ETV Bharat / bharat

ଆଜିର ରାଶିଫଳ: ସବୁ ସମସ୍ୟାରୁ ମୁକ୍ତି ପାଇବେ ଏହି ରାଶି, ଖୁସିରେ କଟିବ ଦିନ - AJIRA RASIFALA

Ajira Rasifala 21 September: ଆଜି ଦିନ ଆପଣଙ୍କ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ରହିବେ ସତର୍କ ଏବଂ କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା । ଜାଣିବା ପାଇଁ ‘ଇଟିଭି ଭାରତ’ରେ ପଢନ୍ତୁ, ଆଜିର ରାଶିଫଳ

ଆଜିର ରାଶିଫଳ
ଆଜିର ରାଶିଫଳ (Getty)
author img

By ETV Bharat Odisha Team

Published : Sep 21, 2024, 9:55 AM IST

ମେଷ: ଆଜି ଆପଣ ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି କିନ୍ତୁ ବିଚାରରେ ଦ୍ୱନ୍ଦ୍ୱ ହେତୁ ଚିନ୍ତା ଲାଗିରହିବ । ଶରୀର ଓ ମନ କୌଣସି କାର୍ଯ୍ୟ କରିବାକୁ ସମର୍ଥ ହେବ ନାହିଁ । ବ୍ୟବସାୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦିଙ୍କଠାରୁ ପଛରେ ରହିବେ । ଲାଭଦାୟକ ଯାତ୍ରା କରିବେ । ବନ୍ଧୁଙ୍କଠାରୁ ଲାଭପାଇବେ । ନିଜର ବାକ୍ ଶକ୍ତି ଉପରେ ନିୟନ୍ତ୍ରଣ କରିବାକୁ ଅନୁରୋଧ । ଖର୍ଚ୍ଚାନ୍ତର ବଢିପାରେ । ଏଣୁ ସତର୍କତା ଅବଲମ୍ୱନ କରିବା ସହ ଜଗିରଖି ଚଳନ୍ତୁ ।

ଆଜିର ରାଶିଫଳ
ଆଜିର ରାଶିଫଳ (ARIES)

ବୃଷ: ଚିନ୍ତା ଯୋଗୁଁ ମହତ୍ୱପୂର୍ଣ୍ଣ ଅବସର ହରାଇ ବସିବେ । ନୂଆ କାମ ଆରମ୍ଭ କରିବାକୁ ଅନୁକୂଳ ସମୟ ନୁହେଁ । କାହା ସହିତ ମତଭେଦ ହୋଇପାରେ । ନିଜ ମଧୁର କଥାରେ କାହାକୁ ବି ଆକର୍ଷିତ କରିପାରିବେ । ଆପଣଙ୍କ ପରିବାରରେ ଶାନ୍ତି ବଜାୟ ରହିବ । ବିତ୍ତୀୟ ଲାଭ ପ୍ରାପ୍ତ କରିବେ । ବିଦ୍ୟାର୍ଥୀ ସଫଲତା ପ୍ରାପ୍ତ କରିପାରିବେ । ଶାରିରୀକ ଅସୁସ୍ଥତା ଅନୁଭବ କରିବେ । ଖାଦ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ବ୍ୟସ୍ତତା ଓ ଦେହ ପୀଡାରେ କଷ୍ଟ ପାଇବେ । କାର୍ଯ୍ୟ ସ୍ଥଳରେ ଅଳସୁଆ ହେବେ । କୌଣସି ସ୍ଥାନକୁ ଯାତ୍ରା କରିବାକୁ ଚାହୁୁଁଥିଲେ ଯାତ୍ରା ସଫଳ ହେବ ।

ଆଜିର ରାଶିଫଳ
ଆଜିର ରାଶିଫଳ (TAURUS)

ମିଥୁନ: ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନ ଲାଭଦାୟୀ ରହିବ । ଆଜି ବନ୍ଧୁ ଓ ପରିଜନଙ୍କ ସହଯୋଗରେ କଠିନ କାମ ସହଜ ହୋଇଯିବ । ଉତ୍ତମ ଭୋଜନ ଓ ବସ୍ତ୍ର ଯୋଗ ଅଛି । ମନରେ ନକରାତ୍ମକ ଭାବନା ରଖିଲେ ଖରାପ ବ୍ୟାପାରରେ ଅନୁକୁଳ ପରିବେଶ ଯୋଗୁଁ ମନ ଭଲ ରହିବ । ଉତ୍ସାହ ଓ ଫୁର୍ତ୍ତିିର ଦିନ ଇଏ, ଏହାକୁ ଆନନ୍ଦରେ ଉପଭୋଗ କରନ୍ତୁ । ସ୍ତ୍ରୀ ପିଲାଙ୍କ ସହ ସୁନ୍ଦର ଯାତ୍ରା କରିବେ । ଶାରୀରିକ ସୁସ୍ଥତା, ସାମାଜିକ ପ୍ରତିଷ୍ଠା ଓ କ୍ଷତି ବଢିବ ।

ଆଜିର ରାଶିଫଳ
ଆଜିର ରାଶିଫଳ (GEMINI)

କର୍କଟ: ଆଜିର ଦିନଟି ଶୁଭ ଫଳଦାୟକ ଅଟେ । ପାରିବାରିକ ସମ୍ପର୍କ ଭଲ ରହିବ । ଆ ବନ୍ଧୁ ସୃଷ୍ଟି କରିବେ, ସେମାନଙ୍କ ସହ ଖୁସିରେ ସମୟ କାଟିବେ କିନ୍ତୁ ସାମାନ୍ୟ ବ୍ୟସ୍ତ ଓ ଚିନ୍ତା ଆପଣଙ୍କ ପଥରୋଧ କରିଵ । କିନ୍ତୁ ସନ୍ଧ୍ୟା ବେଳକୁ ସାଙ୍ଗମାନଙ୍କ ସହ ରିଲାକ୍ସ ହେଉଥିଵା ବେଳେ ସବୁ ଠିକ ହୋଇଯିବ । କିଛି ଶୁଭ ଫଳ ପାଇବେ । ଯାହା କରିବେ ଜଶ ପାଇବେ,ଶରୀର ସୁସ୍ଥ ରହିବ । ସ୍ତ୍ରୀ ପିଲାଙ୍କ ସହ ସୁନ୍ଦର ସମୟ ବିତାଇବେ । ଚାକିରି କ୍ଷେତ୍ରରେ ଉନ୍ନତି ଲାଭ କରିବେ । ଉପରିସ୍ଥ କର୍ମଚାରୀଙ୍କ ଦ୍ୱାରା ଉପକୃତ ହେବେ ।

ଆଜିର ରାଶିଫଳ
ଆଜିର ରାଶିଫଳ (CANCER)

ସିଂହ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ଦିନ ଅଟେ । ନିଜ ଜୀବନରେ କାହାକୁ ବେଶି ଅପେକ୍ଷା କରିଥିବା ବ୍ୟକ୍ତିଙ୍କୁ ଆଜି ଭେଟିବେ । ନିଜ ଜୀବନସାଥୀଙ୍କୁ ମୂଲ୍ୟବାନ ଉପହାର ଦେଇପାରନ୍ତି । କଳା ପ୍ରତି ଆକର୍ଷିତ ହେବେ, ସଫଳତା ପ୍ରଦର୍ଶନ କରିବାକୁ ସକ୍ଷମ ହେବେ । ନୂତନ କବିତା ଲେଖିବା ପାଇଁ ପ୍ରେରଣା ପାଇବେ । ବୈବାହିକ ଜୀବନ ସୁଖମୟ ହେବ । ପିଲାମାନେ ପାଠପଢାରେ ଉଚ୍ଚ ଫଳ ଯୁକ୍ତ ହେବେ । ସାଙ୍ଗ ତଥା ସ୍ତ୍ରୀ ମାନଙ୍କ ଠାରୁ ଲାଭ ହେବ । କିଛି ଆୟୋଜକ ଭାବରେ କାମ କରିପାରନ୍ତି ।

ଆଜିର ରାଶିଫଳ
ଆଜିର ରାଶିଫଳ (LEO)

କନ୍ୟା: ଅତୀତର କାର୍ଯ୍ୟକୁ ନେଇ ଆଜି ପ୍ରଶଂସିତ ହେବେ । ଅନ୍ୟର ଆଦେଶ ମାନିବା ବଦଳରେ ନିଜ ଢଙ୍ଗରେ ସମସ୍ୟାଗୁଡ଼ିକୁ ସମାଧନ କରିବାକୁ ପସନ୍ଦ କରିବେ । ନିଜ ଅସନ୍ତୁଷ୍ଟ ପ୍ରକାଶ ନକରି ଶାନ୍ତ ଓ ସଙ୍ଗଠିତ ରହିବା ଉଚିତ ହେବ । ଆପଣ ନିଜ ସହକର୍ମୀ ଓ ସମକକ୍ଷ ବ୍ୟକ୍ତିଙ୍କ ଠାରୁ ସହଯୋଗ ପାଇବେ । ଆପଣ ନିଜର ଶ୍ରେଷ୍ଠ କାର୍ଯ୍ୟଦକ୍ଷତା ପାଇଁ ଉପକୃତ ହେବେ । ଅସୁସ୍ଥ ଥିବା ବ୍ୟକ୍ତି ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା କ୍ରମଶଃ ଆରୋଗ୍ୟ ଆଡ଼କୁ ଗତି କରିବ । ବିବାହିତ ମହିଳାମାନେ ସେମାନଙ୍କ ନିଜ ଜନ୍ମିତ ସ୍ଥାନରୁ ଶୁଭ ଖବର ପାଇବେ । ଖର୍ଚ୍ଚର ପରିମାଣ ବଢିପାରେ । ସେଥିପାଇଁ ସତର୍କ ରୁହନ୍ତୁ ।

ଆଜିର ରାଶିଫଳ
ଆଜିର ରାଶିଫଳ (VIRGO)

ତୁଳା: ଆଜି ସାରା ଦିନ ଖୁସିରେ କଟିବ । ପ୍ରତିଯୋଗୀଙ୍କ ପାଖରୁ ହିଁ ଆପଣ ସୁଯୋଗ ଛଡାଇ ନେଇପାରିବେ । ନିଜର ରୂପ ସୌନ୍ଦର୍ଯ୍ୟ ପ୍ରତି ସମ୍ବେଦନଶୀଳ ହୋଇ ବିଉଟି ପାର୍ଲର ଯିଵେ, ଦାମୀ କସମେଟିକ୍ସ କିଣି ପାରନ୍ତି । ନିଜର ସୌନ୍ଦର୍ଯ୍ୟ ଓ ବ୍ୟକ୍ତିତ୍ୱ ବୃଦ୍ଧି ସକାଶେ ବସ୍ତ୍ର କିଣାକିଣିପାଇଁ ବାହାରିପାରନ୍ତି । ପ୍ରିୟଜନଙ୍କ ସହି ମିଳନ ହେବ । ଆପଣଙ୍କ ମନ ବ୍ୟସ୍ତ ଏବଂ ବ୍ୟାକୁଳତା ମୁକ୍ତ ରହିବ । ତୀର୍ଥଯାତ୍ରାରେ ଯାଇ ଆପଣ ଅନ୍ତିମ ଖୁସୀ ଅନୁଭବ କରିବେ । ସମ୍ପର୍କରେ ଭାବ ପ୍ରବଣତା ଆପଣଙ୍କୁ ଦ୍ୱନ୍ଦ୍ୱରେ ପକାଇବ ।

ଆଜିର ରାଶିଫଳ
ଆଜିର ରାଶିଫଳ (LIBRA)

ବିଛା: ଆଜିଦିନ ଆପଣଙ୍କ ପାଇଁ ମଧ୍ୟମ ଧରଣର ହୋଇପାରେ । ଅନାବଶ୍ୟକ ଖର୍ଚ୍ଚ ଉପରେ ଆପଣ ନଜର ରଖିବା ଆବଶ୍ୟକ । କଥାବାର୍ତ୍ତା କଲାବେଳେ ଆପଣ ଯତ୍ନଶୀଳ ରହନ୍ତୁ, ନମ୍ର ଏବଂ ଉଲ୍ଲାସ ରହନ୍ତୁ । ତାହା ଆପଣଙ୍କୁ ଘରୋଇ ଶାନ୍ତି ଏବଂ ସ୍ୱହାର୍ଦପୁର୍ଣ୍ଣତା ସୁନିଶ୍ଚିତ କରିବ । ଆପଣଙ୍କ ମନରେ ପ୍ରତିକୂଳ ଭାବନା ରଖନ୍ତୁ ନାହିଁ । ସ୍ୱାସ୍ଥ୍ୟ ସମସ୍ୟା ରହିପାରେ । ଯଦି ନିଜ ଜିଦରେ ଅଟଳ ରହିବେ, ଆପଣ ଲକ୍ଷ୍ୟଚ୍ୟୁତ ହୋଇପାରନ୍ତି । ମନର ଭାବ ପ୍ରବଣତାକୁ କମ୍‌ କରନ୍ତୁ, ନ ହେଲେ ଆପଣ ବ୍ୟାକୁଳତା ଏବଂ ମାନସିକ ଅସ୍ଥିରତାର ଶିକାର ହେବାର ସମ୍ଭାବନା ରହିଛି ।

ଆଜିର ରାଶିଫଳ
ଆଜିର ରାଶିଫଳ (SCORPIO)

ଧନୁ: ବିଦେଶ ସମ୍ପର୍କୀୟଙ୍କ ସହ ବ୍ୟବସାୟ ବୃଦ୍ଧି ହେବାର ଅଛି । ଠିକ ଢଙ୍ଗରେ କହିଵା ଦକ୍ଷତା ନିଜ କାର୍ଯ୍ୟ ହାସଲ ପାଇଁ ସାହାଯ୍ୟ କରିଵ । ନିଜ ପଥରେ ନାୟକ ହେଵାପାଇଁ ଆପଣ ଭଲ ନିଷ୍ପତ୍ତି ନେଉଛନ୍ତି । ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି କିମ୍ୱା ବନ୍ଧୁ ଓ ପରିବାର ସହ ବାହାରକୁ ବୁଲି ଯାଇପାରନ୍ତି । ଗ୍ରହ ମାନଙ୍କର ଶୁଭ ଦୃଷ୍ଟିରୁ ଆପଣଙ୍କର ସବୁ କାର୍ଯ୍ୟରେ ସଫଳତା ମିଳିପାରେ । ଶାରୀରିକ ସୁସ୍ଥତା ବଜାୟ ରହିବ । ନିଜର ପରିବାର ଓ ଭାଇ ଭଉଣୀଙ୍କ ସହ ପରିଭ୍ରମଣରେ ଯାଇ ମୌଜ ମଜଲିସରେ ସମୟ କାଟିପାରନ୍ତି । ସାମାଜିକ କ୍ଷେତ୍ରରେ ନିଜର ପରିଚିତ ଓ ସମ୍ମାନ ବୃଦ୍ଧି ଯୋଗୁଁ ନିଜକୁ ଭାଗ୍ୟବାନ ମନେକରିବେ ।

ଆଜିର ରାଶିଫଳ
ଆଜିର ରାଶିଫଳ (SAGITTARIUS)

ମକର: ଗତକାଲିର ବିପୁଳ ଶକ୍ତି ଏବଂ ଉତ୍ସାହତ୍ମକ ବାର୍ତ୍ତା ବିନିମୟ ହୁଏତ ଆପଣଙ୍କୁ ଆଜି ଶକ୍ତିହୀନ ଏବଂ କ୍ଳାନ୍ତ କରି ଦେଇଛି । ଶାରିରୀକ ଭାବରେ ଆପଣ ଶକ୍ତିଶାଳୀ ଅନୁଭବ କରୁନାହାନ୍ତି ଏବଂ ଆପଣଙ୍କ ହୃଦୟ ମଧ୍ୟ ଏହା ଅନୁସରଣ କରିପାରେ । ଗତକାଲି ଘଟିଥିବା କୌଣସି ଘଟଣା ହୁଏତ ଆପଣଙ୍କୁ ଆଜି ବି ବ୍ୟସ୍ତ କରୁଛି, ଆପଣଙ୍କ ମନରେ ବିରକ୍ତିଭାବ ଏବଂ ଅଶାନ୍ତି ସୃଷ୍ଟି କରୁଛି । ପୁଞ୍ଜି ଲଗାଣର ଆଜି ସଫଳତା ହାସଲ କରିବେ । ଆପଣଙ୍କର ତୀକ୍ଷ୍ମ ବୁଦ୍ଧି ଓ ବିକାଶ ପ୍ରଦର୍ଶନ କରି ଅର୍ଥ ଲାଭ କରନ୍ତୁ । କୌଣସି ଲୋକର କୁଦୃଷ୍ଟି ଯୋଗୁଁ ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍‍ ରହିନପାରେ ।

ଆଜିର ରାଶିଫଳ
ଆଜିର ରାଶିଫଳ (CAPRICORN)

କୁମ୍ଭ:ଆଜି ଦିନଟି ସଫଳତାର ଦିନ ଅଟେ । ଆଜି ଆପଣଙ୍କ ମାନସିକ, ଶାରୀରିକ ଆଧ୍ୟାତ୍ମିକ ସୁସ୍ଥତା ବଜାୟ ରହିବ । ପରିବାରର ସଦସ୍ୟ ଓ ବନ୍ଧୁ ଙ୍କ ଅଧିନରେ ବାହାରକୁ ବୁଲିବାକୁ ଯାଇପାରନ୍ତି । ଉପହାର ଦିଆ ନିଆ ଆପଣଙ୍କୁ ଆମୋଦିତ କରିପାରେ । ସୁଖାଦ୍ୟ ଭୋଜନ ଓ ପାନୀୟ ଗ୍ରହଣ କରି ନିଜକୁ ତୃପ୍ତ କରିପାରନ୍ତି ଏବଂ ବନ୍ଧୁଗହଣରେ ଭାବ ବିନିମୟରେ ଆନନ୍ଦ ଉପଭୋଗ କରିପାରନ୍ତି । ଆଜି ଆପଣ ନିଜ ସୀମିତ କ୍ଷେତ୍ରରୁ ବାହାରି ନୂଆ ପଥ ଗ୍ରହଣ କରିବେ ।

ଆଜିର ରାଶିଫଳ
ଆଜିର ରାଶିଫଳ (AQUARIUS)

ମୀନ: ଆଜି ସାବଧାନ ରହିବାକୁ ପଡ଼ିବ । ପରିବାରରେ ମତଭେଦ ରହିପାରେ ଓ ମାତାଙ୍କ ସ୍ୱାସ୍ଥ୍ୟ ଚିନ୍ତା ରହିବ । ମନରେ କିଛି ଚିନ୍ତା ରହିବ ଚାକିରିରେ ଅସୁବିଧା ସାମନା କରିବେ । ସମ୍ପତ୍ତିର ଦସ୍ତାବିଜ୍ କରିବା ସମୟରେ ବିଶେଷ ଧ୍ୟାନ ଦେବେ । ପ୍ରବଳ ମାନସିକ ଚାପରେ ଭାରାକ୍ରାନ୍ତ ରହିବେ । ଶରୀରର ପୀଡା ଓ ହାଲିଆ ଦୁଃଖ ଦେବ । ଗୁରୁଜନଙ୍କ ସହ କାମ କରୁଥିବାବେଳେ ସତର୍କ ରୁହନ୍ତୁ । ପୁରାଦିନ ପିଲାଙ୍କ ଚିନ୍ତାରେ ରହିପାରନ୍ତି । ଜରୁରୀ କାମ ନକରିବା ଭଲ ଅଟେ । ବ୍ୟବସାୟୀମାନେ ଅସୁବିଧାର ସମ୍ମୁଖୀନ ହେବେ । ଦୁଃଶ୍ଚିନ୍ତା ଛାଡନ୍ତୁ ।

ଆଜିର ରାଶିଫଳ
ଆଜିର ରାଶିଫଳ (PISCES)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.