ଓଡିଶା

odisha

ETV Bharat / videos

ଦକ୍ଷିଣ-କୋରିଆ ବିମାନ କ୍ରାସ, ସମ୍ଭାବିତ କାରଣ ସମ୍ପର୍କରେ କ’ଣ କହୁଛନ୍ତି ବିଶେଷଜ୍ଞ - PLANE CRASH

By ETV Bharat Odisha Team

Published : Dec 29, 2024, 10:04 PM IST

ନିଆଳି: ଦକ୍ଷିଣ-କୋରିଆର ମୁଆନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଲ୍ୟାଣ୍ଡିଂ ବେଳେ ବିମାନ କ୍ରାସରେ 120 ଜଣ ଯାତ୍ରୀଙ୍କ ଜୀବନ ଯାଇଛି । ଏହି ଘଟଣା ପୁଣି ଥରେ ବିଶ୍ବବ୍ୟାପୀ ବିମାନଯାତ୍ରୀଙ୍କ ସୁରକ୍ଷା ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏହି ଅଘଟଣ ପଛରେ କ’ଣ ହୋଇପାରେ ସମ୍ଭାବିତ କାରଣ । କେଉଁ କାରଣ ସବୁ ପାଇଁ ସାଧାରଣତଃ ବିମାନ ଦୁର୍ଘଟଣା ଘଟେ, ସେ ସମ୍ପର୍କରେ ‘ଇଟିଭି ଭାରତ’ ସହ ଆଲୋଚନା କରିଛନ୍ତି କ୍ୟାପଟେନ୍‌ ରାଜ ନାରାୟଣ ମହାପାତ୍ର । 

ଏକ ଘରୋଇ ଏୟାର ଲାଇନ୍ସରେ ଦୀର୍ଘ ବର୍ଷ ପାଇଲଟ୍‌ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଥିବା କ୍ୟାପଟେନ ମହାପାତ୍ର ବିମାନ ଦୁର୍ଘଟଣାର କାରଣ ଓ ଏହାକୁ ପ୍ରତିହତ କରିବା କ୍ଷେତ୍ରରେ ଥିବା ସମସ୍ତ ପ୍ରକ୍ରିୟା ସମ୍ପର୍କରେ କ’ଣ କହୁଛନ୍ତି ଶୁଣନ୍ତୁ । ତାଙ୍କ ସହ ଅଧିକ ଆଲୋଚନ କରିଛନ୍ତି ଆମ ନିଆଳି ପ୍ରତିନିଧି ଉମେଶ ଚନ୍ଦ୍ର ମଲ୍ଲିକ । 

ଏହା ମଧ୍ୟ ପଢନ୍ତୁ:-  ଅବତରଣବେଳେ ଜଳିଗଲା ବିମାନ, ମୃତ୍ୟୁ ସଂଖ୍ୟା 100 ପାର୍

ABOUT THE AUTHOR

...view details