ETV Bharat / bharat

ଆଜିର ରାଶିଫଳ; ମନର ମଣିଷ ପାଇବେ ଏହି ରାଶି, ଏମାନଙ୍କ ବଢିବ ଖର୍ଚ୍ଚ - AJIRA RASIFALA

author img

By ETV Bharat Odisha Team

Published : Sep 3, 2024, 12:00 AM IST

Ajira Rasifala 3 September: ଆଜି ଦିନ ଆପଣଙ୍କ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ରହିବେ ସତର୍କ ଏବଂ କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା । ଜାଣିବା ପାଇଁ ‘ଇଟିଭି ଭାରତ’ରେ ପଢନ୍ତୁ, ଆଜିର ରାଶିଫଳ ।

ଆଜିର ରାଶିଫଳ; ମନର ମଣିଷ ପାଇବେ ଏହି ରାଶି, ଏମାନଙ୍କ ବଢିବ ଖର୍ଚ୍ଚ
ଆଜିର ରାଶିଫଳ; ମନର ମଣିଷ ପାଇବେ ଏହି ରାଶି, ଏମାନଙ୍କ ବଢିବ ଖର୍ଚ୍ଚ (ETV Bharat Odisha)
ଆଜିର ରାଶିଫଳ
ଆଜିର ରାଶିଫଳ (ARIES)

ମେଷ: ଆଜିର ଦିନ ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ । ଛୋଟ ଛୋଟ କଥାରେ ବିବ୍ରତ ହେବେ । ଶାରିରୀକ ଅସୁସ୍ଥତା ଦେଖାଦେବ । ବିଶ୍ରାମ ଅତ୍ୟାବଶ୍ୟକ । ଯାତ୍ରା କରନ୍ତୁ ନାହିଁ ଓ ଦୌଡା ଦୌଡି ବନ୍ଦ କରନ୍ତୁ । କାମର ଶେଷ ନାହିଁ , ଆବଶ୍ୟକ ସମୟରେ ଯଥାର୍ଥ ବିଶ୍ରାମ ନିଅନ୍ତୁ । ଆଜି ଆପଣଙ୍କର କାମ ସଂପୂର୍ଣ୍ଣ କରିପାରିବେ ନାହିଁ । ଭଲ ପାଉଥିବା ବ୍ୟକ୍ତିଙ୍କ ଦ୍ୱାରା ବ୍ୟସ୍ତ ହେବେ । ଆଗକୁ ପ୍ରଶଂସା ପାଇବେ । ନିଜର ଏବଂ ପିଲାମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।

ଆଜିର ରାଶିଫଳ
ଆଜିର ରାଶିଫଳ (TAURUS)

ବୃଷ: ସ୍ଥିର ମନ ଓ ଦୃଢ ଚିନ୍ତା ସମାଧାନର କାରଣ ହେବ । ନିଜର ସମସ୍ତ ଶକ୍ତି ପ୍ରୟୋଗ କରି ଶୁଭ ଫଳ ଆଶା କରନ୍ତୁ । ପୈତୃକ ସମ୍ପତ୍ତି ଆଶା କରାଯାଏ । ପିତା ମାତାଙ୍କ ସହ ଅନ୍ତରଙ୍ଗତା ବଢିବ । ଖେଳ କୁଦ ପାଇଁ ଦିନଟି ଭଲ ଅଟେ । ଆଜି ଆପଣ କିଣା କିଣି କରିବା ସମୟରେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରି ନ ପାରନ୍ତି । ଆପଣଙ୍କ ଉପରେ କେହି ପ୍ରଭିତ୍ଵ ଦେଖାଇ ପାରିବେ ନାହିଁ ଓ ଯିଏ ଦେଖେଇବାକୁ ଚେଷ୍ଟା କରିବେ । ବଜାରକୁ ଯାଇ କିଣାକିଣି କରିପାରନ୍ତି ।

ଆଜିର ରାଶିଫଳ
ଆଜିର ରାଶିଫଳ (GEMINI)

ମିଥୁନ: ଦିନଟି ଭଲ କେବଳ ଆପଣଙ୍କର ଗୋଟିଏ ଉପଦେଶ ଚତୁରତାର ସହ ପଇସା ଲଗାନ୍ତୁ । ପଇସା ଅତ୍ୟଧିକ ଥିଲେ ମଧ୍ୟ ଆପତ୍ତିଜନକ ସଂସ୍ଥାରୁ ଦୂରେଇ ରୁହନ୍ତୁ । ଚଞ୍ଚଳତା ଓ ଶକ୍ତିପୂର୍ଣ୍ଣ ରହିବେ । ଆଗକୁ ମାଡିଚାଲନ୍ତୁ । ଶତୃ ପରାଜୟ ହେବେ । ଆଜି ସବୁ ସମୟରେ ଆପଣଙ୍କ ସମସ୍ୟାଗୁଡିକ ପାଇଁ ପ୍ରୋତ୍ସାହନ ଓ ସମର୍ଥନ ପାଇବାକୁ ଆଶା କରିପାରନ୍ତି । ଆପଣଙ୍କ ଅଧିକ ଗପିବାର ଏକ ଅଭ୍ୟାସ ଅଛି ଓ ଆପଣଙ୍କ ମତାମତ ଦ୍ଵାରା ଚାପ ହଟାଇବାର ଆପଣଙ୍କ କ୍ଷମତାର ଆଜି ପରୀକ୍ଷା ହେବ ।

ଆଜିର ରାଶିଫଳ
ଆଜିର ରାଶିଫଳ (CANCER)

କର୍କଟ: ଦିନଟି ମଧ୍ୟମ ସ୍ତରର ଅଟେ । ଚର୍ତୁପାର୍ଶ୍ୱରେ ପରିଚାଳିତ ବସ୍ତୁ ଉପରେ ନଜର ରଖନ୍ତୁ । ଅଧିକ କାର୍ଯ୍ୟ ସତ୍ତ୍ବେ ଫଳ ଆଶାନୁତିତ ନୁହେଁ । କୁଟିଳ ଚିନ୍ତାରୁ ଦୂରେଇ ରୁହନ୍ତୁ ନଚେତ୍‍ ପରିବାରରେ କଳହ ଉପୁଜିପାରେ । ଛାତ୍ର ମାନଙ୍କ ପାଇଁ ଭଲ ଦିନ ଯଥା ସଫଳତା ନିଶ୍ଚିନ୍ତ । ଅମାନୁସିକ କାର୍ଯ୍ୟ କରନ୍ତୁ ନାହିଁ ଅଯଥା ଚିନ୍ତାରେ ରହିବେ । ଯଦି ଚିନ୍ତା କରୁଥାନ୍ତି ତେବେ ବିଶ୍ରାମ ନିଅନ୍ତୁ । ଖର୍ଚ୍ଚ ଅଧିକ ହୋଇପାରେ । ଘରୋଇ ବିଷୟ ପାଇଁ ଆପଣ ଆପଣଙ୍କ ବଜେଟ୍‌ ବଢାଇପାରନ୍ତି । ଆପଣ ତୁଣ୍ଡରେ ଲଗାମ ରଖନ୍ତୁ ଏବଂ ଅବୁଝାମଣାକୁ ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ ।

ଆଜିର ରାଶିଫଳ
ଆଜିର ରାଶିଫଳ (LEO)

ସିଂହ: ଆପଣଙ୍କ ପାଇଁ ପରିସ୍ଥିତି ଆଜି ଅତ୍ୟନ୍ତ ଅନୁକୂଳ ଅଟେ । ନିଜ ଉପରେ ବିଶ୍ୱାସ ରଖିଲେ ସବୁ ସମାଧାନ ହେବ । ସମସ୍ତ ଶକ୍ତି ପ୍ରୟୋଗରେ କାର୍ଯ୍ୟ ସିଦ୍ଧି ହେବ । ସରକାରୀ ସଂସ୍ଥା ଦ୍ୱାରା ଉପକୃତ ହେବେ । ନିଜର କ୍ଷମତା ପରିପ୍ରକାଶ କରି ସମସ୍ତ ମନ ନିଅନ୍ତୁ । ତୁମର ପ୍ରତିଷ୍ଠା ଓ ବଳ ବୃଦ୍ଧି ହେବ ଏବଂ ପୈତୃକ ସମ୍ପତି ଲାଭ ହେବ । ସେଥିପାଇଁ ଚିନ୍ତା କରନ୍ତୁ ନାହିଁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଆଜି ନିର୍ଦ୍ଦିଷ୍ଟ ହୋଇଥିବା ମିଟିଂରୁ ଆପଣ ଲାଭ ପ୍ରାପ୍ତ ହୋଇପାରନ୍ତି । କୌଣସି ସମସ୍ୟାକୁ ଧୈର୍ଯ୍ୟ ଏବଂ ଦୂରଦୃଷ୍ଟିର ସହ ସମାଧାନ କରିବେ । ଧର୍ମକାର୍ଯ୍ୟ ପାଇଁ ଦାନ କରିପାରନ୍ତି ।

ଆଜିର ରାଶିଫଳ
ଆଜିର ରାଶିଫଳ (VIRGO)

କନ୍ୟା: ଆପଣଙ୍କ ଆଡକୁ ଆସୁଥିବା ଆର୍ଥିକ ଆହ୍ଵାନଗୁଡିକର ସମ୍ମୁଖୀନ ହେବାକୁ ଆପଣ ଭଲ ପାଆନ୍ତି, କାରଣ ସେଗୁଡିକ ଆପଣଙ୍କ ସଫଳତାର ଆଶାକୁ ବଢାଇଥାଏ । ଅଧିକ ସକ୍ଷମତା ଓ ଗର୍ବ ସମସ୍ତ କୁ-କାର୍ଯ୍ୟର ପରିଣାମ । ଆପଣ ଭଲ ଅନୁମାନ କରିବେ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । କାର୍ଯ୍ୟରେ ସତର୍କତା ଅବଲମ୍ୱନ କରନ୍ତୁ । ଦିନର ଅଧକରେ ଆପଣଙ୍କ କାର୍ଯ୍ୟକ୍ରମର ଅନ୍ୟ ଗତି ନେବ । କିନ୍ତୁ ଆପଣଙ୍କ ଶରୀର ଅସୁସ୍ଥ ହୋଇପାରେ ଏବଂ ଏହାକୁ ଠିକ୍‌ କରିବାରେ ବହୁତ ପଇସା ଖର୍ଚ୍ଚ ହୋଇପାରେ ।

ଆଜିର ରାଶିଫଳ
ଆଜିର ରାଶିଫଳ (LIBRA)

ତୁଳା: ଆଜି ଦିନଟି ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ । ଆପଣ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ୍ୟ ସମ୍ପାଦନ କରିବା ଦ୍ୱାରା ଆର୍ଥିକ ସ୍ଥିତିରେ ଉନ୍ନତି ଘଟି ଆପଣଙ୍କୁ ସୁଖି କରିବ । ବନ୍ଧୁଙ୍କଠାରୁ ସାହାଯ୍ୟ ପାଇବେ । କୌଣସି ପ୍ରିୟ ବାନ୍ଧବୀଙ୍କ ସହ ସାକ୍ଷାତ କରିପାରନ୍ତି । ନିଜର ଗାଡି ନେଇ କୌଣସି ରମଣୀୟ ସ୍ଥାନକୁ ବଣଭୋଜି କରିବା ପାଇଁ ଉତ୍କଣ୍ଠା ପ୍ରକାଶ କରିପାରନ୍ତି । ଗ୍ରହମାନଙ୍କ ସୁପ୍ରଭାବରୁ ଅବିବାହିତ ଯୁବକ ଯୁବତୀ ମାନେ ବିବାହ ସୁତ୍ରରେ ଆବଦ୍ଧ ହୋଇପାରନ୍ତି । ସୁଖାଦ୍ୟ ଖାଇବାର ମଜ୍ଜାନେବେ ଏବଂ ସୁଖନିଦ୍ରା ଯିବେ ।

ଆଜିର ରାଶିଫଳ
ଆଜିର ରାଶିଫଳ (SCORPIO)

ବିଛା: ଆପଣଙ୍କ ଉପରିସ୍ଥ ହାକିମ ଆପଣଙ୍କ କର୍ମଦକ୍ଷତାରେ ସନ୍ତୋଷ ପ୍ରକାଶ କରିବେ । ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ସାମାଜିକ ସ୍ୱୀକୃତି ଲାଭ କରି ଆତ୍ମ ସନ୍ତୋଷ ପାଇବେ । ଆପଣଙ୍କର ସନ୍ତାନ ତାର ସଫଳତାର ଶୀର୍ଷସ୍ଥାନ ଅଧିକାର କରିଥିବାରୁ ଖୁସିର ସୀମା ରହିବ ନାହିଁ । ଦିନଟିକୁ ଆମୋଦ ପ୍ରମୋଦରେ କାଟିପାରନ୍ତି । ଛାତ୍ରମାନେ ସେମାନଙ୍କ ପାଠପଢାରେ ଅତି ଉତ୍ତମ ଫଳାଫଳ ନେଇ ବାହାରିବେ ଏବଂ ସେମାନଙ୍କ କ୍ୟାରିଅରରେ ଅତି ଉତ୍ତମ ପରିବର୍ତ୍ତନ ଆଣିବାରେ ସକ୍ଷମ ହେବେ । ଆପଣଙ୍କର ସୃଜନାତ୍ମକ କାର୍ଯ୍ୟକଳାପ ପ୍ରବାହିତ ହେବ ଏବଂ ଏହାକୁ ଆହୁରି ଭଲ କରନ୍ତୁ ।

ଆଜିର ରାଶିଫଳ
ଆଜିର ରାଶିଫଳ (SAGITTARIUS)

ଧନୁ: ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିନପାରେ । ତେଣୁ ନିଜକୁ ଦୁର୍ବଳ ଅନୁଭବ କରିବେ ଏବଂ ଆଳସ୍ୟରେ ଦିନଟି କଟିପାରେ । ଶାରୀରିକ ଦୁର୍ବଳତା ଯୋଗୁଁ ଚିନ୍ତିତ ହୋଇପାରନ୍ତି । ବ୍ୟବସାୟରେ ମାନ୍ଦା ଅବସ୍ଥା ପାଇଁ ମାନସିକ ଶାନ୍ତି ବ୍ୟାହତ ହୋଇପାରେ । ପ୍ରତିଯୋଗୀ ଏବଂ ନିଜ ସମକକ୍ଷ ବ୍ୟକ୍ତିମାନଙ୍କଠାରୁ ନିଜକୁ ଦୂରେଇ ରଖନ୍ତୁ । କୌଣସି ଉତ୍ସବର ଆୟୋଜନ କରିବା ପୂର୍ବରୁ ସାବଧାନ ରୁହନ୍ତୁ । ସନ୍ଧ୍ୟାରେ ଚାଲିଚାଲି ସାନ୍ଧ୍ୟ ଭ୍ରମଣରେ ବାହାରିଲେ ମନ ପରିବର୍ତ୍ତନ ହୋଇପାରେ ।

ଆଜିର ରାଶିଫଳ
ଆଜିର ରାଶିଫଳ (CAPRICORN)

ମକର: ଅପ୍ରତ୍ୟାଶିତ ଭାବେ ଖର୍ଚ୍ଚାନ୍ତ ହେବାର ଯୋଗ ରହିଛି । ଶାରୀରିକ ଅସୁସ୍ଥତା ଯୋଗୁଁ କିମ୍ୱା ସାମାଜିକ କାର୍ଯ୍ୟରେ ଯୋଗଦେବା ପାଇଁ ବାହାରକୁ ଯାଆନ୍ତୁ ନାହିଁ । ଦୁର୍ଘଟଣା ଘଟିବାର ସମ୍ଭାବନା ଥିବାରୁ ସତର୍କ ରୁହନ୍ତୁ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଘଟିଥିବା ମନୋମାଳିନ୍ୟକୁ ଧୀର ସ୍ଥିର ଚିତ୍ତରେ ସମାଧାନ କରିଦିଅନ୍ତୁ । ନିଜମନକୁ ସର୍ବଦା ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ । ବ୍ୟବସାୟରେ ବିନା ଦ୍ୱିଧାରେ ଆଗକୁ ବଢିବ । ଶାନ୍ତି ଏବଂ ମୈତ୍ରୀ ଆପଣଙ୍କ ଦ୍ୱାରସ୍ଥ ହେବେ ।

ଆଜିର ରାଶିଫଳ
ଆଜିର ରାଶିଫଳ (AQUARIUS)

କୁମ୍ଭ: ଦିନଟି ଅତ୍ୟନ୍ତ ଶୁଭଫଳଦାୟକ ଅଟେ । ଦୃଢ ବିଶ୍ୱାସ ଓ ଠିକ ସିଦ୍ଧାନ୍ତ ଆପଣଙ୍କୁ ସବୁ କାର୍ଯ୍ୟ୍ୟ ସୁଚାରୁରୂପେ ସମ୍ପାଦନ କରିବାକୁ ପ୍ରେରଣା ଯୋଗାଇବ । ଆମ ଠିକ ସମୟରେ କାର୍ଯ୍ୟ୍ୟକୁ ସମ୍ପୂର୍ଣ୍ଣ କରିବାର ପ୍ରୟାସ ଜାରି ରଖିବେ । ଘରପାଇଁ କିଛି ଦରକାରୀ ଆବଶ୍ୟକୀୟ ଜିନିଷ କିଣିପାରନ୍ତି । ଆପଣ ଚାହିଁଲେ ଗୋଟିଏ ନୂଆ ଗାଡି କିଣିପାରିବେ । ବନ୍ଧୁମାନଙ୍କ ଗହଣରେ ସହର ବାହାରକୁ ପରିଭ୍ରମଣରେ ଯିବେ । ଏପରି ଆମୋଦ ଦାୟକ ଭ୍ରମଣ ଅନୁଭୂତି ଆପଣଙ୍କ ସ୍ମୃତିରେ ଅଭୁଲା ହୋଇ ରହିପାରେ ।

ଆଜିର ରାଶିଫଳ
ଆଜିର ରାଶିଫଳ (PISCES)

ମୀନ: ଗ୍ରହଙ୍କ ଶୁଭଦୃଷ୍ଟି ଯୋଗୁଁ ଶାରୀରିକ ତଥା ମାନସିକ ଶାନ୍ତି ଅବ୍ୟାହତ ରହିବ । ସୁସ୍ଥ ପାରିବାରିକ ଓ କର୍ମମୟ ଜୀବନରେ ତୃପ୍ତି ଲାଭ କରିବେ । କୌଣସି ସମସ୍ୟାର ସମାଧାନ କରିବାକୁ ପଡିଲେ କ୍ରୋଧ ପ୍ରକାଶ ନକରି କୋମଳ କଥାରେ ଅନାୟସରେ ସାମାଧାନ କରିବା ଶ୍ରେୟସ୍କର ଅଟେ । ମାଆଙ୍କଠାରୁ ବହୁ ଦିନରୁ ପ୍ରତିକ୍ଷିତ ଶୁଭସମ୍ୱାଦ ପାଇପାରନ୍ତି । ବୃତ୍ତିରେ ସହକର୍ମୀଗଣ ଆପଣଙ୍କୁ ସାହାଯ୍ୟ ପ୍ରଦାନ କରିବେ । ଏହା ଆପଣଙ୍କୁ ନିଶ୍ଚିତ ଭାବରେ ଉତ୍ସାହିତ କରିପାରେ । ଯଦି ମନ ଅଶାନ୍ତ ରୁହେ ତାହାହେଲେ ସଙ୍ଗୀତ ପ୍ରେମ ହିଁ ଆପଣଙ୍କୁ ଶାନ୍ତି ପ୍ରଦାନ କରିବ । ଦିନଟିକୁ ଆମୋଦ ପ୍ରମୋଦରେ କଟାନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.