ଓଡିଶା

odisha

ଫାଇନାନ୍ସିଆଲ ଷ୍ଟକ ଉପରମୁହାଁ, 144 ପଏଣ୍ଟ ବଢିଲା ସେନସେକ୍ସ

By

Published : Nov 2, 2020, 7:40 PM IST

ମୁମ୍ବାଇ: ବୈଶ୍ବିକ ସ୍ତରରେ ସକରାତ୍ମକ ସଙ୍କେତ ଓ ସ୍ଥାନୀୟ ସ୍ତରରେ ସ୍ବାଭାବିକ କାରବାର ମଧ୍ୟରେ ଫାଇନାନ୍ସିଆଲ କମ୍ପାନୀର ସେୟାର ମଜବୁତ ହୋଇଛି । ସୋମବାର ବିଏସଇ ସେନସେକ୍ସ 143.51 ପଏଣ୍ଟ ବୃଦ୍ଧି ହୋଇ 39,757.58 ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସେଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 26.75 ପଏଣ୍ଟ ବଢି 11,669.15 ପଏଣ୍ଟରେ ପହଞ୍ଚିଛି ।

ABOUT THE AUTHOR

...view details