ETV Bharat / bharat

ରାଶିଫଳ; ଆଜି ଚମକିବ ଏହି ରାଶିଙ୍କ ଭାଗ୍ୟ, ନୂଆ ବିଜନେସ୍ ଆରମ୍ଭ ସହ ମଉଜରେ କାଟିବେ ଦିନ - AJIRA RASIFALA

author img

By ETV Bharat Odisha Team

Published : Aug 30, 2024, 12:00 AM IST

Ajira Rasifala 30 August: ଆଜି ଦିନ ଆପଣଙ୍କ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ରହିବେ ସତର୍କ ଏବଂ କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା । ଜାଣିବା ପାଇଁ ‘ଇଟିଭି ଭାରତ’ରେ ପଢନ୍ତୁ, ଆଜିର ରାଶିଫଳ ।

ରାଶିଫଳ; ଆଜି ଚମକିବ ଏହି ରାଶିଙ୍କ ଭାଗ୍ୟ, ନୂଆ ବିଜନେସ୍ ଆରମ୍ଭ ସହ ମଉଜରେ କାଟିବେ ଦିନ
ରାଶିଫଳ; ଆଜି ଚମକିବ ଏହି ରାଶିଙ୍କ ଭାଗ୍ୟ, ନୂଆ ବିଜନେସ୍ ଆରମ୍ଭ ସହ ମଉଜରେ କାଟିବେ ଦିନ (Getty)
Ajira Rasifala
ଆଜିର ରାଶିଫଳ (ARIES)

ମେଷ: ଆଜିର ଦିନ ଭଲରେ ଆରମ୍ଭ ହେବ ଏବଂ ଦିନର ଶେଷ ଖରାପ ଆଡକୁ ଗତି କରିବ । କର୍ମକ୍ଷେତ୍ରରେ ଉତ୍ଥାନ ପତ୍ତନ ଲାଗି ରହିବ । ସୁସ୍ୱାଦୁ ଖାଦ୍ୟ ଖାଇ ଆତ୍ମସନ୍ତୋଷ ଲାଭ କରିବେ । ବାହାର ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । ଖର୍ଚ୍ଚ ଯୋଗୁଁ ଆପଣ ଚିନ୍ତିତ ରହିପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ମାନସିକ ଶାନ୍ତି ପାଇବାକୁ ଧ୍ୟାନ କରନ୍ତୁ । ଆପଣ ପ୍ରିୟଜନଙ୍କ ସହ ସମୟ ବିତାଇ ଆନନ୍ଦ ଅନୁଭବ କରିପାରନ୍ତି ।

Ajira Rasifala
ଆଜିର ରାଶିଫଳ (TAURUS)

ବୃଷ: ଆଜି ଆପଣ ଦିନଟିକୁ ଆମୋଦ ପ୍ରମୋଦରେ କାଟିବେ । ଗ୍ରହ ମାନଙ୍କ ଶୁଭ ଦୃଷ୍ଟିରୁ ଦିନଟିକୁ ଶାନ୍ତିରେ କାଟିପାରନ୍ତି । ଆପଣ ଆଜି ନିଜ ଆତ୍ମବିଶ୍ୱାସର ସହ ନିଜର କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଏହା ଫଳରେ ଆପଣଙ୍କୁ ଦିଆଯାଇଥିବା କାର୍ଯ୍ୟକୁ ସଫଳତାର ସହ ସମ୍ପନ୍ନ ହେବ । ସନ୍ଧ୍ୟା ସମୟରେ ଖୁସି ଖବର୍ ଆପଣ ଆଶ୍ଚର୍ଯ୍ୟଚକିତ ହୋଇଯିବେ । ସନ୍ଧ୍ୟା ଭ୍ରମଣ କି ସଙ୍ଗୀତ ପ୍ରତି ରୁଚି ବଢିବ । ଅର୍ଥ ସମ୍ପର୍କୀୟ କାର୍ଯ୍ୟ ସମ୍ପାଦନ ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ ଏବଂ ଅର୍ଥଲାଭ ମଧ୍ୟ ହୋଇପାରେ । ପାରିବାରିକ ଜୀବନ ମଧ୍ୟ ସୁଖମୟ ହେବ ।

Ajira Rasifala
ଆଜିର ରାଶିଫଳ (GEMINI)

ମିଥୁନ: ସକାରାତ୍ମକ ଏବଂ ବୁଦ୍ଧିମତା ଆପଣଙ୍କ ପାଇଁ କାର୍ଯ୍ୟକ୍ଷେତ୍ରରେ ସଫଳତା ଆଣିଦେବ । ନିଜ ସହ ସମୟ ବିତାଇବେ ଏବଂ ବ୍ୟକ୍ତିତ୍ଵ ବିକାଶ ପାଇଁ ଗୁରୁତ୍ୱ ଦେବେ । ବାସଗୃହର ସାଜସଜ୍ଜା ପ୍ରତି ରୁଚି ବଢିବ । ନିଜର ମିଜାଜ ଓ କଥାବାର୍ତ୍ତା ପ୍ରତି ସତର୍କ ନ ରହିଲେ ଅନ୍ୟମାନେ ଆପଣଙ୍କ ଠାରୁ ଦୂରେଇ ଯିବେ । ପରିବାରର ସଦସ୍ୟ ଓ ବନ୍ଧୁ ମାନଙ୍କ ସହ ଭୁଲ ବୁଝାମଣା କିମ୍ୱା ମତାନ୍ତର ହେବାର ସମ୍ଭାବନା ଅଛି । ଆପଣ ନିଜର ପରିବାରର ସଦସ୍ୟ ଏବଂ ପୁଅ ମନରେ ଆଘାତ ଦେଇପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବା ସହ ଖର୍ଚ୍ଚ ପ୍ରତି ଧ୍ୟାନ ଦିଅନ୍ତୁ ।

Ajira Rasifala
ଆଜିର ରାଶିଫଳ (CANCER)

କର୍କଟ: ଆଜି ନିଜ କାର୍ଯ୍ୟର ଫଳ ପାଇବେ । ନିଜର ପର୍ସନାଲିଟି କିପରି ଉନ୍ନତ ହେବ ସେଥିପ୍ରତି ଗୁରୁତ୍ୱ ଦେବେ । ଘରର ସାଜସଜ୍ଜା ପ୍ରତି ରୁଚି ବଢିବ । ବ୍ୟବସାୟ ଓ ଆର୍ଥିକ ସ୍ଥିତିରେ ଲାଭବାନ ହେବେ ଏବଂ ଅର୍ଥଲାଭର ପରିମାଣ ବୃଦ୍ଧି ପାଇପାରେ । ପୁଞ୍ଜି ଲଗାଣ ପାଇଁ ଦିନଟି ଶୁଭ ଅଟେ । ବହୁ ଦିନର ବ୍ୟବଧାନ ପରେ ଆପଣ ନିଜ ପ୍ରିୟବନ୍ଧୁଙ୍କ ସହ ମିଶିବେ । ଅବିବାହିତ ଯୁବକ ଓ ଯୁବତୀ ମାନେ ନିଜର ବୈବାହିକ ଜୀବନ ଆରମ୍ଭ କରିବା ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ ।

Ajira Rasifala
ଆଜିର ରାଶିଫଳ (LEO)

ସିଂହ: ନିଜର ମହତ୍ତ୍ବକୁ ନ୍ୟୁନ ଭାବନ୍ତୁ ନାହିଁ । ଅନେକ ସମସ୍ୟାର ସମାଧାନ ଆପଣଙ୍କ ପାଖେ ଅଛି । ଲୋକଙ୍କୁୁ ପ୍ରଭାବିତ କରିବେ । ନୂଆ ଡିଲ୍ କରି ପ୍ରମୁଖ ଦାୟିତ୍ୱ ନିର୍ବାହ କରିବେ । ପାରିବାରିକ ଜୀବନ ଶାନ୍ତ ରହିବ । ନିଜ ପିତାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ ଏବଂ ତାହା ଫଳପ୍ରଦ ମଧ୍ୟ ହେବ । ଜମି ଏବଂ ସମ୍ପତ୍ତି ସମ୍ୱନ୍ଧୀୟ କୌଣସି ବ୍ୟବସାୟ ସ୍ଥିର କରିବା ପାଇଁ ଏହା ହେଉଛି ଭଲ ଦିନ ।

Ajira Rasifala
ଆଜିର ରାଶିଫଳ (VIRGO)

କନ୍ୟା: ଆପଣଙ୍କ କଳା ପ୍ରସ୍ଫୁଟିତ ହେବ । ନିଜ ଲୋକଙ୍କୁୁ ନେଇ ଖୁସି ଅନୁଭବ କରିବେ । ଘରେ ଉପଯୁକ୍ତ ସ୍ଥାନରେ ଆସବାବପତ୍ର ସଂଖ୍ୟା ବୃଦ୍ଧି କରିବେ । ଆପଣଙ୍କ ପାଇଁ ପ୍ରତିକୂଳପୂର୍ଣ୍ଣ ପରିବେଶ ରହିପାରେ ଏବଂ ବ୍ୟସ୍ତ ରହିବେ । ବିଶେଷତଃ ଆପଣଙ୍କର ପିଲାମାନଙ୍କର ସ୍ୱାସ୍ଥ୍ୟ ବିଷୟରେ ଏହାର ଫଳାଫଳ ଆପଣଙ୍କୁ ନିଷ୍କ୍ରିୟ କରିଦେଇପାରେ । ପ୍ରତିଦ୍ୱନ୍ଦୀ, ଦୁଶ୍ଚିନ୍ତା ଏବଂ ଲୋଭାନ୍ୱିତ ହେବାର ଅଭାବ ଆପଣ ମନକୁ ଗ୍ରାସ କରିବ । କାମରେ ଆପଣଙ୍କ ସହକର୍ମୀ ଓ ବରିଷ୍ଠମାନଙ୍କ ଦ୍ୱାରା ସମାଲୋଚନା ହେବାକୁ ପଡିବ । ଏଥିପ୍ରତି ଧ୍ୟାନ ନଦେଇ ସାବଧାନତାର ସହ କାମ କରନ୍ତୁ ।

Ajira Rasifala
ଆଜିର ରାଶିଫଳ (LIBRA)

ତୁଳା: ଆଜି ଆପଣଙ୍କ ପାଇଁ ଗୋଟେ ଭଲ ଦିନ । ଅନ୍ୟମାନଙ୍କ ସହ ନିଜକୁ ମିଶାଇ ଦିଅନ୍ତୁ । ବୁଦ୍ଧିମତ୍ତା କାର୍ଯ୍ୟକଳାପରେ ନିଜକୁ ସଂପୃକ୍ତ କରିବାର ପ୍ରବଳ ଇଚ୍ଛା ଆପଣଙ୍କୁ ଲେଖା ଏବଂ ଡ୍ରଇଙ୍ଗ୍‌ ଭଳି ସୂକ୍ଷ୍ମ କଳା ଆଡକୁ ଟାଣିନେବ । ନୂଆ କାର୍ଯ୍ୟ ହାତକୁ ନେବା ପାଇଁ; ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଆଜି ହେଉଛି ସବୁଠାରୁ ଉତ୍ତମ ଦିନ । ପେଶାଦାର ଦୃଷ୍ଟିକୋଣରୁ ଆପଣ ନିପୁଣ ହେବେ ଏବଂ ସହକର୍ମୀ, ବରିଷ୍ଠ ମାନଙ୍କଠାରୁ ପ୍ରୋତ୍ସାହିତ ହେବେ ଏବଂ ଆପଣଙ୍କ କାର୍ଯ୍ୟ ଦକ୍ଷତା ଆହୁରି ବୃଦ୍ଧି ପାଇବ ।

Ajira Rasifala
ଆଜିର ରାଶିଫଳ (SCORPIO)

ବିଛା: ଆଜିର ଦିନଟି ଆପଣଙ୍କ ପାଇଁ ଖୁସି ଏବଂ ମଉଜର ଦିନ ଅଟେ । ନିଜର ବିକାଶକୁ ପ୍ରାଧାନ୍ୟ ଦେବେ । ବିଜନେସ୍ କ୍ଷେତ୍ରରେ ଆତ୍ମ ନିର୍ଭରଶୀଳ ବ୍ୟକ୍ତିମାନେ ଲାଭବାନ ହେବେ । କାର୍ଯ୍ୟରେ ଅଧିକ ଖର୍ଚ୍ଚ କରିବାକୁ ପଡିବ । ସନ୍ଧ୍ୟାରେ ପରିବରସହ ସମୟ ବିତାଇବେ । ବହୁତ ଖୁସି ମିଳିବ । ଆଜିର ଦିନରେ ବନ୍ଧୁ ମିଳନ ସହ ବଣଭୋଜି ପାଇଁ ବାହାରକୁ ଯାଇପାରନ୍ତି । ଆପଣ ଆକର୍ଷଣୀୟ ଜନିଷ ଏବଂ ପୋଷାକ, ଗହଣା କିଣିପାରନ୍ତି । ଯେକୌଣସି କାମ ଆରମ୍ଭ କରିବା ପାଇଁ ଆଜିର ଦିନଟି ଉତ୍କଷ୍ଟ ଦିନ ଅଟେ ।

Ajira Rasifala
ଆଜିର ରାଶିଫଳ (SAGITTARIUS)

ଧନୁ: ନିଜର ଆଗ୍ରହ ଏବଂ କର୍ମ ଦୁଇଟିରେ ପାର୍ଥକ୍ୟ ଅନୁଭବ କରିବେ । ଏହା ମଧ୍ୟରେ ସମନ୍ୟୟ ପାଇଁ ଚେଷ୍ଟା କରିବେ । ସନ୍ଧ୍ୟା ବେଳକୁ ଆପଣ ନିଜର ବୁଦ୍ଧି ଓ ଆଗ୍ରହ ଥିବା କାର୍ଯ୍ୟ ଦୁଇଟିରେ ସମନ୍ୱୟ ପାଇଁ ଚେଷ୍ଟା କରିବେ । ଆପଣଙ୍କର ମାନସିକ ଏବଂ ଶାରୀରିକ ସ୍ଥିତି ଠିକ ରହିବ ଏବଂ ଆପଣଙ୍କୁ ଆନନ୍ଦ ଉପଭୋଗ ପ୍ରଦାନ କରିବ । ଘର ଏବଂ କାର୍ଯ୍ୟ କ୍ଷେତ୍ରର ବାତାବରଣ ଶାନ୍ତିପୂର୍ଣ୍ଣ ରହିବ । ବଦଳରେ ଆପଣ ମଧ୍ୟ ଯଥେଷ୍ଟ ସକାରାତ୍ମକ ହେବେ । ଆପଣ ନିଜର ବିରୋଧୀ ମାନଙ୍କଠାରୁ ଶକ୍ତିଶାଳୀ ବୋଲି ପ୍ରମାଣିତ ହେବେ ଏବଂ ଯେଉଁ କାମ କରିବେ ସେଥିରେ ବିଜୟୀ ହେବେ ।

Ajira Rasifala
ଆଜିର ରାଶିଫଳ (CAPRICORN)

ମକର: ଦୁବ୍ୟବସାୟ ବିସ୍ତାର କରିବା ପାଇଁ ଆଜି ଉତ୍ତମ ଦିନ। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । ଆର୍ଥିକ କାରବାର ମଧ୍ୟ ବୃଦ୍ଧି ହେବ । ବ୍ୟବସାୟ ବିନା ଦ୍ୱିଧାରେ ଆଗକୁ ବଢିବ । ସହକର୍ମୀମାନେ ବନ୍ଧୁତ୍ୱପୂର୍ଣ୍ଣ ରହିବେ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ଆପଣଙ୍କ ପରିବାରରେ ମଧ୍ୟ ସୁଖଶାନ୍ତି ବଜାୟ ରହିବ । ଜର ପ୍ରତିଯୋଗୀ କିମ୍ୱା ସମକକ୍ଷ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ । ସାବଧାନତାର ସହ କାର୍ଯ୍ୟ କରନ୍ତୁ ସମସ୍ତ ସମସ୍ୟା ସମାଧାନ ହୋଇଯିବ ।

Ajira Rasifala
ଆଜିର ରାଶିଫଳ (AQUARIUS)

କୁମ୍ଭ: ଆପଣଙ୍କର ଆଜିର ଦିନ ଯଶ ଏବଂ ସୈାଭାଗ୍ୟର ଦିନ। ଚରିଆଡୁ ବହୁ ଉତ୍ସାହ ପାଇବେ । ଉପରିସ୍ଥ କର୍ମଚାରୀ ଆପଣଙ୍କୁ ପ୍ରଶଂସା କରିବେ । ଦିନଟି ଆନନ୍ଦ ଦାୟକ । ମହିଳାମାନେ ବାହାରେ ଦକ୍ଷତା ଦେଖାଇ ଦୁଇ ପଇସା ରୋଜଗାର କରିପାରନ୍ତି । ସମ୍ପତ୍ତି କିମ୍ୱା ଜମିଜମା ସଂକ୍ରାନ୍ତୀୟ କାର୍ଯ୍ୟରେ ସହାନୁଭୂତି ପ୍ରଦର୍ଶନ କରନ୍ତୁ ନାହିଁ । ନିଜର ପିଲାଳିଆ ବୁଦ୍ଧିକୁ ପରିତ୍ୟାଗ କରି ବୟସ୍କଙ୍କ ପରି ବ୍ୟବହାର କରନ୍ତୁ ।

Ajira Rasifala
ଆଜିର ରାଶିଫଳ (PISCES)

ମୀନ: ଆଜି ଖୁସିଖବର ପାଇବେ, ଯାହାକି ପରିବାରରେ ଉତ୍ସବର ବାତାବରଣ ସୃଷ୍ଟି କରିବ । କିଛି ପୁରୁଣା ଡିଲ ଆଜି ସମ୍ପୂର୍ଣ୍ଣ ହୋଇପାରେ । ବ୍ୟବସାୟ ପାଇଁ ବାହାରକୁ ଯାଇପାରନ୍ତି । ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତକୁ ପୂର୍ଣ୍ଣ କରିବା ସହ ଆପଣ ଉପକୃତ ହୋଇପାରନ୍ତି । ଆପଣଙ୍କର ସୃଜନଶୀଳ ପ୍ରତିଭା ଓ ଦୃଢ ସଂକଳ୍ପ ନିଶିନ୍ତ ଭାବେ ସଫଳତା ଆଣିଦେବ । ଏହା ଦ୍ୱାରା ଆପଣଙ୍କର ସାମାଜିକ ସମ୍ମାନ ବୃଦ୍ଧି ପାଇପାରେ । ଆଜି ଆପଣ ନିଜର ଜୀବନସାଥୀ ପାଇପାରନ୍ତି ଏବଂ ସନ୍ଧ୍ୟାରେ ପ୍ରିୟଜନଙ୍କ ସହ ଭ୍ରମଣରେ ଯାଇ ଆମୋଦ ପ୍ରମୋଦରେ ସମୟ କାଟିପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.