ETV Bharat / bharat

ଜୁନ ୨୨ ରାଶିଫଳ: ପବିତ୍ର ସ୍ନାନ ଯାତ୍ରାରେ ଏମାନେ ପାଇବେ ଖୁସି ଖବର, ସାଥୀଙ୍କ ସହ ବିଦେଶ ଭ୍ରମଣରେ ଯିବେ - HOROSCOPE OF 22 JUNE

author img

By ETV Bharat Odisha Team

Published : Jun 22, 2024, 12:01 AM IST

Horoscope Of 22 June 2024: ଆଜି ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କରିବେ ଚତୁର୍ଦ୍ଧା ବିଗ୍ରହ । ଆଜି ସ୍ନାନ ମଣ୍ଡପରେ 108 ଗରା ସୁବାସିତ ଜଳରେ ସ୍ନାନ କରିବେ ମହାବାହୁ । ତେବେ ମହାପ୍ରଭୁଙ୍କ ଏହି ଦିନରେ ଆପଣଙ୍କ ଦିନ କେମିତି କଟିବ ? ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ETV Bharat Odisha)

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ମେଷ: କାର୍ଯ୍ୟଭାର ଦ୍ୱାରା ଅଧିକ ଭାରାକ୍ରାନ୍ତ ଏବଂ ଭାଙ୍ଗି ପଡିବା ଅନୁଭବ କରନ୍ତୁ ନାହିଁ । କାମରେ ଅଳସୁଆ ହେବା ସାହାଯ୍ୟ କରିବ ନାହିଁ ବରଂ ଏହା ଖରାପ କରିବ । ଧ୍ୟାନଚ୍ୟୁତ ହୁଅନ୍ତୁ ନାହିଁ ନଚେତ ଏହାର କୁପ୍ରଭାବ ନିଜ ଜୀବନ ଓ କାର୍ଯ୍ୟକ୍ଷେତ୍ରରେ ପଡିବ । ମନ ଓ ଚିନ୍ତା ଦୂର ପାଇଁ ଦେବାଳୟକୁ ବୁଲିଯାଆନ୍ତୁ । ଅଫିସ କାର୍ଯ୍ୟର ଚାପ କିଛି ସମୟ ପାଇଁ ବିଚଳିତ କରିପାରେ । ମାତ୍ର ଉପରିସ୍ଥ ଅଧିକାରୀ କିମ୍ୱା ମାଲିକଙ୍କ ସହ ସାକ୍ଷାତ ଏବଂ ସେମାନଙ୍କର ପ୍ରଶଂସା ଆପଣଙ୍କୁ ଉତ୍ସାହିତ କରିପାରେ । ସରକାରୀ କାର୍ଯ୍ୟରେ ବାହାରକୁ ଯାତ୍ରା କରିପାରନ୍ତି ଏବଂ ଏହା ଫଳପ୍ରଦ ହୋଇପାରେ । ନିଜ ଶରୀରର ଯତ୍ନ ନିଅନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ବୃଷ: ଯୋଗ ଓ ଧ୍ୟାନ ଦ୍ୱାରା ନିଶ୍ଚିତ ଭାବରେ ଚିନ୍ତାଦୂର ହେବ । ଏହି ସମସ୍ତ କିଛି ଜୀବନରେ ବହୁତ ପ୍ରଭାବ ପକାଇଥାଏ । କୌଣସି କଥାରେ ଅଧୈର୍ଯ୍ୟ ଓ ଅସହାୟ ମନେକରନ୍ତୁ ନାହିଁ । ବିରାମ ନିଅନ୍ତୁ ଏବଂ ବେଳେବେଳେ ଏହା ମଧ୍ୟ ଆପଣଙ୍କ ସପକ୍ଷରେ ଯାଇପାରେ । ଯାତ୍ରା ପରିତ୍ୟାଗ କରନ୍ତୁ । ପେଟ ଯନ୍ତ୍ରଣା ଭୋଗି ପାରନ୍ତି । ଖାଦ୍ୟ ଓ ସ୍ୱାସ୍ଥ୍ୟ ପ୍ରତି ଅଧିକ ସାବଧାନ ହୁଅନ୍ତୁ । ଆପଣ ବାହାର ଖାଦ୍ୟ ନ ଖାଇ ଘରେ ରନ୍ଧା ହୋଇଥିବା ଖାଦ୍ୟ ଖାଆନ୍ତୁ । ଏହାଦ୍ୱାରା ଆପଣଙ୍କର କାର୍ଯ୍ୟକରିବାକୁ ସ୍ପୃହା ବଢିବ ଓ ଶରୀର ସୁସ୍ଥ ରହିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

ମିଥୁନ: ଅତ୍ୟନ୍ତ ଫଳପ୍ରଦ ଦିନ ଆପଣଙ୍କ ଅପେକ୍ଷାର ରହିଛି । ଦୈନିକ ଦିନଚର୍ଯ୍ୟା ବ୍ୟତୀତ ଘର କାମରେ ଧ୍ୟାନ ଦେବେ । ଆପଣଙ୍କ ମନ କହୁଛି ଯେ ଆପଣକୁ କିଏ ନିମନ୍ତ୍ରଣ କରୁ । କୌଣସି ବସ୍ତୁକୁ ବିକ୍ରି କରିବା ପାଇଁ ଆଜି ଉତ୍ତମ ଦିନ ଅଟେ । ମାନସିକ ଶାନ୍ତି ପାଇବାକୁ ହେଲେ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ନିଜ ଘର କିମ୍ୱା ସ୍ଥାବର ସମ୍ପତ୍ତି ବିଷୟରେ କୌଣସି ଆଲୋଚନା ଆଜି କରନ୍ତୁ ନାହିଁ । ପ୍ରିୟଜନଙ୍କ ସହ ସାଧାରଣ ତର୍କବିତର୍କ ଲାଗିପାରେ । ଯାତ୍ରା ପାଇଁ ଆଜି ଶୁଭଦିନ ନୁହେଁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

କର୍କଟ: ଯେଉଁମାନେ ସରକାରୀ, ସମାଜସେବା ଅଥବା ନୂଆକାମ କରିବାକୁ ଯାଉଛନ୍ତି, ସେମାନେ ନିଜର ମନମୁତାବକ କାର୍ଯ୍ୟ୍ୟସ୍ଥଳରେ ଅତ୍ୟଧିକ ଉପକୃତ ହେବେ। ସ୍ତ୍ରୀଙ୍କ ସହ ଆନନ୍ଦରେ ଓ ପାଖରେ ଥିବା ପ୍ରିୟଜନଙ୍କ ସହ ଆନନ୍ଦ ଉଲ୍ଲାସରେ ଦିନସାରା ଭରିରହିବ । ଯଦିଓ ସବୁଦିନ ପରି ଖର୍ଚ୍ଚ ବଢିପାରେ ତଥାପି ଯେହେତୁ ଅର୍ଥ ବିନିଯୋଗ ଠିକ ଯାଗାରେ ହେଉଛି, ଆପଣ ସନ୍ତୋଷ ରହିବେ । ଆର୍ଥିକ ଅବସ୍ଥା ସୁଧୁରିବ । ଶାରୀରିକ ସୁସ୍ଥ ରହିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

ସିଂହ: ଆପଣଙ୍କ ପାଇଁ ଆଜିର ଦିନ ଏକ ଖରାପ ଓ ଆନ୍ତରିକ ଦିନ ଅଟେ । ଶାରୀରିକ ଓ ମାନସିକ ସ୍ଥିତି ବହୁସମୟ ଧରି ଏକତ୍ର ରହିବେ ଏବଂ ଆପଣଙ୍କ କାର୍ଯ୍ୟଦକ୍ଷତା ବଢାଇବାରେ ସହାୟ ହେବ । ବିନା କାର୍ଯ୍ୟଦକ୍ଷତାରେ ପରିପୂର୍ଣ ହୋଇ ନୂତନ ସଫଳତା ସହିତ ସନ୍ତୋଷ ହେବେ । ଏହି କଥା ଆପଣଙ୍କ ପର ପିଢିକୁ ଆପଣଙ୍କ ଜନ୍ମ ପତ୍ରିକା ସୂଚାଇଦେଇଥାଏ । ତେଣୁ ସେମାନଙ୍କ ଠାରୁ ସୁସମ୍ବାଦ ଆଶା କରିପାର । ଏହି ଭାଗ୍ୟବାନ ଦିନଟି ଅନ୍ୟମାନଙ୍କ ସହ ବାଣ୍ଟିବାକୁ ବା ସମାଜ କଲ୍ୟାଣରେ ଲଗାଇବାକୁ ଚେଷ୍ଟା କରନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ଫଳପ୍ରଦ ନୁହେଁ । କୌଣସି ଆଇନ ସମ୍ୱନ୍ଧୀୟ କାଗଜ ଇତ୍ୟାଦି ଦସ୍ତଖତ ବେଳେ ସାବଧାନ ରୁହନ୍ତୁ । ଖରାପ ସ୍ୱାସ୍ଥ୍ୟ ଓ ଦୁଃଚିନ୍ତାକୁ ଆପଣ ଅଙ୍ଗେଅଙ୍ଗେ ଅନୁଭବ କରିବେ। ଲୋକମାନେ ଆପଣଙ୍କୁକୁ ଭୁଲ ବୁଝିବେ କିମ୍ବା ବ୍ୟବସାୟୀ ଯଥା ପରିବାରଜନ ଆପଣଙ୍କ ଭାବାର୍ଥକୁ ଭୁଲ ବୁଝିବେ। ଅଧିକ ଖର୍ଚ୍ଚରୁ ନିବୃତ ରହନ୍ତୁ । ଆପଣଙ୍କ ଖର୍ଚ୍ଚ ବୃଦ୍ଧି ପାଇବା ଯୋଗୁଁ ଏହାର ସମାଧାନର ବାଟ ଖୋଜିପାରନ୍ତି । ଏଥିପାଇଁ ବ୍ୟାୟାମ ସମ୍ପର୍କିତ କାର୍ଯ୍ୟ, ନିଜର ସ୍ୱାସ୍ଥ୍ୟ ଏବଂ ସୃଜନକ୍ଷମ କାର୍ଯ୍ୟକୁ ପଛକୁ ପକାଇ ପାରନ୍ତି । କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରୁ ନିବ୍ରୁତ୍ତ ରୁହନ୍ତୁ । ଅର୍ଥଲଗାଣକାରୀ ସଂସ୍ଥାରେ ନିଜ ପୁଞ୍ଜି ଆଦୌ ବିନିଯୋଗ କରନ୍ତୁ ନାହିଁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା: ନୂତନ କାମ ପାଇଁ ଦିନଟି ସୁନ୍ଦର ଅଟେ । ନୂଆ ଚୁକ୍ତି, ଫଳପ୍ରଦ ଭ୍ରମଣ କିମ୍ବା ପୁରୁଣା ବନ୍ଧୁଙ୍କ ସହ ଅନ୍ତରଙ୍ଗରେ ଖୁସୀ ରହିବେ । ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଭଲ ଅଟେ ଏବଂ ଆପଣ ଉତ୍ସାହଜନକ ଖବର ବିଦେଶରୁ ପାଇପାରନ୍ତି । ଭାଗ୍ୟଶାଳୀ ଘଟଣା ଆପଣଙ୍କ ସମ୍ମାନ ଓ ଯଶକୁ ବଢାଇବ । ଲାଗିଥିବା ଅର୍ଥରୁ ଭଲ ଲାଭ ପାଇବେ । ଶତ୍ରୁ ଜୟ କରିବେ । ତେଣୁ ଦିନଟି ଉପଭୋଗ କରି ଆନନ୍ଦିତ ହୋଇ ରୁହନ୍ତୁ । ଆପଣଙ୍କର ଶାରୀରିକ ଏବଂ ମାନସିକ ଶକ୍ତି ବଦଳିଯାଇପାରେ ଏବଂ ଯାହାକି ପରିବେଶକୁ ବଦଳାଇ ଦିଏ । ଯଶ ଖ୍ୟାତି ଅର୍ଜିବା ସହ ସୁସ୍ୱାଦୁ ଜିନିଷ ଖାଇପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା: ସାଂସାରିକ ଜୀବନ ସୁଖମୟ ହେବ । ଧାର୍ମିକ କ୍ଷେତ୍ରରେ ଟଙ୍କା ପଇସା ଖର୍ଚ୍ଚ କରିବା ସମୟରେ ତୀକ୍ଷ୍ଣ ବୁଦ୍ଧି ସମ୍ପନ୍ନ ହୁଅନ୍ତୁ। ନିଜ ଆତ୍ମୀୟଙ୍କର ବ୍ୟବହାର ଉପରେ ନଜର ରଖନ୍ତୁ । ଆପଣଙ୍କୁ ଆଶ୍ରୟ ନଦେବା ପାଇଁ ଚକ୍ରାନ୍ତର ସୂଚନା ମିଳେ । ଯେତେବେଳେ କୌଣସି ବ୍ୟକ୍ତି ଆପଣଙ୍କ ହୃଦୟ ଜୟ କରିବାକୁ ଯାଏ ତାହାକୁ ବାଧା ଦିଅନ୍ତୁ ନାହିଁ । ଏହା କେବଳ ଆପଣଙ୍କ ଚର୍ତୁଃପାର୍ଶ୍ୱରେ ଥିବା ବାୟୁମଣ୍ଡଳର ଖରାପ ପ୍ରଭାବ ଅଟେ । ଦୀର୍ଘ ନିଶ୍ଵାସ ନିଅନ୍ତୁ ଏବଂ ସହଜରେ ଏହାକୁ ଅତିକ୍ରମ କରିବାକୁ ଦିଅନ୍ତୁ । ଛାତ୍ରଙ୍କ ପାଇଁ ଭଲ ସମୟ ନୁହେଁ । କଠିନ ପରିଶ୍ରମ କରନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ: ଅର୍ଥ ଉପାର୍ଜନର ପଥ ସୁଗମ ହେବ । ଆପଣଙ୍କ ଉପରେ ନ୍ୟସ୍ତ କାର୍ଯ୍ୟକୁ ଠିକ୍‍ ସମୟରେ ସମ୍ପୂର୍ଣ୍ଣ କରିବାରେ ସଫଳତା ଲାଭ କରିବେ । ଧାର୍ମିକ ସ୍ଥାନକୁ ପରିଭ୍ରମଣରେ ଯିବା ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭଙ୍କର ଅଟେ । ଆପଣ ଏକ ମାଙ୍ଗଳିକ ଉତ୍ସବରେ ଯୋଗଦେବା ପାଇଁ ପ୍ରିୟଜନ କିମ୍ୱା ଭାଇ ଭଉଣୀଙ୍କ ଘରକୁ ଯିବାକୁ ପଡିପାରେ । ସେମାନଙ୍କ ସାନିଧ୍ୟ ଆପଣଙ୍କୁ ପ୍ରଫୁଲ୍ଳିତ କରିପାରେ ଏବଂ ଆପଣଙ୍କ ଦାମ୍ପତ୍ୟ ଜୀବନକୁ ସୁଖମୟ କରିପାରେ । ସୁସ୍ୱାଦୁ ଭୋଜନ, ଶାନ୍ତ ସିସ୍ଥ ମନ ଏବଂ ସାମାଜିକ ପ୍ରତିଷ୍ଠା ଆପଣଙ୍କ ମୁଖରେ ହସ ଫୁଟାଇବ । ନିଜର ମଙ୍ଗଳ ଦାୟକ କାର୍ଯ୍ୟ୍ୟରେ ନିଜକୁ ବ୍ୟସ୍ତ ରଖନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର: ଆପଣ ଆଜି ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି ଏବଂ ଦିନଯାକ ମାନସିକ ଚିନ୍ତାରେ ରହିପାରନ୍ତି । ତେଣୁ ନିଜ ପ୍ରତି ସତର୍କତା ଅବଲମ୍ୱନ କରନ୍ତୁ । ଆପଣଙ୍କ ଉତ୍କଣ୍ଠିତ ଚିତ୍ତ ପାଇଁ କେତେକ ଘଟଣା ଦାୟୀ ଅଟେ । ନିଜ କାର୍ଯ୍ୟରେ ସହକର୍ମୀଙ୍କ ହସ୍ତକ୍ଷେପ , ବନ୍ଧୁ ବାନ୍ଧବ ବା ସନ୍ତାନଙ୍କ ସହ ମନାନ୍ତର କିମ୍ୱା ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଏହା ଘଟିପାରେ । ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ । ଆପଣ ନିଜକୁ ଧାର୍ମିକ, ସାମାଜିକ କିମ୍ୱା ଆଧ୍ୟାତ୍ମିକ କାର୍ଯ୍ୟ୍ୟକ୍ରମରେ ଲିପ୍ତ ରଖିପାରନ୍ତି । ସତର୍କତା ସହ ଯାତ୍ରା କରିପାରନ୍ତି । କଠିନ କାର୍ଯ୍ୟକରି ଆପଣ ଆତ୍ମସନ୍ତୋଷ ଲାଭ କରିପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ: ଆଜିର ଦିନଟି ଆପଣଙ୍କ ଭଲରେ କଟିବ । ଅତ୍ୟାବଶ୍ୟକ ସମ୍ମାନ ଲାଭ କରିପାରନ୍ତି । ନିଜ କାର୍ଯ୍ୟ ବାଣିଜ୍ୟ ବ୍ୟବସାୟରୁ ଉପକୃତ ହେବା ସଙ୍ଗେ ସଙ୍ଗେ ବାନ୍ଧବୀଙ୍କ ଠାରୁ ମଧ୍ୟ ସାହାଯ୍ୟ ପାଇପାରନ୍ତି । ନିଜର ସନ୍ତାନଙ୍କ ଠାରୁ ଖୁସି ଖବର ପାଇପାରନ୍ତି । ଆପଣ ନିଜର ଅବସର ସମୟରେ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ଯେଉଁମାନେ ବିବାହ କରିବାକୁ ଚାହୁଁଛନ୍ତି ସେମାନଙ୍କ ବିବାହର ଯୋଗ ଥିବା ସହ ଭଲ ବିବାହ ପ୍ରସ୍ତାବ ମଧ୍ୟ ପାଇପାରନ୍ତି । ଆର୍ଥିକ ସ୍ଥିତି ପ୍ରତି ସଜାଗ ରୁହନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ଅଟେ । ନିଜ ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନରେ ସଫଳକାମୀ ହେବେ । ସବୁ ଦିଗରୁ ପାରିବାରିକ ଜୀବନରେ ସନ୍ତୋଷ ପ୍ରକାଶ କରିବେ । ଆପଣ ଉନ୍ନତି କରିବେ ଏବଂ ଆପଣଙ୍କର ଉପରିସ୍ଥ କର୍ମଚାରୀ ଆପଣଙ୍କ କର୍ମରେ ସନ୍ତୋଷ ଲାଭ କରିପାରନ୍ତି । ଆପଣ ନିଜର ବ୍ୟବସାୟରେ ଅଗ୍ରଗତି କରିପାରନ୍ତି । ଧାର ଦେଇଥିବା ଅର୍ଥ ଫେରିପାଇବେ । ଗୁରୁଜନ ଓ ପରିବାର ବର୍ଗର ସଦସ୍ୟଙ୍କ ଠାରୁ ଉପକୃତ ହୋଇପାରନ୍ତି । ସାମାଜିକ ଜୀବନରେ ନିଜର ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇପାରେ । ଶରୀର ସୁସ୍ଥ ରହିବ । ଆପଣଙ୍କ ଦିନଟି ଖୁସିବାସରେ କାଟିପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.