ETV Bharat / bharat

ଆଜିର ରାଶିଫଳ; ଏହି 5 ରାଶିଙ୍କ ବଢିବ ଦୁଃଶ୍ଚିନ୍ତା, ଯୁକ୍ତିତର୍କ-କୋର୍ଟ ମାମଲାରୁ ଦୂରେଇ ରୁହନ୍ତୁ - Ajira Rasifala - AJIRA RASIFALA

Ajira Rasifala 21 August: ଆଜି ଦିନ ଆପଣଙ୍କ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ରହିବେ ସତର୍କ ଏବଂ କେଉଁ ରାଶିର ବ୍ୟକ୍ତି ପାଇବେ ଲାଭ ହିଁ ଲାଭ । ଜାଣିବା ପାଇଁ ‘ଇଟିଭି ଭାରତ’ରେ ପଢନ୍ତୁ, ଆଜିର ରାଶିଫଳ ।

ଆଜିର ରାଶିଫଳ; ଏହି 5 ରାଶିଙ୍କ ବଢିବ ଦୁଃଶ୍ଚିନ୍ତା, ଯୁକ୍ତିତର୍କ-କୋର୍ଟ ମାମଲାରୁ ଦୂରେଇ ରୁହନ୍ତୁ
ଆଜିର ରାଶିଫଳ; ଏହି 5 ରାଶିଙ୍କ ବଢିବ ଦୁଃଶ୍ଚିନ୍ତା, ଯୁକ୍ତିତର୍କ-କୋର୍ଟ ମାମଲାରୁ ଦୂରେଇ ରୁହନ୍ତୁ (ETV Bharat Odisha)
author img

By ETV Bharat Odisha Team

Published : Aug 21, 2024, 12:01 AM IST

Ajira Rasifala
ଆଜିର ରାଶିଫଳ (ARIES)

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶୁଭଙ୍କର ରହିବ । ବନ୍ଧୁ ମାନଙ୍କ ସହ ମଉଜ ମଜଲିସରେ ଦିନଟି କଟିବ । ଆପଣ ନିଜର ବନ୍ଧୁମାନଙ୍କ ଠାରୁ ଆକସ୍ମିକ ଭାବେ ଉପହାର ପାଇ ଉଲ୍ଲସିତ ହେବେ । ପ୍ରତିଦାନରେ ଆପଣ ମଧ୍ୟ ସେମାନଙ୍କ ପାଇଁ ଯଥେଷ୍ଟ ଖର୍ଚ୍ଚ କରିପାରନ୍ତି । ନୂତନ ବନ୍ଧୁତା ସ୍ଥାପନ କରିପାରନ୍ତି ଯାହା ଆପଣଙ୍କୁ ଭବିଷ୍ୟତରେ ଉପକୃତ କରିପାରେ । ଆପଣ ନିଜ ସନ୍ତାନମାନଙ୍କ ଠାରୁ ବହୁ ସାହାଯ୍ୟ ପାଇବେ । କୌଣସି ଏକ ଦର୍ଶନୀୟ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ସରକାରୀ କାର୍ଯ୍ୟ ଆପଣଙ୍କ ପାଇଁ ଫଳପ୍ରଦ ହୋଇପାରେ ।

Ajira Rasifala
ଆଜିର ରାଶିଫଳ (TAURUS)

ବୃଷ: କର୍ମଚାରୀ ମାନଙ୍କ ପାଇଁ ଓ କାର୍ଯ୍ୟ ସମ୍ପର୍କିତ ସବୁ ବିଷୟ ପାଇଁ ଆଜି ଦିନଟି ଶୁଭଙ୍କର ଅଟେ । ନୂଆ ଦୁଃସାହାସିକ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପୂର୍ଣ୍ଣ କରିପାରନ୍ତି । ସହକର୍ମୀମାନେ ତଥା ଉପରିସ୍ଥ ଅଧିକାରୀଙ୍କ ସହଯୋଗ ମିଳିପାରେ । ପଦୋନ୍ନତି ହେବାର ଉଜ୍ଜଳ ସମ୍ଭାବନା ଅଛି । ବ୍ୟବସାୟ ଓ ବୃତ୍ତିରେ ସମୃଦ୍ଧିଲାଭ କରିବାର ସୂଚନା ମିଳେ । ଆଜି ବାକି ପଡିଥିବା ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସଫଳତାର ସହ ସମ୍ପୂର୍ଣ୍ଣ କରିବେ । ବୈବାହିକ ଜୀବନ ସୁଖମୟ ହେବ । ସରକାରୀ କାର୍ଯ୍ୟରେ ସଫଳତା ମିଳିପାରେ ।

Ajira Rasifala
ଆଜିର ରାଶିଫଳ (GEMINI)

ମିଥୁନ: ଆଜି ନକ୍ଷତ୍ରଗଣ ଆପଣଙ୍କ ସପକ୍ଷରେ ନାହାନ୍ତି । ନୂତନ କାର୍ଯ୍ୟ ଶୁଭାରମ୍ଭ କରିବା ପାଇଁ ଯୋଜନା କରନ୍ତୁ ନାହିଁ । ଆପଣ କୌଣସି କାମ କରିବା ପାଇଁ ଉତ୍ସାହିତ ହୁଅନ୍ତୁ ନାହିଁ । ପାକସ୍ଥଳିରେ ଯନ୍ତ୍ରଣା ଏବଂ ଆଉ କିଛି ସାମାନ୍ୟ ରୋଗ ଆପଣଙ୍କ ମାନସିକ ଯନ୍ତ୍ରଣାକୁ ବଢାଇ ଦେଇପାରେ । କାର୍ଯ୍ୟସ୍ଥଳ ଏବଂ ବ୍ୟବସାୟରେ କିଛି ପ୍ରତିପକ୍ଷ ବାଧା ସୃଷ୍ଟି କରିପାରନ୍ତି । ଏଥିପାଇଁ ଆପଣଙ୍କର ସହକର୍ମୀ ଏବଂ ଉପରିସ୍ଥ କର୍ମଚାରୀମାନେ ନୈରାଶ୍ୟ ହୋଇପାରନ୍ତି । ଆପଣଙ୍କର ପୁଞ୍ଜିରୁ କିଛି ଧନ ଖର୍ଚ୍ଚରେ ଲାଗିପାରେ । କୌଣସି ଗୁରୁତ୍ତ୍ୱପୁର୍ଣ୍ଣ ସିଦ୍ଧାନ୍ତ ଆଜି ନିଅନ୍ତୁ ନାହିଁ ।

Ajira Rasifala
ଆଜିର ରାଶିଫଳ (CANCER)

କର୍କଟ: ଆଜି କିଛି ଅଘଟଣ ଘଟିପାରେ, ଏଥିପାଇଁ ସତର୍କ ରୁହନ୍ତୁ । ସମୟକୁ ସମ୍ମାନ ଦିଅନ୍ତୁ ଓ ଶାନ୍ତ ରୁହନ୍ତୁ । ଯଦି ଏହା ନ କରନ୍ତି ତେବେ ଘରେ ପରିସ୍ଥିତି ଅସମ୍ଭାଳ ହେବ । ଆସାମାଜିକ କାର୍ଯ୍ୟକଳାପରୁ ଦୂରେଇ ରୁହନ୍ତୁ, ଅଜଥା କଚେରୀ ଯାଏଁ କଥା ଯାଇପାରେ । ଆଜି ଦୁଃଶ୍ଚିନ୍ତା ଆପଣଙ୍କୁ ବ୍ୟସ୍ତ କରିପାରେ । ଅନ୍ୟମାନଙ୍କ ବ୍ୟକ୍ତିଗତ କାର୍ଯ୍ୟକଳାପରେ ଅନାବଶ୍ୟକ ଭାବରେ ହସ୍ତକ୍ଷେପ କରନ୍ତୁନାହିଁ । ପୁଞ୍ଜି ଆଦାନ ପ୍ରଦାନରେ ସତର୍କତା ଅବଲମ୍ଵନ କରନ୍ତୁ ।

Ajira Rasifala
ଆଜିର ରାଶିଫଳ (LEO)

ସିଂହ: ସିଂହ ରାଶି ମାନଙ୍କ ପାଇଁ ଆଜି ଏକ ମଧ୍ୟମ ଧରଣର ଦିନ ଅଟେ । ଦ୍ୱତିୟାର୍ଦ୍ଧରେ ଦିନର କିଛି ଲଢେଇ କରିପାରନ୍ତି । ପତ୍ନୀଙ୍କ ଦେହ ଭଲ ରହିବ ନାହିଁ । ବାଣିଜ୍ୟ ବନ୍ଧୁଙ୍କ ପ୍ରତି ସତର୍କ ରୁହନ୍ତୁ । ତାଙ୍କର ବ୍ୟବହାର ଓ ଚାଲିଚଳନ ପାଇଁ କ୍ଷୁବ୍ଧ ହେବେ, ଏବଂ ମନମାଳିନ୍ୟ ହୋଇପାରେ । ଏହାସହ ଅକାରଣରେ ପାଟିତୁଣ୍ଡରୁ ଦୂରେଇ ଯାଆନ୍ତୁ । ଆଜି ବିଭିନ୍ନ ଧରଣର ଲୋକଙ୍କ ସହ ମିଶିବେ, ଏହାର ସୁଯୋଗ ଉଠାଇ ଆନନ୍ଦ ହୁଅନ୍ତୁ ।

Ajira Rasifala
ଆଜିର ରାଶିଫଳ (VIRGO)

କନ୍ୟା: ଆଜି ସାମାଜିକ, ବନ୍ଧୁ ମିଳନ ଓ ଅର୍ଥ ସମାଗମନରେ ସମୟ ଅତିବାହିତ କରିବେ । ଆଜି ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଯେଉଁମାନେ ଶାରୀରିକ ପୀଡା ଭୋଗୁଛନ୍ତି, ଏପରି ଦିନରେ ଅନେକ ସୁସ୍ଥ ଅନୁଭବ କରିବେ । କାର୍ଯ୍ୟାଳୟରେ ମଧ୍ୟ, ସାଥିମାନେ ମିଶିବେ ଏବଂ ଆପଣଙ୍କ କାମ ଶେଷ କରିବାରେ ସାହାଯ୍ୟ କରିବେ । ଆପଣଙ୍କ ବୃତ୍ତିରେ ଆପଣଙ୍କ ଅଂଶୀଦାର ବ୍ୟବସାୟୀ ମାନେ ଆପଣଙ୍କ ଆଡକୁ ସହଯୋଗର ହାତ ବଢାଇବେ ଏବଂ ଆପଣ ଅର୍ଥଲାଭ କରିବେ । ଆଜି ଆପଣ ଦିନର ଅଧିକାଂଶ ସମୟ ମନୋରଞ୍ଜନ ଓ ଆମୋଦ ପ୍ରମୋଦରେ କାଟିପାରନ୍ତି ।

Ajira Rasifala
ଆଜିର ରାଶିଫଳ (LIBRA)

ତୁଳା: ଏ ଦିନରେ ତୁମ ଚିନ୍ତାଧାରା ଓ କାମକାର୍ଯ୍ୟ ସୁଚାରୁ ରୁପେ ହେବ । କିନ୍ତୁ, ତୁମ ଚିନ୍ତାଧାରାର ମାନ ଠିକ ଥିବା ଦରକାର । ପିଲାମାନେ ସୁସମ୍ବାଦ ଆଣିଦେବେ, ଯାହା ଦ୍ୱାରା ପରିବାରରେ ଖୁସି ରହିବ । ପ୍ରିୟଜନଙ୍କ ଗହଣରେ ଆନନ୍ଦ ଉଲ୍ଳାସରେ ସମୟ କଟାଇବେ । ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ରୋମାଞ୍ଚକର ଓ ମଧୁମୟ ହେବ । ମଧ୍ୟାହ୍ନ ଭୋଜନ ପରେ ଆପଣ ନିଜର କଥାବାର୍ତ୍ତା ଓ ବ୍ୟବହାରକୁ ସଞ୍ଜତ କରନ୍ତୁ । ଯଦି ପାରନ୍ତି, ଯାତ୍ରା କରନ୍ତୁ ନାହିଁ । ଆଧ୍ୟାତ୍ମିକ କାର୍ଯ୍ୟ ସମ୍ପାଦନ କରିପାରନ୍ତି ।

Ajira Rasifala
ଆଜିର ରାଶିଫଳ (SCORPIO)

ବିଛା: ଆଜି ଯେତେ ଖରାପ ଅବସ୍ଥା ହୋଇଥିଲେ ମଧ୍ୟ ନିଜର ଶକ୍ତି ସାମର୍ଥ୍ୟ ଯୋଗାଡ କର । ଚିନ୍ତାରେ ରହିଥିବାରୁ, ପ୍ରିୟଜନଙ୍କ ସହ ଝଗଡାରେ ତାହା ଶେଷହେବ । ସ୍ୱାସ୍ଥ୍ୟାବସ୍ଥା ଓ ସମ୍ପତ୍ତି ନଷ୍ଟ ଆଡକୁ ଗତିକରିପାରେ, ସଜାଗ ରୁହନ୍ତୁ । ଆଜି ସ୍ତ୍ରୀଙ୍କ ସହ ବାର୍ତ୍ତାଳାପ କରନ୍ତୁନାହିଁ ଏବଂ ଅପରିଚିତ ଜଳାସୟ ଠାରୁ ଦୂରରେ ରୁହନ୍ତୁ । ସମସ୍ୟା ଏପରି କଟୁ ହୋଇପାରେ ଯାହା ଆପଣଙ୍କ ଖ୍ୟାତିକୁ ବାଧା ଦେଇପାରେ, ଏସବୁ ଠିକରେ ପରିଚାଳନା କର । ଅତି ସତର୍କତାର ସହ କଚେରି କାଗଜରେ ଦସ୍ତଖତ କରନ୍ତୁ ।

Ajira Rasifala
ଆଜିର ରାଶିଫଳ (SAGITTARIUS)

ଧନୁ: ଆଜି ଏକ ଭଲ ଦିନ । ତୁମ ବାନ୍ଧବୀଙ୍କ ସହ କଥା ଓ କାମରେ ସଂପର୍କ ନୀବିଡ ହେବ ଏବଂ ସାଙ୍ଗ ମାନଙ୍କୁ ମିଶିବ। ଦିନଟି ଅଧିକ ମନେରଖିବାପାଇଁ ସେମାନଙ୍କ ସହ ବୁଲାବୁଲିରେ ଯିବ । ଏକ ଭଲ ଦିନ ନୂତନ କାମ କାର୍ଯ୍ୟ କରିବା ପାଇଁ । କର୍ମକ୍ଷେତ୍ରରେ ଆପଣଙ୍କୁ ପରାଜୟ କରିବା ଆଜି କଷ୍ଟକର । ଆପଣଙ୍କ ଖ୍ୟାତି ବଢିବ । ଆପଣଙ୍କ ଶାରୀରିକ ସୁସ୍ଥତା ବଜାୟ ରହିବ। ମଧ୍ୟାହ୍ନପରେ ପରିବେଶ ଶାନ୍ତ ହୋଇପାରେ ଏବଂ ମାନସିକ ଦୁଃଶ୍ଚିନ୍ତାରୁ ଆପଣ ମୁକ୍ତି ହୋଇପାରନ୍ତି ।

Ajira Rasifala
ଆଜିର ରାଶିଫଳ (CAPRICORN)

ମକର: ଆଜି ଦିନ ଏକ ସାଧାରଣ ଦିନ ହେବ । ପଇସା ଖେଳ ଓ ଷ୍ଟକ ବଜାରରେ ଅର୍ଥ ଲଗାଉ ଥିବା ଲୋକମାନେ ସତର୍କ ରହିବା ଠିକ ହେବ । ଛାତ୍ର ମାନେ ବହୁକଷ୍ଟ କରି ସଫଳ ହେବେ । ଘରେ ଜଟିଳ ପରିସ୍ଥିତି ଶତ୍ରୁତା ନ ଉପୁଯାଇବା ପାଇଁ, ଚୁପ ରୁହନ୍ତୁ । ଆଜି ସ୍ୱାସ୍ଥ୍ୟ ଭଲ ରହିବ ନାହିଁ, ସ୍ୱାସ୍ଥ୍ୟ କର ଖାଦ୍ୟ ଖାଆନ୍ତୁ । ଆଖି ଜନୀତ ରୋଗ ଯଥା, ଆଖି ଧରିବା ଓ ପୋଡିବା ଭୋଗିବେ। ଧ୍ୟାନ ଓ ଯୋଗ ବଳରେ ସେଥିରୁ ନିବୃତ ରୁହ। ନିଜକୁ ବ୍ୟସ୍ତ ରଖିବା ମଧ୍ୟ ଭଲ ହେବ।

Ajira Rasifala
ଆଜିର ରାଶିଫଳ (AQUARIUS)

କୁମ୍ଭ: ଆଜି ଗ୍ରହନକ୍ଷତ୍ର ମାନେ ସହାୟ ହେବେ । ଅର୍ଥ ଲାଭ ଅଛି । ଦେହ ଓ ମନ ଦୃଷ୍ଟିରୁ ନକ୍ଷତ୍ରମାନେ ତୁମକୁ ଖୁସି ରଖିବେ । ପ୍ରିୟ ନକ୍ଷତ୍ରମାନଙ୍କ ବଳରେ ଗୋଟିଏ ସୁନ୍ଦର ପରିଭ୍ରମଣର ଆୟୋଜନ କରନ୍ତୁ । ଧାର୍ମିକ ଦିଗରେ ତୁମର ଇଛା ଶକ୍ତି ବୃଦ୍ଧି ତୁମର ଅସୁବିଧା ଦୂର କରିବ । ବୈବାହିକ ଜୀବନରେ ଶାନ୍ତି ପାଇବେ । ଆଉ ମଧ୍ୟ ଆପଣ ଗୋଟିଏ ଛୋଟ ଯାତ୍ରାର ଆୟୋଜନ କରିପାରନ୍ତି ତାହା ଆହୁରି ଆନନ୍ଦମୟ ରହିବ । ଆପଣଙ୍କ ପ୍ରତିଦ୍ୱନ୍ଦୀକୁ ପଛରେ ପକାଇ ଆପଣ ସଫଳତା ହାସଲ କରିବା ହେତୁ ଆପଣଙ୍କ ଭାଗ୍ୟ ଉଜ୍ୱଳ ହୋଇ ଉଠିବ ।

Ajira Rasifala
ଆଜିର ରାଶିଫଳ (PISCES)

ମୀନ: ଆପଣ ଦିନସାରା ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି । ଲକ୍ଷ୍ୟଚ୍ୟୁତି ତୁମର ଆନନ୍ଦକୁ ବଧା ଦେବ, ଧ୍ୟାନ ଓ ଯୋଗ କରନ୍ତୁ । ଖର୍ଚ୍ଚ ମଧ୍ୟ ବଢିପାରେ ଏବଂ ଧାର୍ମିକ କାମରେ ଅନେକ ଖର୍ଚ୍ଚ କରିବେ । ପ୍ରିୟଜନ ଓ ବନ୍ଧୁଙ୍କ ସହ ଝଗଡା ତୁମ ମଧ୍ୟରେ ପାଚେରି ଠିଆ କରିଦେବ । ତୁମ ଗର୍ବ ଓ ଦମ୍ଭକୁ କାବୁରେ ରଖି ଏହାଠୁ ଦୂରରେ ରହ । ପରିସ୍ଥିତି ଦେଖି କଥାବାର୍ତ୍ତା କରନ୍ତୁ ଅନ୍ୟଥା ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇପାରେ । କର୍ମସ୍ଥଳରେ ସହକର୍ମୀଙ୍କ ସହ ତୀବ୍ର ପ୍ରତିଯୋଗିତାର ସମ୍ମୁଖୀନ ହୋଇପାରନ୍ତି । ଆପଣଙ୍କ ସନ୍ଦେହୀ ମନ ଆପଣଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ; ଆଜି ଆପଣଙ୍କ ନିଷ୍ପତ୍ତି ନେବାର କ୍ଷମତା ଭଲ ହୋଇ ନ ପାରେ । କଚେରି କାମକୁ ସାବଧାନତାର ସହ କରନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.