ଦେଖାଦେଇପାରେ । କିନ୍ତୁ ଆପଣଙ୍କ ଯୋଜନା ମୁତାବକ ସହଜରେ କାର୍ଯ୍ୟ କରିପାରିବେ । ସହକର୍ମୀ ଏବଂ ସହଯୋଗୀ ସାମାନ୍ୟ କଟୁ ବ୍ୟବହାର କରିବେ । ଆପଣଙ୍କର ବନ୍ଧୁ ଏବଂ ଶୁଭଚିନ୍ତକ ଆପଣଙ୍କୁ ଖୁସି ରଖିବେ । ନିଜ ରାଗକୁ ନିୟନ୍ତ୍ରଣରେ ରଖିଲେ ପରିବାର ମଧ୍ୟରେ ଝଗଡା ଆପେ ଆପେ ଟଳିଯିବ । କୌଣସି ବ୍ୟକ୍ତିଙ୍କୁ ଟଙ୍କା ଧାର ଦେଉଥିଲେ ସେଥିପ୍ରିତି ଯଥେଷ୍ଟ ସଚେତନ ରହୁନ୍ତୁ । ଅତି ସହଜରେ କାହାକୁ ବିଶ୍ବାସ କରନ୍ତୁ ନାହିଁ । ଅପଣଙ୍କ ସରଳତାର ଫାଇଦା ଉଠାଇପାରନ୍ତି । ଆଜି ଆପଣଙ୍କ ପ୍ରିୟ ଠାକୁରଙ୍କୁ ସ୍ମରଣ କରି କାର୍ଯ୍ୟ ଆରମ୍ଭ କରନ୍ତୁ । ବିଦ୍ୟାର୍ଥୀଙ୍କ ପାଇଁ ଆଜି ମିଶ୍ରିତ ଫଳ ରହିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

କର୍କଟ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ଶୁଭ । ଆଜି ଆପଣଙ୍କୁ ସ୍ବାଦିଷ୍ଟ ଖାଦ୍ୟ ମିଳିବ । ଆର୍ଥିକ ସ୍ଥିତି ସୁଦୃଢ ହେବ । ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ । କାର୍ଯ୍ୟର ସଫଳତା ପାଇବେ । କାର୍ଯ୍ୟ କ୍ଷେତ୍ରରେ ଓ ସାମାଜିକ ସ୍ଥରରେ ସୁଦୃଢ ଭାବରେ ପ୍ରତିଷ୍ଠିତ ହେବେ । ଆନନ୍ଦ ଅନୁଭବ କରବେ । ନୂତନ ସ୍ଥାନ ଭ୍ରମଣ, ଅର୍ଥ ଓ ସମ୍ମାନ ମିଳିବ । ବନ୍ଧୁଙ୍କୁ ସୂତ୍ରରୁ ଲାଭବାନ୍‌ ହୋଇପାରନ୍ତି । ବ୍ୟବସାୟିକ ଉନ୍ନତି କରିବେ । କାର୍ଯ୍ୟରେ ପ୍ରତିଷ୍ଠା ଲାଭ କରିବେ । ସ୍ବାସ୍ଥ୍ୟଗତ ସମସ୍ୟା ଦୂର ପାଇଁ ଧ୍ୟାନ ଦେବେ । ପିରବାର ମଧ୍ୟରେ ଶାନ୍ତି ବଜାୟ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆଜି ସନ୍ଧ୍ୟା ବେଳକୁ କିଛି ଖୁସି ଖବର ମିଳିପାରେ । ବହୁଦିନ ଧରି ଅଟକି ରହିଥିବା କାର୍ଯ୍ୟ ଆଜି ସମାପ୍ତ ହେବ । ବିଦ୍ୟାର୍ଥାମାନେ ଉଚ୍ଚାଭିଳାଷୀ ହେବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

ସିଂହ: ଆଜି ଆପଣ ଭାବୁକ ରହିବ । ଯାହାଦ୍ବାରା ଆପଣ ମାନସିକ ଭାବେ ବ୍ୟାକୁଳ ଏବଂ ଅସ୍ଥିର ରହିବେ । କୌଣସି ଲୋକ ପାଇଁ ପ୍ରତିନିଧିତ୍ବ ନିଅନ୍ତୁ ନାହିଁ କିମ୍ବା ସାକ୍ଷୀ ହୁଅନ୍ତୁ ନାହିଁ । ତର୍କ ବିତର୍କ ଏବଂ ବିବାଦରୁ ଦୂରେଇ ରହନ୍ତୁ । ଆଇନ କାନୁନ ମାମଲାରେ ସାବଧାନ ରହିବା ଆବଶ୍ୟକ । ନିୟନ୍ତ୍ରଣ ବାହାରେ ଖର୍ଚ୍ଚ ବଢ଼ିପାରେ । କିଛି ଅଘଟଣ ଯୋଗୁଁ ଆପଣ ସାମାନ୍ୟ ଉତ୍ତେଜିତ ହୋଇପାରନ୍ତି । ତେଣୁ ନିଜର କ୍ରୋଧକୁ ନିୟନ୍ତ୍ରଣ ରଖନ୍ତୁ । କ୍ରୋଧକୁ ନିଜ ଅଧିନରେ ନରଖିଲେ ନିଜ ଉପରେ ନ୍ୟସ୍ତ ଦାୟିତ୍ବକୁ ସଫଳ କରିପାରିବେ ନାହିଁ । ନିଜର ଖରାପ ଅଭ୍ୟାସକୁ ବଦଳାଇ ପାରିଲେ ଶରୀର ସୁସ୍ଥ ରହିବ । ଘରର ସଦସ୍ୟଙ୍କ ସହ ପାଟିତୁଣ୍ଡ ହୋଇପାରେ । ସେମାନେ ଆପଣଙ୍କୁ ହେୟଜ୍ଞାନ କରିବେ । ଆପଣଙ୍କର ଜିଦିଆ ପ୍ରକୃତି ଆପଣଙ୍କୁ ବହୁ ଅସୁବିଧାରେ ପକାଇବ । ପ୍ରଥମେ ଆପଣ ରାଗିଯିବେ, ମାତ୍ର ପଛରେ ଅନୁତାପ କରିପାରନ୍ତି । ବିଦ୍ୟାର୍ଥୀଙ୍କ ପାଇଁ ଆଜି ମିଶ୍ରିତ ଫଳ ରହିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା: ଆଜି ଶ୍ରୀଗୁଣ୍ଡିଚାରେ କନ୍ୟା ରାଶିର ଭାଗ୍ୟ ଖୋଲିବ । ଆଜି ଆପଣଙ୍କୁ ଆର୍ଥ ଲାଭ ହେବାର ଯୋଗ ରହିଛି । ମହିଳାମାନଙ୍କ ମିତ୍ରଙ୍କ ସହିତ ମଧୁର ସମ୍ପର୍କ ହେବା ସମ୍ଭାବନା ଅଛି । ବନ୍ଧୁମାନଙ୍କ ସହ ବାହାରେ କିଛି ସୌନ୍ଦର୍ଯ୍ୟ ସ୍ଥାନରେ ମଉଜ ମଜଲିସ କରିପାରନ୍ତି । ପିଲାଙ୍କ ସହ ଖୁସିରେ ଦିନ ଅତିବାହିତ ହେବ । କାର୍ଯ୍ୟ କ୍ଷେତ୍ରରେ ଓ ସାମାଜିକ ସ୍ଥରରେ ସୁଦୃଢ ଭାବରେ ପ୍ରତିଷ୍ଠିତ ହେବେ । ଆନନ୍ଦ ଅନୁଭବ କରବେ । ନିବିଡ ବନ୍ଧୁ ତଥା ପରିବାର ବର୍ଗଙ୍କ ସହିତ ସମୟ ଅତିବାହିତ କରିବେ । ମିଠାକଥା କହି ବନ୍ଧୁଙ୍କୁ ଆପ୍ୟାୟିତ କରିବେ । ଶାରୀରିକ ସୁସ୍ଥତା ସହ ମନ ଆନନ୍ଦିତ ରହିବ । ବନ୍ଧୁ ଏବଂ ପରିବାର ସହ କୌଣସି ସ୍ଥାନ ପରିଦର୍ଶନରେ ଯିବେ । ସାଂସ୍କୃତିକ, କଳା ଓ ଖେଳ ସମ୍ପର୍କୀତ କାର୍ଯ୍ୟରେ ଆଗ୍ରହ ପ୍ରକାଶ କରିବେ । ପତିପତ୍ନିଙ୍କ ସମ୍ପର୍କ ସୁଦୃଢହେବ । ନିଜର ମିଠା କଥାରେ ଅନ୍ୟମାନଙ୍କ ମନ କିଣିବେ । ଆଜି ପୂଜା ପାଠରେ ମନ ଦେବେ । ବିଦ୍ୟାର୍ଥୀଙ୍କ ପାଇଁ ଆଜି ଅତ୍ୟନ୍ତ ଶୁଭ ରହିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା: ବୃତିଗତ ସଙ୍ଗେସଙ୍ଗେ ବ୍ୟବସାୟରେ ମଧ୍ୟ ଉଜ୍ବଳ ଏବଂ ଅନୁକୂଳ ରହିବ । ବିଶିଷ୍ଟ ବ୍ୟକ୍ତିଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ ହେବାର ଅଛି । ପଦୋନ୍ନତିର ସୁଯୋଗ ମହଜୁତ ରହିଛି । ଯେଉଁ କାର୍ଯ୍ୟରେ ଆଜି ଆପଣ ହାତ ଦେବେ ସେଥିରେ ସୁଫଳ ପାଇବେ । ଆମୋଦ ପ୍ରମୋଦରେ ସମୟ କାଟିବା ପାଇଁ ଆଜି ଦିନଟି ସର୍ବୋତ୍କୃଷ୍ଟ ଅଟେ । ସନ୍ଧ୍ୟାରେ କାହାର କୋମଳ ଭାଷା ଆପଣଙ୍କ ହୃଦୟକୁ ଉଲ୍ଲସିତ କରିପାରେ । ଆଜି ଆପଣ ନିଜର ପୁରଣା ବନ୍ଧୁଙ୍କୁ ଭେଟି ପାରନ୍ତି । ଘରେ ଶାନ୍ତି ଏବଂ ସଦ୍‍ଭାବ ପରିପୂର୍ଣ୍ଣ ରହିବ । ଆପଣଙ୍କ ମାଆ ଆପଣଙ୍କ ଲାଭ ଓ ସପକ୍ଷରେ ଯିବା ପାଇଁ ଇଚ୍ଛୁକ ରହିବେ । ସରକାରୀ କାର୍ଯ୍ୟ ଆପଣଙ୍କ ପାଇଁ ଉପଯୋଗୀ ହେବ । ଆଜି ଆପଣଙ୍କ ମନ ଭକ୍ତିପୂର୍ଣ୍ଣ ରହିବ । ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ପାଇଁ ଆଗ୍ରହୀ ହେବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା:

ଆଜି କର୍ମକ୍ଷେତ୍ରରେ ଆପଣଙ୍କୁ ସତର୍କତା ରହିବା ଆବଶ୍ୟକ । ଶରୀରରେ ଆଳସ୍ୟ ଏବଂ ମାନ୍ଦାପଣ ଯୋଗୁଁ ନିଜ ଉପରେ ନ୍ୟସ୍ତଥିବା କାମକୁ ସମ୍ପୁର୍ଣ୍ଣ କରିପାରିବେ ନାହିଁ । କୌଣସି ଗୁରୁତ୍ବପୂର୍ଣ୍ଣ ନିର୍ଣ୍ଣୟ ନେବାପାଇଁ ଆଜି ଦିନଟି ଠିକ୍‍ ନୁହେଁ । ଆପଣଙ୍କ ବୃତ୍ତିରେ ଉଚ୍ଚପଦସ୍ଥ ଅଫିସରଙ୍କ ସହ ଭୁଲ ବୁଝାମଣା ହୋଇପାରେ । ଘରର ସଦସ୍ୟଙ୍କ ସହ ମନୋମାଳିନ୍ୟ ହୋଇପାରେ । ସାମାନ୍ୟ କଥାରେ ଉତ୍ତେଜିତ ହୋଇପାରନ୍ତି । ଯାହାଦ୍ବାରା ପରେ ଆପଣଙ୍କୁ ଅନୁତାପ କରିବାକୁ ପଡ଼ିବ । କୌଣସି ପ୍ରିୟ ବନ୍ଧୁଙ୍କ ସହ ଝଗଡା ଉତ୍ପର୍ଣ୍ଣ ହୋଇପାରେ । ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ବିଫଳତା ଆପଣଙ୍କୁ ଚାନ୍ତାରେ ପକାଇପାରେ । ଅନିର୍ଦ୍ଧାରିତ ଖର୍ଚ୍ଚ ପାଇଁ ସତର୍କ ରୁହନ୍ତୁ । ଭ୍ରମଣ ପାଇଁ ଇଚ୍ଛୁକ ରହିବେ । ଛାତ୍ରଛାତ୍ରୀଙ୍କ ପାଇଁ ଆଜିର ଦିନଟି ଭଲ ରହିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ:

କାର୍ଯ୍ୟ ହସ୍ତାନ୍ତର କିମ୍ବା ନୂଆ ଯୋଜନା ପାଇଁ ଆଜିର ଦିନଟି ଆପଣଙ୍କ ପାଇଁ ଠିକ ରହିବ ନାହିଁ । ଆପଣଙ୍କ କଥା କହିବାର ଶୈଳୀ ଏବଂ ବ୍ୟବହାର ପାଇଁ ସାବଧାନ ରହନ୍ତୁ । ଆପଣଙ୍କ କାର୍ଯ୍ୟସ୍ଥଳରେ ଉପରିସ୍ଥ ଅଫିସର ଓ ସହକର୍ମୀମାନେ ଆପଣଙ୍କୁ ଦେଇଥିବା କାର୍ଯ୍ୟର ଚାପରୁ ମୁକ୍ତିମିଳିବ ନାହିଁ । ବହୁତ ଅଧିକ ସଂବେଦନଶୀଳତା ଆପଣଙ୍କ ପାଇଁ ହାନିକାରକ ପ୍ରମାଣିତ ହୋଇପାରେ । ବହୁ ପ୍ରତିକ୍ଷୀତ କାର୍ଯ୍ୟର ସଫଳତା ଖବର ପାଇବାରେ ବିଳମ୍ବ ହୋଇପାରେ । ଆପଣ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ , ଖର୍ଚ୍ଚ ବହୁତ ଅଧିକ ହୋଇପାରେ । ଅବୈଧ ସମ୍ବନ୍ଧରେ କିମ୍ବା ବେଆଇନ କାର୍ଯ୍ୟ୍ୟରେ ଲିପ୍ତ ହୁଅନ୍ତୁ ନାହିଁ । ପ୍ରାର୍ଥନା ଏବଂ ଯୋଗ ସାହାଯ୍ୟ କରିବ । ଆଜି କୌଣସି କାର୍ଯ୍ୟ ଯଦି ବି ଆରମ୍ଭ କରୁଛନ୍ତି ତେବେ ଜଗନ୍ନାଘଙ୍କୁ ସ୍ମରଣ କରି କାର୍ଯ୍ୟ କରନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର:

ଆପଣଙ୍କ ପାଇଁ ଆଜିର ଦିନଟି ଭାଗ୍ୟଶାଳୀ ରହିବ । ବାଣିଜ୍ୟ ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ । ବୃତ୍ତିରେ ସହକର୍ମୀଙ୍କଠାରୁ ସାହାଯ୍ୟ ଓ ସହଯୋଗ ମିଳିବ । ତିପକ୍ଷ ଓ ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ଆଗେଇବେ । ଶତ୍ରୁଙ୍କୁ ପରାସ୍ତ କରିବେ । ଆଜି କିଛି ଖଳ ପ୍ରକୃତିର ଲୋକ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କରିବେ । ମାତ୍ରା ଆପଣଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ସମସ୍ତ ଜିନିଷ ଟଙ୍କା, ପାଣ୍ଠି ଏବଂ ଅର୍ଥ ପାଇଁ ଆଜି ହେଉଛି ଉତ୍ତମ ସମୟ । ଗତକାଲି ବ୍ୟବସାୟ କିମ୍ବା କୌଣସି ଯୋଜନା କରିଥିବା କାର୍ଯ୍ୟ ସେଗୁଡିକ ଆଗକୁ ବୃଦ୍ଧି ହେବ ଏବଂ ଆପଣ ଯେ କୌଣସି ପ୍ରଚେଷ୍ଟା କରନ୍ତୁ, ସେଥିରେ ସଫଳ ହେବେ । ଆପଣଙ୍କର ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ:

ଆଜି ଆପଣ ସଫଳତାର ଶୀର୍ଷରେ ପହଞ୍ଚିବାକୁ ଯାଉଛନ୍ତି । ବ୍ୟବସାୟ ଭାଗିଦାର ଏବଂ ସହକର୍ମୀ ଆପଣଙ୍କୁ ସାହାଯ୍ୟ କରିବେ । ସମସ୍ତେ ଆପଣଙ୍କ ସହ ବନ୍ଧୁତ୍ବ ବ୍ୟବହାର କରିବେ । ପରିବାର ସହିତ ସମୟ ବିତାଇବେ । ମନ ପ୍ରଭୁଲ୍ଲ ରହିବା ସହ ଦିନଟି ସୁଖମୟ ହେବ । ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ପରିବାର ମଧ୍ୟରେ ଖୁସିର ଲହରୀ ରହିବ । ମହିଳାମାନେ ଘରକୁ ନୂତନ ଦ୍ରବ୍ୟ କ୍ରୟ କରିବେ । ପରିବାର ଲୋକଙ୍କ ସହ ଆଜି ସପିଂ କରିବାକୁ ଯାଇପାରନ୍ତି । ଆଜି ଆପଣ ମିଷ୍ଠାନ୍ନ ଭୋଜନ କରିପାରନ୍ତି । ଈଶ୍ବର ବିଶ୍ବସୀ ହେବେ । ବନ୍ଧୁ ବାନ୍ଧବଙ୍କ ସହାୟତା ପାଇବେ । ବହୁଦିନ ଅରି ଚେଷ୍ଟା କରୁଥିବା କାର୍ଯ୍ୟରେ ସଫଳ ହେବ । ବିଦ୍ୟାର୍ଥୀଙ୍କ ପାଇଁ ଆଜି ଦିନଟି ଭଲ ରହିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ:

ଏହି ରାଶିର ବ୍ୟକ୍ତି ଆଜି ସୌଭାଗ୍ୟବାନ ହେବେ । ଯେଉଁକ୍ଷେତ୍ରରେ ହାସ ଦେବେ ସେଥିରେ ସଫଳ ହିଁ ସଫଳ ହେବେ । ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ । ବ୍ୟବସାୟରେ ଉନ୍ନତି କରିବେ । ସାମାଜିକ ପ୍ରତିଷ୍ଠା ସହ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ । ପରିବାରର ସଦସ୍ୟ, ବନ୍ଧୁବାନ୍ଧବ ଏବଂ ସହକର୍ମୀମାନଙ୍କ ଗହଣରେ ନିଜକୁ ଧନ୍ୟମନେ କରିବେ । ନିଜର ମନ ପସନ୍ଦର ଜିନିଷ କ୍ରୟ କରିପାରନ୍ତି । ଆପଣଙ୍କ କାର୍ଯ୍ୟ ପାଇଁ ଆପଣ ସମ୍ମାନିତ ହୋଇପାରନ୍ତି । ମହପ୍ରଭୁଙ୍କ ରଥଯାତ୍ରା ଦେଖିବା ପାଇଁ କୌଣସି ଯାଇପାରନ୍ତି । ପରିବାର ଲୋକଙ୍କ ସହ ଆମୋଦ ପ୍ରମୋଦରେ ଦିନ ଅତିବାହିତ କରିବେ । ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ଶୁଭ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.