ETV Bharat / bharat

ଆଜିର ରାଶିଫଳ; ଏହି ରାଶିଙ୍କ ପୂରଣ ହେବ ସବୁ ସ୍ୱପ୍ନ, ଖ୍ୟାତି ଅର୍ଜନ କରିବା ସହ ବଢିବ ରୋଜଗାର - AJIRA RASIFALA

author img

By ETV Bharat Odisha Team

Published : Sep 6, 2024, 12:01 AM IST

Ajira Rasifala 6 September: ଆଜି ଦିନ ଆପଣଙ୍କ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ରହିବେ ସତର୍କ ଏବଂ କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା । ଜାଣିବା ପାଇଁ ‘ଇଟିଭି ଭାରତ’ରେ ପଢନ୍ତୁ, ଆଜିର ରାଶିଫଳ

ଆଜିର ରାଶିଫଳ
ଆଜିର ରାଶିଫଳ (ETV Bharat Odisha)
ଆଜିର ରାଶିଫଳ
ଆଜିର ରାଶିଫଳ (ARIES)

ମେଷ: ବିନା କାରଣରେ ଆପଣ ଆଜି ଶାନ୍ତ ରହିପାରନ୍ତି । ଅବଶ୍ୟ ଆପଣ ଅନ୍ୟମାନଙ୍କୁ ସେମାନଙ୍କ ଯୋଗଦାନ ପାଇଁ ପ୍ରଶଂସା କରିବେ । କିନ୍ତୁ, ଆପଣଙ୍କୁ ତାହା ଠାରୁ ଅଧିକ ଉଦାର ହେବାକୁ ପଡିବ ଓ ଆପଣଙ୍କ ସହ ଥିବା ଲୋକମାନଙ୍କୁ ସଫଳତାର ରହସ୍ୟ ଜଣାଇବା ଆବଶ୍ୟକ । ଆଜି ଆପଣଙ୍କ ଜୀବନର ଏକ ଗୁରୁତ୍ଵପୂର୍ଣ୍ଣ ଦିନ ହୋଇପାରେ ଓ ଆପଣ ନିଜ ବିଶେଷ ଗୁଣଗୁଡିକ ଭୁଲିବା ଉଚିତ ନୁହେଁ ।

ଆଜିର ରାଶିଫଳ
ଆଜିର ରାଶିଫଳ (TAURUS)

ବୃଷ: ଆଜି ନକ୍ଷତ୍ର ଆପଣଙ୍କ ପାଇଁ ବହୁତ ଶୁଭ ଅଛି । ଆପଣଙ୍କ ଏକ ଅତି ଉଜ୍ଜ୍ଵଳ ଓ ମଜାଦାର ଦିନ ଆଜି ଆସିବ । ସମସ୍ତ ଘଟଣା ଓ ପରିସ୍ଥିତି ଆପଣଙ୍କ ସପକ୍ଷରେ ଯିବ । ଯଦି ଆପଣ ଉଚ୍ଚ ଅଧ୍ୟୟନ କରୁଛନ୍ତି, ଆପଣଙ୍କ ପ୍ରଦର୍ଶନ ବହୁତ ଭଲ ରହିବ । ନିଜର କାର୍ଯ୍ୟ ଦକ୍ଷତା ବଳରେ ନିଜ କାର୍ଯ୍ୟରେ ମଧ୍ୟ ସଫଳତା ପାଇବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଆଜି ଆପଣ ଯାହା ଇଚ୍ଛା କରିବେ ତାହା ଅକ୍ଲେଶରେ ପାଇପାରିବେ ।

ଆଜିର ରାଶିଫଳ
ଆଜିର ରାଶିଫଳ (GEMINI)

ମିଥୁନ: ଆପଣଙ୍କ ଘରେ ଆଜି ଖୁସି ଓ ଉଲ୍ଲାସରେ ପରିପୂର୍ଣ୍ଣ ହେବ । ଆପଣ ପିଲାମାନଙ୍କ ସହିତ ବହୁତ ସମୟ କଟାଇବେ । ଆପଣ ବହୁତ ଦିନ ଧରି ବାକି ଥିବା ଘରକାମଗୁଡିକ ଶେଷ କରିବେ ଓ ପରିବାର ସଦସ୍ୟମାନଙ୍କ ମଧ୍ୟରେ ଥିବା ଆନମନାକୁ ଠିକ କରିବେ । ଆଜି ଦିନରେ ଆପଣଙ୍କର ଆର୍ଥିକ ଲାଭ ହେବ । ଆପଣ ଭଲ ଖାଦ୍ୟ ଖାଇବେ ଏବଂ ସମ୍ପର୍କୀୟ ଗହଣରେ ମଜା ମଜଲିସ୍‌ କରିବାର ଆନନ୍ଦ ନେଇପାରନ୍ତି ।

ଆଜିର ରାଶିଫଳ
ଆଜିର ରାଶିଫଳ (CANCER)

କର୍କଟ: ଆଜି ଆପଣ ମହିଳାଙ୍କ ଠାରୁ ଲାଭ ପାଇବାର ସମ୍ଭାବନା ଅଛି । ଯଦିଓ ଆପଣ କାର୍ଯ୍ୟରେ ବ୍ୟବସ୍ଥିତ ଓ ଅନୁଶାସିତ ଥାଆନ୍ତି, ତଥାପି ଆପଣ ନିୟନ୍ତ୍ରଣହୀନ ଅନୁଭବ କରିବେ । ତଥାପି ଆପଣ ଏହି ନିରସତାରୁ ବାହାରକୁ ଆସି ଉଲ୍ଲାସପୂର୍ଣ୍ଣ ହେବେ । ବ୍ୟବସାୟୀଙ୍କର ଆର୍ଥିକ ସ୍ଥିତି ବୃଦ୍ଧି ପାଇବାର ସମ୍ଭାବନା ଅଛି । ପରିବାରର ସଦସ୍ୟ ଓ ବନ୍ଧୁଙ୍କୁ ସାଙ୍ଗରେ ଧରି ବଣଭୋଜି କରିବାକୁ ଯିବେ । ଆମୋଦ ପ୍ରମୋଦରେ ସମୟ କାଟିବେ । ସାମାଜିକ ସମ୍ମାନ ମିଳିବା ସହ ଅର୍ଥଲାଭ ହୋଇପାରେ ।

ଆଜିର ରାଶିଫଳ
ଆଜିର ରାଶିଫଳ (LEO)

ସିଂହ: ଆଜି ଆପଣଙ୍କ ଦିନ ଆଦୌ ଆପଣଙ୍କ ଅନୁସାରେ ଯିବ ନାହିଁ । ଏହା ବହୁତ ଭଲ ଲୋକମାନଙ୍କ ସହ ମଧ୍ୟ ହୁଏ, ଓ ସେ ବିଷୟରେ କେହି କିଛି କରିପାରିବେ ନାହିଁ ସେଥିପାଇଁ ଆପଣଙ୍କୁ ନିଜ ଭିତରୁ ନୈତିକ ସମର୍ଥନ ଖୋଜିବାକୁ ପଡିବ । ଆଜି ଏହାକୁ ଆଖି ଆଗରେ ରଖି ଆପଣ ନିଜ ସ୍ଵାସ୍ଥ୍ୟକୁ ସବୁଠାରୁ ଅଧିକ ପ୍ରାଥମିକତା ଦେବେ । ଆପଣ ନିଜ ବ୍ୟାୟାମ ଅଭ୍ୟାସ ପାଇଁ ଏକ ଚାର୍ଟ ପ୍ରସ୍ତୁତ କରିବେ ଓ ଏହାକୁ ସଠିକ ଭାବେ ଅନୁସରଣ କରିବାକୁ ଚେଷ୍ଟା କରିବେ ।

ଆଜିର ରାଶିଫଳ
ଆଜିର ରାଶିଫଳ (VIRGO)

କନ୍ୟା: ଆଜି ଧାର୍ମିକ ବିଶ୍ଵାସ ଓ ଆଧ୍ୟାତ୍ମିକତା ସମ୍ପର୍କିତ ସମସ୍ୟାଗୁଡିକ ସାମ୍ନାକୁ ଆସିବ । ଆପଣଙ୍କ ପସନ୍ଦ କ୍ଷେତ୍ରରେ ସଫଳତା ପାଇବା ପାଇଁ ଗୋଟିଏ ମନରେ ଆପଣଙ୍କ ଲକ୍ଷ୍ୟକୁ ଅନୁସରଣ କରନ୍ତୁ, ଓ ଆପଣଙ୍କ ଦକ୍ଷତା ଓ ପ୍ରତିଭାର ଲାଭ ଉଠାନ୍ତୁ । ଆପଣ ଆଜି ସମ୍ପର୍କ କ୍ଷେତ୍ରରେ ଭାବପୂର୍ଣ୍ଣ ନ ହୋଇ ତର୍କସଙ୍ଗତ ଓ ହିସାବୀ ହେବା ଆବଶ୍ୟକ । ଉଚ୍ଚ ବିଚାର ଧାରା ଯୋଗୁଁ ସାମାଜିକ ସମ୍ପର୍କରେ ମଧୁରତା ବୃଦ୍ଧି ପାଇବ । ବ୍ୟବସାୟରେ ପ୍ରଚୁର ଲାଭ ହେବ । ଯଦ୍ୱାରା ଆର୍ଥିକ ସ୍ଥିତି ବୃଦ୍ଧି ପାଇପାରେ । ମାନସିକ ଶାନ୍ତି ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଅପେକ୍ଷା କରିଥିବା ସୁଖବର ପାଇ ଆନନ୍ଦିତ ହୋଇପାରନ୍ତି ।

ଆଜିର ରାଶିଫଳ
ଆଜିର ରାଶିଫଳ (LIBRA)

ତୁଳା: ଆପଣ ଆପଣଙ୍କ ପ୍ରିୟଜନଙ୍କ ସହ ଯଥେଷ୍ଟ ସମୟ ଅତିବାହିତ କରିବେ ଓ ସେମାନଙ୍କ ସହ ବାହାରକୁ ଖାଇବା ପିଇବାକୁ ମଧ୍ୟ ଯାଇପାରନ୍ତି, ଯାହା ଦ୍ଵାରା ଆପଣ ସେମାନଙ୍କୁ ନିଜର ଅଧିକ ନିକଟକୁ ଆଣିପାରନ୍ତି । ଆପଣ ସେମାନଙ୍କୁ ଉପହାର ଆଦି ଦେଇ ଆଜି ସେମାନଙ୍କୁ ଖୁସି କରିବାକୁ ଚେଷ୍ଟା କରିବେ । ଆର୍ଥିକ ସ୍ଥିତି ସୁଦୃ଼ଢ ହେବ । ନିଜର ବନ୍ଧୁ ଓ ପ୍ରିୟନଙ୍କ ସହ ଆମୋଦ ପ୍ରମୋଦରେ ସମୟ କଟାଇବେ । ଯେକୌଣସି ଯାତ୍ରା ପାଇଁ ଦିନଟି ଶୁଭ ଅଟେ ।

ଆଜିର ରାଶିଫଳ
ଆଜିର ରାଶିଫଳ (SCORPIO)

ବିଛା: ସବୁ କାମରେ ଆପଣ ସଫଳତା ଲାଭକରିବେ । ଆପଣଙ୍କ କାର୍ଯ୍ୟ୍ୟରେ ଉପରିସ୍ଥ କର୍ମଚାରୀ ପ୍ରଭାବିତ ହୋଇପାରନ୍ତି । ଯୁବକ ଯୁବତୀଙ୍କ ପାଇଁ ବିବାହ ସୂତ୍ରରେ ବାନ୍ଧି ହେବାର ପ୍ରକୃଷ୍ଟ ଦିନ । ନିଜ ପସନ୍ଦ ମୁତାବକ ଜୀବନ ସାଥୀ ପାଇପାରିବେ । ବିବାହିତ ଦମ୍ପତ୍ତି ପୁତ୍ର ସୁଖ ଲାଭ କରିପାରନ୍ତି । ସାମାଜିକ ଜୀବନ ଅତ୍ୟନ୍ତ ସୁଖପ୍ରଦ ହେବ । ସନ୍ଧ୍ୟାରେ ବନ୍ଧୁଙ୍କ ଗହଣରେ ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିବେ ।

ଆଜିର ରାଶିଫଳ
ଆଜିର ରାଶିଫଳ (SAGITTARIUS)

ଧନୁ: ଆଜି ଗ୍ରାହକ ଓ ସପ୍ଲାୟରମାନଙ୍କ ସହ ମିଟିଙ୍ଗ ଆୟୋଜନ କରିବାରେ ଆପଣଙ୍କ ଅଧିକାଂଶ ସମୟ ଚାଲିଯିବ । ଆପଣଙ୍କ ଧୈର୍ଯ୍ୟ ଯୋଗୁଁ ଆପଣ ଲୋକମାନେ ଦେଉଥିବା ପରାମର୍ଶ ଓ ମତାମତଗୁଡିକ ଶୁଣିପାରିବେ । ଏହା ଫଳରେ ଅବଶ୍ୟ ଆପଣଙ୍କ ବହୁତ ଲାଭ ଓ ଉତ୍ପାଦନକ୍ଷମ ହେବ । ଅନ୍ୟମାନଙ୍କୁ ସାହାଯ୍ୟ ପ୍ରଦାନ କରି ପାଖ ପଡୋଶୀଙ୍କ ପ୍ରଶଂସା ଭାଜନ ହେବେ । ଉପରିସ୍ଥ ହାକିମଙ୍କୁ ପ୍ରଭାବି କରି ଆପଣଙ୍କର ପଦୋନ୍ନତି ହେବାର ସମ୍ଭାବନା ଅଛି । ବ୍ୟବସାୟ ସଂକ୍ରାନ୍ତରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ନିଜର ପିତାଙ୍କ ଠାରୁ କିଛି ସୁଖବର ପାଇପାରନ୍ତି ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଶୁଭଙ୍କର ମନେ ହେବ ।

ଆଜିର ରାଶିଫଳ
ଆଜିର ରାଶିଫଳ (CAPRICORN)

ମକର: ଆପଣଙ୍କୁ ଆଜି ଆପଣଙ୍କ ପାଇଁ ସଠିକ ଜୀବନସାଥୀ ମିଳିବାର ଅନେକ ସମ୍ଭାବନା ଅଛି ଓ ଆପଣ ତାଙ୍କୁ ନିଜ ମନକଥା କହିବେ । ଆପଣଙ୍କ ପରିବାର ଆପଣଙ୍କ ପାଇଁ ସବୁକିଛି ଓ ଗତ କିଛି ବର୍ଷ ମଧ୍ୟରେ ଆପଣ ଏହି ବିଷୟରେ ଅଧିକ ଭାବବୋଧକ ରହିବେ । ବ୍ୟବସାୟ ଭଲ ହେବ । ତୁମର ଚିନ୍ତାଧାରା ତଥା କଥାବାର୍ତ୍ତା ଦ୍ୱାରା ଲୋକେ ପ୍ରଭାବିତ ହେବେ । ସମୟ ନଷ୍ଟ କରନ୍ତୁ ନାହିଁ । ସରକାରୀ କାମ ଅଟକି ରହିବ । ବ୍ୟର୍ଥ ଯୁକ୍ତିତର୍କ ହୋଇପାରେ । ହସିବା ପାଇଁ ଆଭ୍ୟାସ କଲେ ଖୁବ୍‍ ଭଲ ହେବ ।

ଆଜିର ରାଶିଫଳ
ଆଜିର ରାଶିଫଳ (AQUARIUS)

କୁମ୍ଭ: ଆପଣ ଆଜି ଦିନସାରା ଆନନ୍ଦ ଲାଭ କରିବେ । ସରଳତା ଆପଣଙ୍କ ଏକ ନୂଆ ଅବତାର ହେବ । ଆପଣଙ୍କ ବନ୍ଧୁ ଏବଂ ପ୍ରିୟଜନଙ୍କ ସହ ସମ୍ପର୍କ ସୁଦୃଢ ହେବ । ବିଶ୍ୱାସ ଏବଂ ସଂକଳ୍ପ ସହିତ ଆପଣ ସମସ୍ତ ନିର୍ଦ୍ଦେଶଗୁଡିକର କାର୍ଯ୍ୟଭାର ଗ୍ରହଣ କରିବେ । ଏକ ଗସ୍ତରେ ଯିବାର ସମ୍ଭାବନା ଅଛି । ପରିବାରର କୌଣସି ଏକ ଶୁଭକର୍ମ ପାଇଁ ଖର୍ଚ୍ଚର ପରିମାଣ ବଢିଯାଇପାରେ । ଆଳସ୍ୟ ଓ କ୍ରୋଧ ଆପଣଙ୍କ ଶାରୀରିକ ଅସୁସ୍ଥତାର କାରଣ ହୋଇପାରେ ।

ଆଜିର ରାଶିଫଳ
ଆଜିର ରାଶିଫଳ (PISCES)

ମୀନ: ଗ୍ରହ ଆପଣଙ୍କ ସପକ୍ଷରେ ଅଛନ୍ତି ଏବଂ ସମସ୍ତ ପ୍ରକାର କଳାରେ ଆପଣ ଉଚ୍ଚ ସ୍ତରର କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିବେ । ବ୍ୟବସାୟରେ ନୂଆ ପାଟର୍ନରସିପ୍‌ ପାଇଁ ଏହା ହେଉଛି ଉତ୍କୃଷ୍ଟ ସମୟ । ଦୈନଦିନ କାର୍ଯ୍ୟର ପ୍ରାୟ ସମସ୍ତ ସମାପ୍ତ କରିସାରିବା ପରେ ଆପଣ ଆନନ୍ଦ ଉପଭୋଗ କରିବା ପାଇଁ ଚାହିଁବେ ଏବଂ ପ୍ରିୟଜନଙ୍କ ସହିତ ପାର୍ଟି କରିବାକୁ ଚାହିଁବେ କିମ୍ୱା ବାହାରକୁ ଯିବାକୁ ଚାହିଁବେ । ବାହାରକୁ ନେଇ ପରିବାରର ସମସ୍ତ ସଦସ୍ୟଙ୍କ ସହିତ ସମ୍ପର୍କ ସଫଳତାର ସହିତ ମଜଭୁତ କରିପାରିବେ । ସଫଳତା ପାଇଁ ଆପଣ ଖ୍ୟାତି ଅର୍ଜନ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.