ଓଡିଶା

odisha

ETV Bharat / videos

ଆସିକା ଲୋକସଭା ଆସନ, ନାମାଙ୍କନ ଦାଖଲ କଲେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ - Lok Sabha election 2024 - LOK SABHA ELECTION 2024

By ETV Bharat Odisha Team

Published : May 4, 2024, 2:17 PM IST

ବ୍ରହ୍ମପୁର: ଲୋକସଭା ନିର୍ବାଚନକୁ ନେଇ ପ୍ରଚାରରେ କମ୍ପୁଛି ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ । ପ୍ରଚାରକୁ ଜୋରଦାର କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥିନୀ ରଞ୍ଜିତା ସାହୁ ଓ କଂଗ୍ରେସ ପ୍ରାର୍ଥୀ ଦେବକାନ୍ତ ଶର୍ମା । ଏହି ଦୁଇ ପ୍ରାର୍ଥୀ ଶୁକ୍ରବାର ନମାଙ୍କନ ପତ୍ର ଦାଖଲ କରିଥିଲେ ।  ରଞ୍ଜିତା ସାହୁ  ବାପା ହର ସାହୁ ଓ ନିଜ ସମର୍ଥକଙ୍କ ସହିତ ବିରାଟ ଶୋଭାଯାତ୍ରାରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଥିଲେ । କଂଗ୍ରେସ ଦଳର ପ୍ରାର୍ଥୀ ମଧ୍ୟ ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି  ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।  ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଗତକାଲି (ଶୁକ୍ରବାର) ଶେଷ ଦିନ ରହିଥିଲା । ଆଜି ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । 

ଏହା ମଧ୍ୟ ପଢନ୍ତୁ- ଶକ୍ତି ପ୍ରଦର୍ଶନ ସହ ବଣାଇରୁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥିନୀ ସେବତୀ - Bonai Assembly constituency

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details