ଭୁବନେଶ୍ବର: ଝାରସୁଗୁଡା ବିମାନବନ୍ଦରରୁ କାର୍ଗୋ ସେବା ଆରମ୍ଭ କରିବାକୁ ଦାବି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହ୍ବାନଙ୍କ ଚିଠି । ବିମାନରେ ମାଲ ପରିବହନ ସେବା କରିବାକୁ ଅନୁରୋଧ ।
ଝାରସୁଗୁଡା ବିମାନବନ୍ଦରରୁ କାର୍ଗୋ ସେବା ଆରମ୍ଭ ଦାବି, ପିଏମଙ୍କୁ ଚିଠି
ଝାରସୁଗୁଡା ବିମାନବନ୍ଦରରୁ କାର୍ଗୋ ସେବା ଆରମ୍ଭ କରିବାକୁ ଦାବି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହ୍ବାନଙ୍କ ଚିଠି ।
ଝାରସୁଗୁଡା ବିମାନବନ୍ଦରରୁ କାର୍ଗୋ ସେବା ଆରମ୍ଭ ଦାବି, ପିଏମଙ୍କୁ ଚିଠି
ଏହା ହୀରାକୁଦ ଡ୍ୟାମ ଅଞ୍ଚଳର କୃଷି ଉତ୍ପାଦନରେ ସହାୟକ ହେବ । ସମ୍ବଲପୁର-ଝାରସୁଗୁଡା-ରାଉରକେଲା ଶିଳ୍ପ କରିଡର ଲାଗି ମଧ୍ୟ ଏହା ଦରକାର ବୋଲି ସୁବାସ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।